ପୁରୀ ଅଫିସ, ୨୩।୭: ଶ୍ରୀମନ୍ଦିରରେ ରବିବାର ଚକ୍ରବୁଲା ତଥା ଚକ୍ରନାରାୟଣ ଏକାଦଶୀ ନୀତି ପାଳିତ ହେବ । ପ୍ରଭୁ ଚକ୍ରନାରାୟଣ ବିମାନରେ ଅଧିଷ୍ଠିତ ହୋଇ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଚାରି ଆଶ୍ରମରେ ବିଜେ ହେବା ସହ ନଗର ପରିକ୍ରମା କରିବେ ।...
ପୁରୀ ଅଫିସ, ୨୩ା୭: ପୁରୀରେ ଭକ୍ତଙ୍କ ନିମନ୍ତେ ଆଉ ଏକ ଧର୍ମଶାଳା ନିର୍ମାଣ ହେବ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ସୁଲଭ ମୂଲ୍ୟରେ ଉକ୍ତ ଅତ୍ୟାଧୁନିକ ଧର୍ମଶାଳାରେ ରହିବା ସହ ସମସ୍ତ ପ୍ରକାର ସୁବିଧା ପାଇପାରିବେ। ଏଥିଲାଗି...
ପୁରୀ ଅଫିସ,୨୨।୭: କୋଣାର୍କ-ଭୁବନେଶ୍ୱର ଓ କାକଟପୁର-ଭୁବନେଶ୍ୱରକୁ ମୋ ବସ୍ ସେବା ସହ ସମସ୍ତ ଯାତ୍ରୀବାହୀ ବସ୍ ସେବା ବନ୍ଦ ରହିଛି। କୋଣାର୍କ ଓ ନିମାପଡା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ଘରୋଇ ବସ୍ ସେବା...
Archives
Model This Week
ପିଲାଙ୍କ ଧରିତ୍ରୀ