ସମ୍ବଲପୁର

ଭୋକିଲାଙ୍କ ପେଟରେ ଆହାର ଦେବାକୁ ପଣ

ସମ୍ବଲପୁର, ୨୯।୩ (ବ୍ୟୁରୋ):ସଂପ୍ରତି କରୋନା ଭୁତାଣୁ ସମଗ୍ର ବିଶ୍ୱକୁ ସଂପୂର୍ଣ୍ଣ ଭାବେ ଗ୍ରାସିଛି। ଜନ ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ଆଧୁନିକ ବୈଜ୍ଞାନିକ ହାତ ଟେକି ଦେଇଛନ୍ତି। ଏପରି ସ୍ଥଳେ ମଣିଷ ଭୟଭିତ ହୋଇ ଘରେ ବସିବାକୁ ବାଧ୍ୟ ହୋଇଛି। ଜନତା…

ଗାଁକୁ ବାହାର ଲୋକଙ୍କ ପ୍ରବେଶ ନିଷେଧ

ଧମା, ୨୮।୩ (ଡି.ଏନ.ଏ.):କରୋନା ମୁକାବିଲା ପାଇଁ ଦେଶ ଓ ରାଜ୍ୟରେ ଲକ୍‌ ଡାଉନ ସାଙ୍ଗକୁ ସଚେତନତା ଆରମ୍ଭ କରାଯାଇଛି। ଏହିକ୍ରମରେ ମାନେଶ୍ୱର ବ୍ଲକ୍‌ ଡକରା ପଞ୍ଚାୟତର ଭୃଙ୍ଗାପାଲି ଗ୍ରାମବାସୀ ନିଜେ ସଚେତନ ହୋଇ ଗ୍ରାମରେ ବାହାର ଲୋକଙ୍କ ପ୍ରବେଶ ନିଷେଧ କରିଛନ୍ତି…

ଜିଅନ୍ତା ଛେଳିକୁ ମାରି ଖାଇଦେଲେ ବୁଲା କୁକୁର

ଧମା, ୨୮।୩ (ଡି.ଏନ.ଏ.): ବର୍ତ୍ତମାନ କରୋନା ଭାଇରସ ପାଇଁ ସାରା ଦେଶରେ ଲକ୍‌ ଡାଉନ ଘୋଷଣା କରାଯାଇଛି । ଫଳରେ ଗ୍ରାମାଞ୍ଚଳରୁ ନେଇ ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ହୋଟେଲ, ଦୋକାନ ବଜାର ବନ୍ଦ ରହଛି। ଏହାଦ୍ୱାରା ବୁଲା ଗୋରୁ ଓ କୁକୁରଙ୍କ…

ସାର, କୀଟନାଶକ ଦୋକାନ ଅଢ଼େଇ ଘଣ୍ଟା ଖୋଲା ରହିବ

ସମ୍ବଲପୁର,୨୮।୩ (ବ୍ୟୁରୋ):ଲକ୍‌ଡାଉନ ସମୟରେ ଜିଲାର ସମସ୍ତ ସାର ଓ କୀଟନାଶକ ଦୋକାନ ୩ ଘଣ୍ଟା ଖୋଲା ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ଚାଷୀ ସଙ୍ଗଠନର ଅନୁରୋଧ ରକ୍ଷା କରି ଜିଲାପାଳ ଶୁଭମ ସକ୍‌ସେନା ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେଇଛନ୍ତି। କୃଷି…

୫ ସନ୍ଦିଗ୍ଧଙ୍କ ରକ୍ତ, ସ୍ବାବ ପରୀକ୍ଷା ପାଇଁ ଗଲା

ସମ୍ବଲପୁର,୨୮।୩ (ବ୍ୟୁରୋ)-ସମ୍ବଲପୁର ଜିଲାର ୫ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ଓ ସ୍ବାବ୍‌ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି ା ସେମାନଙ୍କୁ ବୁର୍ଲା ଭିମ୍‌ସାରର ଆଇସୋଲେଶନ ସେଣ୍ଟରରେ ରଖାଯାଇଛି ା ଆବଶ୍ୟକ ମେଡିକାଲ ପରୀକ୍ଷା ସହିତ ଭୁବନେଶ୍ୱରରୁ ରିପୋର୍ଟ ଆସିବା ପରେ…

ଗୃହପାଳିତ, ବୁଲା ପଶୁପକ୍ଷୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ସମ୍ବଲପୁର, ୨୮।୩ (ବ୍ୟୁରୋ)-ଗୃହପାଳିତ ପଶୁପକ୍ଷୀ ଯଥା ଗାଈ, ଗୋରୁ, କୁକୁର, ପାରା, ବିଲେଇ, ଶୁଆଙ୍କ ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି । ଜିଲା ପ୍ରାଣୀଧନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ସହ ଏକ ହ୍ବାଟ୍‌ଅପ୍‌ ନମ୍ବର ରହିଛି । ଗୃହପାଳିତ ପଶୁ…

ଲୋକଙ୍କ ଘରେ ଜିନିଷ ପହଞ୍ଚାଇବ ହୋମ୍‌ଭେରି ପୋର୍ଟାଲ

ସମ୍ବଲପୁର,୨୮।୩(ବ୍ୟୁରୋ)-ଲକ୍‌ଡାଉନ ଘୋଷଣା ହେବା ପରେ ସମ୍ବଲପୁର ଜିଲାରେ ଦୋକାନ ବଜାରଗୁଡିକ ବନ୍ଦ ରହିଛି। ମହାନଗର ନିଗମ ପକ୍ଷରୁ ଶୁକ୍ରବାରଠାରୁ କିରାନା ସାମଗ୍ରୀ ଏବଂ ଔଷଧ ହୋମ ଡେଲିଭରି ଆରମ୍ଭ ହୋଇଛି । ହୋମଭେରି ନାମରେ ଏକ ପୋର୍ଟାଲ ପ୍ରଶାସନ ପକ୍ଷରୁ ଆରମ୍ଭ…

ତାମିଲନାଡୁରେ ଫସି ରହିଛନ୍ତି ୨୫ରୁ ଅଧିକ ଯୁବତୀ

ସମ୍ବଲପୁର, ୨୮।୩ (ବ୍ୟୁରୋ):ସମ୍ବଲପୁରର ଜିଲାର କୁଚିଣ୍ଡା, ଜମନକିରା, ଯୁଯୁମୁରା ଓ ବଲାଙ୍ଗୀର ଜିଲାର ପ୍ରାୟ ୨୫ଜଣ ଯୁବତୀ ତାମିଲନାଡୁରେ ଫସି ରହିଛନ୍ତି । ଲକ୍‌ ଡାଉନ ଯୋଗୁ ସେମାନେ ଘରକୁ ଫେରି ପାରୁନାହାନ୍ତି । ଅନ୍ୟପଟେ ସେଠାରେ କାମ ବନ୍ଦ ହୋଇଯିବାରୁ…

ହିତାଧିକାରୀଙ୍କ ଘରେ ପହଞ୍ଚିଲା ଆଗୁଆ ଭତ୍ତା ଟଙ୍କା

ସମ୍ବଲପୁର,୨୭।୩ (ବ୍ୟୁରୋ)-କରୋନା କଟକଣା ଓ ଦେଶ ଲକ୍‌ ଡାଉନ୍‌ ଘୋଷଣା ପରେ ସରକାର ଲୋକଙ୍କୁ ଆର୍ଥତ୍କ ସହାୟତା କରିବା ପାଇଁ ଯୋଜନା କରିଛନ୍ତି। ବିଭିନ୍ନ ଯୋଜନାରେ ପେନ୍‌ସନ୍‌ ପାଉଥିବା ହୀତଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ପ୍ରଦାନ କରାଯିବାକୁ ନେଇ ଘୋଷଣା…

କରୋନା କଟକଣାରେ ଫସି ଯାଇଛନ୍ତି ଆଇଟିବିପି ଯବାନ

ସମ୍ବଲପୁର,୨୭।୩ (ବ୍ୟୁରୋ)-କରୋନା କଟକଣା ଯୋଗୁ ଜଣେ ଯବାନଙ୍କୁ ହୀନସ୍ତା ହେବାକୁ ପଡିଛି । ଲକ୍‌ଡାଉନ ଘୋଷଣା ପରେ ତାଙ୍କୁ ହୋଟେଲରୁ ଜୋରଜବରଦସ୍ତ ବାହାର କରି ଦିଆଯାଇଥିଲା । ଏପରି ପରିସ୍ଥିତିରେ ଟ୍ରେନ ଓ ବସ୍‌ ଚଳାଚଳ ବନ୍ଦ ଥିବାରୁ ଘରକୁ ଫେରି…

ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ସାମାଜିକ ଦୂରତା ପାଇଁ ପଦକ୍ଷେପ

ସମ୍ବଲପୁର,୨୬।୩(ବ୍ୟୁରୋ): କରୋନା ମୁକାବିଲା ନେଇ ସମ୍ବଲପୁର ମହାନଗର ନିଗମ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଗୁରୁବାର ସକାଳେ ପନିପରିବା ବଜାର ଯେମିତି ଗୋଲବଜାର, ବୈଦ୍ୟନାଥ ଛକ, କମଳିବଜାର, ଅଇଁଠାପାଲି, ଧନୁପାଲି, ଗୋବିନ୍ଦତୋଲା, ଫାୟାରଷ୍ଟେଶନ ବିଭିନ୍ନ ସ୍ଥାନରେ ବ୍ୟାପକ…

ଅନିଶ୍ଚିତତାରେ ପିଡିଏସ୍‌ ସାମଗ୍ରୀ ବଣ୍ଟନ

ସମ୍ବଲପୁର, ୨୬।୩ (ବ୍ୟୁରୋ): କରୋନା କଟକଣା ଓ ଲକ୍‌ ଡାଉନ୍‌ ଘୋଷଣା ପରେ ରାଜ୍ୟ ସରକାର ୩ମାସର ଆଗୁଆ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରିବା ପାଇଁ ଘୋଷଣା କରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଜିଲା ଯୋଗାଣ ବିଭାଗ ପକ୍ଷରୁ କିଭଳି ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?