ଜଙ୍ଗଲରେ ପଡିଛି ଅର୍ଦ୍ଧଦଗ୍ଧ ଗଳିତମୃତଦେହ: ତନାଘନା ଚଳାଇଛି
ବଣାଇଁ,୩୧।୮(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା କାଶୀରା ଗ୍ରାମ ନିକଟସ୍ଥ ବ୍ରାହ୍ମଣୀପାଟ ମେଢ ଜଙ୍ଗଲରେ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ପଡିରହିଛି । ଅଧିକ ଗନ୍ଧ ହେବାରୁ ଗ୍ରାମବାସୀ କୋଇଡ଼ା ପୋଲିସକୁ ସୁଚନା ଦେଇଥିଲେ। କୋଇଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି…
ଦେଶୀ ବନ୍ଧୁକ, ଧନୁତୀର ଧରି ଜୀବନରେ ମାରିଦେବାକୁ ଦେଉଥିଲେ ଧମକ, ଗାଁରେ ପୋଲିସ ପହଞ୍ଚି…
ଖଡ଼ିଆଳ,୩୧ା୮(ସୁଜିତ୍ କୁମାର ପ୍ରଧାନ): ନୂଆପଡ଼ା ଜିଲା କୋମନା ଥାନା ଦେଓଦରା ଗାଁରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତୀର ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। କୋମନା ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ, ଶନିବାର…
ବଣାଇଁ ବନାଞ୍ଚଳରେ ବାଘ ପାଦ ଚିହ୍ନ: ଅଞ୍ଚଳରେ କୋକୁଆ ଭୟ
ବଣାଇଁ,୩୧।୮: ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ ଅଧୀନ ବଣାଇଁ ବନାଞ୍ଚଳ ଅନ୍ତର୍ଗତ ଘୁଷୁରା ଜଙ୍ଗଲରେ ଏକ ପାଦ ଚିହ୍ନ ଦେଖି ସ୍ଥାନୀୟ ଲୋକେ ବନ ବିଭଗକୁ ଖବର ଦେବା ପରେ ବନ ବିଭଗ ଘଟଣାସ୍ଥଳରେ ପହଞ୍ଚି ପାଦଚିହ୍ନ କୁଦେଖି ତଦନ୍ତ ଆରମ୍ଭ…
ବାଘ ଛାଲ ସହ ୮ ଜଣଙ୍କୁ ମାଡ଼ି ବସିଲେ…
ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀଙ୍କୁ ରବିବାର ସକାଳେ ଏକ ବଡ ସଫଳତା ମିଳିଛି। ଜଗନ୍ନାଥ ପ୍ରସାଦ ରେଞ୍ଜ ପଥରା ପଲ୍ଲୀ ଗ୍ରାମରୁ ବାଘ ଛାଲ ଜବତ ହୋଇଛି। ବିଭାଗୀୟ କର୍ମଚାରୀ ମାନେ ଗୋଟିଏ କଲରାପତରିଆ…
ଦିଗପହଣ୍ଡିରେ ଚାଞ୍ଚଲ୍ୟ: ନଦୀ ଆନିକଟରୁ ମିଳିଲା ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦାର ଶ୍ରୀ ଉଦୟନାଥେଶ୍ବର ଶୈବପୀଠ ପାର୍ଶ୍ୱରେ ଯାଇଥିବା ରାମନଦୀ ଆନିକଟରୁ ଏକ ମୃତଦେହ ମିଳିଛି। ରୁ କେ . ନୂଆଗାଁ ପୋଲିସ ଶନିବାର ଜଣେ ନାଲି ସର୍ଟ ପିନ୍ଧିଥିବା ଅଚିହ୍ନା…
ମାମୁଙ୍କ ବରଯାତ୍ରୀରେ ନାଚୁଥିବା ବେଳେ ୬ ବର୍ଷର ଝିଅକୁ ନେଇ କରିଥିଲେ ବଳାତ୍କାର, ଆସିଲା ବଡ଼ ରାୟ
ସମ୍ବଲପୁର,୩୦ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳରେ ୨୦୨୪ରେ ସଂଘଟିତ ଏକ ଶିଶୁକନ୍ୟା ବଳାତ୍କାର ମାମଲାରେ ସମ୍ବଲପୁର ଅତିରିକ୍ତ ଜିଲାଜଜ୍ ତଥା ପୋକ୍ସୋ ଅଦାଲତ ସ୍ବତନ୍ତ୍ର ବିଚାରପତି ଅଭିଳାଷ ସେନାପତି ଶନିବାର ଅଭିଯୁକ୍ତଙ୍କୁ ୩୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…
ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଟଙ୍କା କାରବାର! ମାଗୁଛନ୍ତି…
ପୁରୀ,୩୧ା୮(ଅଜିତ୍ କୁମାର ମହାନ୍ତି): ଅନ୍ଲାଇନରେ ମହାପ୍ରଭୁଙ୍କ ପୂଜା ହେବା ନେଇ ଏକ ଆପ୍ରେ ଦର୍ଶାଯାଇଛି। ଏହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ‘ପୂଜା ପରିସେବା ଡଟ୍ କମ’ ନାମକ ଏକ ଅନଲାଇନ ଆପ୍ଲିକେସନ ମାଧ୍ୟମରେ ଅନ୍ଲାଇନରେ ମହାପ୍ରଭୁଙ୍କ ସେବାକରିବା ନେଇ…
ଉଗ୍ରରୂପ ନେଲା ଦୁଇଜଣଙ୍କ ଝଗଡ଼ା, ଧସ୍ତାଧସ୍ତି ସମୟରେ…
ବୈଶିଙ୍ଗା,୩୦ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ବାମଡ଼ା ଗ୍ରାମରେ ଶୁକ୍ରବାର ଦୁଇ ଜଣଙ୍କ ଝଗଡ଼ା ଶନିବାର ସନ୍ଧ୍ୟାରେ ପ୍ରତିଆକ୍ରମଣର ରୂପ ନେଇଥିଲା। ଏଥିରେ ଦୁଇ ଜଣ ଆହତ ହୋଇ ଜଣେ ବୈଶିଙ୍ଗା ଡାକ୍ତରଖାନାରେ ଆଉ ଜଣେ ରୂପ୍ସା ଡାକ୍ତରଖାନାରେ…
ଗାଡ଼ି ଭିତରେ ଯୁବତୀଙ୍କୁ ବଳାତ୍କାର କଲେ ୬ ଯୁବକ, ଚିତ୍କାର କରିବାରୁ…
ଉଦଳା,୩୦ା୮(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଚାକିରି କରାଇଦେବା ବାହାନାରେ ଜଣେ ଯୁବତୀଙ୍କୁ ଡାକି ନେଇ ରାସ୍ତାକଡରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଶନିବାର ଉଦଳା ଥାନାରେ ଅଭିଯୋଗ…
ରାଜ୍ୟର ଶ୍ରେଷ୍ଠ ପୁରସ୍କାର ପାଇବ କୋରାପୁଟ ପୌରାଞ୍ଚଳ
କୋରାପୁଟ,୩୦ା୮(ଅମିତାଭ ବେହେରା): ସ୍ବାୟତ୍ତ ଶାସନ ଦିବସରେ ଉଲେଖନୀୟ କାର୍ଯ୍ୟ ପାଇଁ କୋରାପୁଟ ମ୍ୟୁନିସିପାଲିଟିକୁ ରାଜ୍ୟର ଶ୍ରେଷ୍ଠ ପୌରାଞ୍ଚଳ ଭାବେ ପୁରସ୍କୃତ କରାଯିବ ବୋଲି କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପ୍ରକାଶ କରିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ…
୭ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ହଡ଼ପ: ବନ୍ଧା ହେଲେ ପୂର୍ବତନ ପିଇଓ
କଳିଙ୍ଗନଗର,୩୦ା୮(ଶୁଭାଶିଷ ରାଉତ): ୭ ଲକ୍ଷ ୩୫୦୦୦ ହଜାର ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଯାଜପୁର ଜିଲା ସୁକିନ୍ଦା ବ୍ଲକର ପୂର୍ବତନ ପିଇଓ ସନ୍ତୋଷ କୁମାର ଜେନାଙ୍କୁ ଦାନଗଦୀ ବ୍ଲକରୁ ଗିରଫ କରିଛି କଟକ ଭିଜିଲାନ୍ସ ବିଭାଗ। କେସ୍ ନମ୍ବର ୨୬/୨୫ରେ ଏକ…
ସେପ୍ଟେମ୍ବର ୨ ତାରିଖ ଭବାନୀପାଟଣା ନୂଆଁଖାଇ ଛୁଟି: ଘୋଷଣା କଲେ ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର
ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଆସନ୍ତା ସେପ୍ଟେମ୍ବର ୨ ତାରିଖ ମଙ୍ଗଳବାର କଳାହାଣ୍ଡି ଜିଲାର ଭବାନୀପାଟଣା ସମେତ ଗଡ଼ ଜାତ ଅଞ୍ଚଳରେ ନୂଆଁଖାଇ ପାଳନ ହେବ। ତେବେ ଏହି ଦିନକୁ ଛୁଟି ଘୋଷଣା କରିବା ପାଇଁ କଳାହାଣ୍ଡି ଜିଲାପାଳ ଗତ ୨୬ ତାରିଖ…
Archives


