ସୁନ୍ଦରଗଡ଼

ଜିରୋ ନାଇଟ୍‌ ସେଲିବ୍ରେଶନ: ଜଲଓ୍ବା ଦେଖାଇଲେ ଇଣ୍ଡିଆନ ଆଇଡ଼ଲ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ‘ଜିରୋ ନାଇଟ୍‌’ ସେଲିବ୍ରେଶନ ଏବଂ ନବବର୍ଷ ୨୦୨୪ ପାଇଁ ଇସ୍ପାତ ସହର ରାଉରକେଲାରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପାନପୋଷ ବ୍ରାହ୍ମଣୀ କ୍ଲବ, ସେକ୍ଟର-୨୦ ରାଉରକେଲା କ୍ଲବ, ସେକ୍ଟର-୨ ଜର୍ମାନୀ କ୍ଲବ ସମେତ ଛୋଟବଡ଼ ହୋଟେଲରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।…

ସୌନ୍ଦର୍ଯ୍ୟ ହରାଇଛି ରାସ୍ତାକଡ଼ ଷ୍ଟାଚ୍ୟୁ

ରାଉରକେଲା,୨୯।୧୨(ଦିନେଶ ମିଶ୍ର): ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍‌ ସମୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ଏହି କ୍ରମରେ ରିଂରୋଡ୍‌ରେ ଆଲୋକୀକରଣ ବ୍ୟବସ୍ଥା ସାଙ୍ଗକୁ ବିଭିନ୍ନ ଛକରେ ଷ୍ଟାଚ୍ୟୁମାନ ନିର୍ମାଣ କରାଯାଇଥଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ବର୍ଷେ ନ ପୁରୁଣୁ…

ରାଉରକେଲାରୁ ବିମାନ ସେବା ବାତିଲ:ଚିକିତ୍ସାରୁ ବଞ୍ଚିତ୍ତ ହେଲା ୩ ମାସର ଶିଶୁକନ୍ୟା

ରାଉରକେଲା,୨୭।୧୨(ସଙ୍ଗୀତା ଜେନା/ଦିନେଶ ମିଶ୍ର): ରାଉରକେଲାରୁ କଲିକତା ଓ ଭୁବନେଶ୍ୱରକୁ ବିମାନସେବା ମଙ୍ଗଳବାର ବାତିଲ ହୋଇଛି। ଫଳରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷେ ବିମାନସେବା ବାତିଲ ଯୋଗୁ ଏକ ୩ ମାସର ଶିଶୁକନ୍ୟାଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି। ସୂଚନା…

ଜନ୍ମମାଟିରେ ପହଞ୍ଚିଲା ଶହୀଦ ଯବାନଙ୍କ ମୃତଦେହ

କୁଆଁରମୁଣ୍ଡା,୨୫।୧୨(ମହେନ୍ଦ୍ର କୁମାର ସାହୁ): ବଡ଼ଦିନ ପାଇଁ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଚର୍ଚ୍ଚରେ ଉତ୍ସବର ମାହୋଲ ଥିବା ବେଳେ ଜଣେ ଯବାନଙ୍କ ପାର୍ଥିବ ଶରୀର ଜନ୍ମ ମାଟି କୁଆଁରମୁଣ୍ଡା ବ୍ଲକ ଅଧୀନ ଜୟଡେଗା ପଞ୍ଚାୟତ ଗିର୍ଜାଟୋଲି ଗାଁରେ ପହଞ୍ଚିଛି। ଏନେଇ ଅଞ୍ଚଳରେ ଶୋକର…

କୋଏଲରେ ମିଶୁଛି ଡ୍ରେନ୍‌ ପାଣି

ରାଉରକେଲା,୨୪।୧୨(ସଙ୍ଗୀତା ଜେନା)ଇସ୍ପାତ ସହର ରାଉରକେଲାର ବିଭିନ୍ନ ଅଞ୍ଚଳର ବର୍ଜ୍ୟଜଳ ମୁଖ୍ୟ ଡ୍ରେନରେ ଆସି କୋଏଲ ନଦୀରେ ମିଶୁଛି। ଏହାଦ୍ୱାରା ନଦୀଜଳ ପ୍ରଦୂଷଣ ହେଉଛି। ଅନ୍ୟପକ୍ଷେ ଏହି ନଦୀଜଳକୁ ସ୍ଥାନୀୟ ଅଞ୍ଚଳବାସୀ ବିଭିନ୍ନ କାମରେ ବ୍ୟବହାର କରୁଛନ୍ତି। ଫଳରେ ଝାଡ଼ାବାନ୍ତି ଭଳି ସଂକ୍ରାମକ…

ଝାଡ଼ାବାନ୍ତି ମୃତକଙ୍କ ପରିବାରକୁ ୨୦ଲକ୍ଷ ଦିଅ

ରାଉରକେଲା,୨୩।୧୨(ସଙ୍ଗୀତା ଜେନା): ସ୍ମାର୍ଟସିଟି ରାଉରକେଲାରେ ଝାଡ଼ାବାନ୍ତି ଉଗ୍ରରୂପ ଧାରଣ କରିଛି। ଏଥିରେ ହଜାର ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ୧୧ଜଣଙ୍କ ମୃତ୍ୟୁ ହେଲାଣି। ଏହା ସରକାରଙ୍କ ପାରିଲାପଣିଆର ମୁଖା ଖୋଲିଦେଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଦଳ ପକ୍ଷରୁ…

ପାନୀୟ ଜଳର ମାନକୁ ନେଇ ଉଠିଲା ପ୍ରଶ୍ନ: ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ହୋର୍ଡିଂରେ ବୋଳିଲେ କଳା

ରାଉରକେଲା,୨୧।୧୨:ରାଉରକେଲାରେ ହଇଜା ସ୍ଥିତିି ଅଣାୟତ୍ତ ହୋଇପଡିଥିବା ବେଳେ ଡାକ୍ତରଖାନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗୁରୁବାର ସୁଦ୍ଧା ବିଭିନ୍ନ ଡାକ୍ତରଖାନାରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚି ଥିବା ବେଳେ ଆର୍‌ଜିଏଚ୍‌ରେ ୬ ଓ ଅନ୍ୟ ଘରୋଇ ହସ୍ପିଟାଲରେ ୫ଜଣଙ୍କ ମୃତ୍ୟୁ ଘଟିଥିବା…

ରେଳଧାରଣା ଉଡ଼ାଇଲେ ମାଓବାଦୀ

ସୁନ୍ଦରଗଡ଼,୨୨ା୧୨: ସୀମାନ୍ତ ଝାଡ଼ଖଣ୍ଡରେ ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ବିସ୍ଫୋରଣ କରି ରେଳଧାରଣା ଉଡ଼ାଇ ଦେଇଛନ୍ତି। ଫଳରେ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଛି। ମନୋହରପୁର, ଚକ୍ରଧରପୁର ଏବଂ ରାଉରକେଲା ଷ୍ଟେଶନରେ ୨୦ରୁ ଅଧିକ ଟ୍ରେନ୍‌ ଅଟକି ରହିଛି। ଅନ୍ୟପକ୍ଷରେ ମାଓବାଦୀମାନେ ଆଜି…

ରାଉରକେଲାରେ ହଇଜା ସ୍ଥିତି ଅଣାୟତ୍ତ: ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି

ରାଉରକେଲା,୨୧।୧୨(ସଙ୍ଗୀତା ଜେନା): ସ୍ମାର୍ଟସିଟି ରାଉରକେଲାରେ ହଇଜା ସ୍ଥିତିି ଅଣାୟତ୍ତ ହୋଇପଡ଼ିଛି। ରାଉରକେଲା ସରକାରୀ ଡାକ୍ତରଖାନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଗୁରୁବାର ସୁଦ୍ଧା ବିଭିନ୍ନ ଡାକ୍ତରଖାନାରେ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି। ଆର୍‌ଜିଏଚ୍‌ରେ ୬ ଓ ଅନ୍ୟ ଘରୋଇ ହସ୍ପିଟାଲରେ ୫ଜଣଙ୍କ…

ରାଉରକେଲାରେ ଡାଇରିଆ ସଂକ୍ରମଣ ଘଟଣାରେ ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୦ା୧୨: ରାଉରକେଲାରେ ଡାଇରିଆ ସଂକ୍ରମଣ ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିନ୍ତା ପ୍ରକଟ କରିଛନ୍ତି। ଏହାକୁ ରୋକିବା ପାଇଁ ତ୍ୱରିତ ପଦକ୍ଷେପ ସ୍ୱରୂପ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ପାଇଁ ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ କହିଛନ୍ତି। ପ୍ରଧାନ କହିଛନ୍ତି,…

ଦେବଗଡ଼ରୁ ଉଠାଇ ନେଇ ସୁନ୍ଦରଗଡ଼ରେ ନାବାଳିକାଙ୍କୁ ଛାଡ଼ିଦେଲେ  ଦୁର୍ବୃତ୍ତ 

ସୁନ୍ଦରଗଡ଼,୧୯।୧୨(ଜୟ ନାରାୟଣ ମେଣ୍ଡୁଳି/ଅଶୋକ ଷଡ଼ଙ୍ଗୀ): ଦେବଗଡ଼ରୁ ଆଈଙ୍କୁ ଧକ୍କା ଦେଇ ଶିଶୁକନ୍ୟାଙ୍କୁ  ଅପହରଣ କରାଯାଇଥିବା ଘଟଣାରେ ମଙ୍ଗଳବାର ଅପହୃତା ଶିଶୁକନ୍ୟାଙ୍କୁ ସୁନ୍ଦରଗଡ଼ରୁ ଉଦ୍ଧାର କରାଯାଇଛି। ଜିଲାର ବଡ ଗାଁ ଥାନା ଅନ୍ତର୍ଗତ ଭୋଇପାଲିରୁ ଭୋର ସମୟରେ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଛି।…

ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି: ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୧୨: ରାଉରକେଲା ସହର ସମେତ ଆଖପାଖ ଅଞ୍ଚଳରେ ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି। ଝାଡ଼ାବାନ୍ତିରେ ପୂର୍ବରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ଏହି ତାଲିକାରେ ଆଉ ୨ଜଣଙ୍କ ନାଁ ଯୋଡି ହୋଇଥିଲା। ମୃତ୍ୟୁ ପଛରେ ହଇଜା ଜୀବାଣୁ ଚିହ୍ନଟ ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri