ଖରିଫ ଶସ୍ୟବୀମା ପ୍ରଦାନ ଦାବି: ଚାଷୀଙ୍କ ଆଇନ ଅମାନ୍ୟ ଆନ୍ଦୋଳନ
ସମ୍ବଲପୁର, ଜମନକିରା,୪।୧(ବ୍ୟୁରୋ/ ଡି.ଏନ୍.ଏ): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କୁ ୨୦୧୮-୧୯ ଖରିଫ ଧାନଚାଷ ବୀମାରାଶି ପ୍ରଦାନ କରାଯାଇ ନଥିଲା। ଏ ନେଇ ପୂର୍ବ ନିଷ୍ପତ୍ତିକ୍ରମେ ଶନିବାର କୁଚିଣ୍ଡା ବ୍ଲକ୍ ସମେତ ବାମରା ଓ ଜମନକିରା ବ୍ଲକ୍ ସଦର ମହକୁମା ଗୁଡ଼ିକରେ…
ଅଭିଯୋଗକାରୀଙ୍କୁ ମାଡମାରି ଜେଲ ଗଲେ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷଙ୍କ ପୁତରା ବି ଗିରଫ
ନୂଆପଡା ଅଫିସ/ଖଡିଆଳ,୨ା୧- ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଫରେଷ୍ଟରଙ୍କୁ ମାଡପିଟ କରିବା ସହ ପୋଲିସକୁ ଗାଳିଗୁଳଜ କରିବା ଅଭିଯୋଗରେ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବରଙ୍କୁ ଗିରଫ କରିଛି ପୋଲିସ। ଗୁରୁବାର ପୂର୍ବାହ୍ନରେ ତାଙ୍କୁ ଗିରଫ କରାଯାଇଛି। ଦଫା ୩୪୧, ୨୯୪,…
ବ୍ଲକର ଜମାଖାତାରୁ ଟଙ୍କା ଗାଏବ: ବ୍ୟାଙ୍କ ମ୍ୟାନେଜର ସହ ୩ ଗିରଫ, ୬ ମାସରେ ୧୨ ଲକ୍ଷ ୪୭ ହଜାର କରିଥିଲେ ଠକେଇ
ସମ୍ବଲପୁର,୨୯।୧୨(ବ୍ୟୁରୋ): ସମ୍ବଲପୁର ଜିଲା ଠେଲକୋଲି ଥାନା ଆଇସିଆଇସିଆଇ ବ୍ୟାଙ୍କ ବାମଲୋଇ ଶାଖାରେ ରେଙ୍ଗାଲି ବ୍ଲକର ଜମାଖାତାରୁ ଟଙ୍କା ଠକେଇ ହୋଇଛି। ବିଭିନ୍ନ ଯୋଜନାରେ ଥିବା ପେନ୍ସନ ଟଙ୍କାରୁ ୬ ମାସ ଭିତରେ ପ୍ରାୟ ୧୨ ଲକ୍ଷ ୪୭ ହଜାର ୭୦ ଟଙ୍କା…
ରାଜ୍ୟସ୍ତରୀୟ ମୁଏଥାଇ ପ୍ରତିଯୋଗିତା: ୨୭ ପଦକ ସହ ସୁନ୍ଦରଗଡ଼ ଚାମ୍ପିୟନ
ବଣାଇ, ୨୬।୧୨(ସ୍ବ.ପ୍ର.)-ଓଡ଼ିଶା ଅଲମ୍ପିକ ସ୍ବୀକୃତିପ୍ରାପ୍ତ ଓଡ଼ିଶା ମୁଏଥାଇ ୟୁନିୟନ ଏବଂ ଆର୍ଟସ ଟେମ୍ପୁଲର ୯ମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଗତ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲାର ଗୁରୁ ଭିକାରୀ ନାୟକ କଳାମଣ୍ଡପଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟର…
ଶିଶୁ ନିର୍ଯାତନା ବିରୋଧରେ କାମ କରିବି
୨୦୧୩ରୁ ସମ୍ବଲପୁର ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଭାବେ କାର୍ଯ୍ୟରତ ଶୁଚିସ୍ମିତା ପଟ୍ଟନାୟକ ଅନାଥ ଶିଶୁଙ୍କ ଯତ୍ନ ଓ ସୁରକ୍ଷା ଲାଗି ଉଦ୍ୟମ ଜାରି ରଖିଛନ୍ତି। ସୁନ୍ଦରଗଡ, ଭବାନୀପାଟଣାରେ ନିଜର ସ୍କୁଲ ଜୀବନ କାଟିଥିବା ଶୁଚିସ୍ମିତାଙ୍କ କଲେଜ ଜୀବନ ନୟାଗଡରୁ…
ହାଇଓ୍ବା-ବୁଲେଟ୍ ଧକ୍କା: ଜଣେ ମୃତ, ଜଣେ ଗୁରୁତର
ସମ୍ବଲପୁର,୨୫ା୧୨(ବ୍ୟୁରୋ): ସମ୍ବଲପୁର ଦେଇ ଯାଇଥିବା ୫୫ ନଂ. ଜାତୀୟ ରାଜପଥର ଯୁଯୁମୁରା ଥାନା ଅମିଲିପାଏନ୍ ନିକଟରେ ବୁଧବାର ଏକ ହାଇୱା ଏବଂ ବୁଲେଟ୍ ମଧ୍ୟରେ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ…
ସାମୂହିକ ନିକାହରେ ୪ ହିନ୍ଦୁ ଯୋଡ଼ିଙ୍କ ବିବାହ
ସମ୍ବଲପୁର,୨୩।୧୨(ବ୍ୟୁରୋ): ସମ୍ବଲପୁରରେ ଆଲା ହଜରତ ୱେଲ୍ଫେୟାର କମିଟି ପକ୍ଷରୁ ପ୍ରତିବର୍ଷ ସାମୂହିକ ନିକାହ (ଗଣ ବିବାହ) ଆୟୋଜିତ ହୋଇ ଆସୁଛି। ଏଥିରେ ମୁସଲମାନ ସମ୍ପ୍ରଦାୟର ଗରିବ ପୁଅ ଝିଅଙ୍କ ବିବାହ ଲାଗି କମିଟି ସମ୍ପୂର୍ଣ୍ଣ ସାହାଯ୍ୟ ସହଯୋଗ କରିଥାଏ। ଚଳିତ ବର୍ଷର…
ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରସଙ୍ଗ: ଓକିଲଙ୍କ ତିନି ଦିନିଆ ଆନ୍ଦୋଳନ ଆରମ୍ଭ
ସମ୍ବଲପୁର,୨୧।୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି ନେଇ ଶନିବାର ଓକିଲଙ୍କ ତିନି ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ବରିଷ୍ଠ ନାଗରିକ ଓ ଜିଲା ଓକିଲ ସଂଘ ପକ୍ଷରୁ କଚେରି ଛକରେ ଧାରଣା ଦିଆଯାଇଛି । ବିଚାରପତିମାନଙ୍କୁ…
ଅନ୍ତର୍ଜାତୀୟ ଏଟିଏମ୍ ଠକେଇ ରାକେଟ୍ର ପର୍ଦ୍ଦାଫାଶ: ୪ ଗିରଫ
ସମ୍ବଲପୁର,୨୦।୧୨(ବ୍ୟୁରୋ)-ସମ୍ବଲପୁର ଜିଲା ପୋଲିସ ଶୁକ୍ରବାର ଏଟିଏମ୍ ଠକେଇ ରାକେଟ୍ର ପର୍ଦ୍ଦାଫାଶ କରିଛି। ଏଥିରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବିହାର ନନ୍ଦପୁରର ରାଜେଶ ପ୍ରସାଦ ସିଂ( ୩୭), ଗୟା ଜିଲାର ସ୍ବରୁଭ କୁମାର( ୨୭), ଶଶୀ ଭୂଷଣ କୁମାର(୨୦)…
ଖରିଫ୍ ଧାନ ଶସ୍ୟବୀମା ପ୍ରଦାନ ଦାବି: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ
ଜମନକିରା,୧୯।୧୨(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍ ମିଳିତ ଚାଷୀ ସଂଗଠନ ପକ୍ଷରୁ ଶସ୍ୟବୀମା ରାଶି ପ୍ରଦାନ ଦାବିରେ କୁଚିଣ୍ଡା ଉପଖଣ୍ଡରେ ଥିବା ୫୫ଟି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ନିଷ୍ପତ୍ତି ହୋଇଛି। ଏହିକ୍ରମରେ ଜମନକିରା ବ୍ଲକ୍ରେ ୨୧ଟିରୁ ଅଦ୍ୟାବଧି ୭ଟି ପଞ୍ଚାୟତ…
ସିଏଏକୁ ବିରୋଧ, ସମ୍ବଲପୁରରେ ବିକ୍ଷୋଭ
ସମ୍ବଲପୁର,୧୯।୧୨(ବ୍ୟୁରୋ): ସଂଶୋଧିତ ନାଗରିକତ୍ୱ ଆଇନ ସିଏଏ ଓ ଏନ୍ଆରସିକୁ ବିରୋଧ କରି ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୀମ ଆର୍ମି ପକ୍ଷରୁ ଏହି ବିକ୍ଷୋଭ କରାଯାଉଛି। ଧନୁପାଲି ଥାନା ସୁନାପାଲି ଅଞ୍ଚଳରୁ ଏକ ରାଲି ବାହାରି ବୁଥାପଡ଼ାରେ ପହଞ୍ଚତ୍ଥିଲା। ବିନା ଅନୁମତିରେ…
ବଢ଼ତି ଭତା ପାଏବାରୁ ଦିବ୍ୟାଙ୍ଗ ବଁଚିତ୍
ଚିପିଲିମା, ୧୯।୧୨ (ଡି.ଏନ୍.ଏ.)- ରାଏଜ୍ ସରକାରକଁର ତରଫୁ ଦିବ୍ୟାଙ୍ଗମାନେ ବଢ଼ତି ଭତା ଟଁକା ପାଏବେ ବଲି ଘୋଷନା କରାଯାଇଛେ। ହେଲେ ସମ୍ବଲପୁର ଜିଲା ଧନକଉଡ଼ା ବ୍ଲକରେ ଇତାର ଉଲଟା ଦେଖ୍ବାକେ ମିଲୁଛେ। ଧନକଉଡ଼ା ବ୍ଲକ ଅଧୀନ କର୍ଡ଼ୋଲା ପଁଚେତ୍ରେ ଇତାର ଗୁଟେ…
Archives


