ପୁରୀ

କୃଷ୍ଣ ବଳରାମ ବେଶରେ ଦୁଇଠାକୁର

ପୁରୀ ଅଫିସ ୨୬ା୮:ଶ୍ରୀମନ୍ଦିରରେ ଗୁରୁବାର ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ କୃଷ୍ଣ ବଳରାମ ବେଶ ସମ୍ପନ୍ନ ହୋଇଛି। ମଧ୍ୟାହ୍ନ ଧୂପ ପରେ ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀକୃଷ୍ଣ ଏବଂ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କୁ ବଳରାମ ବେଶରେ ସଜ୍ଜିତ କରାଯାଇଥିଲା।…

ଛାଡ଼ିଲା ବନ୍ୟାଜଳ, ରାସ୍ତା ସାରା ଖାଲ

କଣାସ/ଡେଲାଙ୍ଗ,୨୫।୮(ସ୍ବ.ପ୍ର./ଡି.ଏନ୍‌.ଏ.): ଚଳିତ ବର୍ଷ ଦୟା ନଦୀରେ ବନ୍ୟା ଯୋଗୁ ପୁରୀ ଜିଲାର କଣାସ ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ଦୟା ନଦୀର କଣ୍ଟି ଓ ମାଧିପୁର କାଜରୁ ନିର୍ଗତ ହେଉଥିବା ଜଳ ଡେଲାଙ୍ଗ-କଣାସ ମୁଖ୍ୟରାସ୍ତାକୁ ବୁଡାଇ ଦୀର୍ଘ ୫ ଦିନ…

ସବୁଜ ବଳୟ ହେବ ଚକ୍ରତୀର୍ଥ ବେଳାଭୂମି

ପୁରୀ ଅଫିସ,୨୫।୮: ଚକ୍ରତୀର୍ଥ ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ପରିଣତ କରାଯିବ ନାହିଁ। ପ୍ରସ୍ତାବିତ ସ୍ଥାନରେ ଏକ ସବୁଜ ବଳୟ ତିଆରି କରାଯିବ। ବିନା ମୂଲ୍ୟରେ ସମସ୍ତେ ଏହା ମଧ୍ୟକୁ ପ୍ରବେଶ କରିପାରିବେ। ପାର୍କିଂ, ସୁରକ୍ଷା, ସ୍ବଚ୍ଛତା ଓ ରକ୍ଷଣାବେକ୍ଷଣ ପାଇଁ…

ସଙ୍କଟରେ ପୁରୀ ସହରର ମଧୁର ଜଳଭଣ୍ଡାର

ପୁରୀ ଅଫିସ,୨୫।୮: ପୁରୀ ସହରର ମଧୁର ଜଳଭଣ୍ଡାର ସରି ସରି ଆସୁଛି। ବ୍ୟାପକ ହୋଟେଲ ଶିଳ୍ପ ଓ ବେଆଇନ ବୋର୍‌ୱେଲ ଖନନ ଯୋଗୁ ମଧୁର ଜଳଭଣ୍ଡାରର ଜଳସ୍ତର କମିବାରେ ଲାଗିଛି। ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳରେ ମଧୁର ଜଳଭଣ୍ଡାର ଏକ ଦୁର୍ଲଭ ସମ୍ପଦ। ତାହାର…

ସହାୟତା ଆଳରେ ପ୍ରଚାର ନ ହେଉ

ପୁରୀ ଅଫିସ,୨୪।୮: ପୁରୀ ଜିଲାର ଅଧିକାଂଶ ଅଞ୍ଚଳରେ ବନ୍ୟାର ବିଭୀଷିକା ଦେଖାଯାଇଥିବା ବେଳେ ଏବେ ବି ହଜାର ହଜାର ଲୋକ ବନ୍ୟାଜଳ ଘେରରେ ରହିବା ସହ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମୟରେ ପ୍ରଶାସନ ପକ୍ଷରୁ ସହାୟତା ଦିଆଯାଉଥିବାବେଳେ ତାହା…

ଖଣ୍ଡିଆକୁଦରେ ବୁଡ଼ିଲା ଡଙ୍ଗା

ଗୋପ,୨୩।୮(ବ୍ୟୁରୋ): ପୁରୀ ଜିଲା ଗୋପ ବ୍ଲକ ଖଣ୍ଡିଆକୁଦ ଠାରେ ମଙ୍ଗଳବାର ଅପରାହ୍ନରେ ଡ଼ଙ୍ଗା ବୁଡ଼ି ଯାଇଛି। ଡଙ୍ଗାରେ ୨୫ରୁ ୩୦ ବନ୍ୟାବିତ୍ପଣ୍ଣ ଯାତ୍ରୀ ଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବରପାଇ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର…

ଆଜି ରାଜ୍ୟରେ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୨୧…

ବନଭୋଜି ବେଶରେ ମହାପ୍ରଭୁ

ପୁରୀ ଅଫିସ,୨୩ା୮:ଶ୍ରୀମନ୍ଦିରରେ ସୋମବାର କୋଳିବିକା ନୀତି ଓ ଶ୍ରୀବିଗ୍ରହଙ୍କ ବନଭୋଜି ବେଶ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡ଼ଭାଇ ପ୍ରଭୁ ବଳଭଦ୍ର ହାତରେ ବାଡ଼ି ଆଉ ଶିକାରେ ଲହୁଣି ଧରି ବେଶ ହୋଇଛନ୍ତି। ମଧ୍ୟାହ୍ନ ଧୂପ ପରେ ବଳଭଦ୍ର ଓ…

ଟଙ୍କା ନ ଦେଲେ ଏସ୍‌ଏଲ୍‌ସି ମିଳୁନି

ପୁରୀ ଅଫିସ,୨୩।୮:ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ସାମିଲ ଥିବା ସରକାରୀ ବିଦ୍ୟାଳୟରେ ବି ପିଲାଙ୍କୁ ଆର୍ଥିକ ଶୋଷଣର ଶିକାର ହେବାକୁ ପଡୁଛି। ସ୍କୁଲ ଲିଭିଙ୍ଗ୍‌ ସାର୍ଟିଫିକେଟ (ଏସ୍‌ଏଲ୍‌ସି) ଦେବା ପାଇଁ ଛାତ୍ରୀଛାତ୍ରଙ୍କଠାରୁ ଟଙ୍କା ନିଆଯାଉଛି। ଟଙ୍କା ନ ଦେଇପାରିଲେ ଫେରାଇ ଦିଆଯାଉଛି।…

ଚାଷୀଙ୍କ ପାଇଁ ସମସ୍ୟା ଜମି କିସମ ପରିବର୍ତ୍ତନ

ପୁରୀ ଅଫିସ,୨୨।୮: ପୁରୀ ଜିଲା ଅର୍ଥନୀତିର ପ୍ରମୁଖ ଭାଗ କୃଷି ଉପରେ ନିର୍ଭରଶୀଳ। ଗ୍ରାମାଞ୍ଚଳର ଲୋକେ ବିଭିନ୍ନ ଚାଷକରି ଗୁଜରାଣ ମେଣ୍ଟାଇଥାଆନ୍ତି। ଏଭଳି ସ୍ଥଳେ ଚାଷଜମିର କିସମ ପରିବର୍ତ୍ତନ ଚାଷୀକୁଳ ପାଇଁ ସମସ୍ୟା ପାଲଟିଛି। ପୁରୀ ଜିଲାର ଅଧିକାଂଶ ସ୍ଥାନରେ ଚାଷଜମିର…

ମାଟ୍ରିକ୍‌ ମାର୍କଶିଟ୍‌ ପାଇଁ ଟଙ୍କା ଆଦାୟ ଘଟଣା: ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଗୋପ,୨୨।୮(ଡି.ଏନ୍‌.ଏ.): ଗୋପ ବ୍ଲକ ଦିହୁଡା ନୀଳକଣ୍ଠେଶ୍ୱର ନୋଡାଲ ସ୍କୁଲରେ ଶନିବାର ମାଟ୍ରିକ୍‌ ମାର୍କଶିଟ୍‌ ପାଇଁ ଟଙ୍କା ନିଆଯାଇଥିଲା। ଏଥିସହ ୯ମ ଶ୍ରେଣୀ ପିଲାଙ୍କଠାରୁ ନାମ ରେଜିଷ୍ଟ୍ରେଶନ ଫି ଆଦାୟ ହୋଇଥିଲା। ସରକାରୀ ନିୟମ ଉଲ୍ଲଂଘନ ହୋଇଥିବା ନେଇ ଅଭିଭାବକ ଅଭିଯୋଗ କରିଥିଲେ।…

ଭଜନ ଗାଇଲେ ରାଜ୍ୟପାଳ

ପୁରୀ ଅଫିସ,୨୧।୮: ପୁରୀରେ ଆୟୋଜିତ ଶ୍ରୀମଦ୍‌ ଭାଗବତ କଥା ଜ୍ଞାନଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଇ ଏକ ସୁନ୍ଦର ଭଜନ ଗାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ରାଜ୍ୟପାଳଙ୍କ ଭଜନ ଗାନ ଶୁଣି ଶ୍ରୋତାମାନେ ମୁଗ୍ଧ ହୋଇଯାଇଥିଲେ। ପୁରୀ ଚକ୍ରତୀର୍ଥ ରୋଡ୍‌ସ୍ଥିତ ଶ୍ରୀପୁରୁଷୋତ୍ତମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri