ପୁରୀ

ରତ୍ନଭଣ୍ଡାର ପ୍ରସଙ୍ଗ: ସିବିଆଇ ତଦନ୍ତ ଦାବି କଲେ ସୁଦର୍ଶନ

ପୁରୀ,୬ା୮(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ମୁଖ୍ୟତଃ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ରତ୍ନଭଣ୍ଡାର ଯାଞ୍ଚ, ମରାମତି ସହ ପୁରୁଣା ସିନ୍ଦୁକ ଓ…

ଭକ୍ତଙ୍କ ସେବାରେ ଲାଗୁନି ୩୫ ଇ-ବସ୍‌

ପୁରୀ,୫ା୮(ଅଜିତ୍‌ କୁମାର ମହାନ୍ତି): କଥାରେ ଅଛି ‘ସରକାର କା ମାଲ୍‌ ଦରିଆ ମେ ଡାଲ୍‌’। ତାହାର ଏକ ଉଦାହରଣ ପୁରୀରେ ଦେଖିବାକୁ ମିଳିଛି। ଭାରତର ଚାରିଧାମ ମଧ୍ୟରୁ ପୁରୀ ଅନ୍ୟତମ ହୋଇଥିବାରୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଏଠାକୁ ପ୍ରତିଦିନ ଦେଶ ବିଦେଶରୁ…

ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ, ୫ା୮(ଅଜିତ୍‌ କୁମାର ମହାନ୍ତି):ଶ୍ରାବଣ ଶୁକ୍ଳପକ୍ଷ ପ୍ରତିପ୍ରଦା ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ କରିବେ। ଦାରୁଦିଅଁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରୁ ଖସାପଡ଼ା ନୀତି ଅନ୍ୟତମ। ତେଣୁ…

ଷଣ୍ଢକୁ ବଞ୍ଚାଇବାକୁ ଯାଇ କାର ଜଳିଲା, ପୂରା ଘଟଣା ଜାଣିଲେ

ପୁରୀ,୪।୮: ପୁରୀ ଜିଲା ପିପିଲି ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ବାହାବଜା ଛକ ନିକଟରେ ରବିବାର ଦୁର୍ଘଟଣା ଘଟିଛି। ଏକ ଷଣ୍ଢକୁ ବଞ୍ଚାଇବାକୁ ଯାଇ କାର ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଦୁର୍ଘଟଣା ପରେ କାରରେ ନିଆଁ ଲାଗି ଚାହୁଁଚାହୁଁ କାର ହୁତୁ ହୁତୁ ହୋଇ…

ଚିଲିକା ମଝିରେ ଫସିଲା ବନବିଭାଗର ପାଟ୍ରୋଲିଂ ଡଙ୍ଗା

ପୁରୀ,୪ା୮: ପୁରୀ ଜିଲା କୃଷ୍ଣପ୍ରସାଦର ଜହ୍ନିକୁଦା ନିକଟରେ ରବିବାର ବନବିଭାଗର ଏକ ପାଟ୍ରୋଲିଂ ଗାଡ଼ି ଚିଲିକା ମଝିରେ ଫସିରହିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗାଟି ଫସି ଯାଇଥିବା ଜଣାପଡ଼ିଛି। ଏଥିରେ ବନବିଭାଗର ୪ ଜଣ କର୍ମଚାରୀ ରହିଛନ୍ତି। ଫସିଥିବା ବନ କର୍ମଚାରୀମାନେ…

ଆଜି ଶ୍ରୀମନ୍ଦିରରେ ଚିତାଲାଗି

ପୁରୀ,୪ା୮(ଅଜିତ୍‌ ମହାନ୍ତି): ଶ୍ରାବଣ ଅମାବାସ୍ୟା ତଥା ଚିତାଲାଗି ଅମାବାସ୍ୟା ଅବସରରେ ରବିବାର ଅପରାହ୍ନ ୨ଟାରୁ ସା ୬ଟା ୪ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗ ନୀତି ସମ୍ପନ୍ନ ହୋଇଥାଏ। ଦଇତାପତି ସେବକମାନେ ଏହି ନୀତି…

ବାଲୁକା କଳାରେ ସମବେଦନା ଜଣାଇଲେ ସୁଦର୍ଶନ

ପୁରୀ,୨।୮: କରଳର ଓ୍ବାୟନାଡ୍‌ରେ ମଙ୍ଗଳବାର ଘଟିଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତକ, ନିଖୋଜ ଏବଂ କ୍ଷତିଗ୍ରସ୍ତଙ୍କୁ ସମବେଦନା ଜଣାଇ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା ନିର୍ମାଣ କରିଛନ୍ତି। ଏପରିକି ବାଲୁକାକଳାରେ ଓ୍ବାୟନାଡର ବିଭୀଷିକାକୁ ଦେଖାଇଛନ୍ତି। ସୂଚନା ଯୋଗ୍ୟ, ଭୂସ୍ଖଳନରେ ମୃତ୍ୟୁସଂଖ୍ୟା…

ବିଷ୍ଣୁପ୍ରସାଦଙ୍କୁ ଝୁରୁଛି ଜନ୍ମମାଟି

ଗୋପ,୨ା୮(ଭାରତୀ ଭୂଷଣ ଉପାଧ୍ୟାୟ): କେରଳର ଓ୍ବାୟନାଡ୍‌ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତ୍ୟୁକୁ ନେଇ ତାଙ୍କ ଜନ୍ମମାଟି ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ପରାଳ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ମୃତ୍ୟୁକୁ ସହଜରେ କେହି ବିଶ୍ବାସ…

ସେବାୟତଙ୍କୁ କାରଣ ଦର୍ଶାଅ ନୋଟସ, ୭ ଦିନ ଭିତରେ ଉତ୍ତର ନ ଦେଲେ…

ଭୁବନେଶ୍ୱର,୩୦।୭: ରଥରେ ଅନଧିକୃତ ବ୍ୟକ୍ତିଙ୍କୁ ଚଢ଼ାଇବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ସେବକଙ୍କୁ ନୋଟିସ ଜାରି କରାଯାଇଛି। ୭ଦିନ ଭିତରେ ଉତ୍ତର ଦେଇ ନପାରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏହାସହ ମାମଲାର ଚୂଡାନ୍ତ ନିଷ୍ପତ୍ତି ନହେବା ଯାଏ…

ରତ୍ନଭଣ୍ଡାର ଭିତରେ ଅଛିକି ଗୁପ୍ତ ସୁଡଙ୍ଗ, କାହିଁକି ଏମିତି କହିଲେ ଜଷ୍ଟିସ ରଥ

ପୁରୀ,୩୦।୭: ଭିତର ରତ୍ନଭଣ୍ଡାର ଭିତରେ ସୁଡଙ୍ଗ ଅଛି, ଓ ତା’ ଭିତରେ ଆହୁରି ଅଧିକ ମୂଲ୍ୟବାନ ଅଳଙ୍କାର ରହିଛି। ପୂର୍ବରୁ ଏହି ଚର୍ଚ୍ଚା ଜୋର ଧରିଥିବା ବେଳେ, ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜବିଶ୍ୱନାଥ ରଥଙ୍କ ପ୍ରତିକ୍ରିୟା ଅଧିକ ରହସ୍ୟ ବଢ଼ାଇଛି…

ରତ୍ନଭଣ୍ଡାରକୁ ନେଇ ଜଷ୍ଟିସ୍‌ ବିଶ୍ୱନାଥ ଦେଲେ ଏହି ବଡ଼ ସୂଚନା, କହିଲେ ପ୍ରଥମେ…

ପୁରୀ,୨୯ା୭: ସୋମବାର ବସିଥିବା ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ବୈଠକ ପରେ ଜଷ୍ଟିସ୍‌ ବିଶ୍ବନାଥ ରଥ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମେ ରତ୍ନଭଣ୍ଡାର ଭିତରେ ଥିବା ଖାଲି ଆଲମିରାକୁ କଢ଼ାଯିବ। ଏହା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁ…

ଆଜି ବସିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ବୈଠକ: ଆସିପାରେ ବଡ଼ ନିଷ୍ପତ୍ତି

ପୁରୀ,୨୯ା୭: ସୋମବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ବୈଠକ ବସିବ। ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସ୍‌ଆଇ ସହ ଏହି ବୈଠକ ବସିବ। ଉକ୍ତ ବୈଠକରେ ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟିତ୍ୱ ନେଇ ଆଲୋଚନା ହେବା ସହ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?