ଆମ ଜିଲା ଖବର

୩୦ରେ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ)- ସେପ୍ଟେମ୍ବର ୩୦ରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ଅନୁଷ୍ଠିତ ହେବ। ଏହି ଉତ୍ସବ ପାଳନ ପାଇଁ ଶନିବାର ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଗଣେଶ ଭସାଣି ହେଲା କାଳ: ନାଚିଲା ବେଳେ ଟଳିପଡ଼ିଲେ ଯୁବକ

ରାୟଗଡ଼ା,(ଆଶିଷ ରଞ୍ଜନ ପଣ୍ଡା): ଗଣେଶ ଭସାଣି ବେଳେ ଏକ ଅଘଟଣ ସାମ୍ନାକୁ ଆସିଛି। ଡିଜେ ତାଳେ ତାଳେ ନାଚୁଥିବା ବେଳେ ଜଣେ ଯୁବକ ଟଳିପଡ଼ିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଯୁବକ ଜଣକ ହେଲେ ରାୟଗଡ଼ା ସହର ରାମକୃଷ୍ଣ ନଗରର ବାସିନ୍ଦା ଚନ୍ଦ୍ର…

କୁଲାଡ ହାଇସ୍କୁଲ ପାଳିବ ସୁବର୍ଣ୍ଣ ଜୟନ୍ତୀ: ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ବିଶ୍ବ ପ୍ରସିଦ୍ଧ କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମପୀଠ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ କବିସମ୍ରାଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କବିସମ୍ରାଟ ବିଦ୍ୟାପୀଠ) ଅକ୍ଟୋବର ମାସରେ ତାର ସୁବର୍ଣ୍ଣ ଜୟନ୍ତୀ ପାଳିବ। ତେଣୁ ଏ ନେଇ…

ଚନ୍ଦ୍ରଗ୍ରହଣ ପାଇଁ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି : ଜାଣନ୍ତୁ …

ପୁରୀ,୬।୯: ଚନ୍ଦ୍ରଗ୍ରହଣ ପାଇଁ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି ପାଳନ ହେବ। ୧୨ଟା ୫୭ରେ ପାକ ତ୍ୟାଗ, ଦେବ ନୀତି ନିଷେଧ। ରାତି ୨ଟାରେ ଦ୍ବାରଫିଟା ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ କରାଯିବ। ଆସନ୍ତା ସେପ୍ଟେମ୍ବର ୭ ତାରିଖ ତଥା ଭାଦ୍ରବ…

ଭିଜିଲାନ୍ସ ଜାଲରେ ପୋଲିସ SI: ଲାଞ୍ଚନେଲାବେଳେ ମାଡି ବସିଲା

ବାଙ୍କୀ,୬।୯(ଶୁଭେନ୍ଦୁ ମହାପାତ୍ର): ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପୋଲିସ SI। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିନେଲା ଭିଜିଲାନ୍ସ ଟିମ୍‌। ବାଙ୍କୀ ଥାନା ସୁବର୍ଣ୍ଣପୁର ପୋଲିସ ବିଟ୍‌ର SI ପ୍ରସନ୍ନ ମାହାଳି ଧରାପଡ଼ିଛନ୍ତି। ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପୋଡ଼ି…

ଚକା ଫାଟିଯିବାରୁ ଗାଡ଼ିରେ ନିଆଁ ଲଗାଇଦେଲେ ଡ୍ରାଇଭର

ବିନିକା,୬।୯: ସୁବର୍ଣ୍ଣପୁର ଜିଲା ବିନିକା ସହର ନୂଆବଜାରରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସଛି। ଜଣେ ଗାଡ଼ି ଡ୍ରାଇଭର ଏକ କାରରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି। ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

କଳା ଦିବସ ପାଳିଲା ଓଡ଼ିଶା କୁଡୁମୀ ସେନା

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସାରା ଓଡ଼ିଶାରେ କୁଡୁମୀ ସମ୍ପ୍ରଦାୟର ୩୦ ଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି। ଦିନ ଦିନ କୁଡୁମୀ ସମ୍ପ୍ରଦାୟ ଅବହେଳିତ ଅବସ୍ଥାରେ ରହିଛି। ୧୯୫୦ ସେପ୍ଟେମ୍ବର ୬ ଆଜିର ଦିନରେ ଭାରତ ସରକାର ଆଦିବାସୀ ଶବ୍ଦ ବଦଳରେ…

ଭଞ୍ଜନଗର ଉପଖଣ୍ଡ ଅଞ୍ଚଳରେ ବଢୁଛି ଚୋରା ମଦ-ଗଞ୍ଜେଇ କାରବାର

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର କିଛି ଥାନା ଅଞ୍ଚଳରେ ଚୋରା ଦେଶୀ, ବିଦେଶୀ ମଦ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ୟପଟେ କନ୍ଧମାଳ ଜିଲାରୁ ଅଧିକାଂଶ ଦିନ ବେନିୟମ ଭାବେ ଗଞ୍ଜେଇ ଚାଲାଣ ହେଉଛି। ଭଞ୍ଜନଗର ପୋଲିସ…

ହଷ୍ଟେଲରୁ ମିଳିଲା ୯ମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ

ବଲାଙ୍ଗୀର,୬ା୯(ସୁନୀଲ କୁମାର ମହାନ୍ତି): କଣ୍ଟାବାଞ୍ଜି ଥାନା ତୁରେକେଲା ବ୍ଲକ ହିଆଁଲ ଗାଁ ଅନୁସୂଚିତ ଜନଜାତି ଓ ଜାତି ଅନ୍ବେଷା ଛାତ୍ର ନିବାସରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ଛାତ୍ର ଜଣକ ନବମ ଶ୍ରେଣୀରେ ପଢ଼ୁଥିବା ଜଣାଯାଇଛି l କଣ୍ଟାବାଞ୍ଜି ପୋଲିସ…

ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରଖାନାରୁ ଫେରୁଥିଲେ, ଅଟୋ ଉପରେ ମାଡ଼ିଗଲା କାର୍‌, ସ୍ତ୍ରୀ-ସ୍ବାମୀଙ୍କ ସହ ଚାଳକ ମୃତ..

ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଅଟୋ ଉପରେ କାର୍‌ ମାଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକମାନେ ହେଲେ ବଂଶୀଧର ସେଠୀ, କମଳା ସେଠୀ ଏବଂ ଅଟୋ…

ଚାଷୀଙ୍କୁ ଚଢ଼ାଦରରେ ସାର ବିକ୍ରି, ଗୋଦାମ ଉପରେ ଚଢ଼ାଉ କରି…

ଛତ୍ରପୁର,୬ା୯(ଦିଲ୍ଲୀପ ସାମଲ): ସାରର ଅଭାବୀ ବିକ୍ରିର ଅଭିଯୋଗ ହେବା ପରେ ଛତ୍ରପୁର ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନ, ଗୋଷ୍ଠୀ କୃଷି ଅଧିକାରୀ ଚୌଧୁରୀ ସନମାର୍ଗ କର, ସହକାରୀ କୃଷି ଅଧିକାରୀ ତଥା ଫର୍ଟିଲାଇଜର ଇନ୍ସପେକ୍ଟର ନିହାର ରଞ୍ଜନ ଦାଶ, କୃଷି…

୭୭୦ ହିତାଧିକାରୀଙ୍କୁ ପଟ୍ଟା ବାଣ୍ଟିଲେ ଦୁଇ ବିଧାୟକ

ପୁରୁଷୋତ୍ତମପୁର,୬ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟ ପକ୍ଷରୁ ପଟ୍ଟା ବଣ୍ଟନ ମେଳା ତହସିଲଦାର ବିନୋଦ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri