ରାୟଗଡା

ଦୁଇ ମନ୍ଦିରରୁ ଚୋରି, କାଳି ମନ୍ଦିର ହୁଣ୍ଡିରୁ ୧ଲକ୍ଷ ଟଙ୍କା ସମେତ ସୁନା ଓ ରୂପା ଗହଣା ଗାଏବ

ରାୟଗଡା,୨୦।୫(ସ୍ବ.ପ୍ର): ରାୟଗଡା ଏସପି ବାସଗୃହ ନିକଟସ୍ଥ କାଳୀ ମନ୍ଦିରରୁ ଚୋରି ହୋଇଛି। ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ କାଳୀ ମନ୍ଦରି ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ଭିତରେ ପଶିଥିଲେ। ଭିତରେ ପଶି ପ୍ରବେଶ ଦ୍ୱାରରେ ରହିଥିବା ହୁଣ୍ଡିର…

ରାୟଗଡ଼ାରେ ଡିଜେଲ,ପେଟ୍ରୋଲ ଅଭାବ ଦୂରହେବ

ରାୟଗଡ଼ା ଅଫିସ,୧୯ା୫: ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ଭଳି ଜରୁରୀ ଦ୍ରବ୍ୟର ଅଭାବ ଦୂରକରିବା ନିମନ୍ତେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାୟଗଡ଼ା ଉପଜିଲାପାଳ ଭୀମସେନ ଶବର ଅଧ୍ୟକ୍ଷତା କରିଥିଲେ। ରାୟଗଡ଼ା ଉପଖଣ୍ଡ…

ପଟ୍ଟା ପାଇଁ କଣ୍ଟା ସାଜିଛି ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’

ରାୟଗଡ଼ା,୧୫ା୫: ଆଦିବାସୀ ବହୁଳ ରାୟଗଡ଼ା ଜିଲାବାସୀଙ୍କୁ କାଳ ସାଜିଛି ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’। ଏହି କାରଣରୁ ବହୁ ଲୋକ ଘରଡିହ ପଟ୍ଟା ପାଉନାହନ୍ତି। ପଟ୍ଟା ନ ଥିବା କାରଣରୁ ଜାଗା ବିକ୍ରି ହୋଇପାରୁନି କି ବ୍ୟାଙ୍କ ଋଣ ଆଣି…

ଗଛକାଟି ରାସ୍ତା ଅବରୋଧ କଲେ ମାଓବାଦୀ

ରାୟଗଡ଼ା/ଚନ୍ଦ୍ରପୁର,୧୫ା୫(ସ୍ବ.ପ୍ର.): ମାଓବାଦୀ ବନ୍ଦ ଡାକରା ସ୍ବରୂପ ଗଛ କାଟି ରାସ୍ତା ଅବରୋଧ ସହ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ପୂର୍ବରୁ ମାଓବାଦୀଙ୍କ ଦାରା ରିଲିଜ ହୋଇଥିବା ଅଡିଓ ଟ୍ୟାପ୍‌ ମୁତାବକ ସୋମବାର ଏହି ବନ୍ଦ ପାଳନ ଆହ୍ବାନ ଦିଆଯାଇଥିଲା। ମାଓବାଦୀ ଦ୍ୱାରା…

ଡିକେଡିଏ, ଓପିଲିପି କର୍ମଚାରୀଙ୍କ ସମ୍ପୃକ୍ତି ନାହିଁ: ଅତିରିକ୍ତ ଜିଲାପାଳ

ବିଷମକଟକ,୧୩।୫(ଡି.ଏନ.ଏ.): ବିଷମକଟକ ବ୍ଲକ ନିୟମଗିରି ପାହାଡ଼ ପାଦଦେଶରେ ଥିବା ବାଲାପାଇ ଗ୍ରାମର ଟିମି ପୁଷିକାଙ୍କୁ ଓପିଲିପି ପ୍ରତାରଣା କରିଥିବା ନେଇ କୌଣସି ସତ୍ୟତା ନାହିଁ ବୋଲି ଶୁକ୍ରବାର ଅତିରିକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା ସୂଚନା ଦେଇଛନ୍ତି। ଟିମି ଗୁରୁବାର ରାୟଗଡ଼ା ଯାଇ…

ବିଦ୍ୟୁତ୍‌ ଆଘାତରେ ୪ ହାତୀଙ୍କ ଜୀବନ ଗଲା

ଗୁଣୁପୁର/ପାରଳାଖେମୁଣ୍ଡି,୧୨ା୫(ଡି.ଏନ୍‌.ଏ.): ଓଡ଼ିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲା କାତ୍ରାଗାଡ଼ା ନିକଟରେ ଶୁକ୍ରବାର ୪ ହାତୀଙ୍କ ମୃତଦେହ ଠାବ ହୋଇଛି। ପ୍ରକୃତରେ ହାତୀଙ୍କ ମୃତ୍ୟୁ କେମିତି ଘଟିଛି ସ୍ପଷ୍ଟ ହୋଇ ନ ଥିବା ବେଳେ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ…

ବରିଷ୍ଠ ନେତା ଚନ୍ଦ୍ରଶେଖରଙ୍କୁ ନିଲମ୍ବନ ସୁପାରିସ

ରାୟଗଡ଼ା(ସ୍ବ.ପ୍ର.)/ମୁନିଗୁଡ଼ା/ ବିଷମକଟକ (ଡି.ଏନ.ଏ.)୧୨ା୫: ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ଏଥିରେ ବରିଷ୍ଠ ନେତା ଚନ୍ଦ୍ରଶେଖର ବେହେରାଙ୍କୁ ଦଳରୁ ୩ ବର୍ଷ ପାଇଁ ନିଲମ୍ବନ କରିବାକୁ ରାଜ୍ୟ ନେତୃବୃନ୍ଦଙ୍କୁ ସୁପାରିସ କରାଯାଇଛି । ଚନ୍ଦ୍ରଶେଖର…

୨ ଏକର ଲେଖାଏ ଜମି ନିରୂପଣ ନିଷ୍ପତ୍ତି: ଖୋଲିବ ୭୯ ନୂଆ ଲ୍ୟାମ୍ପସ୍‌

ରାୟଗଡ଼ା(ସ୍ବ.ପ୍ର.)/ରାୟଗଡ଼ା ଅଫିସ,୧୨ା୫: ରାୟଗଡ଼ା ଜିଲାରେ ୭୯ଟି ନୂତନ ଲ୍ୟାମ୍ପସ୍‌ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରତି ଦୁଇଟି ପଞ୍ଚାୟତକୁ ନେଇ ଗୋଟିଏ ଲେଖାଏ ଲ୍ୟାମ୍ପସ୍‌ ଗଠନ କରି କୃଷିଜନିତ ସମସ୍ୟା ଦୂରୀକରଣ କରିବା ପାଇଁ ସରକାର ଏଭଳି ନିଷ୍ପତ୍ତିନେଇଛନ୍ତି।…

୧୫ ପଦବୀ ଅନୁମୋଦିତ, ୫ ବର୍ଷ ହେଲା ଖାଲି

ରାୟଗଡ଼ା ଅଫିସ,୧୧ା୫: ପାହାଡିଆ ଅଞ୍ଚଳ ରାୟଗଡା ଜିଲାରେ ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ନଦୀ, ପୋଖରୀ, ନାଳ ଆଦି ଶୁଖିଲା ପଡ଼ୁଥିବା ବେଳେ କେଉଁଠି ଏସବୁ ପୋତି ହୋଇଗଲାଣି। ଜନସଂଖ୍ୟା ବଢ଼ୁଥିବାରୁ ସେହି ମାତ୍ରାରେ ଅଧିକ ସଂଖ୍ୟକ ବୋରୱେଲ…

ଟ୍ୟୁଶନରୁ ଫେରିବା ସମୟରେ ହେଲା ବଜ୍ରପାତ, ଚାଲିଗଲା ଛାତ୍ରୀଙ୍କ ଜୀବନ

ରାୟଗଡ଼ା,୧୦ା୫(ସ୍ବ.ପ୍ର.): ରାୟଗଡ଼ା ବ୍ଲକ ଅନ୍ତର୍ଗତ ମାଲିଗାଁ ପଞ୍ଚାୟତର କଦଳୀଗୁଡ଼ା ଗ୍ରାମର ଜଣେ ନାବାଳିକାଙ୍କର ବଜ୍ରପାତରେ ଜୀବନ ଯାଇଛି। ନାବାଳିକା ଜଣକ ହେଲେ ଅଦାବଂଶ ସଞ୍ଜୁ(୧୬)। ସୂଚନାନୁଯାୟୀ, ସଞ୍ଜୁ ନିଜର ଦୁଇ ସାଙ୍ଗଙ୍କ ସହିତ ଜେକେପୁରରୁ ଟ୍ୟୁଶନ ସାରି ଘରକୁ ଫେରୁଥିବା ସମୟରେ…

ସ୍ତ୍ରୀଙ୍କ ଉପରକୁ ପଥର ଫିଙ୍ଗିଲେ ସ୍ବାମୀ, ନାବାଳିକାଙ୍କ ଜୀବନ ଗଲା

ରାୟଗଡ଼ା,୧୦ା୫(ସ୍ବ.ପ୍ର.): ଭୋଜି ଖାଇବାକୁ ଯାଇଥିବା ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ଲାଗି ପଥର ଫିଙ୍ଗାଫିଙ୍ଗି ହେବାରୁ ବୁଧବାର ଜଣେ ନାବାଳିକାଙ୍କ ଜୀବନ ଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କୁରୁମପେଟାରେ। ସୂଚନା ଅନୁଯାୟୀ, ରାୟଗଡ଼ା ଜିଲା ସୁରି ପଞ୍ଚାୟତର…

ପୁରୁଣା ବହିରେ ଅବକାଶକାଳୀନ ହୋମଓ୍ବାର୍କ

ରାୟଗଡ଼ା,୯ା୫(ସ୍ବ.ପ୍ର.): ଗ୍ରୀଷ୍ମ ଅବକାଶରେ ପାଠପଢ଼ା ଜାରି ରଖିବା ଲାଗି ପିଲାମାନଙ୍କୁ ଶିକ୍ଷକ ହୋମଓ୍ବାର୍କ ଦେବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଘରେ ରହି ସୁବିଧାରେ ପାଠ ପଢ଼ିବା ପାଇଁ ଏହି ଯୋଜନା ହେଲା। ଏଥିପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri