ପୁରାଣରେ ଦୁର୍ଗା
ଦୁର୍ଗାଙ୍କ କାହାଣୀ ମୂଳ ସଂସ୍କୃତ ରଚିତ ଦେବୀ ମହାତ୍ମ୍ୟରୁ କିମ୍ବା ଚଣ୍ଡିପାଠରୁ ଆସିଛି, ଯାହା ମାର୍କଣ୍ଡେୟ ପୁରାଣର ଅଂଶ। ଏହା ପ୍ରାୟ ୧,୫୦୦ ବର୍ଷ ପୂର୍ବେ ରଚନା କରାଯାଇଥିଲା। ମା’ ଦୁର୍ଗାଙ୍କ ପ୍ରତିମା ବା ପ୍ରତୀକଗୁଡ଼ିକ ମଧ୍ୟ ସେହି ସମାନ...
ଅଲୋଡ଼ା ନୁହନ୍ତି ବରିଷ୍ଠ ନାଗରିକ
ଷାଠିଏ ବର୍ଷ ପୂରିଗଲେ ବୟସ୍କ ବ୍ୟକ୍ତିଙ୍କୁ ସମ୍ମାନସୂଚକ ସମ୍ବୋଧନ ସିନିୟର ସିଟିଜେନ ବା ‘ବରିଷ୍ଠ ନାଗରିକ’ ମନରେ ଆତ୍ମସନ୍ତୋଷ ଭରିଦିଏ। ସିନିୟର ସିଟିଜେନ ପରିଚୟରେ ଖୁବ୍ ଗୌରବବୋଧ ଅନୁଭବ ହୁଏ। ମାତ୍ର ସ୍ବାଭିମାନୀ ମଣିଷଟି ଜୀବନର ଅପରାହ୍ନରେ ଯେବେ ବାସ୍ତବତାକୁ...
ସାଇବର ଠକାମିରେ ନୂଆ ଫର୍ଦ୍ଦ
ବିତ୍ତୀୟ ପରିଚାଳନାରେ ଡିଜିଟାଲ କାରବାରର ଲୋକପ୍ରିୟତା ଓ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇଛି। ଏହା ସହ ବଢି ଚାଲିଛି ସାଇବର ଠକେଇ। ୨୦୨୪ ମସିହାର ପ୍ରଥମ ଚାରି ମାସରେ ଆମ ଦେଶରୁ ୧୭୫୦ କୋଟି ଟଙ୍କା ସାଇବରମାନଙ୍କ ପାଖକୁ...
ଦୁଇ ରାଜ୍ୟର ଭିନ୍ନ ଫଳ
୨୦୨୪ ଲୋକ ସଭା ନିର୍ବାଚନ ପରେ ହରିୟାଣା ଏବଂ ଜମ୍ମୁ-କଶ୍ମୀର ବିଧାନସଭା ଲାଗି ହୋଇଥିବା ମତଦାନରେ ଏନ୍ଡିଏ ଏବଂ ଇଣ୍ଡିଆ ମେଣ୍ଟ ୧-୧ ପଏଣ୍ଟ ପାଇଛନ୍ତି। ଅର୍ଥାତ୍ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଭାଜପା ୪୯ ଆସନ ପାଇ...
ଏଇ ଭାରତରେ
କର୍ନାଟକର ସୁରେଶ ଏସ୍ ଆର ଓ ତାଙ୍କ ସ୍ତ୍ରୀ ମୈଥିଲି ଗୁଆ ଗଛର ପତ୍ର ଓ ଖୋଳପାରୁ କୃତ୍ରିମ ଚମଡ଼ା ଭଳି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ଏହାକୁ କୁହାଯାଉଛି ଭେଗାନ ଲେଦର। ଏହା ଏକ ପରିବେଶ ଉପଯୋଗୀ କାର୍ଯ୍ୟ। କାରଣ...
ଗରିବର ଇଜ୍ଜତ
ଗରିବ ଲୋକର ହାତର ଅଙ୍ଗୁଳି ଓ ହୃଦୟ ବୋଧହୁଏ ଗୋଟିଏ ଶରୀରରେ ଅବସ୍ଥିତ ନୁହେଁ ଅବା ରାଜନେତାମାନେ ଏ ବିଷୟରେ ଅବଗତ ନାହାନ୍ତି, ନ ହେଲେ ଶରୀରଠୁ ଶାଖା-ପ୍ରଶାଖା ଭଳି ବାହାରିଥିବା ହାତର ଯେଉଁ ଅଙ୍ଗୁଳିଗୁଡ଼ିକ ବ୍ୟବହାର କରି ସେମାନଙ୍କଠୁ...
ଭଗବାନଙ୍କ ନାଁରେ ମିଛ
ବଞ୍ଚିବା ଲାଗି ଖାଦ୍ୟ ଦରକାର ଏବଂ ଖାଦ୍ୟ ଦୃଷ୍ଟିରୁ ଦୁନିଆରେ ପ୍ରତ୍ୟେକ ଜୀବନ୍ତ ଜିନିଷ ଦୁଇ ଭାଗରେ ବିଭକ୍ତ – ଗୋଟିଏ ଆତ୍ମଜୀବୀ ବା ଅଟୋଟ୍ରଫିକ୍, ଅନ୍ୟଟି ପରଜୀବୀ ବା ହେଟେରୋଟ୍ରଫିକ୍। ଅଟୋଟ୍ରଫିକ୍ ଜୀବଟି ନିଜେ ଅଖାଦ୍ୟ ନିର୍ଜୀବ ବସ୍ତୁରୁ...
ଭାରତରେ ନିଶା
ଚଳିତ ମାସର ପ୍ରଥମ ସପ୍ତାହରେ ଭାରତର ବିଭିନ୍ନ ସ୍ଥାନରୁ ୭,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଡ୍ରଗ୍ସ ବା ମାଦକଦ୍ରବ୍ୟ ଜବତ ହୋଇସାରିଲାଣି। ଏହା ଦେଶ ଭିତରେ ଏକ ବଡ଼ ଏବଂ ସକ୍ରିୟ ବେଆଇନ ନିଶା କାରବାର ଦିଗକୁ ସୂଚିତ...
ଏଇ ଭାରତରେ
କେତେକେ ନିଜ ଘରେ ଆଣ୍ଠୁଆ ଗୋପାଳଙ୍କୁ ରଖି ପୂଜା କରନ୍ତି। କିନ୍ତୁ ଆଣ୍ଠୁଆ ଗୋପାଳ ସ୍କୁଲରେ ପାଠ ପଢ଼ିବା କଥା କେହି ହୁଏତ ଶୁଣି ନ ଥିବେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଆଗ୍ରାର ନୁରୀ ଦରବାଜ...
କର୍ମକ୍ଷେତ୍ରରେ ମାନସିକ ସ୍ବାସ୍ଥ୍ୟ
ପ୍ରତିବର୍ଷ ଅକ୍ଟୋବର ୧ରୁ ୮ ପର୍ଯ୍ୟନ୍ତ ବିଶ୍ୱ ମାନସିକ ସପ୍ତାହ ଭାବେ ପାଳନ ହୋଇଆସୁଛି। ପ୍ରତିବର୍ଷ ପରି ଚଳିତ ବର୍ଷର ବାର୍ତ୍ତା ରହିଛି ‘କର୍ମ କ୍ଷେତ୍ରରେ ମାନସିକ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେବାର ସମୟ ଆସିଛି’। ୧୯୯୨ରେ ପ୍ରଥମ ଥର ପାଇଁ...
ପରିବର୍ତ୍ତିତ ପରିସ୍ଥିତିରେ ‘ଧର୍ମନିରପେକ୍ଷତା’
ଭାରତ ଏକ ପବିତ୍ର ଓ ଦିବ୍ୟଭୂମି। ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର। ହିମାଳୟଠାରୁ କନ୍ୟାକୁମାରୀ ପରିବ୍ୟାପ୍ତ ଏହାର ବିଶାଳ ଭୂମିରେ ବହୁ ଧର୍ମ, ସମ୍ପ୍ରଦାୟ, ଭାଷା ଓ ବିଭିନ୍ନ ବର୍ଣ୍ଣର ମଣିଷ ବାସ କରନ୍ତି, ଯାହା ଆମ ସଂସ୍କୃତିକୁ ଗରିମାମୟ...
ବର୍ଷକର ଯୁଦ୍ଧ
ଆଜକୁ ବର୍ଷେ ତଳେ ଅକ୍ଟୋବର ୭ରେ ପାଲେଷ୍ଟିନୀୟ ସଙ୍ଗଠନ ହମାସ ଇହୁଦୀ ରାଷ୍ଟ୍ର ଇସ୍ରାଏଲ ଉପରେ ପ୍ରଥମେ ଆକ୍ରମଣ କରି ୧,୨୦୦ ଲୋକଙ୍କ ଜୀବନ ନେଇଥିବା ବେଳେ ୨୫୦ ଜଣଙ୍କୁ ପଣବନ୍ଦୀ କରି ରଖିଥିଲା। ବିରୁଡ଼ି ବସାରେ କାଠି କେଞ୍ଚତ୍ବା...
Archives


