ସମ୍ବଲପୁର

ଜିଲା ମୁଖ୍ୟ ଚିକିତ୍ସାଳୟରେ ହେବ କୋଭିଡ-୧୯ ହସ୍ପିଟାଲ

ସମ୍ବଲପୁର,୪।୪(ବ୍ୟୁରୋ): ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ କୋଭିଡ-୧୯ ହସ୍ପିଟାଲ ଅସ୍ଥାୟୀ ଭାବେ ଖୋଲିବାକୁ ଜିଲାପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ କ୍ରମେ ଜିଲା ପ୍ରଶାସନ ପ୍ରଥମେ ବୁର୍ଲା ଭିସୁଟ, ଶାସନର ସିଲିକନ୍‌ କଲେଜ ଓ ଅନ୍ୟ ଦୁଇଟି ଘରୋଇ…

ଜବତ ଗାଡିକୁ ଛାଡିଦେଇ ହରଡଘଣାରେ ପୋଲିସ

ସମ୍ବଲପୁର, ୩।୪ (ବ୍ୟୁରୋ)- ସମଗ୍ର ରାଜ୍ୟରେ କରୋନା କଟକଣା ଲାଗିଥିବା ବେଳେ ସମସ୍ତ ଉନ୍ନୟନମୂଳକ କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଛି । ହେଲେ ସଚେତନ ଅଭାବ ଯୋଗୁ ସମ୍ବଲପୁର ଜିଲା ଗଡଲୁଇସିଂ ପଞ୍ଚାୟତ ଗହିରପାଲି ଗ୍ରାମର ଦୟାନିଧି ବଘାର…

ବେଆଇନ ଇଟାଭାଟି ବନ୍ଦ କଲା ପ୍ରଶାସନ

ରେଢାଖୋଲ,୩।୪(ଡି.ଏନ.ଏ.)-ମହାମାରୀ କରୋନା ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହାର ମୁକାବିଲା ପାଇଁ ଭାରତ ସମେତ ବିଭିନ୍ନ ଦେଶ ଲାଗି ପଡିଛନ୍ତି। ଭାରତରେ ଏହାର ମୁକାବିଲା ଲାଗି କେନ୍ଦ୍ର ସରକାର ସମଗ୍ର ଦେଶକୁ ଲକ୍‌ ଡାଉନ କରିଛନ୍ତି। ଏଭଳି ସମୟରେ…

ଜିଲା ବିଜେଡି ପକ୍ଷରୁ ରେଡକ୍ରସ ପାଣ୍ଠିକୁ ଦାନ

ଦେବଗଡ,୨ା୪(ଡି.ଏନ.ଏ)-କରୋନା ଭୁତାଣୂ ସଂକ୍ରମଣର ମୁକାବିଲା ପାଇଁ ଦେବଗଡ ଜିଲା ବିଜେଡି ପକ୍ଷରୁ ଜିଲା ରେଡକ୍ରସ ପାଣ୍ଠିକୁ ୭୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଦେବଗଡ ନଗର ସଭାପତି ଶୁକଦେବ ଭଞ୍ଜ, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଇଂ. ସୁଜିତ କୁୁମାର ପ୍ରଧାନ,…

ଶୁଦ୍ଧିକରଣ ହେଲା ଡାକ୍ତରଖାନା, ଜିଲାପାଳଙ୍କ କାର୍ଯ୍ୟାଳୟ

ଦେବଗଡ,୨ା୪(ଡି.ଏନ.ଏ): କରୋନା ସଂକ୍ରମଣ ରୋକିବା ଲାଗି ଦେବଗଡ ଜିଲା ମୁଖ୍ୟ ଚିକିସତ୍ାଳୟ, ଆଦର୍ଶ ଥାନା ଓ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଗୁରୁବାର ଶୁଦ୍ଧିକରଣ(ସାନିଟାଇଜେସନ)କରାଯାଇଛି। ଦେବଗଡ ଅଗ୍ନିଶମ ବିଭାଗ କେନ୍ଦ୍ର ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ବିଭାଗୀୟ କର୍ମଚାରୀମାନେ ଦମକଳ ସହାୟତାରେ…

ସମଲେଇ ମନ୍ଦିର ସାନିଟାଇଜ୍‌ କରିବାକୁ ପୂଜକଙ୍କ ଦାବି

ସମ୍ବଲପୁର, ୨।୪ (ବ୍ୟୁରୋ)-କରୋନା ଭୂତାଣୁ ଯୋଗୁଁ ଦୋକାନ, ବଜାର, ରାସ୍ତା ସେନିଟାଇଜ କରାଯାଉଛି। ସମ୍ବଲପୁରର ଇଷ୍ଟଦେବୀ ସମଲେଇ ମନ୍ଦିରକୁ ମଧ୍ୟ କରୋନା କଟକଣା ପୂର୍ବରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶହସ୍ରାଧିକ ଭକ୍ତମାନେ ଆସିଛନ୍ତି । ଏପରି ସ୍ଥଳେ ସମଲେଇ ମନ୍ଦିର…

ନିୟମ ମାନିବାକୁ ଲୋକେ ନାରାଜ

ସମ୍ବଲପୁର, ୨।୪ (ବ୍ୟୁରୋ)- ସମ୍ବଲପୁର ସହରରେ ଲକ୍‌ ଡାଉନ ଲାଗି ରହିଛି । ତଥାପି ଜନସାଧାରଣ ଅନେକାଂଶରେ ନିୟମ ମାନୁ ନାହାନ୍ତି । ଘରୁ ବାହାରି ପୋଲିସକୁ ମିଛ କହି ବୁଲୁଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁରୁବାର ସମ୍ବଲପୁର ସମଲେଇ…

ରାମନବମୀକୁ ଫିକା କରିଦେଲା କରୋନା କଟକଣା

ସମ୍ବଲପୁର, ୨।୪ (ବ୍ୟୁରୋ)- କରୋନା ଭୂତାଣୁ କଟକଣା ଯୋଗୁ ସମସ୍ତ ଧାର୍ମିକ ପୀଠରେ ତାଲା ପଡିଛି । ଗୁରୁବାର ରାମନବନୀ ଅବସରରେ ପରମ୍ପରାନୁସାରେ କେବଳ ପୂଜାର୍ଚ୍ଚନା ହୋଇଛି। ବ୍ରୃକ୍ସହିଲ ରାମ ମନ୍ଦିର, କମଲିବଜାର ରାମଜୀ ଗୁଡିରେ ପୂଜକମାନେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ…

ଅଣ ଓଡ଼ିଆ ବୋଲି ଖାଇବାକୁ ମିଳୁନି

ବାମରା,୨।୪(ଡି.ଏନ.ଏ.)-ଲକ୍‌ ଡାଉନ୍‌ ପାଇଁ ବାହାର ରାଜ୍ୟର ଶ୍ରମିକ ଓଡିଶାରେ ଫସି ରହିଛନ୍ତି। ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି। ହେଲେ ବାମରା ବ୍ଳକ ଗୋବିନ୍ଦପୁର ପଞ୍ଚାୟତରେ ଅନୁସରଣ କରାଯାଉ ନାହିଁ। ଗତ ପ୍ରାୟ ୨୦ ବର୍ଷ…

ଭୀମସାରରେ ପୁଣି ୪ କରୋନା ସନ୍ଦିଗ୍ଧ

ସମ୍ବଲପୁର,୧।୪ (ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଭିମସାରରେ ବୁଧବାର ପୁଣି ୪ଜଣ କରୋନା ସନ୍ଦିଗ୍ଧ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ବୁର୍ଲା ଥାନା ଓ ହୀରାକୁଦ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଜଣଙ୍କୁ ଉଦ୍ଧାର କରିଥିଲା।…

ସମ୍ବଲପୁର-ସୋନପୁର ସୀମାକୁ ସିଲ୍‌ କଲା ଧମା ପୋଲିସ

ଧମା, ୧।୪ (ଡି.ଏନ.ଏ.)-ରାଜ୍ୟ ସରକାରଙ୍କ କୋଭିଡ- ୧୯ ସୁରକ୍ଷା କଡାକଡିକୁ ନେଇ କରାଯାଇଥିବା ନିଷ୍ପତ୍ତି ପରେ ସମସ୍ତ ରାଜ୍ୟ ଓ ଜିଲା ସୀମାକୁ ସିଲ କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ କୋଭିଡ- ୧୯ ତଥା ମେଡିକାଲ ସେବା ଛଡା…

ପିଡିଏସ୍‌ ବଣ୍ଟନରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ

ସମ୍ବଲପୁର,୧।୪ (ବ୍ୟୁରୋ)- କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ ଡାଉନ ଜାରି ରହିଛି । ଏହି ପରିପେକ୍ଷୀରେ ରାଜ୍ୟ ସରକାର ଭତ୍ତା ଓ ପିଡିଏସ ସାମଗ୍ରୀ ଆଗୁଆ ୪ ମାସର ଦେବାକୁ ଘୋଷଣା କରିଛନ୍ତି । ଏପରିକି ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?