ସମ୍ପାଦକୀୟ

ସମାଜର ପ୍ରଗତି ଓ ଦୁର୍ଗତି

ସମୟକ୍ରମେ ସମାଜରେ ପରିବର୍ତ୍ତନ ଘଟିଥାଏ। ଏହି ପରିବର୍ତ୍ତନ ସମ୍ପର୍କରେ ସମାଜଶାସ୍ତ୍ରରୁ ବାସ୍ତବ ଆକଳନ କରି ହେବ। ଫରାସୀ ଚିନ୍ତକ ଅଗଷ୍ଟ କମ୍‌ଟେ (୧୭୯୮-୧୮୫୭)ଙ୍କୁ ସମାଜଶାସ୍ତ୍ରର ଜନକ (ଫାଦର ଅଫ୍‌ ସୋସିଓଲଜି) ଭାବେ ନାମିତ କରାଯାଇଛି। ୧୮୩୦ରେ ପ୍ରଣୀତ ଏହି ଶାସ୍ତ୍ରରେ କମ୍‌ଟେ…

ବାଣ ଫୁଟାଅନି

ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ୍‌ ୨୦ ଜାନୁଆରୀ ୨୦୨୫ରେ ଶପଥ ନେବେ। ଏହା ପୂର୍ବରୁ ତାଙ୍କର କେତେକ ମନ୍ତବ୍ୟ ବିଶ୍ୱ ଭୂରାଜନୈତିକ ତଥା ଅର୍ଥନୈତିକ ଦୃଶ୍ୟପଟରେ ବଡ଼ ପରିବର୍ତ୍ତନକୁ ଇଙ୍ଗିତ କରିଛି। ନଭେମ୍ବର ୩୦ରେ ବ୍ରିକ୍ସ ଦେଶଗୁଡ଼ିକୁ ଲକ୍ଷ୍ୟକରି…

ଏଇ ଭାରତରେ

ଚାକିରି ସହ ଚାଷ କରିବା କଷ୍ଟକର ହୋଇଥିଲେ ମଧ୍ୟ ସେଥିରେ ସଫଳ ହୋଇଛନ୍ତି କେରଳର ଇଞ୍ଜିନିୟର ପାର୍ବତୀ ମୋହନାନ୍‌। ପାର୍ବତୀ ଫୁଲଚାଷ କରି ସେଥିରୁ ମାସକୁ ୧ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ନିକଟକୁ ଦିନକୁ ୧୦୦ ପର୍ଯ୍ୟନ୍ତ ଅର୍ଡର…

ଆଭ୍ୟନ୍ତରୀଣ ପ୍ରଦୂଷଣ

ଆମ ଚତୁଃପାର୍ଶ୍ୱସ୍ଥ ବାୟୁମଣ୍ଡଳ ଦିନକୁ ଦିନ ବିଷାକ୍ତ ହୋଇ ଚାଲିଛି। ବାୟୁ ପ୍ରଦୂଷଣ କଥା ଆସିଲେ ଆମ ଆଖିଆଗରେ ଧୂଆଁ, ଧୂଳି ଓ ମାରାତ୍ମକ ଭାସମାନ ରାସାୟନିକ କଣିକାର ଛବି ନାଚି ଉଠେ। ଏହି ପ୍ରଦୂଷଣ ଆଜି ଆମ ରୋଷେଇ କକ୍ଷ,…

ରାଜନୀତିରେ ବୟସ ସୀମା

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ମୁହଁାମୁହିଁ ତର୍କମାଳାର ପ୍ରଥମ ଅବସରରେ ଜୋ ବାଇଡେନ୍‌ ଥଙ୍ଗେଇଗଲେ ବୋଲି ଡେମୋକ୍ରାଟ୍‌ ଦଳର ବହୁତ ନେତା କହିହେଲେ ତାଙ୍କୁ ବାର୍ଦ୍ଧକ୍ୟ ଘାରିଲାଣି ଓ ସେ ନିର୍ବାଚନ ରଣାଙ୍ଗନରୁ ଓହରି ଯାଆନ୍ତୁ, ସେ ବି ମାନିନେଲେ ା ଆଉ…

ସଂଖ୍ୟାଲଘୁ ଚରିତ୍ର

ବାଂଲାଦେଶ ଏକମାତ୍ର ପଡ଼ୋଶୀ ଦେଶ ଭାବେ ଭାରତକୁ ଦେଇଆସୁଥିବା ସମ୍ମାନ ଏବେ ଭୂଲୁଣ୍ଠିତ ହୋଇଯାଇଛି। ଗତ କିଛିବର୍ଷ ହେବ ଅନ୍ୟାନ୍ୟ ପଡ଼ୋଶୀ ଭାରତର ଶତ୍ରୁ ପାଲଟି ଯାଇସାରିଛନ୍ତି। ବାଂଲାଦେଶ ସୃଷ୍ଟି କରିବାରେ ଭାରତର ଅନନ୍ୟ ଭୂମିକା ଥିବାରୁ ଆଶା ଥିଲା ଏହା…

ବିଶ୍ୱ ଏଡ୍‌ସ ଦିବସର ଅନୁଚିନ୍ତା

ତିବର୍ଷ ଡିସେମ୍ବର ୧ ତାରିଖକୁ ‘ବିଶ୍ୱ ଏଡ୍‌ସ ଦିବସ’ ରୂପେ ପାଳନ କରାଯାଉଛି। ଏ ବର୍ଷ ଏହି ଦିବସର ଥିମ୍‌(ବିଷୟ) ହେଉଛି – ‘ଅଧିକାର ପଥରେ ଚାଲ’(ଟେକ୍‌ ଦି ରାଇଟ୍‌ସ ପାଥ୍‌)। ଏହାର ମୁଖ୍ୟ ଆଭିମୁଖ୍ୟ ହେଉଛି ମାନବ ଅଧିକାରକୁ ସୁରକ୍ଷିତ…

ନିର୍ଣ୍ଣୟରେ ନୈତିକ ନିଷ୍ପତ୍ତି

ମାଜିକ ଦୃଷ୍ଟିକୋଣରେ ମଣିଷ ଯେତେବେଳେ ଗୋଷ୍ଠୀଗତ ଜୀବନଯାପନ କରେ, ସେତେବେଳେ ଅନେକ କ୍ଷେତ୍ରରେ ସେ ବ୍ୟକ୍ତିଗତ ବା ସାମୂହିକ ନିର୍ଣ୍ଣୟ ନେଇଥାଏ ଓ ସେଥିରେ ନିଷ୍ପତ୍ତିର ବ୍ୟତିକ୍ରମ ହେଲେ ତାହା ଭିନ୍ନରୂପ ନେଇ ଏକ ସମସ୍ୟା ଭାବେ ଦଣ୍ଡାୟମାନ ହୋଇଥାଏ। ନିର୍ଣ୍ଣୟ…

କେବଳ ଦେଖଣାହାରି

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଚମତ୍କାର ବିଜୟ ପରେ ଏବେ ଆମେରିକା-ଚାଇନା ସମ୍ପର୍କ ଉପରେ ତାଙ୍କର ଅଧିକ ନଜର ରହିଛି। ଉଲ୍ଲେଖନୀୟ ଯେ, ଚାଇନା ହେଉଛି ଆମେରିକାର ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ। ଆମେରିକା ପ୍ରତି ଚାଇନା ବଡ଼ ବିପଦ ବୋଲି ୮…

ନିଆଁ ଲିଭାଇବାର ବେଳ

ନଭେମ୍ବର ୨୪ ରେ ଖବରକାଗଜ ଧରିତ୍ରୀ ତା’ର ୫୧ତମ ସ୍ବନକ୍ଷତ୍ର ପାଳନ ଅବସରରେ ଜଳବାୟୁ ପରିବର୍ତ୍ତନ ବିଷୟରେ ଏକ ଯୁବ ସମାବେଶ ଆୟୋଜନ କରିଥିଲା। ଏହା ଖୁବ୍‌ ପ୍ରେରଣାଦାୟୀ ଥିଲା। ବାସ୍ତବରେ ଜଳବାୟୁ ପରିବର୍ତ୍ତନ ବିଶ୍ୱକୁ ଚିନ୍ତିତ କରିଛି। କଥା ଉଠେ…

ଠିକଣା ବଦଳିବ

କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପ ଶେଷରେ ପ୍ରଭାବୀ ଢଙ୍ଗରେ କାମ କରୁଛି। ପ୍ରମୁଖ ସରକାରୀ ମନ୍ତ୍ରଣାଳୟଗୁଡ଼ିକୁ ବ୍ୟୟବହୁଳ, ଆଧୁନିକ ତଥା ଉଚ୍ଚବୈଷୟିକ ସମ୍ପନ୍ନ କାର୍ଯ୍ୟାଳୟରେ ପରିଣତ କରିବା ସହ ନର୍ଥ ଓ ସାଉଥ୍‌ ବ୍ଲକ୍‌କୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଯାଉଛି ବୋଲି…

ପ୍ରକୃତିର ଦୁଇ ଅଂଶ

ପ୍ରକୃତି ମହାନ୍‌। ଏହାର ଗୌରବ, ଗରିମା ବିଶ୍ୱବିଦିତ। ଏ ମାଟିର ବାସ୍ନା, ଅସୀମ କାନ୍ତିମୟୀ ପ୍ରକୃତି ମଧ୍ୟରେ ବିଶ୍ୱନିୟନ୍ତାଙ୍କ ସନ୍ଧାନ, ଅରୂପର ମୋହାଚ୍ଛନ୍ନ ବାସ୍ତବ ଅନୁଭବ ହିଁ ମାନବ ଦର୍ଶନ-ତତ୍ତ୍ୱ ଦର୍ଶାଇଥାଏ। ସକଳ ବିଡ଼ମ୍ବନା ଓ ହତାଶ ମଧ୍ୟରେ ଆଶାବାଦ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri