ସମ୍ବଲପୁର

ଥଟ୍ଟା କରିବାରୁ ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ

ସମ୍ବଲପୁର,୨୪ା୫(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା କେଶାପାଲି ଗ୍ରାମରେ ଥଟ୍ଟା କରିବାକୁ ନେଇ ମାରପିଟ ହୋଇଛି। ଉଭୟ ପକ୍ଷଙ୍କ ଅଭିଯୋଗ କ୍ରମେ ଥାନାରେ ୭୯/୨୨ ଏବଂ ୮୦/୨୨ ୨ଟି ମାମଲା ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ ଗତ ଶନିବାର କେଶାପାଲିରେ…

ଶିଶୁକନ୍ୟା ବଳାତ୍କାରୀଙ୍କୁ ୧୦ବର୍ଷ ଜେଲ

ସମ୍ବଲପୁର,୨୧ା୫(ବ୍ୟୁରୋ)- ୨୦୧୪ରେ ଘଟିଥିବା ଏକ ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ସମ୍ବଲପୁର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ପ୍ରକାଶ ପାଇଛି। ଏହି ମାମଲାର ଶୁଣାଣି କରି ପୋକ୍‌ସୋ କୋର୍ଟ ବିଚାରପତି ମଧୁମିତା ମହାନ୍ତି ଅଭିଯୁକ୍ତ ଯୁଯୁମୁରା ଥାନା ଜାମଟାଲ ଗ୍ରାମର ସଞ୍ଜୀବ ବାଗ୍‌ଙ୍କୁ…

ସୁନା ବ୍ୟବସାୟୀଙ୍କଠାରୁ ଚୋରିକରି ପଳାଉଥିଲେ ଡ୍ରାଇଭର

ଦେବଗଡ଼,୧୯ା୫(ଡି.ଏନ୍‌.ଏ.)-ପଶ୍ଚିମବଙ୍ଗର ଜଣେ ସୁନା ବ୍ୟବସାୟୀଙ୍କଠାରୁ ୭ଲକ୍ଷ ୧୦ ହଜାର ଟଙ୍କା ଚୋରି କରିବା ଅଭିଯୋଗରେ ଜଣେ ଡ୍ରାଇଭରଙ୍କୁ ଦେବଗଡ଼ ପୋଲିସ ଗିରଫ କରିଛିି। ତାଙ୍କ ନାମ ମୁକୁଳ ସନ୍ତୋଷ ଦାଶ। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ମିଦନାପୁର ଅଞ୍ଚଳର ନିର୍ମଳ ଚନ୍ଦ୍ର ସେନ…

ବାପାଙ୍କ କଟୁରି ଚୋଟରେ ପୁଅ ମୃତ

ଦେବଗଡ଼,୧୮ା୫(ଡି.ଏନ୍‌.ଏ.)- ଯେଉଁ ପୁଅକୁ କାଖେଇ କୋଳେଇ ବଡ଼ କରିଥିଲେ, ସେହି ବଢ଼ିଲା ପୁଅଙ୍କୁ କଟୁରିରେ ହାଣି ହତ୍ୟା କରିଛନ୍ତି ବାପା। ମଙ୍ଗଳବାର ରାତିରେ ଏଭଳି ଦୁଃଖଦ ଘଟଣା ଘଟିଛି ଦେବଗଡ଼ ଜିଲା ଆଦର୍ଶ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମରେ। ରାତି ପ୍ରାୟ…

କିଣିବାକୁ ଆସି ଝାମ୍ପି ନେଲେ ୪ ସୁନା ଚେନ

ରେଙ୍ଗାଲି,୧୭।୫(ଡି.ଏନ.ଏ.): ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ରେଙ୍ଗାଲି ମହାବୀର ଛକ ନିକଟ ଏକ ସୁନା ଦୋକାନରୁ ଜଣେ ଦୁର୍ବୃତ୍ତ ୪ଟି ସୁନା ଚେନ ଝାମ୍ପି ନେଇ ଫେରାରହୋଇ ଯାଇଥିବା ଜଣାପଡିଛି। ପ୍ରକାଶ ଯେ, ସୋମବାର ରାତିରେ ମହାବୀର ଛକରେ ଥିବା…

କୂଳପତିଙ୍କ ନାଁରେ ଏତଲା ଦେଲା ସଂଘ

ସମ୍ବଲପୁର,୧୭।୫(ଡି.ଏନ୍‌.ଏ.): ସମ୍ବଲପୁର ବିଶ୍ୱବିଦ୍ୟାଳୟ କୂଳପତି ସଞ୍ଜୀବ ମିତ୍ତଲଙ୍କ ନାଁରେ ଲଜପତ ରାୟ ଲ କଲେଜର ଆଲୁମିନି ଆସୋସିଏସନ ମଙ୍ଗଳବାର ଧନୁପାଲି ଥାନାରେ ଏତଲା ଦେଇଛନ୍ତି। ସମ୍ବଲପୁର ଲଜପତ ରାୟ ଲ କଲେଜ ପାଣ୍ଠିର ୬୨ ଲକ୍ଷ ୬୭ ହଜାର ଟଙ୍କାକୁ ବେଆଇନ୍‌…

ଗଛରେ ପିଟିହେଲା କାର୍‌

ଜମନକିରା,୧୪ା୫(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ଭୋଜପୁର କୁଚିଣ୍ଡା ରାସ୍ତା ଫୁଲକୁସମ ବୁଲାଣିରେ ନିୟନ୍ତ୍ରଣ ହରାଇ ଏକ  କାର୍‌ ରାସ୍ତାକଡ଼ରେ ଥିବା  ଗଛରେ ପିଟି ହେବା ଫଳରେ ସମ୍ମୁଖ ଭାଗ ଚୁର୍‌ମାର ହୋଇଯାଇଛି। ସୌଭାଗ୍ୟବଶତଃ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ,…

ଛତିଶଗଡ଼ରେ ଶେଷକୃତ୍ୟ, ପରିବାର ସାମିଲ

ସମ୍ବଲପୁର,୧୪ା୫(ବ୍ୟୁରୋ): ଛତିଶଗଡ଼ର ରାୟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ବିମାନବନ୍ଦରଠାରେ ଶୁକ୍ରବାର ରାତିରେ ହେଲିକପ୍ଟର ଦୁର୍ଘଟଣାରେ ଦୁଇ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ପାଇଲଟ ଭାବେ ସମ୍ବଲପୁର ସଦର ଥାନା ବାହାମ ଗ୍ରାମର ଗୋପାଳକୃଷ୍ଣ ପଣ୍ଡା (୫୮) ରହିଛନ୍ତି। ଅନ୍ୟ…

ଜନସେବା କେନ୍ଦ୍ରରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଜମନକିରା,୧୨।୫(ଡି.ଏନ୍‌.ଏ): ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ଭେଜିକୁଡ ଜନସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇ ଗୌଡପାଲି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତେବେ ଏହି ଘଟଣାରେ ଏ ପର୍ଯ୍ୟନ୍ତ…

ବୃଦ୍ଧ ଦମ୍ପତିଙ୍କଠାରୁ ଲୁଟିନେଲେ ଟଙ୍କା ବ୍ୟାଗ୍‌

ଜମନକିରା,୧୧ା୫(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ଖୁଲମଖୁଲା ଭାବେ ଚୋରି, ଡକାୟତି ଚାଲିଥିବା ଦେଖିବାକୁ ମିଳୁଛି। ଲୁଟେରା କେତେବେଳେ କାହାଠାରୁ ଟଙ୍କା ଲୁଟ୍‌ କରି ନେଇଯାଉଛନ୍ତି ତ, କେତେବେଳେ ବସ୍‌ଷ୍ଟାଣ୍ଡରେ ଭୁଜାଲି ଦେଖାଇ ଧମକ ଦେଉଛନ୍ତି। ଏଭଳି ଏକ ଘଟଣା…

ଘରୋଇ କଳହରୁ ପୁଅ ନେଲେ ଚରମ ନିଷ୍ପତ୍ତି

ଜମନକିରା,୧୧।୫: ଘରୋଇ କଳହରୁ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଛି ଜଣେ ୧୯ ବର୍ଷର ଯୁବକ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲା ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା ଗ୍ରାମରେ। ସୂଚନା ଅନୁସାରେ, ମଙ୍ଗଳବାର…

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

କୁଚିଣ୍ଡା,୮।୫(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ତହସିଲର ଅତିରିକ୍ତ ତହସିଲଦାର ସାରଦା ମହାରଣା ଶନିବାର ସାରେ ଜଣେ ବ୍ୟକ୍ତିଙ୍କଠାରୁ ପୋଖରୀ ଖନନରେ ବ୍ୟବହୃତ ଜବତ ଗାଡି ରିଲିଜ ପାଇଁ ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କୁଚିଣ୍ଡା ତହସିଲ ଅନ୍ତର୍ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri