ଗ୍ଲାଗୋଲେଭଙ୍କୁ ପୁରୀ ଭଡ଼ାଘରେ ଛାଡ଼ିଲା ଜିଆର୍ପି
ପୁରୀ ଅଫିସ, ୩ା୧:ଭୁବନେଶ୍ୱର ରେଳଷ୍ଟେଶନରୁ ଉଦ୍ଧାର ହୋଇଥିବା ରୁଷୀୟ ପର୍ଯ୍ୟଟକ ଗ୍ଲାଗୋଲେଭ ଆଣ୍ଡ୍ର୍ୟୁ (୬୫)ଙ୍କୁ ସୋମବାର ଜିଆର୍ପି ନେଇ ପୁରୀର ଗଙ୍ଗାରାମ ନୂଆସାହି ଅଞ୍ଚଳରେ ସେ ରହୁଥିବା ତାଙ୍କ ଭଡ଼ା ଘରେ ଛାଡ଼ିଛି। ଗ୍ଲାଗୋଲେଭଙ୍କ ଉପରେ ନଜର ରଖିବା ସହ ତାଙ୍କ…
ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟ ରଥ
କୋଣାର୍କ,୨।୧(ଡି.ଏନ୍.ଏ.):ନବବର୍ଷର ଆରମ୍ଭ ଆଉ ସୂର୍ଯ୍ୟପୂଜାର ପ୍ରାଚୀନ ପରମ୍ପରା ସହ ଜଡ଼ିତ ପବିତ୍ର ଶାମ୍ବଦଶମୀ ଅବସରରେ ରବିବାର ଅର୍କକ୍ଷେତ୍ର କୋଣାର୍କ ଚଳଚଞ୍ଚଳ ହୋଇପଡ଼ିଥିଲା। କୃଷ୍ଣପୁତ୍ର ଶାମ୍ବଙ୍କ ସୂର୍ଯ୍ୟପୂଜାରେ ରୋଗମୁକ୍ତ ହେବାର ପରମ୍ପରାକୁ ଉଜ୍ଜୀବିତ ରଖିବା ଲକ୍ଷ୍ୟନେଇ ଶହ ଶହ ବର୍ଷ ଧରି ଶାମ୍ବଦଶମୀ…
ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ମନା
ପୁରୀ ଅଫିସ,୧ା୧: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରୁ ଅର୍ଥାତ୍ ରବିବାରଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ ନେବା ଉପରେ କଟକଣା ଜାରି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ସେବାୟତ ଓ ଜେଟିପି ସମସ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ ନ ନେବାକୁ କଡ଼ା…
ଶାମ୍ବଦଶମୀରେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼
କୋଣାର୍କ,୧ା୧(ଡି.ଏନ୍.ଏ.): କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଶାମ୍ବଦଶମୀ ଅବସରରେ ରବିବାର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ପ୍ରବେଶ ଫି ଛାଡ଼ କରାଯାଇଛି। କୋଣାର୍କ ସୁରକ୍ଷା ସମିତିର ପୂର୍ବତନ ରାଜ୍ୟ ଆବାହକ ସ୍ବର୍ଗତ ଅଧ୍ୟାପକ ସୁରେନ୍ଦ୍ର ନାଥ ମିଶ୍ର ଓ ସମିତିର ସ୍ବର୍ଗତ ସଭାପତି…
ଶ୍ରୀକ୍ଷେତ୍ରରେ ନୂଆବର୍ଷ ଭିଡ଼, ଲାଗିଲା କଟକଣା
ପୁରୀ ଅଫିସ,୩୧।୧୨: ନୂଆ ଆଶା, ନୂଆ ଉଦ୍ଦୀପନା ନେଇ ଆସୁଛି ନୂଆବର୍ଷ। ୨୦୨୩କୁ ସ୍ବାଗତ କରିବାକୁ ଚାହିଁ ରହିଛନ୍ତି ବିଶ୍ୱବାସୀ। ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଲାଗି ରହିଛି। ଶୁକ୍ରବାର ମଧ୍ୟ ଶ୍ରୀମନ୍ଦିର, ବଡଦାଣ୍ଡ ଓ ସମୁଦ୍ରକୂଳରେ…
୮ ଦାବି ନେଇ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ବିକ୍ଷୋଭ
ପୁରୀ ଅଫିସ,୩୧।୧୨: ଭାରତୀୟ ମଜଦୁର ସଂଘ ସଂଲଗ୍ନ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏଶନର କର୍ମଚାରୀମାନଙ୍କ ଦୀର୍ଘଦିନର ଦାବିଗୁଡିକୁ ପୂରଣ କରିବା ଦାବିରେ ଶୁକ୍ରବାର ଆସୋସିଏଶନର ପୁରୀ ଜିଲା ଶାଖା ପକ୍ଷରୁ ଏକ ବିଶାଳ ପଦଯାତ୍ରା କରାଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ…
ଦୁଇଦିନ ବନ୍ଦ ରହିବ ବଡ଼ଦାଣ୍ଡର ସମସ୍ତ ଦୋକାନ
ପୁରୀ ଅଫିସ,୩୦।୧୨: ଶନିବାର ଓ ନୂଆବର୍ଷ ରବିବାର ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏ ନେଇ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ସ୍କୁଲ ପିଲାଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି। ଭିଡକୁ ଦୃଷ୍ଟିରେ…
ସବୁ ନାମୀଦାମୀ ହୋଟେଲ, ଲଜ୍ ବୁକ୍
ପୁରୀ ଅଫିସ,୩୦ା୧୨ସରି ଆସୁଛି ୨୦୨୨ ଏବଂ ପାଖେଇ ଆସୁଛି ନୂତନ ବର୍ଷ ୨୦୨୩। ନୂତନବର୍ଷକୁ ସ୍ବାଗତ କରିବା ପାଇଁ ଏବେଠୁ ଉତ୍ସବମୁଖର ହୋଇ ଉଠିଲାଣି ଶ୍ରୀକ୍ଷେତ୍ର। ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ନୂତନ ବର୍ଷର ପ୍ରଥମ…
ମାର୍କେଟ ଛକଯାଏ ବଢ଼ିଲା ବ୍ୟାରିକେଡ୍
ପୁରୀ ଅଫିସ,୩୦ା୧୨: ସମ୍ପ୍ରତି ପର୍ଯ୍ୟଟନ ଋତୁ ଚାଲିଥିବାରୁ ପୁରୀରେ ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବ୍ୟାରିକେଡ୍ କରାଯାଇଛି। ଭକ୍ତମାନେ ଉକ୍ତ ବ୍ୟାରିକେଡ୍ ଦେଇ ଧାଡ଼ିରେ ଶ୍ରୀମନ୍ଦିରକୁ ଯାଇ…
ଶ୍ରୀକ୍ଷେତ୍ରରେ ହକି ବିଶ୍ୱକପ୍ ଟ୍ରଫିକୁ ଭବ୍ୟ ସ୍ବାଗତ
ପୁରୀ ଅଫିସ, ୨୮ା୧୨: ଶ୍ରୀକ୍ଷେତ୍ରରେ ମଙ୍ଗଳବାର ହକି ବିଶ୍ୱକପ୍ ଟ୍ରଫିକୁ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସମେତ ଜିଲାବାସୀଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି। ସକାଳ ୭ଟା ୩୦ରେ ଏକ ଶୋଭାଯାତ୍ରାରେ ସର୍କିଟ ହାଉସଠାରୁ ବେଳାଭୂମିକୁ ଟ୍ରଫି ଅଣାଯାଇଥିଲା। ସେଠାରେ…
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼: ୯ ଛାତ୍ରୀ ଅସୁସ୍ଥ
ପୁରୀ ଅଫିସ, ୨୭ା୧୨:ଶ୍ରୀମନ୍ଦିରରେ ସୋମବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ପ୍ରାୟ ୭୦ଜଣ ଛାତ୍ରୀଙ୍କ ମଧ୍ୟରୁ ୯ରୁ ଊର୍ଦ୍ଧ୍ୱ ଛାତ୍ରୀ ଭିଡ଼ ଯୋଗୁ ବାଇଶିପାହାଚ ନିକଟରେ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଜିଲା…
ନୟାଗଡ଼ରେ ଶ୍ରୀମନ୍ଦିରର ଆଜ୍ଞାମାଳ ପହଞ୍ଚିଲା
ନୟାଗଡ଼ ଅଫିସ/ପୁରୀ ଅଫିସ,୨୭ା୧୨:ବିଶ୍ୱପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା ଉଦ୍ଦେଶ୍ୟରେ ରଥକାଠ ନିମନ୍ତେ ପୁରୀର ଶ୍ରୀମନ୍ଦିରରୁ ପ୍ରତିନିଧିମଣ୍ଡଳୀ ପ୍ରଭୁଙ୍କ ଅଙ୍ଗବସ୍ତ୍ର, ପାଟପତନୀ, ଧଣ୍ଡାମାଳ, ନଡ଼ିଆ, ବାନା, ଆଜ୍ଞାମାଳ ସାଙ୍ଗରେ ଧରି ସୋମବାର ସନ୍ଧ୍ୟାରେ ନୟାଗଡ଼ ଡିଏଫ୍ଓ ଅଫିସରେ ପହଞ୍ଚତ୍ଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ତତ୍ତ୍ୱାଧାରକ…
Archives


