ଜୀବନର ମୂଲ୍ୟବୋଧ ଓ ଏସ୍ଡିଜି
ସରସ ସୁନ୍ଦର ଜୀବନଟିଏ ଜିଇବାକୁ କିଏ ବା ନ ଚାହେଁ। ଭଲରେ ବଢ଼ିବା, ଭଲରେ ବଢ଼ାଇବା ଓ ଏଇ ପୃଥିବୀରେ ସଭିଏ ଖୁସି, ଶାନ୍ତି, ଶାରୀରିକ ଓ ମାନସିକ ସୁସ୍ଥତାର ସହ ସହାବସ୍ଥାନ କରିବା ତ ଜୀବନର ବଡ଼ ସଫଳତା। ବ୍ୟକ୍ତିଗତ…
କଲମ୍ବିଆର ଆହ୍ବାନ
ଜୀବାଶ୍ମ ଶକ୍ତିରୁ ଦୂରେଇ ସ୍ବଚ୍ଛ ତଥା ସବୁଜ ଶକ୍ତି କ୍ଷେତ୍ରକୁ ପରିବର୍ତ୍ତନ ସକାଶେ ବିଶ୍ୱରେ ତତ୍ପରତା ପ୍ରକାଶ ପାଇଛି। ଏହାସହ ସୁନା ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହିସବୁ କାରଣ ଯୋଗୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଧାତୁର ଚାହିଦା ଆଶାତୀତ…
ଟ୍ରମ୍ପ୍ ଓ ସମ୍ଭାବ୍ୟ ଅର୍ଥନୀତି
ମେରିକାର ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ପାଇଁ ଡୋନାଲ୍ଡ ଟ୍ରମ୍ପ୍ ନିର୍ବାଚିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଟ୍ରମ୍ପ୍ କେବଳ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇନାହାନ୍ତି ବରଂ ସର୍ବାଧିକ ଜନପ୍ରିୟ ଭୋଟ ପାଇ ଆମେରିକାରେ ତଥାକଥିତ ଟ୍ରିଫେକ୍ଟର କୁହାଯାଉଥିବା ସମସ୍ତ ଗୃହ ଯଥା ପ୍ରେସିଡେନ୍ସି,…
କଳାଧନ ମହଜୁଦକାରୀ
ଭାରତର ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ”କଳା ଧନ ମହଜୁଦକାରୀମାନେ ଜଣେ ଜଣେ ଆତଙ୍କବାଦୀ“। ବାସ୍ତବିକ କଳାଧନ ଅଧିକାରୀମାନେ କୋଟି କୋଟି ଜନତାଙ୍କ ଟିକସକୁ ଦୁର୍ନୀତି ଉପାୟରେ ହଡପକରି ଟଙ୍କାର ପାହାଡ଼ ଉପରେ ବସି ଅଟ୍ଟହାସ୍ୟ କରନ୍ତି। ସୀମାନ୍ତରେ ଆତଙ୍କବାଦୀମାନେ ଯେତିକି ରକ୍ତପାତ…
ଇନ୍ଦ୍ରଭୂତି କେଉଁ ଦେଶର
ପାରମ୍ପରିକ ତାନ୍ତ୍ରିିକ କାହାଣୀ ଅନୁଯାୟୀ, ଇନ୍ଦ୍ରଭୂତି ନାଲି ପକ୍ଷୀମାନଙ୍କୁ ଆକାଶରେ ଉଡ଼ୁଥିବାର ଦେଖିଲେ। ସେ ହୃଦୟଙ୍ଗମ କଲେ ଯେ ସେମାନେ ପକ୍ଷୀ ନୁହନ୍ତି, ବରଂ ଲାଲ୍ ରଙ୍ଗ ପୋଷାକରେ ଭିକ୍ଷୁମାନେ ଆକାଶକୁ ଉଠୁଥିଲେ। ଏହି ଭିକ୍ଷୁମାନଙ୍କ ମଧ୍ୟରୁ ଜଣେ ଇନ୍ଦ୍ରଭୂତିଙ୍କ ଜିଜ୍ଞାସା…
ଲେଖନ୍ତି ବହୁତ, ପଢୁଛି କିଏ
ଏ ବେଳ ତ କମ୍ପୁଟରର। ମୋବାଇଲ ତ ଜୀବନ ଧାରା ବଦଳାଇଦେଲାଣି। ସୁଇଚ୍ ଟିପିଦେଲେ ଆଖି ଆଗରେ ନାଚି ଉଠୁଛି ବହୁତ କିଛି। କାଲିକଥା ଆଜି କି ନାହିଁ। କାଲିକି ଯେ ଥିବ ତା’ ବି ଅନିଶ୍ଚିତ! ମୋବାଇଲରେ ହ୍ବାଟ୍ସଆପ, ମେସେଜ…
ବିଶ୍ୱ ବିଧାତା
ବିଶ୍ୱ ନିଅନ୍ତାଙ୍କୁ ଆମେ ଭଗବାନ୍ ବୋଲି ବିବେଚନା କରିଥାଉ। ଅବଶ୍ୟ ସେହି ଭଗବାନ୍ଙ୍କ ସ୍ବରୂପକୁ ଅନେକ ଗୋଷ୍ଠୀ ଅନେକ ପ୍ରକାର ବର୍ଣ୍ଣନା କରନ୍ତି। ଆଜି ବିଜ୍ଞାନର ଅଗ୍ରଗତି ସହ ମଣିଷ ବିଶ୍ୱ ବ୍ରହ୍ମାଣ୍ଡର ଅନେକ ରହସ୍ୟ ଉନ୍ମୋଚନ କରାଗଲାଣି, ଆଉ ଆଗକୁ…
ସ୍ନୋ ପାଉଡର ଲଗାଅ ନାହିଁ
ଧନର ଦେବୀ ଲକ୍ଷ୍ମୀ। ତାଙ୍କର ଅନ୍ୟନାମ ଚଞ୍ଚଳା। ଅର୍ଥାତ୍ ସେ ଗୋଟିଏ ଜାଗାରେ ରହିପାରନ୍ତି ନାହିଁ। ଯଦି ଲୋକଙ୍କ ପାଖରେ ଧନ ଅଛି ତେବେ ତାହାକୁ ଅନ୍ୟ ଲୋକ ପାଇଲେ କ୍ଷତି କ’ଣ। ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି ସେଥିରେ ଏବେ…
ଥରେ ବୁଝନ୍ତୁ ପିଲାର ମନ
ଯୁଗ ସହ ତାଳ ଦେଇ ମଣିଷ ମଧ୍ୟ ଧୀରେ ଧୀରେ ପରିବର୍ତ୍ତନ ହୋଇଛି। ପ୍ରତି ମୁହୂର୍ତ୍ତରେ ଅନ୍ୟମାନଙ୍କଠାରୁ ଭିନ୍ନ ହେବା ଲକ୍ଷ୍ୟରେ ସଭିଙ୍କ ମନରେ ବଢ଼ି ଚାଲିଛି ପ୍ରତିଯୋଗିତାମୂଳକ ମନୋଭାବ। ଏହି କୌତୂହଳ ରେସ୍ରେ କିଏ ଆଗକୁ ବଢ଼ୁଛି ତ କିଏ…
ଇଣ୍ଡିଆ ମେଣ୍ଟର ଭବିଷ୍ୟତ
୨୦୨୪ ମସିହା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଏନ୍ଡିଏ ବିପକ୍ଷରେ ବିରୋଧୀ ଦଳ ପକ୍ଷରୁ ମିଳିତ ମେଣ୍ଟ ଗଠନ ହୋଇଥିଲା। ଭାଜପାରୁ ସମ୍ପର୍କ ତୁଟାଇବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏ ଦିଗରେ…
ଆମେ କାମ ଚୋର
ଅତୀତରେ ରାଜାମାନେ ଶୋଷଣକାରୀ ଥିଲେ। ସେତେବେଳେ ଲୋକେ କେବଳ ଚାଷ ଉପରେ ନିର୍ଭର କରୁଥିଲେ। ଚାଷ ବ୍ୟତୀତ ଅନ୍ୟ ଅର୍ଥନୈତିକ ପନ୍ଥା ନ ଥିଲା। ଯୋଗାଯୋଗର ମଧ୍ୟ ସୁବିଧା ନ ଥିଲା। ଗୋଟିଏ ଜାଗାରୁ ଅନ୍ୟ ଏକ ଜାଗାକୁ ଲୋକ ଯାଇପାରୁ…
ରିଲ୍ରେ ଜୀବନ
ପୁଅ କହିଲା- ‘ବାପା! ଏତେ ଲେଖାଲେଖି କରୁଛ। ତାକୁ ଛୋଟ ଛୋଟ କ୍ଲିପ କରି ରିଲ୍ କରୁନ। ଭାରି ବଢ଼ିଆ ହେବ।’ ଲ୍ୟାପ୍ଟପରୁ ଧ୍ୟାନ ହଟେଇ ତାକୁ ଟିକେ ଦେଖିଲି। ସେ ମୋ ଆଡ଼କୁ ଚାହିଁଥିଲା। ମୁଁ ହସିଲି ଏବଂ କହିଲି-‘ବାବୁ!…
Archives


