ଆମ ଜିଲା ଖବର

ଟମକା-ମଙ୍ଗଳପୁର ରାସ୍ତା ଅବରୋଧ କଲେ ବସ୍ତିବାସିନ୍ଦା

କାଳିଆପାଣି,୧ା୯(ଅସିତ ମହାନ୍ତ): ଯାଜପୁର ଜିଲାର ସୁକିନ୍ଦା ତହସିଲ ଅନ୍ତର୍ଗତ ରାସୋଳ ପଞ୍ଚାୟତ ମଲ୍ଲାରସାହି ବସ୍ତିରେ ଟ୍ରକ୍‌ ପାର୍କିଂକୁ ବିରୋଧ କରି ସୋମବାର ବସ୍ତି ବାସିନ୍ଦା ଟମକା-ମଙ୍ଗଳପୁର ରାସ୍ତାରେ ଧାରଣା ବସିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରବିବାର କ୍ରୋମାଇଟ ଲୋଡ଼ିଂ କରିବାକୁ ଆସିଥିବା…

ରାଜ୍ୟରେ ହେବ ୩ ଅର୍ଥନୈତିକ ଜୋନ: ଉଷା ପାଢ଼ୀ

ଭୁବନେଶ୍ୱର,୧।୯: ପରିବହନ ସଚିବ ଉଷା ପାଢ଼ୀ ସୋମବାର ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ୩ଟି ଅର୍ଥନୈତିକ ଜୋନ ହେବ ବୋଲି ପରିବହନ ସଚିବ ପାଢ଼ୀ କହିଛନ୍ତି। କ୍ବାଡ ସିଟି ପ୍ରୋଗ୍ରାମ ଜରିଆରେ ସରକାର ଏହି ଯୋଜନା ରଖିଛନ୍ତି ବୋଲି…

ଶୋଚନୀୟ ହୋଇପଡ଼ିଥିଲା ରାସ୍ତା, ପଡୁ ନ ଥିଲା ପ୍ରଶାସନର ନଜର, ନିଜ ଅର୍ଥ-ଶ୍ରମ ଦାନ କରି…

ବରଗଡ଼,୧ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଭଟଲି ଛକରୁ ଜିଲା ମୁଖ୍ୟ ଚିକିତ୍ସାଳୟ, ଭଟଲି, ଅମ୍ବାଭୋନା ତଥା ପଡ଼ୋଶୀ ଛତିଶଗଡ଼କୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାର ବରଗଡ଼ ରାଣାପ୍ରତାପ ସ୍କୁଲ ପାଖ ଓଭରବ୍ରିଜ ତଳେ ରାସ୍ତା ଦୀର୍ଘଦିନ ହେଲା ଶୋଚନୀୟ ଅବସ୍ଥାରେ ପଡ଼ିରହିଥିଲା।…

ଚିକିତ୍ସା ଅବହେଳାରୁ ଚାଲିଗଲା ଗର୍ଭବତୀ ଆଶାକର୍ମୀଙ୍କ ଜୀବନ, ରାଜରାସ୍ତାରେ ମୃତଦେହ ରଖି…

ଉମରକୋଟ,୧ା୯(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀ ଆଶାକର୍ମୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ଏପରି ଦୁଃଖଦ ଘଟଣା ଘଟିଛି। ପ୍ରସବ ପାଇଁ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା, ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବଡ଼ବାସନୀ…

ଶିକ୍ଷକ ପଦବୀ ପୂରଣ ଦାବିରେ ସ୍କୁଲ ସାମ୍ନାରେ ଧାରଣା ଦେଲେ ଛାତ୍ରୀଛାତ୍ରଙ୍କ ସହ ଅଭିଭାବକ

ତିହିଡ଼ି,୧ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କାଁପଡ଼ା ପଞ୍ଚାୟତସ୍ଥିତ ବାସୁଳି ନୋଡାଲ ହାଇସ୍କୁଲର ଛାତ୍ରୀଛାତ୍ର, ଅଭିଭାବକଙ୍କ ସମେତ ସ୍କୁଲ ପରିଚାଳନା କମିଟିର କର୍ମକର୍ତ୍ତାମାନେ ସୋମବାର ପୂର୍ବାହ୍ନରେ ସ୍କୁଲ ସାମ୍ନାରେ ଧାରଣା ଦେଇଛନ୍ତି। ଆବଶ୍ୟକ ସଂଖ୍ୟକ ଶିକ୍ଷକ ପଦବୀ ପୂରଣ…

ନୂଆ ବ୍ଲକ୍‌ ଗଠନ ନେଇ ଦାବି ଦୋହରାଇଲେ ଅଞ୍ଚଳବାସୀ, ସରକାରୀ ପଦକ୍ଷେପ ନ ନେବାରୁ…

ଦାରିଙ୍ଗବାଡ଼ି,୧ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁର ୮ ପଞ୍ଚାୟତକୁ ନେଇ ନୂତନ ବ୍ଲକ ଗଠନ କରାଯିବା ଦାବି ଅଞ୍ଚଳବାସୀ ପୁଣି ଦୋହରାଇଛନ୍ତି। ଦୀର୍ଘ ୪ ଦଶନ୍ଧି ଧରି ବ୍ଲକ ଗଠନ ପାଇଁ ଦାବି ହୋଇଆସୁଥିବା ବେଳେ ଅଞ୍ଚଳବାସୀ ଏନେଇ…

୨ କଲରାପତରିଆ ବାଘଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍‌, ଡାଇରେକ୍ଟର ଅଫ୍‌ ରେଭିନ୍ୟୁ ବିଭାଗ ଟ୍ରାକ୍‌ କରି…

ରାୟଗଡ଼ା,୧ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କୋଲନରା ଅଞ୍ଚଳରୁ ୨ଟି କଲରାପତରିଆ ବାଘ ଚମଡ଼ା ଜବତ ସହ ୪ ଜଣଙ୍କୁ ରାୟଗଡ଼ା ବନ ବିଭାଗ ସହାୟତାରେ ମୁମ୍ବାଇସ୍ଥିତ ଡାଇରେକ୍ଟର ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ ବିଭାଗ ଗିରଫ କରିଥିବା ଜଣାପଡ଼ିଛି । ଗିରଫ…

ଦିଗପହଣ୍ଡିରେ ସ୍ବାୟତ୍ତ ଶାସନ ଦିବସ ପାଳିତ, ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ୫୨ ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ଉତ୍ସବ ରବିବାର ସାରେ ଉଦ୍‌ଯାପିତ ହୋଇଯାଇଛି।ବଜାର ଗାନ୍ଧୀ ଛକଠାରେ ଏନ ଏ ସି କାର୍ଯ୍ୟ ର୍ନିବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ…

ଅନ୍‌ କରିବା ମାତ୍ରେ ହୁତୁହୁତୁ ହୋଇ ଜଳି ବ୍ଲାଷ୍ଟ ହେଲା ଗ୍ୟାସ୍‌ ଟାଙ୍କି, ପୋଡ଼ିଯାଇ ମହିଳା…

ଛତ୍ରପୁର, ୩୧।୮(ଦିଲୀପ ସାମଲ): ରୋଷେଇ କରିବାକୁ ଯାଇଥିବା ବେଳେ ଫାଟିଲା ଗ୍ୟାସ ଟାଙ୍କି। ପୋଡ଼ି ହୋଇ ଜଣେ ମହିଳା ଗୁରୁତର। ଏଭଳି ଏକ ଦୁର୍ଘଟଣା ରବିବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ହଂସପୁର ଗ୍ରାମରେ ଘଟିଛି । ଗୁରୁତର ମହିଳା ଜଣଙ୍କ ହେଲେ…

ଭଞ୍ଜନଗର ଏନ୍‌ଏସି ପାଳିଲା ସ୍ବାୟତ୍ତ ଶାସନ ଦିବସ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସି ପକ୍ଷରୁ ରବିବାର ସଂଧ୍ୟାରେ ସ୍ଥାନୀୟ ଟାଉନ ହଲ୍‌ରେ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏଥିରେ ଉପାଧକ୍ଷା ଶୁଭଶ୍ରୀ ଦାସ ଅଧ୍ୟକ୍ଷତା କରିଥିଲେ। ନିର୍ବାହୀ ଅଧିକାରୀ ମୁରଲୀ କ୍ରିଷ୍ଠା ପଣ୍ଡା ବାର୍ଷିକ…

ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟି ଘୋଷଣା କଲେ ସରକାର, ଖୁସିବ୍ୟକ୍ତ କରିବା ସହ…

ଛତ୍ରପୁର,୩୧।୮(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁରବାସୀଙ୍କ ବହୁ ପ୍ରତିକ୍ଷୀତ ଆଶା ଆଜି ସଫଳ ହୋଇଛି। ଜିଲାର ସଦର ମହକୁମା ଛତ୍ରପୁର ଏନ୍‌ଏସିକୁ ରବିବାର ମୋହନ ସରକାର ମୁନିସିପାଲଟି ଭାବେ ଘୋଷଣା କରିଛନ୍ତି । ଏଥିପାଇଁ ଛତ୍ରପୁରବାସୀ ବହୁତ ଖୁସି ଥିବା…

ଦେଶ ସ୍ବାଧୀନତାରେ କୁର୍ମି କ୍ଷତ୍ରିୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା, ଡିସେମ୍ବରରେ… 

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଜିଲୁଣ୍ଡି ଅଞ୍ଚଳ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ସମ୍ମିଳନୀ ରବିବାର ବାଉଁଶଲୁଣ୍ଡିଠାରେ ଅନୁଷ୍ଟିତ ହୋଇଯାଇଛି। ଏଥିରେ ସଭାପତି ସରୋଜ କୁମାର ରାଉଳ ଅଧ୍ୟକ୍ଷତା କରିଥିଲେ । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri