ସମ୍ବଲପୁର

ଆମେରିକା ଯାତ୍ରା କଲେ ଜିଲାପାଳ ଶୁଭମ ସକସେନା : ଅନ୍ତର୍ଜାତୀୟ ସମ୍ମିଳନୀରେ ଦେବେ ଯୋଗ

ସମ୍ବଲପୁର,୧୬।୧୦(ବ୍ୟୁରୋ): ସମ୍ବଲପୁର ଜିଲାପାଳ ଶୁଭମ ସକ୍‌ସେନା ଆମେରିକାର ନାସଭିଲ୍ଲେ ଆଣ୍ଡ୍‌ ହଷ୍ଟେନଠାରେ ଇଣ୍ଟରନ୍ୟାଶନାଲ ସିଟି/ କଣ୍ଟ୍ରି ମ୍ୟାନେଜର୍ସ ଆସୋସିଏଶନ୍‌ (ଆଇସିଏମ୍‌ଏ)ର ସମ୍ମିଳନୀରେ ଯୋଗଦେବାକୁ ଯାତ୍ରା କରିଛନ୍ତି । ୧୦୫ତମ ଏହି ସମ୍ମିଳନୀ ୧୪ ତାରିଖଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାରୁ…

୮୬ ଛାତ୍ରୀଛାତ୍ରଙ୍କ ଦିନକର ମଧ୍ୟାହ୍ନଭୋଜନ ହେରଫେର, ପ୍ରଧାନ ଶିକ୍ଷକ ନିଲମ୍ବିତ

ରେଢାଖୋଲ,୧୫।୧୦(ଡି.ଏନ.ଏ.):ସମ୍ବଲପୁର ଜିଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବୀରେନ୍ଦ୍ର କୁମାର ସାହୁ ନିଲମ୍ବନ ହୋଇଛନ୍ତି। ୮୬ ଜଣ ଛାତ୍ରୀଛାତ୍ରଙ୍କ ଗୋଟିଏ ଦିନର ମଧ୍ୟାହ୍ନ ଭୋଜନ ହେରଫେର କରିଥିବା ଅଭିଯୋଗରେ ସମ୍ବଲପୁର ଜିଲା ଶିକ୍ଷାଧିକାରୀ ତାଙ୍କୁ ନିଲମ୍ବନ କରିଛନ୍ତି।…

ଦଦ୍‌ରା କୁରିଆରେ ବିତୁଛେ ଜୀବନ୍‌

ସମ୍ବଲପୁର,୧୩ା୧୦(ବ୍ୟୁରୋ)- ପରିବାରର ଦୁଖ୍‌ କହେଲେ ନାଇଁସରେ। ଦୁଇବେଲା ଖାଏବାକେ ମିଲବାରଟା ଭିଡ଼ ହେଇଯାଉଛେ। ମୁଡ଼ ରଖବାର ଲାଗି ଛାତ୍‌ଟେ ନାଁଇଁନ। କୁଟୁମବସିଆ ଗୁଟେ ଦଦ୍‌ରା କୁରିଆରେ ୩ ଦିବ୍ୟାଙ୍ଗ ଛୁଆକୁ ଧରି ରହୁଛନ୍‌। ଛୁଆପିଲାକର ଉଷୋକଷା କରବାକେ ହାତେ ଅଦ୍‌ଲେ ନାଁଇଁନ।…

ମହାନଦୀରେ ଯୁବତୀ ଭାସିଯିବା ଘଟଣା: ୭୮ ଘଣ୍ଟାପରେ ନିଖୋଜ ପିଙ୍କିଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର,୯ା୧୦(ବ୍ୟୁରୋ): ସମ୍ବଲପୁର ଦେଇ ବହିଯାଇଥିବା ମହାନଦୀରେ ଭାସିଯାଇ ଗତ ରବିବାରଠାରୁ ନିଖୋଜଥିବା ପିଙ୍କି ବିଶ୍ୱକର୍ମା(୧୪)ଙ୍କ ମୃତଦେହ ୭୮ ଘଣ୍ଟାପରେ ମମହାନଦୀ ଦ୍ୱିତୀୟ ସେତୁ ନିକଟରୁ ବୁଧବାର ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ, ରବିବାର ମହାନଦୀକୁ ଗାଧୋଇବାକୁ ଯାଇ ୬ ଯୁବତୀ ନଦୀରେ…

ମାନେଶ୍ୱର ରାବଣ ପୋଡ଼ି: ରାମଙ୍କ ବଦଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ; ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ସମ୍ବଲପୁର,୯।୧୦ (ବ୍ୟୁରୋ): ସମ୍ବଲପୁର ସହର ଉପକଣ୍ଠ ସାର୍ବଜନୀନ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ ହୋଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ରାବଣ ପୋଡି ପାଇଁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ସରିଥିଲା । ରୀତିନୀତି ଅନୁସାରେ ରାମ, ଲକ୍ଷ୍ମଣ ଶୋଭାଯାତ୍ରାରେ ଆସି ରାବଣ ଦେହରେ ଅଗ୍ନି ସଂଯୋଗ…

ମହାନଦୀରେ ଯୁବତୀ ଭାସିଯିବା ଘଟଣା: ୭୨ ଘଣ୍ଟା ପରେ ବି ମିଳିନି ପତ୍ତା

ସମ୍ବଲପୁର,୯ା୧୦(ବ୍ୟୁରୋ): ସମ୍ବଲପୁର ଦେଇ ବହିଯାଇଥିବା ମହାନଦୀକୁ ଗାଧୋଇବାକୁ ଯାଇ ରବିବାର ୬ ଯୁବତୀ ନଦୀରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର କ୍ଷେତରାଜପୁର ଥାନା ବଙ୍ଗଳାପଡ଼ାର ପିଙ୍କି ବିଶ୍ୱକର୍ମା(୧୪)ଙ୍କର ୭୨ ଘଣ୍ଟାପରେ ବି କୌଣସି ପତ୍ତା ମିଳିପାରି…

ପୁରୀ-ରାଉରକେଲା ଯାତ୍ରୀବାହୀ ଟ୍ରେନ୍‌ରୁ ଚୋରା କେନ୍ଦୁପତ୍ର ଜବତ

ରେଢ଼ାଖୋଲ,୮।୧୦(ଡି.ଏନ୍‌.ଏ.): ପୁରୀ-ରାଉରକେଲା ଯାତ୍ରୀବାହୀ ଟ୍ରେନ୍‌ରୁ ମଙ୍ଗଳବାର ଅପରାହ୍ନରେ ରେଢ଼ାଖୋଲ ରେଳବାଇ ପୋଲିସ ଚଢ଼ାଉ କରି ଚାଲାଣ ହେଉଥିବା ୧୮ ବଣ୍ଡଲ କେନ୍ଦୁପତ୍ର ଜବତ କରିଛି। ତେବେ ଏ ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବା ସୂଚନା ମିଳିଛି। ଜବତ କେନ୍ଦୁପତ୍ରର…

ଗାଧୋଇବାକୁ ଯାଇ ମହାନଦୀରେ ଭାସିଗଲେ ୬ ଯୁବତୀ : ୫ ଉଦ୍ଧାର, ଜଣେ ନିଖୋଜ

ସମ୍ବଲପୁର,୬।୧୦(ବ୍ୟୁରୋ): ସମ୍ବଲପୁର ଦେଇ ବହିଯାଇଥିବା ମହାନଦୀକୁ ଗାାଧୋଇବାକୁ ଯାଇ ରବିବାର ୬ ଯୁବତୀ ନଦୀରେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି। ନିଖୋଜ ଯୁବତୀ ହେଲେ ସ୍ଥାନୀୟ ଧୁବାପଡାର ପିଙ୍କି ବିଶ୍ୱକର୍ମା (୧୫)।…

ବିଦ୍ୟୁତ ଆଘାତରେ ଜଣଙ୍କ ଜୀବନ ଗଲା

ସମ୍ବଲପୁର, ୬।୧୦(ବ୍ୟୁରୋ)- ସମ୍ବଲପୁର ଜିଲା ଯୁଯୁମୁରା ଥାନା ଧଦୁଲୁମୁଣ୍ଡା ଗ୍ରାମର ପଦ୍ମନାଭ ବିଶ୍ୱାଳଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ଜିଲା ସଦର ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି…

ପର୍ଯ୍ୟଟକଙ୍କ ପାଇଁ ୧୫ରୁ ଖୋଲିବ ଦେବ୍ରିଗଡ଼

ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଜିଲା ଦେବ୍ରିଗଡ଼ ଅଭୟାରଣ୍ୟ ଅକ୍ଟୋବର ୧୫ରୁ ଖୋଲିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ଷା ଦିନ ପାଇଁ ଏହା ୪ ମାସ ହେବ ବନ୍ଦ ରହିଥିଲା। ଦିନ ସମୟରେ ଆସୁଥିବା ପର୍ଯ୍ୟଟକମାନେ ଏଣିକି ମୁଖ୍ୟ ଗେଟ୍‌ ନିକଟରେ…

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା’ ସମଲେଇ

ସମ୍ବଲପୁର, ୨୮।୯(ବ୍ୟୁରୋ): ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଶନିବାର ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ପଞ୍ଚବାଦ୍ୟ, ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳି ଶବ୍ଦରେ ମନ୍ଦିର…

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜମନକିରା, ୨୭।୯(ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଭୋଜପୁର ପଞ୍ଚାୟତ କୁଇଲାରିଯୋର ରାଜରାସ୍ତା ୨୦୦ କଡ଼ରୁ ଶନିବାର ଭୋର୍‌ ସମୟରେ ଜଣେ ଯୁବକଙ୍କ ମୃତଦେହକୁ କୁଚୁଣ୍ଡା ପୋଲିସ ଉଦ୍ଧାର କରିଛି। ସେ ହେଲେ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଝିଲ୍ଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?