ରାୟଗଡା

ରାୟଗଡ଼ା ଜିଲାରେ କୃଷି, ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ରାୟଗଡ଼ା,୧୭ା୨(ସ୍ବ.ପ୍ର.): ରାୟଗଡ଼ା ଜିଲା ପରିଷଦର ୭୬ତମ ବୈଠକରେ କୃଷି ବିଭାଗର ଅଲୋଚନାବେଳେ ଜିଲା ମୁଖ୍ୟ କୃଷି ଅଧିକାରୀ ସୁମନ ସିଂ ପଟ୍ଟନାୟକ ନିଜ ବିଭାଗର ତଥ୍ୟ ପ୍ରଦାନ କରିଥିଲେ। ଏହି ସମୟରେ ଏମ୍‌ପିଙ୍କ ପ୍ରତିନିଧି ସୁନୀଲ ଚନ୍ଦ୍ର ପଣ୍ଡା ବିଭାଗରେ...

ସେଲ୍‌ଫି ହେଲା କାଳ

ଟିକିରି,୧୫ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଭାଲୁମସ୍କା ଗ୍ରାମକୁ ଏକ ବିବାହ ଉତ୍ସବକୁ ଯାଇଥିଲେ ୩ ପିଲା। ସେଠାରୁ ୩ ଜଣ ସାଙ୍ଗ ହୋଇ ନିକଟସ୍ଥ ରେଳଷ୍ଟେଶନକୁ ଯାଇଥିଲେ। ସେଠାରେ ମାଲବାହୀ ଗାଡ଼ି ଠିଆ ହୋଇଥିବା ବେଳେ ୩ ପିଲାଙ୍କ ମଧ୍ୟରୁ ରେଳ...

ରେଳ ଡିଭିଜନ କାର୍ଯ୍ୟ ପାଇଁ ହଟିବ ବସ୍ତି

ରାୟଗଡ଼ା,୧୫।୨(ସ୍ବ.ପ୍ର.): ରାୟଗଡ଼ା ରେଳ ଡିଭିଜନର ଉନ୍ନତିକରଣ ଏବଂ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ରେଳ ବିଭାଗ ଜମିରେ ଗଢ଼ି ଉଠିଥିବା ବସ୍ତିର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ରେଲ୍‌ଓ୍ବେ ଅଧୀନସ୍ଥ ଜମିରେ ଗଢ଼ି ଉଠିଥିବା କୋଇଲାପଡ଼ା ବସ୍ତିବାସିନ୍ଦାଙ୍କୁ ଚଳିତ ମାସ...

ବିବାଦ ଯୋଗୁ ଲାଗିପାରୁନି ନୂତନ ସିସି କ୍ୟାମେରା

ରାୟଗଡ଼ା,୧୫।୨(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମାରେ ଚୋରି, ଲୁଟ ଏବଂ ଡକାୟତି ବଢୁଛି। ଏହାକୁ ନିୟନ୍ତ୍ରଣ କରିବା ଏବଂ ଲୋକଙ୍କୁ ସୁରକ୍ଷା ଯୋଗାଇବା ଏବେ ପୋଲିସ ପାଇଁ ମଧ୍ୟ କାଠିକର ପାଠ ହେଇଛି। ସହରରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ...

ଇଞ୍ଜିନିୟରିଂ ଛାତ୍ର ସମେତ ୬ ଅଭିଯୁକ୍ତ ଗିରଫ

ରାୟଗଡ଼ା(ସ୍ବ.ପ୍ର./ରାୟଗଡ଼ା ଅଫିସ),୧୧ା୨: ରାୟଗଡ଼ା ସହରରେ ଚୋରି, ଲୁଟ୍‌, ଡକାୟତି ବଢ଼ୁଥିବାବେଳେ ପୋଲିସ ପାଇଁ ଚାଲେଞ୍ଜ ହୋଇଛି। ଟାଉନ ଥାନା ପୋଲିସ ଏହାର ତଦନ୍ତ କରି ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କଲ୍ୟାଣସିଂହପୁର ଥାନା ଅଡାବାଡି ଗ୍ରାମର ଯୁଧିଷ୍ଟିର...

ଲୁଟେରା ଗ୍ୟାଙ୍ଗର ୬ ଗିରଫ: ଚୋରି ସୁନା ଫେରାଇଲା ପୋଲିସ

ରାୟଗଡା ଅଫିସ,୧୦।୨: ରାୟଗଡ଼ା ପୋଲିସକୁ ଏକ ସଫଳତା ମିଳିଛି । ଗତ ଜାନୁୟାରୀ ୧ ଏବଂ ୬ ତାରିଖ ଓ ୨୦୨୨ ଜୁଲାଇ ୧୬ରେ ହୋଇଥିବା ଚୋରି ମାମଲାରେ ରାୟଗଡା ଟାଉନ ଥାନା ପୋଲିସ ଶୁକ୍ରବାର ଏକ ଡକାୟତ ଗ୍ୟାଙ୍ଗର...

ଜଣେ ଅଧିକାରୀଙ୍କୁ ୩ ଦାୟିତ୍ବ, କାର୍ଯ୍ୟ ସମ୍ପାଦନା ନେଇ ଉଠିଲା ପ୍ରଶ୍ନ

ଗୁଣପୁର,୧୦ା୨(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ରାମନାଗୁଡ଼ା ବିଡିଓଙ୍କୁ ଗୁଣପୁର ବିଡିଓ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ଆଇଟିଡିଏ ପିଏ ରୂପେ ବଦଳି କରାଯିବା ପରେ ରାମନାଗୁଡ଼ା ବିଡିଓ ପ୍ରଭାତି ଝୋଡ଼ିଆଙ୍କୁ ଗୁଣପୁର ବ୍ଲକର ଅତିରିକ୍ତ ଦାୟିତ୍ବ ଦିଆଯାଇଛି।...

ବର୍ଷାଜଳ ସଂରକ୍ଷଣ ପାଇଁ ଟଙ୍କା ଆସୁଛି, କାମ ହେଉନି

ରାୟଗଡ଼ା,୧୦ା୨(ସ୍ବ.ପ୍ର.):ରାୟଗଡ଼ା ଜିଲାରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ରାସ୍ତା ଓ ନର୍ଦ୍ଦମାରେ ପ୍ରବାହିତ ହୋଇ ନଷ୍ଟ ହେଉଥିବା ବର୍ଷାଜଳକୁ ଛାତ ଉପରେ ସଂରକ୍ଷଣ କରାଯାଇ ପାରିଲେ ଆଗାମୀ ଦିନରେ ଜିଲାରେ ଜଳ ସଙ୍କଟ ରହିବ ନାହିଁ। ସରକାରଙ୍କ ପକ୍ଷରୁ ଏଥିପାଇଁ...

ମଦ ପଇ ଟ୍ରେନ୍‌ରେ ମହିଳାଙ୍କୁ କନଷ୍ଟେବଳଙ୍କ ଦୁର୍ବ୍ୟବହାର

ଟିକିରି,୯ା୨(ଡି.ଏନ୍‌.ଏ): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରିସ୍ଥିତ ବୁଧବାର ରାତିରେ ଜଣେ କନଷ୍ଟେବଳ ଅତ୍ୟଧିକ ମଦ୍ୟପାନ ରାଉରକେଲା ଯାଉଥିବା ଟ୍ରେନରେ ମହିଳାମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହା ପରେ ଯାତ୍ରୀମାନେ କନଷ୍ଟେବଳଙ୍କୁ ଲକ୍ଷ୍ମୀପୁର ରେଳ ଷ୍ଟେଶନରେ ଓହ୍ଲାଇ ଦେଇଥିଲେ। ଏହା ପରେ...

ଅବସରପ୍ରାପ୍ତ କିରାଣୀଙ୍କ ଘରୁ ଚୋରି, ଝରକା ଭାଙ୍ଗି ନେଇଗଲେ ଅଳଙ୍କାର, ଟଙ୍କା

ରାୟଗଡା ଅଫିସ,୮।୨: ରାୟଗଡା ସହର ଲୁଟେରାମାନଙ୍କର ଆଡା ସ୍ଥଳ ପାଲଟିଛି। ପ୍ରତିଦିନ ଗୋଟିଏ କି ଦୁଇଟି ଚୋରି ଖବର ସାମ୍ନାକୁ ଆସୁଛି। ତେବେ ମଙ୍ଗଳବାର ରାତିରେ ପୁଣି ସ୍ଥାନୀୟ ରିଙ୍ଗ ରୋଡ଼ର ୩ୟ ଲାଇନରେ କୃଷି କାର୍ଯ୍ୟାଳୟର ଅବସରପ୍ରାପ୍ତ କିରାଣୀ...

ଉକମ୍ବା ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର ପାଇଁ ନିବେଦନ

ଗୁଣପୁର,୮।୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁରଠାରୁ ମାତ୍ର ୧୪ କି.ମି. ଦୂର ଉକମ୍ବାଠାରେ ରହିଛି ବହୁ ପୁରୁଣା ଏୟାରଷ୍ଟ୍ରିପ୍‌। ଏହା ଜୟପୁର ବିମାନବନ୍ଦରଠାରୁ ୧୯୪ କି.ମି. ଏବଂ ବିଶାଖାପାଟଣା ବିମାନବନ୍ଦର ଠାରୁ ୨୨୧ କି.ମି. ଦୂରରେ ରହିଛି। ଏହି ପୁରାତନ ଏୟାରଷ୍ଟ୍ରିପ୍‌ର...

ବ୍ୟବସାୟୀଙ୍କ ଘରୁ ବଡ଼ ଧରଣର ଲୁଟ୍‌: ନେଇଗଲେ ଅଳଙ୍କାର, ନଗଦ ଟଙ୍କା

ରାୟଗଡା,୭।୨(ସ୍ବ.ପ୍ର.): ରାୟଗଡା ଜିଲାରେ ଦିନକୁ ଦିନ ଚୋରି ବଢିବାରେ ଲାଗିଛି। ପୁଣି ସୋମବାର ଏହାର ପୁନରାବୃତ୍ତି ଘଟିଛି। ସହରର ଗାୟତ୍ରୀ ନଗର ଚତୁର୍ଥ ଲେନରେ ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି। ସୋମବାର ରାତିରେ ଚୋରମାନେ ସଂଘବଦ୍ଧ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri