ସ୍କୁଲ ପାଚେରି ଭୁଶୁଡ଼ି ଛାତ୍ର ଗୁରୁତର
ରାୟଗଡ଼ା,୨୮।୭(ଭାଗ୍ୟଶ୍ରୀ ମିଶ୍ର): ଗୁଣାମତ୍କ ଶିକ୍ଷା ବୃଦ୍ଧି ଲାଗି ସରକାର ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟରେ ମାଗଣା ଖାଇବା, ରହିବା ବ୍ୟବସ୍ଥା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବରେ ବିଭିନ୍ନ ଆବାସିକ ସ୍କୁଲରେ ପିଲାଙ୍କୁ ଦାୟିତ୍ୱରେ ଥିବା ଶିକ୍ଷକ...
ଆଦିବାସୀଙ୍କ ଧରତୀ ପୂଜା, ଆମ୍ବ ଟାକୁଆ ପର୍ବ
ଟିକିରି,୨୭ା୭(ପ୍ରଫୁଲ କୁମାର ବେହେରା): ଆଦିବାସୀ ମାନେ ମୁଖ୍ୟତଃ ବାର ମାସରେ ତେର ପର୍ବ ପାଳନ କରନ୍ତି। ସେଥିମଧ୍ୟରୁ ଧରତୀ ପୂଜା ଏବଂ ଆମ୍ବ ଟାକୁଆ ପର୍ବ ଅନ୍ୟତମ। ରାୟଗଡା ଜିଲା କାଶୀପୁର ବ୍ଲକରେ ବସବାସ କରୁଥିବା ପରଜା ବା ଝୋ...
ମୋହନ ନାୟକ ଜିଲା ଯୁବକଂଗ୍ରେସ ସଭାପତି
ରାୟଗଡ଼ା,୨୭।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଯୁବ କଂଗ୍ରେସ ଫଳାଫଳ ଘୋଷଣା ହୋଇଛି । ମୋହନ ନାୟକ ରାୟଗଡ଼ା ଜିଲା ଯୁବ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ରାୟଗଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସଭାପତି ଭାବେ...
ଗ୍ରୀଷ୍ମଛୁଟିର ଫାଇଦା ନେଲେ ଶିକ୍ଷୟିତ୍ରୀ, ଶିକ୍ଷକ: ମଧ୍ୟାହ୍ନଭୋଜନ ଟଙ୍କା, ଚାଉଳ ହଡ଼ପ ଅଭିଯୋଗ
ରାୟଗଡ଼ା,୨୭।୭ (ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ସହିତ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ସହାୟକ ପାଇଁ ରାଜ୍ୟ ସରକାର ସ୍କୁଲରେ ମଧ୍ୟାହ୍ନଭୋଜନ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଯୋଗାଇଥାନ୍ତି । ହେଲେ ଛୁଟି ସମୟରେ ସ୍କୁଲରେ କେହି...
ମାଓବାଦୀ ନେତା ସବ୍ୟସାଚୀଙ୍କୁ ଜାମିନ
ଗୁଣପୁର,୨୫।୭ (ପ୍ରଦୀପ କୁମାର ପାଢ଼ୀ): ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ସୋମବାର ହାଇକୋର୍ଟରୁ ଜାମିନ ମିଳିଛି। ରାୟଗଡା ଜିଲା ଗୁଣପୁର ସବ୍ଜଜ୍ଙ୍କ କୋର୍ଟରେ ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ଏ ନେଇ ସୂଚନା ଦେଇଛନ୍ତି। ଗୁଣପୁରଠାରେ ଚାଲିଥିବା ଏହି ମାମଲାରେ...
ଗୁଣପୁର-ପୁରୀ ଟ୍ରେନ୍କୁ ଗଜପତି ଏକ୍ସପ୍ରେସ୍ ନାମରେ ନାମିତ କରାଯାଉ
ଗୁଣପୁର,୨୪।୭ (ପ୍ରଦୀପ କୁମାର ପାଢ଼ୀ): ପୁରୀ-ଗୁଣପୁର ଟ୍ରେନ୍କୁ ଗଜପତି ଏକ୍ସପ୍ରେସ୍ ନାମରେ ନାମିତ କରିବାକୁ ଦାବି ହୋଇଛି। ଏଥିସହ ବିଶାଖାପାଟଣା -ଗୁଣପୁର ଟ୍ରେନକୁ ବଂଶଧାରା ଏକ୍ସପ୍ରେସ୍ ନାମରେ ନାମିତ କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ଦୁଇଟି ଟ୍ରେନକୁ ଗଜପତି...
ଶ୍ରେଣୀଗୃହରୁ ବର୍ଷା ପାଣି ବାହାର କରିବା ପରେ ପାଠପଢ଼ା
ବିଷମ କଟକ,୨୩ା୭(ବିଭୂତି ଭୂଷର ନାୟକ )ସରକାର ଶିକ୍ଷାର ଉନ୍ନତି ପାଇଁ ବହୁ ଅର୍ଥ ବ୍ୟୟ କରୁଛନ୍ତି। ୫-ଟିରେ ଅନ୍ତର୍ଭୁକ୍ତ କରି ବିଦ୍ୟାଳୟ ଶ୍ରେଣୀଗୃହ ଓ ପରିବେଶକୁ ନୂଆ ରୂପ ଦେଉଛନ୍ତି। ମାତ୍ର ରାୟଗଡା ଜିଲା ବିଷମ କଟକ ବ୍ଲକରେ ଏପରି...
କୂଳ ଖାଉଛି ନାଗାବଳୀ
ରାୟଗଡ଼ା,୧୬।୭(ଭାଗ୍ୟଶ୍ରୀ ମିଶ୍ର)ଆସିଲା ବର୍ଷାଦିନ। ନଦୀକୂଳିଆ ବା ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଘାରିଛି ଚିନ୍ତା। ନାଗୀବଳୀରେ ବର୍ଷା ଯୋଗୁ ପାଣି ବଢ଼ିଲେ ଘର ବୁଡ଼ିଯିବା ଆଶଙ୍କା ରହିଛି। ରାୟଗଡ଼ା ସହରର ୧୧ ନମ୍ବର ୱାର୍ଡ ଅନଟାରିଗୁଡ଼ାରେ କୂଳ ଖାଉଛି...
ବାରଣ୍ଡାରେ ପାଠ ପଢ଼ିଲେ ଛାତ୍ରୀଛାତ୍ର
ଟିକିରି ୧୫।୭ (ପ୍ରଫୁଲ କୁମାର ବେହେରା): କାଶୀପୁର ବ୍ଲକ ଅନ୍ତର୍ଗତ ମାଇକଞ୍ଚ ପଞ୍ଚାୟତ ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜଣେ ଠିକାଦାର ଶୌଚାଳୟ ନିର୍ମାଣ କରିଥିଲେ। ନିର୍ମାଣ କାର୍ଯ୍ୟ ସରିବାର ପ୍ରାୟ ୮ ମାସ ବିତିଯାଇଥିଲେ ମଧ୍ୟ ଏ...
ଅଡ଼ୁଆ କରିପାରନ୍ତି ଅସନ୍ତୁଷ୍ଟ
ଗୁଣପୁର,୧୫।୭ (ପ୍ରଦୀପ କୁମାର ପାଢ଼ୀ): ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାୟଗଡ଼ା ଜିଲାର ରାଜନୈତିକ ବାତାବରଣ ସେତେ ଉଷ୍ମ ହେବାରେ ଲାଗିଛି। କେଉଁ ଦଳ ଏଥର ବାଜିମାତ୍ କରିବ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଆଗାମୀ...
କଳାବ୍ୟାଜ ପିନ୍ଧି କୃଷି କର୍ମଚାରୀଙ୍କ ପ୍ରତିବାଦ
ଗୁଣପୁର,୧୪।୭(ପ୍ରଦୀପ କୁମାର ପାଢ଼ୀ): ରାୟଗଡା ଜିଲା ଗୁଣପୁର କୃଷି କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀମାନେ ଶୁକ୍ରବାର କଳାବ୍ୟାଜ ପରିଧାନ କରି ପ୍ରତିବାଦ ଜଣାଇଛନ୍ତି। ସେମାନଙ୍କ ବିଭିନ୍ନ ଦାବି ନେଇ...
୪ ମାଓବାଦୀ ଗିରଫ
ରାୟଗଡ଼ା,୧୨।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁନିଗୁଡ଼ା ପୋଲିସ ମଙ୍ଗଳବାର ୪ ମାଓବାଦୀଙ୍କୁ ଗିରଫ କରିଛି। ଗିରଫ ମାଓବାଦୀମାନେ ହେଲେ ମୁନିୁଗଡ଼ା ବ୍ଲକ କାଡ୍ରାପାଙ୍ଗା ଗ୍ରାମର ନୂଆମାଝି କାଡ୍ରାକା, ପାଟରାଣୀ ଗ୍ରାମର ରାଗିଡ଼ି ଗାଗରାଙ୍ଗା, ବଡ଼ଡେଙ୍ଗୁଣି ଗ୍ରାମର ବଇ...
Archives


