ଟିକିରିରେ ଭୂକମ୍ପ
ଟିକିରି,୩ା୩(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରିରେ ଶୁକ୍ରବାର ସକାଳ ୫.୬ମିନିଟ୍ ଭୂକମ୍ପ ଅନୁଭୂତ ହୋଇଛି। ୨ରୁ ୩ ସେକେଣ୍ଡ ଧରି ଏହି ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୩.୮ ଥିବାଜଣାପଡ଼ିଛି। ଅଞ୍ଚଳରେ ଥିବା ବିଭିନ୍ନ ଘରଦ୍ୱାର ଦୋହଲି…
ଛାତ୍ରୀଙ୍କ ଗଳା କାଟିଦେଲେ ଯୁବକ
ରାମନାଗୁଡ଼ା/ପଦ୍ମପୁର/ବିଷମକଟକ,୩ା୩(ଡି.ଏନ୍.ଏ.):ରାୟଗଡ଼ା ଜିଲା ଗୁଡ଼ାରୀ ଥାନା ଅନ୍ତର୍ଗତ ରାମନାଗୁଡା ବ୍ଲକ ଗୁମୁଡ଼ା ମୁଖ୍ୟ ବଜାରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ଛୁରିରେ ଜଣେ କଲେଜ ଛାତ୍ରୀଙ୍କ ଗଳା କାଟି ଦେଇଛନ୍ତି। ଛାତ୍ରୀ ଜଣକ ଯୁକ୍ତ ୨ ପରୀକ୍ଷା ଦେଇ…
ସହରରେ ଚୋରି ବଢ଼ୁଛି, ଟେର୍ ପାଉନି ପୋଲିସ
ରାୟଗଡ଼ା(ସ୍ବ.ପ୍ର.)/ରାୟଗଡ଼ା ଅଫିସ,୧।୩: ରାୟଗଡ଼ା ଜିଲା ସଦର ମହକୁମାରେ ଜିଲାପାଳଙ୍କ କାର୍ଯ୍ୟାଳୟ, ଜିଲା ପୋଲିସ କାର୍ଯ୍ୟାଳୟ ସମେତ ବହୁ ଜିଲାସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଚୋରି ଘଟଣା ବଢ଼ୁଥିବା ବେଳେ ଏହାକୁ ରୋକିବା ନେଇ କୌଣସି ଦୃଢ଼ ପଦକ୍ଷେପ…
ଠିକ୍ ସମୟରେ ପିଡିଏସ୍ ଚାଉଳ ଦେଉନି ଏସ୍ଏଚ୍ଜି
ରାୟଗଡ଼ା,୧।୩(ସ୍ବ.ପ୍ର.): ବିଭିନ୍ନ ପଞ୍ଚାୟତରେ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ହିତାଧିକାରୀଙ୍କୁ ପିଡିଏସ୍ ଚାଉଳ ବଣ୍ଟନ କରାଯାଉଛି। ତେବେ କାଶୀପୁର ବ୍ଲକ ଅଡ଼ାଜୋର ପଞ୍ଚାୟତର ୭ଟି ଗ୍ରାମରେ ହିତାଧିକାରୀମାନେ ଠିକ୍ ସମୟରେ ଚାଉଳ ପାଉ ନ ଥିବା ଅଭିଯୋଗ ହୋଇଛି। ଏହି ପଞ୍ଚାୟତରେ…
ପୁଅ ଗୁଳିମାଡ଼ରେ ବାପା ମୃତ
ଗୁଣପୁର,୨୭ା୨(ଡି.ଏନ୍.ଏ.): ରାୟଗଡା ଜିଲା ଗୁଣପୁର ବ୍ଲକ କୁଲୁସିଂ ପଞ୍ଚାୟତ ଗୁଡି ଗ୍ରାମରେ ରବିବାର ପାରିବାରିକ କଳହର ଏକ କୁପରିଣତି ଦେଖିବାକୁ ମିଳିଛି। ପୁଅ ଗୁଳିମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କାନ୍ତିନ ଦଳବେହେରା (୬୦)। ଅଭିଯୁକ୍ତ ପୁଅ ମେଜନ ଦଳବେହେରା(୩୨)ଙ୍କୁ…
ଆନ୍ଧ୍ର ଲୋକେ ହଡ଼ପ କରୁଛନ୍ତି ଆଦିବାସୀଙ୍କ ଜମି
ଗୁଣପୁର,୨୭ା୨(ଡି.ଏନ.ଏ): ଦକ୍ଷିଣ ଓଡିଶାରେ ଥିବା ଆଦିବାସୀଙ୍କ ଜମିକୁ ଆନ୍ଧ୍ର ପ୍ରଦେଶର ଲୋକଙ୍କ ଦ୍ବାରା ହଡପ କରାଯାଉଥିବାରୁ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ଉଦବେଗ ପ୍ରକାଶ କରିଛି। ପ୍ରଶାସନରେ ଦୁର୍ନୀତି ଚରମ ସୀମାରେ ପହଁଞ୍ଚିଛି। ପ୍ରଶାସନ ଉପରେ ରାଜନେତାଙ୍କ ନିୟନ୍ତ୍ରଣ ନାହିଁ।…
ରାୟଗଡ଼ା ପଣସର ଚାହିଦା ଅଧିକ, ଉଚିତ ଦର ମିଳୁନି
ରାୟଗଡ଼ା,୨୭ା୨(ସ୍ବ.ପ୍ର.):ସପୁରି ଓ ସୀତାଫଳ ପରେ ଦେଶର ବିଭିନ୍ନ ପ୍ରାନ୍ତରେ ରାୟଗଡ଼ା ଜିଲା ପଣସର ଚାହିଦା ରହିଛି ା ବିଶେଷକରି ବସନ୍ତ ଋତୁରେ କଞ୍ଚା ପଣସକୁ ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶର ବ୍ୟବସାୟୀମାନେ ଅପେକ୍ଷା କରିଥାଆନ୍ତି। ବର୍ତ୍ତମାନ ଜିଲାରେ କଞ୍ଚା ପଣସ ମିଳୁଥିବା…
ଏଚ୍ଏସ୍ଆର୍ପି ନମ୍ବର ପ୍ଲେଟ୍ ଯାଞ୍ଚ ହେଉନି
ରାୟଗଡ଼ା,୨୪ା୨(ସ୍ବ.ପ୍ର.): ଗାଡ଼ିଗୁଡ଼ିକର ସୁରକ୍ଷା ଏବଂ ଚୋରି ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ(ଏଚ୍ଏସ୍ଆର୍ପି) ବ୍ୟବସ୍ଥା କରାଯାଇଛି। ଏହି ନମ୍ବର ପ୍ଲେଟରେ ପ୍ରି-ଡିଜାଇନ ହଲୋଗ୍ରାମ ଏବଂ ୟୁନିଫର୍ମାଲ ସିରିଏଲ ନମ୍ବର ରହିଛି। ଏହାଦ୍ୱାରା ସହଜରେ ଗାଡ଼ିର ତଥ୍ୟ…
ଜୀବେ ନିଷ୍ଠୁରତା ନିରାକରଣ ଆଇନ ସଚେତନତା
ରାୟଗଡ଼ା ଅଫିସ,୨୨।୨: ରାୟଗଡା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ମୁଖ୍ୟ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ହାଡିବନ୍ଧୁ ଭୋଇଙ୍କ ଆବାହକତ୍ୱରେ ଓ ଜିଲାପାଳ ସ୍ବଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ଜୀବେ ନିଷ୍ଠୁରତା ଆଇନ…
୪ ବର୍ଷ ପରେ ବି ନିର୍ମାଣ ହୋଇପାରୁନି ଛାତ୍ରାବାସ
ରାୟଗଡ଼ା,୨୧ା୨(ସ୍ବ.ପ୍ର.):ଅନୁସୂଚିତ ଜାତି ଓ ଜନଜାତିଙ୍କ ଶିକ୍ଷା କ୍ଷେତ୍ରରେ ଜିଲା ମଙ୍ଗଳ ବିଭାଗ ସହାୟକ ହୋଇଥାଏ ା ହେଲେ ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଏହି ବିଭାଗର ଛାତ୍ରାବାସ ୪ ବର୍ଷ ପରେ ବି ନିର୍ମାଣ ହୋଇପାରୁନି। ଏଥିରୁ ଜିଲା ମଙ୍ଗଳ ବିଭାଗ…
ଶୁଣିଲାନି ପ୍ରଶାସନ: ଅସ୍ଥାୟୀ କେନାଲ ଖୋଳିଲେ ଗ୍ରାମବାସୀ
ଟିକିରି,୨୧ା୨(ଡି.ଏନ୍.ଏ.):ପ୍ରଶାସନଠାରୁ ଜନପ୍ରତିନିଧି ପର୍ଯ୍ୟନ୍ତ ବାରମ୍ବାର ଗୁହାରି ସତ୍ତ୍ୱେ କେହି କର୍ଣ୍ଣପାତ କଲେନି। ଶେଷରେ ଗ୍ରାମବାସୀ ଶ୍ରମଦାନ କରି ଅସ୍ଥାୟୀ କେନାଲ ଖୋଳିଛନ୍ତି। ଏହାଦ୍ୱାରା ପ୍ରାୟ ୫୦୦ ଏକର ଜମିରେ ଚାଷ ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି। ରାୟଗଡା ଜିଲା କାଶୀପୁର ବ୍ଲକ…
ବଦଳିଲେ ୪ ଆଇଆଇସି
ରାୟଗଡ଼ା,୨୧।୨(ସ୍ବ.ପ୍ର.): ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଜିଲା ପୋଲିସ ବୋର୍ଡ ପକ୍ଷରୁ ୪ ଆଇଆଇସିଙ୍କୁ ବଦଳି କରାଯାଇଛି। ରାୟଗଡ଼ା ଆଇଆଇସି ରଶ୍ମିରଞ୍ଜନ ପ୍ରଧାନଙ୍କୁ ବିଷମକଟକ ବଦଳି କରାଯାଇଥିବା ବେଳେ ଅମ୍ବାଦଳା ଆଇଆଇସି କେକେବିକେ କହଁରଙ୍କୁ ରାୟଗଡ଼ା ଟାଉନ୍ ଥାନାକୁ ବଦଳି…
Archives


