ପୁରୀ

ଏଏସ୍‌ଆଇ କାର୍ଯ୍ୟ ନେଇ ସେବାୟତ ଖପ୍ପା

ପୁରୀ ଅଫିସ,୩୦।୧୦: ଗତ କିଛିଦିନ ତଳେ ଶ୍ରୀମନ୍ଦିର ଭିତରୁ ପଥର ଖସିଥିଲା। ଏହି ଘଟଣା ବିଷୟରେ ସେବାୟତମାନେ ଏଏସ୍‌ଆଇକୁ ଜଣାଇଥିଲେ। ହେଲେ ଏଏସ୍‌ଆଇ ପକ୍ଷରୁ କୌଣସି ଅନୁଧ୍ୟାନ କରା ନ ଯିବାରୁ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରି କି…

ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଫାଟ

ପୁରୀ ଅଫିସ,୨୯।୧୦: ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ସୃଷ୍ଟି ହୋଇଛି ଫାଟ। ଏଠାରେ ଥିବା ୪ଟିରୁ ୩ଟି କଲମରେ ଫାଟ ଥିବା ନେଇ ଶ୍ରୀମନ୍ଦିର ବୈଶୟିକ କୋର କମିଟି ପକ୍ଷରୁ କୁହାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଜଗମୋହନରେ ପୂର୍ବରୁ ଫାଟ ସୃଷ୍ଟି ହୋଇଥିଲା।…

ପୁରୀରେ ଜାଲ୍‌ ନୋଟ କାରବାର

ପୁରୀ ଅଫିସ,୨୯।୧୦: ପୁରୀ ସମୁଦ୍ରକୂଳ ବଜାର ଅଞ୍ଚଳରେ ଜାଲ୍‌ ନୋଟ କାରବାର ନେଇ ଚର୍ଚ୍ଚା ହେଉଛି। ଜଣେ ମହିଳା ଏହି ନୋଟ କାରବାର କରୁଥିବା ର଼୍ୟାକେଟଙ୍କ ଟାର୍ଗେଟରେ ରହିଛନ୍ତି। କ୍ଷୀର କିଣିବାକୁ ଯିବା ସମୟରେ ମହଳା ଜଣଙ୍କ ଜାଲ୍‌ ନୋଟ ଦେଇଥିଲେ।…

ଶ୍ରୀମନ୍ଦିର ଚର୍ଚ୍ଚା ଘରୁ ଖସିଲା ପଥର

ପୁରୀ ଅଫିସ, ୨୯।୧୦: ଶ୍ରୀମନ୍ଦିର ଜଗମୋହନ ବାହାର ପାର୍ଶ୍ୱ ମାଜଣା ମଣ୍ଡପ ପାଖ ଚର୍ଚ୍ଚା ଘରୁ ପଥର ଖସିଥିବା ଜଣାପଡ଼ିଛି। ଶୁକ୍ରବାର ସନ୍ଧ୍ୟାରେ ଜେଟିପି ଚର୍ଚ୍ଚାଘର ବାହାର ପାର୍ଶ୍ୱରୁ ଗୋଟିଏ ଛୋଟ ପଥର ଖସିଥିଲା। ଏ ନେଇ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ…

ଡିସେମ୍ବର ୧ରୁ କୋଣାର୍କରେ ଇକୋ ରିଟ୍ରିଟ

ପୁରୀ ଅଫିସ,୨୮ା୧୦:ଇକୋ ରିଟ୍ରିଟ୍‌ର ଚତୁର୍ଥ ସଂସ୍କରଣ ଆସନ୍ତା ଡିସେମ୍ବର ୧ରୁ କୋଣାର୍କରେ ଆରମ୍ଭ ହେବ। ଏନେଇ ଏକ ବୈଠକ ଗୁରୁବାର ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପୂର୍ବ ବର୍ଷର ଅଭିଜ୍ଞତା ଓ ଅନୁଭବକୁ ଆଧାର…

ରାସ୍ତା ଦବିଗଲା, ନିର୍ମାଣ କାର୍ଯ୍ୟରେ ଦୁର୍ନୀତି

ଗୋପ,୨୮।୧୦(ଡି.ଏନ୍‌.ଏ.):ଗୋପ ବ୍ଲକ କାର୍ଯ୍ୟାଳୟ ପରିସର ଦେଇ ଯାଇଥିବା ଏକ ରାସ୍ତା କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ରାସ୍ତାଟି କିଛି ମାସ ତଳେ ଚତୁର୍ଦ୍ଦଶ ଅର୍ଥ କମିଶନ ଟଙ୍କାରେ ନିର୍ମାଣ କରାଯାଇଥିବା ବେଳେ ଏବେ ତାହା ଦବି ଖାଲ ହୋଇଯାଇଛି। ପ୍ରକାଶ…

ହେତୁବାଦୀଙ୍କ ବିରୋଧରେ ଏତଲା

ପୁରୀ ଅଫିସ, ୨୮ା୧୦:ହେତୁବାଦୀମାନେ ଗତ ମଙ୍ଗଳବାର ସୂର୍ଯ୍ୟୋପରାଗ ସମୟରେ ଚିକେନ୍‌ ବିରିୟାନୀ ଖାଇବା ସହ ବ୍ରାହ୍ମଣ ସମାଜକୁ ଆପେକ୍ଷ କରିଥିବା ଅଭିଯୋଗରେ ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ଗୁରୁବାର ପୁରୀ ଟାଉନ ଥାନାରେ ହେତୁବାଦୀ ସଙ୍ଗଠନ ବିରୋଧରେ ଏତଲା ଦିଆଯାଇଛି।…

ସୂର୍ଯ୍ୟମନ୍ଦିର ବୁଲିଲେ ୭ ଦେଶର ରାଷ୍ଟ୍ରଦୂତ

କୋଣାର୍କ,୨୮।୧୦(ଡି.ଏନ୍‌.ଏ.):ବିଶ୍ୱ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟମନ୍ଦିର, ଆନ୍ତର୍ଜାତିକ ବ୍ୟାଖ୍ୟାନ କେନ୍ଦ୍ରକୁ ଗୁରୁବାର ଆସୋସିଏଶନ ଅଫ୍‌ ସାଉଥ ଇଷ୍ଟ ଏସିଆନ ନେଶନର ସଦସ୍ୟ ମଣ୍ତଳୀ ବୁଲି ଦେଖିଛନ୍ତି। ଏହି ଓଡ଼ିଶା ଭ୍ରମଣରେ ସାମିଲ ହୋଇଥିଲେ ଭିଏତନାମ, ମ୍ୟାନମାର, ଥାଇଲାଣ୍ତ, ଲାଓପିଡିଆର, ମାଲେସିଆ, ଇଣ୍ତୋନେସିଆ, ବୋର୍ନିଓର…

ତୁଷ୍ଟୀକରଣ ଜଣାଣକୁ ସମାଲୋଚନା

ପୁରୀ ଅଫିସ,୨୮ା୧୦: ରାଜ୍ୟ ସରକାରଙ୍କ ତରଫରୁ ଶ୍ରୀକ୍ଷେତ୍ରରେ ହବିଷିଆଳି କେନ୍ଦ୍ର ଖୋଲାଯାଇଛି। ୫ଟି ହବିଷିଆଳି କେନ୍ଦ୍ରରେ ହବିଷିଆଳିମାନେ ରହୁଥିବାବେଳେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ମାଗଣାରେ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି। ବୃନ୍ଦାବତୀ ନିବାସରେ ରହୁଥିବା ହବିଷିଆଳିମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ…

ସମାଲୋଚନା କଲେ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୮ା୧୦: ଗତ ମଙ୍ଗଳବାର ସୂର୍ଯ୍ୟୋପରାଗ ସମୟରେ ହେତୁବାଦୀମାନେ ଆମିଷ ଖାଦ୍ୟ ଗ୍ରହଣ କରିଥିଲେ। ହେତୁବାଦୀମାନଙ୍କର ଏହି କାର୍ଯ୍ୟକଳାପକୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ସମାଲୋଚନା କରିଛନ୍ତି। ଜଗଦ୍‌ଗୁରୁ କହିଛନ୍ତି, ଶାସ୍ତ୍ର ସମ୍ପର୍କରେ ଜ୍ଞାନ ନ ଥିବା ଲୋକେ ଏଭଳି କରିଛନ୍ତି।…

ବିନା ଲାଇସେନ୍ସରେ ଚାଲିଛି କରତକଳ

ଗୋପ,୨୭।୧୦(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ ଏବେ କାଠମାଫିଆଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଗୋପ ବ୍ଲକ ଅଞ୍ଚଳରେ ଦିନକୁଦିନ ବେଆଇନ ଭାବେ କରତକଳ ବଢୁଥିବାରୁ ଏହି କାଠମାଫିଆମାନେ ବେଧଡ଼କ ଜଙ୍ଗଲରୁ ଗଛ କାଟି ବିକ୍ରି କରିବାରେ ଲାଗିଛନ୍ତି। ଗୋପ ବନ ବିଭାଗ ଅଧୀନରେ…

ପୁରୀ ବେଳାଭୂମି ପ୍ରଦୂଷଣ ରୋକ

ପୁରୀ ଅଫିସ,୨୭ା୧୦: ପୁରୀ ବେଳାଭୂମି ପ୍ରଦୂଷଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳଙ୍କୁ ରାଜ୍ୟ ଉପକୂଳ ପରିଚାଳନା ପ୍ରାଧିକରଣ ନିର୍ଦ୍ଦେଶ ଦେଇଛି। ଓଡ଼ିଶା ବେଳାଭୂମି ସୁରକ୍ଷା ପରିଷଦ ଅଭିଯୋଗର ତଦନ୍ତ କରି ପରିବେଶ ସୁରକ୍ଷା ଆଇନ ଅନୁଯାୟୀ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?