ବିଶୋଧନ ଆଳରେ ରାଜସ୍ୱକୁ ଅଣଦେଖା
ପୁରୀ ଅଫିସ,୫।୩: କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଚାଲିଛି। କଟକଣା କୋହଳ କରାଯାଇ ଭକ୍ତଙ୍କୁ ଦାରୁଦିଅଁଙ୍କ ଦର୍ଶନର ସୁଯୋଗ ଦିଆଯାଉଛି। ତେବେ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ପରିସର ସାନିଟାଇଜ ଲାଗି ସାଧାରଣ ଦର୍ଶନ ବନ୍ଦ ରହୁଛି।…
ବିପଦରେ ବାଲୁଖଣ୍ଡ ବନ୍ୟଜନ୍ତୁ
ପୁରୀ ଅଫିସ,୩।୩: ବନ୍ୟପ୍ରାଣୀଙ୍କ ସୁରକ୍ଷା ତଥା ଅବାଧ ବିଚରଣ ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଛି। ଏପରିକି କେତେକ ଜଙ୍ଗଲକୁ ଅଭୟାରଣ୍ୟ ଘୋଷଣା କରାଯାଇଛି। ପୁରୀ ଜିଲାର ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣ, ହେଟା, ବିଲୁଆ, ଗଧିଆ, ଠେକୁଆ, କୃଷ୍ଣସାର ମୃଗ,…
ଚମକିଲେ ନିଆରା ହୀରା
ପୁରୀ ଅଫିସ,୧।୩:ବାପା ଦିନମଜୁରିଆ। ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରଟିଏ ନାହିଁ। ଫନୀ ମହାବାତ୍ୟା ପରଠାରୁ ପଲିଥିନ ତଳେ ବିତିଛି ଜୀବନ। ହେଲେ ରାଜନୀତି ପ୍ରତି ଥିବା ଆଗ୍ରହ ଓ ନିଷ୍ଠା ପାଇଁ ସେ ଆଜି ସାରା ଜିଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।…
ବଢ଼ୁଛି ପରିକ୍ରମା ପ୍ରକଳ୍ପ ଅଡ଼ୁଆ
ପୁରୀ ଅଫିସ,୧।୩:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୧୦୦ ମିଟର ପରିଧିରେ ନିର୍ମାଣ କାର୍ଯ୍ୟ ହୋଇପାରିବନାହିଁ ବୋଲି ନ୍ୟାଶନାଲ ମନୁମେଣ୍ଟ ଅଥରିଟି (ଏନ୍ଏମ୍ଏ) ସ୍ପଷ୍ଟ କରିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ…
ସାକ୍ଷୀଗୋପାଳରେ ୩୩ ନମ୍ବର ଜୋନ୍ ହାତେଇଲା ଭାଜପା
ସାକ୍ଷୀଗୋପାଳ, ୨୮।୨ (ଡି.ଏନ୍.ଏ.) ଅନ୍ତିମ ପର୍ଯ୍ୟାୟ ଭୋଟଗଣତିରେ ପୁରୀ ଜିଲା ପରିଷଦ ୩୩ ନମ୍ବର ଜୋନରେ ଭାଜପା ପ୍ରାର୍ଥୀ ରତିକାନ୍ତ ମିଶ୍ର ବିଜୟୀ ହୋଇଛନ୍ତି। ସେ ସମୁଦାୟ ୧୧, ୪୧୫ ଖଣ୍ଡ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ କୃଷ୍ଣଚନ୍ଦ୍ର…
ସତ୍ୟବାଦୀ ସେଣ୍ଟ୍ରାଲ ଜୋନ୍ ହାତେଇଲା ଭାଜପା
ସାକ୍ଷୀଗୋପାଳ,୨୮।୨(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ସେଣ୍ଟ୍ରାଲ ଜୋନ୍ ୩୨ରୁ ଜିଲାପରିଷଦ ଆସନରୁ ଭାଜପା ପ୍ରାର୍ଥୀ ବିଷ୍ଣୁପ୍ରିୟା ବରାଳ ବିଜୟୀ ହୋଇଛନ୍ତି। ରବିବାର ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ଗଣତିର ଅନ୍ତିମ ରାଉଣ୍ଡରେ ସେ ୧୦, ୬୮୪ ଖଣ୍ଡ ଭୋଟ ପାଇଥିଲେ। ତାଙ୍କ…
୬ଷ୍ଠ ଥର ପଦ ହାତେଇଲେ କୁଞ୍ଜଲତା
ନିମାପଡା,୨୮।୨ (ଡି.ଏନ୍.ଏ.): ନିମାପଡା ବ୍ଲକ ଅନ୍ତର୍ଗତ ୧୮ନଂ. ଜୋନ ଭାଜପା ଜିଲା ପରିଷଦ ପ୍ରାର୍ଥୀ ସ୍ବପ୍ନ କୁମାର ମିଶ୍ରଙ୍କୁ ପରାସ୍ତ କରି ବିଜେଡି ଜିଲା ପରିଷଦ ପ୍ରାର୍ଥୀ କୁଞ୍ଜଲତା ସାମଲ ବିଜୟୀ ହୋଇଛନ୍ତି। କୁଞ୍ଜଲତା ୫ ଥର ବିଭିନ୍ନ ଜୋନ୍ରୁ ନିର୍ବାଚିତ…
ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ
ଡେଲାଙ୍ଗ/ବ୍ରହ୍ମଗିରି/ସାକ୍ଷୀଗୋପାଳ/ ନିମାପଡ଼ା/ କାକଟପୁର/କଣାସ ୨୮ା୨(ଡି.ଏନ୍.ଏ./ସ୍ବ.ପ୍ର.): ଡେଲାଙ୍ଗ ବ୍ଲକ ୧୫ନଂ.ଜିଲାପରିଷଦ ଜୋନ ଅନ୍ତର୍ଗତ ୭ଟି ପଞ୍ଚାୟତର ଫଳାଫଳ ପ୍ରକାଶ ପାଇଛି। ଗଡ଼ମୋଟରି ପଞ୍ଚାୟତର ସରପଞ୍ଚ ଭାବେ ମାର୍କଣ୍ଡ ମଙ୍ଗରାଜ ଓ ସମିତିସଭ୍ୟ ଲଲାଟ କେଶରୀ ସାମନ୍ତରାୟ ନିର୍ବାଚିତ ହୋଇଛନ୍ତି। ସେହିପରି ଚାଇଁପୁର ପଞ୍ଚାୟତରେ…
ଜିଲା ପରିଷଦ ଆସନ: ସବୁ ପୋଛିନେଲା ବିଜେଡି
ପୁରୀ ଅଫିସ,୨୮।୨: ପୁରୀ ଜିଲାର ୧୧ଟି ଯାକ ଜିଲା ପରିଷଦ ଆସନରେ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ଅସ୍ତରଙ୍ଗ ବ୍ଲକର ୧ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ସରସ୍ବତୀ ସ୍ବାଇଁ ଜିତିଛନ୍ତି। ସରସ୍ବତୀଙ୍କୁ ୧୭,୩୪୮ ଭୋଟ…
ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି ପ୍ରତି ଅବହେଳା
ପୁରୀ ଅଫିସ,୨୮ା୨: ପୁରୀ ସହରରେ ରବିବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଆପଣଙ୍କ ସେବାରେ ଅନୁଷ୍ଠାନ ପକ୍ଷରୁ ସମୁଦ୍ରକୂଳ ନିକଟ ହରିହର ଛକସ୍ଥିତ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଅନୁଷ୍ଠାନର ରାଜ୍ୟ ଉପସଭାପତିି ବିଜୟକୃଷ୍ଣ…
୨୦୩୦ ମଧ୍ୟରେ ୩୦୦ ବିଲିୟନ ଟନ୍ ଉତ୍ପାଦନ ଲକ୍ଷ୍ୟ
କୋଣାର୍କ,୨୬ା୨(ଡି.ଏନ୍.ଏ.): କୋଣାର୍କ ଇକୋ ରିଟ୍ରିଟ୍ ପରିସରରେ ଗୁରୁବାର ଓ ଶୁକ୍ରବାର ଦୁଇଦିନ ବ୍ୟାପୀ ବିଭିନ୍ନ ରାଜ୍ୟର ଖଣି ଓ ଶିଳ୍ପ ମନ୍ତ୍ରୀମାନଙ୍କ ଖଣି ସମ୍ବନ୍ଧୀୟ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ମୁଖ୍ୟଅତିଥି ଭାବେ…
ଉଚ୍ଛେଦ ହେଲା ଏମାର ମଠ
ପୁରୀ ଅଫିସ, ୨୬ା୨: ବହୁଚର୍ଚ୍ଚିତ ତଥା ପୁରୀର ସବୁଠୁ ବିତ୍ତଶାଳୀ ମଠ ଭାବେ ପରିଚିତ ଏମାର ମଠର ଉଚ୍ଛେଦ ପୁଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଶୁକ୍ରବାର ପୁରୀ ଜିଲା ପ୍ରଶାସନ ପକ୍ଷରୁ ମଠର ଅବଶିଷ୍ଟ…
Archives


