ସୁନ୍ଦରଗଡ଼

ପୁଅର ମୁଥ ମାଡରେ ଚାଲିଗଲା ମା’ର ଜୀବନ

ସୁନ୍ଦରଗଡ,୮।୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ବନ୍ଧପାଲି ଗ୍ରାମରେ ରବିବାର ସକାଳେ ଘରୋଇ କଳିକୁ କେନ୍ଦ୍ରକରି ପୁଅର ମୁଥ ମାଡରେ ମାଆର ମୃତ୍ୟୁ ଘଟିଛି। ମହିଳାଙ୍କ ନାମ ଶୈଳ ଧୁରୁଆ(୬୦)। ପୋଲିସ ସୂଚନା ଅନୁସାରେ କୌଣସି କାରଣକୁ…

 ପୋଲିସ ମାଓବାଦୀ  ମଧ୍ୟରେ ଗୁଳିବିନିମୟ: ଜଣେ ନିହତ  

ରାଉରକେଲା,୭।୯(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ସଂଲଗ୍ନ ଝାଡ଼ଖଣ୍ଡର ଗୋଇଲକେରା ଥାନା ଅଞ୍ଚଳର ଆରାହାସା ପଞ୍ଚାୟତର ରେଲା ଗାଁରେ ଅବସ୍ଥିତ ବୁର୍ଜୁୱା ପାହାଡ଼ ନିକଟରେ ରବିବାର ସକାଳେ ପୋଲିସ ଏବଂ ସିପିଆଇ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଛି। ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ…

OSRTC ବସକୁ ବନ୍ଧକ ରଖିଲେ ଗ୍ରାମବାସୀ: ଦାବି ଆମକୁ ବସ ଦିଅ ତମ ବସ ନିଅ

ବଣାଇଁ,୪।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଓଏସଆର୍‌ଟିସି (ମୁଖ୍ୟମନ୍ତ୍ରୀ ବସ ସେବା) ବସକୁ ବନ୍ଧକ ରଖିଛନ୍ତି ଗ୍ରାମବାସୀ l ଦୀର୍ଘ ଦିନ ହେବ ଗୋବିନ୍ଦପୁର ପଞ୍ଚାୟତବାସୀ ତାଙ୍କ ଗ୍ରାମକୁ ତତ୍କାଳୀନ ଲକ୍ଷ୍ମୀ…

ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କୁ ଦେଇଥିଲେ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

ବଡ଼ଗାଁ,୩ା୯(ଅଶୋକ ଷଡଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମର ମଦ ବିକ୍ରେତା ବିଷ୍ଣୁ କିଷାନ ପୂର୍ବତନ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ମିଞ୍ଜଙ୍କୁ ହତ୍ୟା ଧମକ ଦେଇ ମଙ୍ଗଳବାର ସନ୍ଧ୍ୟାରେ ଗିରଫ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ମଦ ଜବତ କରିଥିବା…

୩ ଫୁଟ୍‌ ଉପରେ ବନ୍ୟାଜଳ ପ୍ରବାହିତ: ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ, ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ

ବଣାଇ, ୨।୯ (ପ୍ରଦୀପ ତ୍ରିପାଠୀ): ଗତକାଲି ରାତିରୁ ବଣାଇ ଅଞ୍ଚଳରେ ଲଗାଣ ବର୍ଷାର ପ୍ରଭାବରେ ଅସ୍ତବ୍ୟସ୍ତ ହୋଇପଡିଛି ସାଧାରଣ ଜୀବନଯାତ୍ରା। ଲଗାଣ ବର୍ଷା ଯୋଗୁ ସରସରା ପଟଙ୍ଗା ନାଳରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ସରସରାରୁ ବଲାଙ୍ଗ ସମେତ ଉଲୁଣ୍ଡାପୋଷ, ଭାଲୁପାଣି,…

ଜଙ୍ଗଲରେ ପଡିଛି ଅର୍ଦ୍ଧଦଗ୍ଧ ଗଳିତମୃତଦେହ: ତନାଘନା ଚଳାଇଛି

ବଣାଇଁ,୩୧।୮(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା କାଶୀରା ଗ୍ରାମ ନିକଟସ୍ଥ ବ୍ରାହ୍ମଣୀପାଟ ମେଢ ଜଙ୍ଗଲରେ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ପଡିରହିଛି । ଅଧିକ ଗନ୍ଧ ହେବାରୁ ଗ୍ରାମବାସୀ କୋଇଡ଼ା ପୋଲିସକୁ ସୁଚନା ଦେଇଥିଲେ। କୋଇଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି…

ବଣାଇଁ ବନାଞ୍ଚଳରେ ବାଘ ପାଦ ଚିହ୍ନ: ଅଞ୍ଚଳରେ କୋକୁଆ ଭୟ

ବଣାଇଁ,୩୧।୮: ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ ଅଧୀନ ବଣାଇଁ ବନାଞ୍ଚଳ ଅନ୍ତର୍ଗତ ଘୁଷୁରା ଜଙ୍ଗଲରେ ଏକ ପାଦ ଚିହ୍ନ ଦେଖି ସ୍ଥାନୀୟ ଲୋକେ ବନ ବିଭଗକୁ ଖବର ଦେବା ପରେ ବନ ବିଭଗ ଘଟଣାସ୍ଥଳରେ ପହଞ୍ଚି ପାଦଚିହ୍ନ କୁଦେଖି ତଦନ୍ତ ଆରମ୍ଭ…

ସଂସ୍କୃତ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ୭ ଛାତ୍ରୀ, କହିଲେ ସାର୍‌ ଆମକୁ…

ବଣାଇଁ,୨୯ା୮: ଜନୈକ ସଂସ୍କୃତ ଶିକ୍ଷକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ୭ ଛାତ୍ରୀ। ତେବେ ଶିକ୍ଷକ ଜଣକ କୁଆଡ଼େ ଏହି ଛାତ୍ରୀମାନଙ୍କୁ ଅସଦାଚରଣ କରୁଥିଲେ। ଛାତ୍ରୀମାନେ କହିଛନ୍ତି, ସାର ଆମକୁ ସବୁବେଳେ ଅସଦାଚରଣ କରନ୍ତି। ଏନେଇ ଛାତ୍ରୀମାନେ…

ହାର୍ଡକୋର୍‌ ମାଓବାଦୀ ବିଶୁ ସିଂ ଗିରଫ

ରାଉଲକେଲା,୨୬।୮(ସଂଗୀତା ଜେନା): ଜୁନ ୧୪ ତାରିଖ ୨୦୨୫ ରେ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ସିଲକୁଟା ଫରେଷ୍ଟ ରେଞ୍ଜରେ ମାଓବାଦୀମାନେ ବିସ୍ପୋରଣ କରିଥିଲେ। କୁମ୍ବିଂ ଅପରେସନ କରୁଥିବା ବେଳେ ଜଣେ ସିଆର୍‌ପିଏଫ୍‌ ଯବାନ ଏହି ବିସ୍ପୋରଣରେ ଗୁରୁତର ଆହତ ହୋଇଥିଲେ।…

ଫଟୋ ପାଇଁ ଯାଉଥିଲେ ଫଟୋ ହୋଇ ଫେରିଲେ, ହସ୍ପିଟାଲରେ ଉତ୍ତେଜନା

ବଣାଇଁ,୨୫ା୮(ପ୍ରଦୀପ ତ୍ରିପାଠୀ): ସୋମବାର ସକାଳୁ ବଣାଇଁ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଫଟୋ ଉଠାଇବାକୁ ବନବିଭାଗ ନେଉଥିବା ବେଳେ ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ୭୧ ବର୍ଷ ମହିଳା ପଞ୍ଚମୀ ପାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ…

ଆଖିବୁଜିଲା ଅସୁସ୍ଥ ଓଟ

କୁତ୍ରା,୨୪ା୮(ଦେବାଶିଷ ସାହୁ): ବହୁ ବର୍ଷ ଧରି ମାଲିକଙ୍କୁ ରୋଜଗାର ଯୋଗାଉଥିଲା ଓଟ। ଯେତେବେଳେ ଓଟ ଅସୁସ୍ଥ ହେଲା ସେତେବେଳେ ମାଲିକ ତାକୁ ଛାଡ଼ିଦେଇ ଚାଲିଗଲେ। ବର୍ଷାରେ ଭିଜି ଭିଜି ଖାଇବା ନ ମିଳିବାରୁ ଭୋକ ସହି ନ ପାରି ରୋଗିଣା ଓଟ…

ମହାବୀର ପର୍ବତ ଗଲା ଗୋଠଛଡା ଦନ୍ତା

କୁତ୍ରା,୨୩ା୮(ଦେବାଶିଷ ସାହୁ): କୁତ୍ରା ବ୍ଲକ ଅଧୀନ ବଡ଼ଗାଁ ଫରେଷ୍ଟ ରେଞ୍ଜର ବିଭିନ୍ନ ଗ୍ରାମରେ ଶୁକ୍ରବାର ୨୫ ଟିକିଆ ହାତୀ ଝାଡ଼ଖଣ୍ଡ ପଟୁ ଆସି ମହାବୀର ପାହାଡ ପଟକୁ ଯାଉଥିବା ବେଳେ ଗୋଟିଏ ଦନ୍ତା ଯାଇନପାରି ଗୋଠ ଛଡା ହୋଇ ଗାଁ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?