ସମ୍ପାଦକୀୟ

ଓଲଟ ଗତି

ଜଣେ ବିଦେଶୀ ପର୍ଯ୍ୟଟକ ସକାଳୁ ସହରର ଏକ ଲଜିଂରୁ ରେଳଷ୍ଟେଶନକୁ ଚାଲିଚାଲି ଯାଉଥିଲେ ଓ ଦୁଇଟି ଓଜନିଆ ବ୍ୟାଗ୍‌ ଧରିଥିବାରୁ ଥକିପଡୁଥିଲେ। ସେହି ରାସ୍ତା ଦେଇ ଏକ ଅଟୋରିକ୍ସା ଯାଉଥିବାର ଦେଖି ଚାଳକକୁ ଷ୍ଟେଶନ ପର୍ଯ୍ୟନ୍ତ ଭଡ଼ା କେତେ ବୋଲି ପଚାରିବାରୁ…

ମାକ୍ସୱେଲ୍‌ଙ୍କ ତରଙ୍ଗ ଓ ଆଲୋକ

ବ୍ରିଟିଶ ଗବେଷକ ସାର୍‌ ଆଇଜାକ୍‌ ନ୍ୟୁଟନ୍‌ ଆମ ଆଖପାଖରେ ଥିବା ବସ୍ତୁଗୁଡ଼ିକର ଗତିକୁ ନିର୍ଦ୍ଦିଷ୍ଟ ରୂପେ ମାପିବା ପାଇଁ ଗତିଶୀଳ ବସ୍ତୁର ଗତି ପଛରେ ନିହିତ ପ୍ରକୃତ କାରଣ ଅନାବରଣକୁ ତାତ୍ତ୍ୱିକ ନିଷ୍କର୍ଷ ପ୍ରଦାନ କରିଥିଲେ। ହେଲେ ଆଲୋକର ସମସ୍ତ ଗୁଣାବଳୀ…

ମୁଦ୍ରାସ୍ଫୀତି ଓ ଜଳବାୟୁ ସଙ୍କଟ

ବର୍ଷେ ଦୁଇ ବର୍ଷ ହେଲା ବୈଶ୍ୱିକ ମୁଦ୍ରାସ୍ଫୀତି ଯୋଗୁ ଖାଦ୍ୟ, ଶକ୍ତି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷଗୁଡ଼ିକର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି। ଫଳରେ ସାରା ବିଶ୍ୱରେ ବିଶେଷକରି ଜି-୨୦ ଦେଶଗୁଡ଼ିକରେ ଆମେରିକାରେ ମୂଲ୍ୟବୃଦ୍ଧି ରାଜନୈତିକ ଆଲୋଚନାର ପ୍ରମୁଖ ବିଷୟ ହୋଇଛି।…

ବିବାହରେ ଅତିଥି

ବର୍ଷା ଋତୁ ନିଜର ଦାୟିତ୍ୱହୀନତା ପାଇଁ କୁଖ୍ୟାତ। ପାଣିପାଗ ବିଭାଗର ପୂର୍ବାନୁମାନ ସତ୍ତ୍ୱେ ବର୍ଷା ସମ୍ପୂର୍ଣ୍ଣ ନିଜ ଇଚ୍ଛାରେ ଚଳପ୍ରଚଳ। କେତେବେଳେ ସେ ଠିକ୍‌ ସମୟରେ ଆସେ ତ କେତେବେଳେ ବିଳମ୍ବରେ। କେତେବେଳେ ବୃଦ୍ଧାଙ୍କ ଅଟକ କାରଣରୁ ଘରୁ ବାହାରି ପାରୁ…

ବୋଉ

ମୁଁ ଜାଣିପାରେନି ସକାଳ ହେଲେ ବୋଉ ଉଠିବ ନା ବୋଉ ଉଠିବ ବୋଲି ସକାଳ ହୁଏ। ମୁଁ ଜାଣିପାରେନି ବୋଉକୁ ହିସାବପତ୍ର ଆସେ କି ନାହିଁ, କାରଣ ମୁଁ ଖାଇବାକୁ ଦୁଇଟି ରୁଟି ମାଗିଲେ ସେ ତିନୋଟି ଦିଏ। ମୋ ବୋଉ…

ସଗୁଣ, ନିର୍ଗୁଣ ଓ ବିଜ୍ଞାନ

ଅଧିକାଂଶ ଧାର୍ମିକ ଲୋକ ବିଜ୍ଞାନ ପ୍ରତି ଈର୍ଷାଭାବ ପୋଷଣ କରିଥାନ୍ତିି। କିନ୍ତୁ ସିଦ୍ଧାନ୍ତକୁ ଆଧାର କରି ବିଜ୍ଞାନ ଧର୍ମକୁ ଟପିଯାଇଛି। ମନ୍ତ୍ର କିମ୍ବା ଯାଦୁଶକ୍ତି ପରିବର୍ତ୍ତେ ତୁମ ପାଖରେ ପ୍ରଯୁକ୍ତି(ଟେକ୍ନୋଲୋଜି) ରହିଲା। ଏହା ବ୍ୟତୀତ ଏକ ଶିଳ୍ପକୈନ୍ଦ୍ରିକ ଜୀବନଶୈଳୀ ଓ ବ୍ୟାପକ…

ହଉ କିଛି ନୂଆ

ରାଜନୈତିକ ଦୃଷ୍ଟିକୋଣରୁ ୨୦୨୪ ଓଡ଼ିଶା ପାଇଁ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ। ବିଜୁ ଜନତା ଦଳ(ବିଜେଡି)ର ୨୪ ବର୍ଷ ଶାସନର ଅବସାନ ଘଟିଥିଲା। ଲୋକଙ୍କର ଏକ ନୀରବ ବିପ୍ଳବ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। ଭୋଟର ସ୍ପଷ୍ଟ କରିଦେଲେ ଯେ, ଗଣତନ୍ତ୍ରରେ ସାମନ୍ତବାଦର…

ଯାତ୍ରା ସମ୍ପର୍କରେ

ଶ୍ରଦ୍ଧାଙ୍କର ପୁଅ ଦାସିଆ ଓ ତା’ର ସାଙ୍ଗ ସାଲବେଗ ଦିନେ ଶ୍ରଦ୍ଧାଙ୍କୁ ପଚାରିଲେ ଏତେ ପ୍ରକାରର ଯାତ୍ରା କ’ଣ? ହିନ୍ଦୁ ଧର୍ମରେ ବାର ମାସରେ ତେର ଯାତ୍ରା ହେଉଛି। ଯଥା ରଥଯାତ୍ରା, ପାଦୁକାଯାତ୍ରା, ଚଭାଡ଼ି ଯାତ୍ରା, ଧନୁଯାତ୍ରା, ରୁକୁଣା ରଥ ଯାତ୍ରା,…

ପୁଣି ଚାଷକ୍ଷେତକୁ ଫେରିବା

ସାଧାରଣତଃ ଆମେ ଯେବେ କୃଷିର କଥା କହୁ, ସେବେ ଗୋଟେ ରାଷ୍ଟ୍ର ବା ରାଜ୍ୟର ଅର୍ଥନୀତି କଥା ଆଗକୁ ଆସେ। ଆମେ ସବୁବେଳେ ଗୋଟେ କଥା ପଢ଼ିଆସିଛେ ଯେ, କୃଷି ହେଉଛି ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ। ଆମକୁ ବୁଝିବାକୁ ହେବ ଯେ…

ପିତୃତ୍ୱ: ଏକ ଆହ୍ବାନ

ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’ ଅର୍ଥାତ୍‌ ଉପାଧ୍ୟାୟଠାରୁ ଆଚାର୍ଯ୍ୟ ଦଶଗୁଣ ଓ ଆଚାର୍ଯ୍ୟଠାରୁ ପିତା ଶହେ ଗୁଣ ବଡ଼। ପଦ୍ମପୁରାଣରେ ପୁଣି କୁହାଯାଇଛି ‘ପିତା ଧର୍ମଃ ପିତା ସ୍ବର୍ଗଃ ପିତା ହିଁ ପରମଂ ତପଃ/…

ଏଇ ଭାରତରେ

ପ୍ରାଣୀସେବା ମହତ୍‌ କାର୍ଯ୍ୟ, ଏହା ମର୍ମେମର୍ମେ ଉପଲବ୍ଧି କରିଛନ୍ତି ବେଙ୍ଗାଲୁରୁର ହରିଶ୍‌ ଅଲି। ସେ ଜଣେ ବ୍ୟବସାୟୀ । ହରିଶ୍‌ ବେଙ୍ଗାଲୁରୁ ସହରରୁ ଆହତ, ରୋଗଗ୍ରସ୍ତ ଏବଂ ପଙ୍ଗୁ କୁକୁରମାନଙ୍କୁ ଉଦ୍ଧାର କରୁଛନ୍ତି। ଏହି କାର୍ଯ୍ୟ ପାଇର୍ଁ ସେ ‘ସର୍ବୋହମ ଆନିମଲ୍‌…

ମତିଭ୍ରମ

ହାଲ୍ୟୁସିନେସନ୍‌ ବା ମାୟା ବା ମତିଭ୍ରମ ହେଉଛି ଏକ ସ୍ନାୟୁଗତ ଅନୁଭବ। କିଛି ମାୟା ସାଧାରଣ ଯାହା କି ଅର୍ଦ୍ଧଚେତନ ଅବସ୍ଥାରେ ଅନୁଭବ କରାଯାଇଥାଏ। କିନ୍ତୁ କିଛି ଅନୁଭବ ଗୁରୁତର ଯାହା କି ମାନସିକ ରୋଗ, ଯେପରି କି ସ୍କିଜୋଫ୍ରେନିଆ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri