ସୁନ୍ଦରଗଡ଼

ପୁଣି ଲଜ୍ଜା: ବିଶ୍ୱକର୍ମା ପୂଜା ଦେଖି ଫେରୁଥିବାବେଳେ ନାବାଳିକାଙ୍କୁ ଜଙ୍ଗଲକୁ ଟେକି ନେଲେ ୨ ଯୁବକ

ବଣାଇ,୧୯।୯(ପ୍ରଦୀପ ତ୍ରିପାଠୀ): ଆପରାଧିକ ମାମଲା ଥମିବାର ନାଁ ଧରୁନି। ପୁଣି ଲଜ୍ଜା, ବିଶ୍ୱକର୍ମା ପୂଜା ଦେଖି ଫେରୁଥିବାବେଳେ ଗଣବଳାତ୍କାରର ଶିକାର ହୋଇଛନ୍ତି ଜଣେ ନାବାଳିକା। ଘଟଣାରୁ ପ୍ରକାଶ ଯେ, କେ ବଲାଙ୍ଗ ଅଞ୍ଚଳରୁ ବରସୁଆଁକୁ ବିଶ୍ୱକର୍ମା ପୂଜା ଦେଖିବାକୁ ଯାଇ ଫେରୁଥିବା…

ପୋଲିସର ଏନ୍‌କାଉଣ୍ଟର: ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ନକ୍ସଲ ନେତା ନିହତ

ବଣାଇ,୧୫ା୯(ପ୍ରଦୀପ ତ୍ରିପାଠୀ): ଝାଡ଼ଖଣ୍ଡରେ ପୁଣି ଥରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହେବା ପରେ ଏନ୍‌କାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ଝାଡ଼ଖଣ୍ଡ ପାଲାମୁ ଜିଲା ମାନାଟୁ ଥାନା ଅଞ୍ଚଳର ବାନ୍ସି ଗାଁ ଜଙ୍ଗଲରେ ମାଓବାଦୀ ସଂଗଠନର ଶତ୍ରୁପକ୍ଷ ବିବେଚିତ…

ବାକ୍ସ ଭିତରୁ ତୃତୀୟ ଶ୍ରେଣୀ ଛାତ୍ର ଉଦ୍ଧାର ଘଟଣା: ଦାୟିତ୍ୱରୁ ହଟିଲେ ଶିକ୍ଷୟିତ୍ରୀ

ବଣାଇ,୧୪ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜର୍ଡ଼ାର ଏକ ବିଦ୍ୟାଳୟ ଛାତ୍ରାବାସରେ ପହଞ୍ଚି ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଛି। ତୃତୀୟ ଶ୍ରେଣୀ ଛାତ୍ର ବାକ୍ସରୁ ଉଦ୍ଧାର ଘଟଣାରେ ଆକ୍ସନ ନେଇଛି ପ୍ରଶାସନ। ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱରୁ…

ବାକ୍ସ ଭିତରୁ ଉଦ୍ଧାର ହେଲେ ତୃତୀୟ ଶ୍ରେଣୀ ଛାତ୍ର 

ବଣାଇଁ,୧୩।୯(ପ୍ରଦୀପ ତ୍ରିପାଠୀ ): ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜର୍ଡାର ଏକ ବିଦ୍ୟାଳୟ ଛାତ୍ରାବାସରେ ଶୁକ୍ରବାର ଏକ ଅଘଟଣ ଘଟିଛି । ଜଣେ ତୃତୀୟ ଶ୍ରେଣୀର ଛାତ୍ରଙ୍କ ଅନ୍ୟଜଣେ ସହପାଠୀ ସହ ଝଗଡା ହେବା କାରଣରୁ ସାଙ୍ଗତାଙ୍କୁ ଏକ ବାକ୍ସ…

୧୧ ବର୍ଷପରେ ଭଞ୍ଜଭବନ ପରିସର ଜବରଦଖଲ ଉଚ୍ଛେଦ କଲା ଆର୍‌ଏସପି

ରାଉରକେଲା,୧୨।୯(ସଂଗୀତା ଜେନା): ରାଉରକେଲା ଷ୍ଟିଲ ପ୍ଲାଣ୍ଟ କର୍ତ୍ତୃପକ୍ଷ ଭଞ୍ଜ ଭବନ, ଆଦର୍ଶ ପାଠାଗାର ଏବଂ ଭଞ୍ଜ କଳା କେନ୍ଦ୍ର ସମେତ ସମଗ୍ର ପରିସରକୁ ଦଖଲ କରିଛନ୍ତି। ଏହା ବହୁ ଦିନ ଧରି ଲିଜରେ ଥିଲା। ପାଠାଗାର, ସାହିତ୍ୟ ଘର, ପ୍ରେଖ୍ୟାଳୟ ଆଦିକୁ…

ସାର ପାଇଁ ରାତି ଉଜାଗର ଚାଷୀ, ଲାଇନ୍‌ରେ ରହିଛି ବ୍ୟାଗ୍‌-ଆଧାରକାର୍ଡ

ବଣାଇଁ,୧୧ା୯(ପ୍ରଦୀପ ତ୍ରିପାଠୀ): ସାର ପାଇଁ ଲାଇନ ଲାଗିଛି ଆଧାରକାର୍ଡ ଓ ବ୍ୟାଗ୍‌। ଚାଷୀଟିଏ ସାମାନ୍ୟ ସାର ଟିକେ ପାଇଁ ଦିନଦିନ ଧରି ଅପେକ୍ଷା କରୁଥିବା ବେଳେ ବୁଧବାର ନରେନ୍ଦ୍ର ଲ୍ୟାମ୍ପସକୁ ସାର ଆସିଥିବା ଖବର ଶୁଣି ରାତି ଉଜାଗର ହୋଇ ଲାଇନ୍‌…

ଶୋଇଥିବାବେଳେ ବୃଦ୍ଧଙ୍କୁ ଶୁଣ୍ଢରେ ଟେକିନେଲା ହାତୀ, ଆଉ ତା’ପରେ କଚାଡ଼ି କଚାଡ଼ି…

ଟେନ୍‌ସା,୧୧ା୯(ସମୀର କୁମାର ପାଢ଼ୀ): ରାତିରେ ଖାଇସାରି ଶୋଇଥିଲେ ପରିବାର ଲୋକେ। କିଏ ଜାଣି ଥିଲା ସେହି ରାତିରେ ଚାଲିଯିବ ଜୀବନ। ଶୋଇଥିବା ଅବସ୍ଥାରେ ଦନ୍ତା ଶୁଣ୍ଡରେ ଟେକି ନେଇ ବୃଦ୍ଧଙ୍କୁ ଦଳି ଚକଟି ମାରିଦେଲା। ଏହିପରି ଏକ ଅଭାବନୀୟ ଘଟଣା ଘଟିଛି…

ଶୋଇଥିବାବେଳେ ଘରୁ ଟାଣି ଆଣି କଚାଡି ମାରିଲା ଦନ୍ତା

ବଣାଇଁ, ୧୧।୯(ପ୍ରଦୀପ ତ୍ରିପାଠୀ): ଘରୁ ଟାଣି ଆଣି କଚାଡି ମାରିଲା ଦନ୍ତା । ବଣାଇଁ ବନଖଣ୍ଡ କୋଇଡା ବନାଞ୍ଚଳ ଅନ୍ତର୍ଗତ ସାନ ଇନ୍ଦୁପୁରଠାରେ ଥିବା ଗିରୱାଲ ହଟିଙ୍ଗରେ ଗତ କାଲି ବିଳମ୍ବିତ ରାତିରେ ଘରେ ଜଣଙ୍କ ଘର ଭାଙ୍ଗି ଦେଇଛି। ଶୋଇଥିବାବେଳେ…

ସରକାରଙ୍କ ମହିଳା ବିରୋଧୀ ନୀତି: ତାତିଲେ ସିଆରପି ଗ୍ରହଣ କରିବେନି …

ବଣାଇଁ,୯।୯(ପ୍ରଦୀପ ତ୍ରିପାଠୀ): ଓଡ଼ଶାରେ ସରକାର ପରିବର୍ତ୍ତନ ଓ ନୂତନ ସରକାରଙ୍କ ନିତି ପ୍ରଣୟନକୁ ନେଇ ସବୁକ୍ଷେତ୍ରରେ ଏବେ ଜଳୁଚି ଅସନ୍ତୋଷର ବହ୍ନି। ଆଜି ଲହୁଣୀପଡା ବ୍ଲକର ଶତାଧିକ ସିଆରପି ମହିଳା ବଣାଇଁ ଉପଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବ ସରକାର…

ପୁଅର ମୁଥ ମାଡରେ ଚାଲିଗଲା ମା’ର ଜୀବନ

ସୁନ୍ଦରଗଡ,୮।୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ବନ୍ଧପାଲି ଗ୍ରାମରେ ରବିବାର ସକାଳେ ଘରୋଇ କଳିକୁ କେନ୍ଦ୍ରକରି ପୁଅର ମୁଥ ମାଡରେ ମାଆର ମୃତ୍ୟୁ ଘଟିଛି। ମହିଳାଙ୍କ ନାମ ଶୈଳ ଧୁରୁଆ(୬୦)। ପୋଲିସ ସୂଚନା ଅନୁସାରେ କୌଣସି କାରଣକୁ…

 ପୋଲିସ ମାଓବାଦୀ  ମଧ୍ୟରେ ଗୁଳିବିନିମୟ: ଜଣେ ନିହତ  

ରାଉରକେଲା,୭।୯(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ସଂଲଗ୍ନ ଝାଡ଼ଖଣ୍ଡର ଗୋଇଲକେରା ଥାନା ଅଞ୍ଚଳର ଆରାହାସା ପଞ୍ଚାୟତର ରେଲା ଗାଁରେ ଅବସ୍ଥିତ ବୁର୍ଜୁୱା ପାହାଡ଼ ନିକଟରେ ରବିବାର ସକାଳେ ପୋଲିସ ଏବଂ ସିପିଆଇ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଛି। ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ…

OSRTC ବସକୁ ବନ୍ଧକ ରଖିଲେ ଗ୍ରାମବାସୀ: ଦାବି ଆମକୁ ବସ ଦିଅ ତମ ବସ ନିଅ

ବଣାଇଁ,୪।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଓଏସଆର୍‌ଟିସି (ମୁଖ୍ୟମନ୍ତ୍ରୀ ବସ ସେବା) ବସକୁ ବନ୍ଧକ ରଖିଛନ୍ତି ଗ୍ରାମବାସୀ l ଦୀର୍ଘ ଦିନ ହେବ ଗୋବିନ୍ଦପୁର ପଞ୍ଚାୟତବାସୀ ତାଙ୍କ ଗ୍ରାମକୁ ତତ୍କାଳୀନ ଲକ୍ଷ୍ମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?