ସମ୍ବଲପୁର-ରୋଡ୍ ଷ୍ଟେଶନ ବନ୍ଦ ବିରୋଧ ତେଜିଲା
ସମ୍ବଲପୁର,୨୭ା୯(ବ୍ୟୁରୋ): ସମ୍ବଲପୁର-ରୋଡ୍ ଷ୍ଟେଶନ ବନ୍ଦ ବିରୋଧ ତେଜିଛି। ୧୩୨ ବର୍ଷର ପୁରାତନ ଏ୍ୟତିହାସିକ ଷ୍ଟେଶନକୁ ସୋମବାର ବଳପୂର୍ବକ ଭାଙ୍ଗି ଦିଆଯାଇଛି। ସ୍ଥାନୀୟ ଲୋକେ ବିରୋଧ କରିଥିଲେ ମଧ୍ୟ ପୋଲିସ ଲଗାଇ ସେମାନଙ୍କୁ ଘଉଡାଇ ଦିଆଯାଇଥିଲା। ପରେ ସେମାନେ ଫାଟକ ନିକଟରେ ରାସ୍ତାରୋକୋ…
ପ୍ରେମବିିବାହ କରାଇଦେବାକୁ ସମଲେଇଙ୍କୁ ଚିଠି
ସମ୍ବଲୁପୁର,୨୭ା୯(ବ୍ୟୁରୋ):ନିଜ ପ୍ରେମକୁ ପାଇବା ପାଇଁ ବର୍ତ୍ତମାନ ସମୟରେ ଯୁବତୀଯୁବକ ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। କେହିକେହି ଠାକୁରଙ୍କ ନିକଟରେ ଗୁହାରି ପଡ଼ୁଛନ୍ତି। ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ମାନସିକ ମଧ୍ୟ ରଖୁଛନ୍ତି। ହେଲେ ଏବେ ଜଣେ ଯୁବତୀ ମନ୍ଦିର ହୁଣ୍ଡି…
ମହାଳୟାରେ ପୂଜକ ପିନ୍ଧିବେ ଧଳାବସ୍ତ୍ର
ସମ୍ବଲପୁର,୨୪ା୯(ବ୍ୟୁରୋ): ମହାଳୟା ତିଥିରେ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ଦିନ ମନ୍ଦିରର ପୂଜକମାନେ ମଧ୍ୟ ଶ୍ୱେତ ବସ୍ତ୍ର ପରିଧାନ କରିବେ। ଉକ୍ତ ଦିନ ମା’ ସମଲେଶ୍ୱରୀ ଶୁଭ୍ର ରୂପ ଧାରଣ କରୁଥିବାରୁୁ ପୂଜା କରୁଥିବା ସେବକମାନେ…
ବନ୍ଦ ହେଲା ହୀରାକୁଦ ଡ୍ୟାମ୍ର ଆଉ ୫ ଗେଟ୍
ସମ୍ବଲପୁର ଅଫିସ,୨୪।୯: ହୀରାକୁଦ ଡ୍ୟାମ୍ର ୫ଟି ଗେଟ୍ ବନ୍ଦ ହେଲା। ବର୍ତ୍ତମାନ ସୁଦ୍ଧା ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୯.୨୯ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର…
ଜିଏମ୍ୟୁ-ଭିମ୍ସାର ଏମ୍ଓୟୁ ସ୍ବାକ୍ଷର
ସମ୍ବଲପୁର,୨୪ା୯(ବ୍ୟୁରୋ): ଜେରିଆଟ୍ରିକ୍ସ ଓ ଜେରୋଣ୍ଟୋଲୋଜି କ୍ଷେତ୍ରରେ ଗବେଷଣା ଲାଗି ବୁର୍ଲା ଭିମ୍ସାର ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍ୟୁ) ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର ହୋଇଛି। ଭିମ୍ସାର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଜିଏମ୍ୟୁ କୁଳପତି ପ୍ରଫେସର ଏନ୍ ନାଗାରାଜୁ ଓ ଭିମ୍ସାର ନିର୍ଦ୍ଦେଶକ ପ୍ରଫେସର…
ପରଲୋକରେ ବିଜେଡି ବ୍ଲକ ସଭାପତି
ସମ୍ବଲପୁର,୨୨ା୯(ବ୍ୟୁରୋ): ସମ୍ବଲପୁର ଜିଲା ବାମରା ବ୍ଲକ ବିଜେଡି ସଭାପତି ରାଜ କୁମାର ଶୁକ୍ଲା (୬୫)ଙ୍କ ଗୁରୁବାର ପରଲୋକ ଘଟିଛି। ପକ୍ଷାଘାତରେ ପୀଡିତ ହୋଇ ପ୍ରାୟ ୧ ବର୍ଷ ଧରି ସେ ଶଯ୍ୟାଶାୟୀ ଥିଲେ। ମୃତ୍ୟୁ ଖବର ପାଇ ବହୁ ନେତା, ସହକର୍ମୀ,…
ଫୁଲିଲା ହୀରାକୁଦ ଜଳଭଣ୍ଡାର, ଖୋଲିଲା ୪ ଗେଟ୍
ସମ୍ବଲପୁର,୧୯ା୯(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡ ଛତିଶଗଡ଼ରେ ଆଗକୁ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ହୀରାକୁଦ ଡ୍ୟାମ୍ର ଜଳଧାରଣ କ୍ଷମତା ୬୩୦ଫୁଟ୍ ରହିଥିବା…
ଡିଏଚ୍ଏଚ୍ରେ ଠିକା ସଂସ୍ଥା ନିଯୁକ୍ତିରେ ବିଳମ୍ବ
ସମ୍ବଲପୁର,୧୯ା୯(ବ୍ୟୁରୋ): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ ଠିକା ସଂସ୍ଥାଗୁଡିକ ଚୁକ୍ତି ଖିଲାପ କରି ଉନ୍ନତମାନର ସେବା ଯୋଗାଇ ଦେଉନାହାନ୍ତି। କେତେଜଣ ଅଧିକାରୀ ଓ କର୍ମଚାରୀଙ୍କୁ ହାତରେ ରଖି ଜାଲିଆତି ବିଲ୍ କରି ନେଉଛନ୍ତି। ଅଭିରାମ କେୟାର ଟେକ୍ ସଂସ୍ଥା ନାମରେ…
କାରରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଜଣଙ୍କୁ ଧରିଲା ଅବକାରୀ ବିଭାଗ
ସମ୍ବଲପୁର,୧୮ା୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅଧୀନ ଶାସନ ଛକ ନିକଟରେ ରବିବାର ଜିଲା ଅବକାରୀ ଗୋଇନ୍ଦା ବିଭାଗ ଯାଞ୍ଚ ବେଳେ ଏକ କାର୍ରୁ ୧ କୁଇଣ୍ଟାଲ ୨ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଘଟଣାରେ ସମ୍ପୃକ୍ତ ଉତ୍ତରପ୍ରଦେଶର ମନୋଜ…
ଜୟଶ୍ରୀ ମିଶ୍ର ହତ୍ୟା ମାମଲା: ୩ ମାସ ପାରୋଲରେ ଗଲେ ଅଭିଯୁକ୍ତ
ସମ୍ବଲପୁର,୧୭।୯(ବ୍ୟୁରୋ): ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ ଶନିବାର ମୁଖ୍ୟ ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କୁ ହାଇକୋର୍ଟ ୩ ମାସ ପାଇଁ ପାରୋଲରେ ଛାଡିଛନ୍ତି। ଅନ୍ୟପଟେ ନିଜର ଓ ନିଜ ଭାଇ ସମେତ ଦୁଇ ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ…
ଲକ୍ଷ୍ମୀଡୁଙ୍ଗୁରୀଠାରେ ନିଆରା ପୁଅ ଜିଉଁନ୍ତିଆ
ସମ୍ବଲପୁର,୧୭ା୯(ବ୍ୟୁରୋ): ସମ୍ବଲପୁର ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ନିଆରା ପୁଅ ଜିଉଁନ୍ତିଆ ବ୍ରତ ଶୁକ୍ରବାର ଲକ୍ଷ୍ମୀଡୁଙ୍ଗୁରୀଠାରେ ପାଳିତ ହୋଇଯାଇଛି । ଅଞ୍ଚଳର ମହିଳାମାନେ ସମବେତ ହୋଇ ମା’ ମଙ୍ଗଳା ମନ୍ଦିର ନିକଟସ୍ଥ ବୃକ୍ଷକୁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଘଣ୍ଟଶଙ୍ଖ,…
ମାନେଶ୍ୱର ଦୁର୍ଗା ପୂଜା: ରାବଣ ପୋଡ଼ି ଆକର୍ଷଣ
ସମ୍ବଲପୁର,୧୭ା୯(ବ୍ୟୁରୋ): ପାର୍ବଣ ଋତୁ ଯେତିକି ପାଖେଇ ଆସୁଛି ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ସେତିକି ଜୋରସୋରରେ ଚାଲିଛି । ସମ୍ବଲପୁର ମହାନଗର ନିଗମ ମାନେଶ୍ୱର ଛକ ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଛକରେ ପ୍ରାୟ ୬୦…
Archives


