ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା: ହୋମ କ୍ୱାରାଣ୍ଟାଇନରେ ରହିଲେ ରାୟଗଡ଼ା ସିଡିଏମ୍ଓ
ରାୟଗଡା ଅଫିସ,୧୦।୬-ରାୟଗଡା ଜିଲାରେ ବୁଧବାର ୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଯୁବତୀ ରହିଥିବାବେଳେ ଅନ୍ୟ ଜଣେ ପୁରୁଷ ରହିଛନ୍ତି। ସେମାନେ ନିକଟରେ ଦିଲ୍ଲୀରୁ ଫେରି କ୍ୱାରାଣ୍ଟାଇନରେ ଥିଲେ। ସେହିପରି ଅନ୍ୟ ଆକ୍ରାନ୍ତ...
ରାୟଗଡ଼ାରେ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା: କ୍ୱାରାଣ୍ଟାଇନ ସେଣ୍ଟର, ମିନି ମେଡିକାଲ କଲୋନୀ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ରାୟଗଡ଼ା,୧୦।୬: ରାୟଗଡ଼ା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି କ୍ରମରେ ବୁଧବାରି ଜିଲାରୁ ୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଜିଲାର ପ୍ରଥମ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା ଯୁବତୀଙ୍କ...
କେରଳରୁ ରାୟଗଡ଼ା ଷ୍ଟେଶନରେ ପହଞ୍ଚିଲେ ୧୦୭୪ ପ୍ରବାସୀ
ରାୟଗଡ଼ା ଅଫିସ,୭।୬: କେରଳରେ କାମ କରୁଥିବା ପ୍ରବାସୀ ଶ୍ରମିକ ସତନ୍ତ୍ର ଟ୍ରେନ ଯୋଗେ ଫେରିଛନ୍ତି। ୧୦୭୪ ଜଣ ପ୍ରବାସୀ ଶ୍ରମିକ କେରଳର ଆଲ୍ଲେପି ସମ୍ବଲପୁର ଟ୍ରେନରେ ରାୟଗଡ଼ା ଷ୍ଟେଶନରେ ପହଞ୍ଚିଛନ୍ତି । ଏତେ ସଂଖ୍ୟକ ପ୍ରବାସୀଙ୍କ ଆସିବା ଫଳରେ ଷ୍ଟେଶନ...
ରାୟଗଡ଼ାରେ ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ
ରାୟଗଡ଼ା ଅଫିସ,୫।୬: ରାୟଗଡ଼ା ଜିଲାରେ ଶୁକ୍ରବାର ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ୨୨ ବର୍ଷୀୟା ଜଣେ ଯୁବତୀ ଏବଂ କର୍ଣ୍ଣାଟକ ଫେରନ୍ତା ବୋଲି ଜଣାପଡ଼ିଛି। ତାଙ୍କୁ ଗଜପତି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେ ୨୯ ତାରିଖରେ...
ରାୟଗଡ଼ାରେ କରୋନା ପଜିଟିଭ୍ ଚିହ୍ନଟ ପରେ କଣ୍ଟେନ୍ମେଣ୍ଟ୍ ଅଞ୍ଚଳର ସ୍ଥିତି ପରଖିଲେ ଉପଜିଲାପାଳ
ରାୟଗଡ଼ା ଅଫିସ,୪ା୬: ରାୟଗଡ଼ାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ସହରର ଆର୍କେ ନଗର ଓ ଓଡ଼ଗୁଡାକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବରେ ଘୋଷଣା କରାଯାଇ ଶଟ୍ଡାଉନ୍ କରାଯାଇଛି। ଏହିସବୁ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ...
୨ ରାଜ୍ୟରୁ ଫେରିଲେ ୩ ୮୭ ପ୍ରବାସୀ
ରାୟଗଡା ଅଫିସ, ୩ା୬-କରୋନା ଲକ୍ ଡାଉନ ଯୋଗୁ ତେଲେଙ୍ଗନା ଓ ତାମିଲନାଡୁରେ ଅଟକି ଥିବା ଶ୍ରମିକ ରାୟଗଡା ଫେରିଛନ୍ତି। ମଙ୍ଗଳବାର ତାମିଳନାଡୁରୁ ୧୫୧ ଶ୍ରମିକ ଫେରିଥିବା ବେଳେ ବୁଧବାର ତେଲେଙ୍ଗନାରୁ ୨୩୬ ଶ୍ରମିକ ରାୟଗଡା ଫେରିଛନ୍ତି। ଏହି ୨ ଦିନରେ...
ରାୟଗଡ଼ାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ: କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା
ରାୟଗଡ଼ା ଅଫିସ,୩।୬: ଓଡ଼ିଶାର ୨୯ଟି ଜିଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗ୍ରୀନ୍ ଜୋନ୍ରେ ରହିଥିଲା ରାୟଗଡ଼ା ଜିଲା ମାତ୍ର ବୁଧବାର ରାୟଗଡ଼ାରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...
ଶେଷରେ ରାୟଗଡ଼ା ଛୁଇଁଲା କରୋନା
ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟର ୩୦ ତମ ଜିଲା ଭାବେ ରାୟଗଡ଼ା ଛୁଇଁଲା କରୋନା। ବୁଧବାର ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡ଼ାରୁ ଜଣେ ପଜିଟିଭ୍ ଅଛନ୍ତି। ଆକ୍ରାନ୍ତଜଣଙ୍କ ଦିଲ୍ଲୀରୁ ଫେରି କ୍ୱାରାଣ୍ଟାଇନ୍ରେ ରହିଥିବା ସୂଚନା ମିଳିଛି। ପ୍ରକାଶ ଯେ, ବୁଧବାର ୧୪୩...
ତାମିଲନାଡ଼ୁରୁ ଫେରିଲେ ଆଉ ୧୫୧ ପ୍ରବାସୀ
ରାୟଗଡ଼ା ଅଫିସ,୨ା୬: ତାମିଲନାଡ଼ୁର ତିରୁପୁରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍ ମଙ୍ଗଳବାର ମଧ୍ୟାହ୍ନରେ ରାୟଗଡ଼ାରେ ପହଞ୍ଚିଛି। ଏଥିରୁ ୧୫୧ ଶ୍ରମିକ ରାୟଗଡ଼ା ଷ୍ଟେଶନରେ ଓହ୍ଲାଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ରାୟଗଡ଼ା ଜିଲାର ୪୪ଜଣ, ଗଜପତି ୧୮, କୋରାପୁଟ...
ଟ୍ରେନ୍ରେ ତାମିଲନାଡୁରୁ ଫେରିଲେ ୧୭୩ ପ୍ରବାସୀ
ରାୟଗଡ଼ା ଅଫିସ,୩୧ା୫: ପ୍ରବାସୀ ଓଡ଼ିଆଙ୍କୁ ନେଇ ତାମିଲନାଡ଼ୁରୁ ବାହାରିଥିବା ଏକ ସ୍ବତନ୍ତ୍ର ଟ୍ରେନ୍ ରବିବାର ସନ୍ଧ୍ୟାରେ ରାୟଗଡ଼ା ଷ୍ଟେଶନରେ ପହଞ୍ଚିଥିଲା। ଏଥିରୁ ମାଲକାନଗିରି ଜିଲାର ୫ ଶ୍ରମିକ, ନବରଙ୍ଗପୁର ୨୧, କୋରାପୁଟ ୪, କନ୍ଧମାଳ ୭୬ ଏବଂ ରାୟଗଡ଼ା ଜିଲାର...
୧୩ ଲକ୍ଷ ଟଙ୍କାର ଗୁଟ୍ଖା ଜବତ: ୨ ଗିରଫ
ଗୁଣପୁର,୨୭ା୫(ଡି.ଏନ୍.ଏ.)-ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ଗୁଟ୍ଖା ଏବଂ ପଲିଥିନ କାରବାର ଥମିବା ନାଁ ଧରୁନି ା ଲକ୍ଷଲକ୍ଷ ଟଙ୍କାର ଗୁଟ୍ଖା କାରବାର ହେଉଥିବା ଜଣାପଡ଼ିଛି। ମଙ୍ଗଳବାର ପୋଲିସ ସହରର ଦୁଇଟି ସ୍ଥାନରେ ଚଢ଼ାଉକରି ବ୍ୟାପକ ପରିମାଣରେ ଗୁଟ୍ଖା ଜବତ କରିଛି।...
୧୩ ଲକ୍ଷ ଟଙ୍କାର ଗୁଟ୍ଖା ଜବତ: ୨ ଗିରଫ
ଗୁଣପୁର, ୨୭।୫(ଡି.ଏନ୍.ଏ.): ରାୟଗଡା ଜିଲା ଗୁଣପୁରରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ମଙ୍ଗଳବାର ୧୩ ଲକ୍ଷ ଟଙ୍କାର ଗୁଟ୍ଖା ଜବତ କରାଯାଇଛି l ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବି. ସନ୍ତୋଷ କୁମାର...
Archives


