ପୁରୀ

ପର୍ଯ୍ୟଟକଙ୍କ ସେବାରେ ଲାଗୁନି ପାନ୍ଥଶାଳା

ସାକ୍ଷୀଗୋପାଳ,୭।୨(ଡି.ଏନ୍‌.ଏ.): ରାଜ୍ୟ ପର୍ଯ୍ୟଟନ ବିଭାଗ ଅନୁଦାନରେ ସାକ୍ଷୀଗୋପାଳ ମନ୍ଦିର ନିକଟରେ ନିର୍ମିତ ପାନ୍ଥଶାଳା ପର୍ଯ୍ୟଟକଙ୍କ ସେବାରେ ଲାଗୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ଦୂରଦୂରାନ୍ତରୁ ସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ ପାଇଁ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଏଠାରେ ହଟହଟା ହେଉଛନ୍ତି।…

ଆଗଉନି ସିଦ୍ଧମହାବୀର ଓଭରବ୍ରିଜ୍‌ କାମ

ପୁରୀ ଅଫିସ,୭।୨: ପୁରୀ- କୋଣାର୍କ ରାସ୍ତାର ସିଦ୍ଧମହାବୀର ଛକଠାରେ ପ୍ରସ୍ତାବିତ ରେଲଓ୍ବେ ଓଭରବ୍ରିଜ ନିର୍ମାଣ ନେଇ ଅନିଶ୍ଚିତତା ଲାଗିରହିଛି। ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ସରିନାହିଁ। ଅନ୍ୟପଟେ ଉପଯୁକ୍ତ କ୍ଷତିପୂରଣ ବିନା ଜମି ଛାଡ଼ିବାକୁ ସ୍ଥାନୀୟ ବାସିନ୍ଦା ରାଜି…

ରଥକାଠ ଅନୁକୂଳ

ପୁରୀ ଅଫିସ,୫ା୨: ଶ୍ରୀପଞ୍ଚମୀ ଅବସରରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି। ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ପୂଜା କରାଯାଇଛି। ପରମ୍ପରା ଅନୁସାରେ ରାଜପୁରୋହିତ ଓ…

ଶ୍ରୀଜୀଉଙ୍କୁ ଦର୍ଶନ କଲେ ୫-ଟି ସଚିବ

ପୁରୀ ଅଫିସ,୫।୨: ପୁରୀ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ। ଆଜି ସେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିବା ଜଣାପଡ଼ିଛି । ପଶ୍ଚିମଦ୍ୱାର ପଟେ ଆରମ୍ଭ ହୋଇଥିବା ନିର୍ମାଣ…

ଏମାର ମଠରେ ଖନନ, ମିଳିଲାନି ଗୁପ୍ତଧନ

ପୁରୀ ଅଫିସ, ୫ା୨: ପୁଣି ଚର୍ଚ୍ଚାରେ ସବୁଠାରୁ ବିତ୍ତଶାଳୀ ମଠ ପୁରୀର ଏମାର ମଠ। ପ୍ରାୟ ୫ମାସର ବ୍ୟବଧାନ ପରେ ପୁନର୍ବାର ଶୁକ୍ରବାର ପ୍ରଶାସନ ପକ୍ଷରୁ ଏମାର ମଠ ଯାଞ୍ଚ କରାଯାଇଛି। ଏହି ମଠରେ ପୂର୍ବରୁ ରୁପାଇଟା ମିଳିଥିବାରୁ ଦ୍ୱିତୀୟ ଥର…

ଆଜି ଶ୍ରୀକ୍ଷେତ୍ରରେ ରଥକାଠ ଅନୁଗୂଳ

ପୁରୀ ଅଫିସ,୫।୧: ଆଜି ପବିତ୍ର ଶ୍ରୀପଞ୍ଚମୀ। ଏହି ଅବସରରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠକୁ ପୂଜାର୍ଚ୍ଚନା କରାଯିବ। ସରସ୍ବତୀ ପୂଜାରେ ରଥ ନିର୍ମାଣର ଏହା ପାରମ୍ପରିକ ବିଧି ରହିଛି । ବଡ଼ଦାଣ୍ଡ ରଥଖଳାରେ ୩ ଖଣ୍ଡ ଧଉରା କାଠର ପୂଜାର୍ଚ୍ଚନା…

ଖୋଳାଗଲା ଏମାର ମଠ: ହେଲେ ମିଳିଲାନି କିଛି

ପୁରୀ ଅଫିସ,୪।୨: ବହୁ ଚର୍ଚ୍ଚିତ ଏମାର ମଠର ଶୁକ୍ରବାର ପୁଣିଥରେ ଯାଞ୍ଚ କରାଯିବା ସହ ଖନନ କାର୍ଯ୍ୟ କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବର ୧୬ରେ ଏମାର ମଠରେ ୩ଟି ସ୍ଥାନକୁ ଚିହ୍ନଟ ପରେ ବୈଷୟିକ ଟିମ୍‌ ସହାୟତାରେ ଖନନ କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ…

ବସ୍‌ ମାଲିକଙ୍କ ଘର ଉପରକୁ ବୋମା ମାଡ଼

ସାକ୍ଷୀଗୋପାଳ,୪।୨(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ଥାନା ବିଲିପଡ଼ା ନିକଟସ୍ଥ ବଢେଇକେରା ଗାଁରେ ଶୁକ୍ରବାର ବୋମମାଡ଼ ହୋଇଛି। ବସ୍‌ ମାଲିକ ସୁବାଷ ଚନ୍ଦ୍ର ବରାଳଙ୍କ ଘର ଉପରକୁ ଜଣେ ଡ୍ରାଇଭର ବୋମା ମାଡ଼ କରିଥିବା ଜଣାପଡିଛି। କୌଣସି ବିବାଦରୁ ଡ୍ରାଇଭର ସଞ୍ଜୟ ସୁକାରୀ…

ଦଇତାପତି ନିଯୋଗ ନିର୍ବାଚନ,୨୯ ପ୍ରାର୍ଥିପତ୍ର ଦାଖଲ

ପୁରୀ ଅଫିସ,୪।୨: ଶ୍ରୀମନ୍ଦିର ଦଇତାପତି ନିଯୋଗର ନିର୍ବାଚନ ଚଳିତ ମାସ ୧୨ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ୨୯ଜଣ ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଗୁରୁବାର ସକାଳ ୯ଟାଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ…

୧୯ ନଂ. ଜୋନ୍‌ ପାଇଁ ତୀବ୍ର ଲଢ଼େଇ

ନିମାପଡ଼ା,୪।୨(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକରେ ୪ଟି ଜିଲା ପରିଷଦ ଜୋନ ରହିଥିବା ବେଳେ ୧୯ନଂ. ଜୋନଟି ସମ୍ମାନଜନକ ଅଟେ। ବାମନାଳ, ସଲଙ୍ଗ, ଅରିଷଣ୍ଢ, ଅନ୍ତୁଆର, ଧଳେଶ୍ୱର, ବଡ଼ଶିରୁଳା, ଅଲଣ୍ଡା, ଧନୁଅଁା, ରେଞ୍ଚଶାସନ ଆଦି ୯ ପଞ୍ଚାୟତକୁ ନେଇ ଏହି ଜୋନ୍‌ ଗଠିତ। ଚଳିତ…

ପୁଣି ଥରେ ଖୋଳା ହେବ ଏମାର ମଠ

ପୁରୀ ଅଫିସ,୪।୨: ପୁରୀର ଏମାର ମଠକୁ ଆଜି ପୁଣି ଥରେ ଖୋଳା ଯିବ। ମଠ ପରିସରରେ ପୂର୍ବ ଚିହ୍ନିତ ୩ଟି ସ୍ଥାନକୁ ଖୋଳାଯିବ। ମେଟାଲ ଡିଟେକ୍ଟର ଦ୍ୱାରା ଗତ ସେପ୍ଟେମ୍ବର ୧୬ରେ ବିଶେଷଜ୍ଞ ଦଳ ସ୍ଥାନ ଚିହ୍ନଟ କରିଥିଲେ। ପ୍ରଶାସନିକ ଅଧିକାରୀ,…

ପୁରୀରେ ପହଞ୍ଚିଲା ରଥକାଠ

ପୁରୀ ଅଫିସ,୨।୨: ଜୁଲାଇ ୧ରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରଥ ନିର୍ମାଣ ଲାଗି ଦଶପଲ୍ଲୀ ବନାଞ୍ଚଳରୁ ରଥକାଠ ଆସି ପୁରୀରେ ପହଞ୍ଚିଛି। ୩ଟି ଟ୍ରକ୍‌ରେ ୬୩ ଖଣ୍ଡ ଅଶନ ଓ ଧଉରା କାଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?