ଦୁର୍ଗା ପୂଜା

ସିମନବାଡ଼ିରେ ପାଳନ ହେଲା ଦଶହରା

ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିରେ ଭାଇଚାରାରେ ପାଳନହେଲା ଦଶହରା ପର୍ବ ା ମା’ଦୁର୍ଗାଙ୍କ ମୃଣ୍ମୟ ମୁର୍ତ୍ତିକୁ ପୂଜାର୍ଚ୍ଚନା ସହ ଦର୍ଶନ ପାଇଁ ଭିଡ଼ ଜମିଥିଲା। ସେହିପରି ସିମନବାଡ଼ି ପାଟଖଣ୍ଡଢା ମନ୍ଦିର ସମେତ ମହାମାୟୀ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି…

ଆରମ୍ଭ ହେଲା ସିନ୍ଦୁର ଖେଳ

କୋଲକତା,୫।୧୦: ବିଜୟା ଦଶମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ସିନ୍ଦୁର ଖେଳ। ଏଥିରେ ବିବାହିତ ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୁର ଲଗାଇବା ପରେ ସେହି ସିନ୍ଦୁରକୁ ଅନ୍ୟ ମହିଳାଙ୍କ ମଥାରେ ଲଗାଇ ସିନ୍ଦୁର ଖେଳି ଥାଆନ୍ତି। ଏହି ସିନ୍ଦୁର…

ଯେଉଁଠି ଦଶହରାରେ ରାବଣଙ୍କୁ ପୂଜା କରାଯାଏ

ଦେଶର ବିଭିନ୍ନ ସ୍ଥାନରେ ମଙ୍ଗଳବାର ହେବ ରାବଣପୋଡି। ସେଥିପାଇଁ ଦେଶର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି। ବିଶ୍ବାସ ରହିଛି ରାବଣପୋଡି କଲେ ଅସତ୍ୟର ଲୋପ ଘଟି ସତ୍ୟର ହେବ ବିଜୟ। ସେଥିପାଇଁ ପୂଜା ମଣ୍ଡପଗୁଡିକ ପ୍ରତିକାତ୍ମକ ରାବଣ କରି ଦହନ…

କଖାରୁବଳି, ଝୁଣାହାଣ୍ଡି ପରମ୍ପରା

ଭଦ୍ରକ ଅଫିସ, ୭।୧୦ – ମା’ ଦଶଭୁଜାଙ୍କୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଢଙ୍ଗରେ ପୂଜା କରାଯାଏ। ଭଦ୍ରକରେ ବିଭିନ୍ନ ପୂଜା ମଣ୍ଡପରେ ପରମ୍ପରା ଅନୁଯାୟୀ ମା’ଙ୍କ ପୂଜା ପାଳିତ ହୋଇଅସୁଛି। ଚରମ୍ପା ଏରେଇଁସ୍ଥିତ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା କମିଟି ଦ୍ୱାରା ବାସନ୍ତୀ…

ଆଜି ମହାନବମୀ : ଧରାପୃଷ୍ଠରେ ମହାମାୟା

ଭୁବନେଶ୍ୱର,୭ା୧୦(ବ୍ୟୁରୋ): ଅନ୍ୟାୟ ଓ ଅତ୍ୟାଚାରକୁ ନାଶ କରିବା ପାଇଁ ଧରାବତରଣ କରିଛନ୍ତି ମା’ ମହିଷା ମର୍ଦ୍ଦିନୀ। ମହାମାୟାଙ୍କ ଆରାଧନାର ମନ୍ତ୍ରପାଠ ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ସୋମବାର ମଣ୍ଡପଗୁଡ଼ିକରେ ମା’ଙ୍କ ମହାନବମୀ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ସହରୀ ପୂଜା…

କାହିଁକି ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟବହାର ହୁଏ ବେଶ୍ୟାଳୟର ମାଟି

କୁହାଯାଏ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ମୁଖ୍ୟତଃ ୪ଟି ବସ୍ତୁ ବ୍ୟବହାର କରାଯାଇଥାଏ। ଗୋଟିଏ ହେଲା ଗଙ୍ଗା କୂଳର ମାଟି, ଗୋମୟ, ଗୋମୂତ୍ର ଓ ବେଶ୍ୟାଳୟର ମାଟି। ହେଲେ ଏହି ବେଶ୍ୟାଳୟର ମାଟି କାହିଁକି ବ୍ୟବହାର କରାଯାଏ ତାହା ହୁଏତ ଅନେକଙ୍କୁ ଜଣା…

ମା’ ଦୁର୍ଗାଙ୍କୁ କେଉଁ ଦେବତା କେଉଁ ଅସ୍ତ୍ର ପ୍ରଦାନ କରିଥିଲେ ଜାଣନ୍ତୁ…

ମା’ ଦୁର୍ଗାଙ୍କ ଆବାହନରେ ପୁରପଲ୍ଲୀ ହୋଇଉଠିଛି ଚଳଚଞ୍ଚଳ। ଆଶ୍ୱୀନ ମାସ ଶୁକ୍ଳପକ୍ଷ ୬ଷ୍ଠୀ ତିଥିରୁ ଆରମ୍ଭ ହୋଇଛି ମା’ଙ୍କର ଏହି ପୂଜାର୍ଚ୍ଚନା। ଆଜି ଅର୍ଥାତ ରବିବାର ଅଷ୍ଟମୀ ପୂଜା। ଦଶମୀ ତିଥିରେ ମା’ଙ୍କ ପୂଜା ସମାପନ ହେବ। ଦେବୀ ଦୁର୍ଗାଙ୍କୁ ନେଇ…

ସିଂହପୁର ଉତ୍ସବ ମୁଖର

ସିଂହପୁର,୫।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ସିଂହପୁର ଅଞ୍ଚଳରେ ସାର୍ବଜନୀନ ଦୁର୍ଗାପୂଜା ମହାସମାରୋହରେ ଆରମ୍ଭ ହୋଇଛି।ସିଂହପୁର, ଓଳେଇ ଚନ୍ଦନପୁର, ମଲିଆ, ବଂଶୀପୁରରେ ମା’ଙ୍କ ପୂଜା ଚାଲିଛି। ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକମାଳାରେ ଝଲସୁଛି ବିଭିନ୍ନ ପୂଜା ମଣ୍ଡପ। ପାଗ ଅନୁକୂଳ ଥିବାରୁ…

ଚନ୍ଦ୍ରଯାନ-୨ ଭଳି ସଜେଇ ହେଲା ଦୁର୍ଗାଙ୍କ ମଣ୍ଡପ

ବାରଣାସୀ,୫।୧୦: ବିଭିନ୍ନ ଥିମ୍‌କୁ ନେଇ ଏଥରର ଦୁର୍ଗାପୂଜା ମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ବାରଣାସୀରେ ଏଥର ଚନ୍ଦ୍ରଯାନ-୨କୁ ନେଇ ନିର୍ମାଣ କରାଯାଇଥିବା ମଣ୍ଡପ ସମସ୍ତଙ୍କୁ ଆକର୍ଷିତ କରିଛି। ଶହେ ଫୁଟର ଏହି ମଣ୍ଡପକୁ ନିର୍ମାଣ କରିବାକୁ ୨ମାସ ସମୟ ଲାଗିଛି। ସେହିପରି…

ଚଣ୍ଡିଗଡ଼ରେ ୨୧ ଫୁଟ ଉଚ୍ଚର ରାବଣ

ଚଣ୍ଡିଗଡ଼,୪।୧୦: ସମଗ୍ର ଦେଶରେ ଦୁର୍ଗାପୂଜା ପାଳନ କରାଯାଉଥିବା ବେଳେ ଶୁକ୍ରବାର ଷଷ୍ଠୀ ହୋଇଥିବାରୁ ବିଭିନ୍ନ ମଣ୍ଡପ ଗୁଡିକରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଚଳିତ ବର୍ଷ ଦଶହାର ଅକ୍ଟୋବର ୮ରେ ପାଳନ ହେବ। ଏଥିପାଇଁ ଆୟୋଜକମାନେ ବହୁ ଆଡ଼ମ୍ବରରେ ଆୟୋଜନ କରିଛନ୍ତି। ଚଳିତ…

ଦୂର୍ଗାପୂଜାରେ ହେବନାହିଁ ପ୍ଲାଷ୍ଟିକର ବ୍ୟବହାର

ଶିଲଂ,୩।୧୦: ଚଳିତ ବର୍ଷ ଦୁର୍ଗାପୂଜାରେ ମେଘାଳୟରେ ପ୍ଲାଷ୍ଟିକର ବ୍ୟବହାର କରାଯିବ ନାହିଁ ବୋଲି ଜଣାପଡିଛି। ତେବେ ମେଘାଳୟ କେନ୍ଦ୍ରୀୟ ପୂଜା କମିଟି ଦ୍ୱାରା ରାଜ୍ୟର ସମସ୍ତ କମିଟି ପାଇଁ ଏହାକୁ ନେଇ ଏକ ଆଡଭାଇଜରି ଜାରି କରାଯାଇଛି। ଅଧିକାରୀଙ୍କର କହିବା କଥା…

ପାକିସ୍ତାନ ସମେତ ୪ ଦେଶରେ ଅଛି ଦେବୀ ମା’ଙ୍କ ମନ୍ଦିର

ସାରା ଦେଶରେ ନବରାତ୍ରୀର ଧୂମ୍‌ ଚାଲିଛି। ଦୀର୍ଘ ୯ ଦିନ ଧରି ମହାମାୟା ପୂଜା ପାଇବେ। କୁହାଯାଏ, ମା’ଙ୍କ ୯ଟି ରୂପକୁ ପୂଜା କଲେ ଶୁଭଫଳ ମିଳେ। କେବଳ ଭାରତରେ ନୁହେଁ, ସାରା ବିଶ୍ୱର ଅନେକ ସ୍ଥାନରେ ଦେବୀ ମା’ଙ୍କ ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?