ଆମ ଜିଲା ଖବର

ଭବାନୀପାଟଣା ବିଧାୟକ ସାଗର ଦାସଙ୍କୁ ହତ୍ୟା ଧମକ, ଟୁଇଟ୍‌ କରି ବିଧାୟକ କହିଲେ…

ଭବାନୀପାଟଣା,୨୧।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା କଂଗ୍ରେସ ବିଧାୟକ ସାଗର ଚରଣ ଦାସଙ୍କୁ ହତ୍ୟା ଧମକ ମିଳିଛି। ଏ ନେଇ ବିଧାୟକ ସାଗର ନିଜ ଏକ୍ସରେ ଟୁଇଟ କରି ସୂଚନା ଦେଇଛନ୍ତି। ଭବାନୀପାଟଣା ଦେପୁର ଯୋନ ସଭାପତି ଉଦେପୂର୍‌ ଗ୍ରାମର…

ରେଙ୍ଗାଲି, ଘଣ୍ଟୁପଡ଼ା ବିଦ୍ୟାଳୟରେ ସ୍ବତନ୍ତ୍ର ଗ୍ରାମ ସଭା ବିଦ୍ୟାଳୟକୁ ସ୍ଥାୟୀ …

କର୍ଲାମୁଣ୍ଡା,୨୧ା୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଅନେକ ବିଦ୍ୟାଳୟରେ ସ୍ଥାୟୀ ଜମି ପଟ୍ଟା ନାହିଁ। ଶୀଘ୍ର ସ୍ଥାୟୀ ପଟ୍ଟା ପ୍ରଦାନ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ବ୍ଲକ ରାଜସ୍ବ ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ସ୍ବତନ୍ତ୍ର ଗ୍ରାମସଭା ଶୁକ୍ରବାର ଅନୁଷ୍ଠିତ…

ରତ୍ନଭଣ୍ଡାର ଗଣତିମଣତି ନେଇ ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା: ଯେଉଁ ସମୟରେ ଶ୍ରୀମନ୍ଦିରରେ ଅଧିକ…

ପୁରୀ,୨୧ା୧୧: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏକ ବଡ଼ ସୂଚନା ଦେଇଛନ୍ତି। ସେ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତିକୁ ନେଇ କହିଛନ୍ତି, ଶ୍ରୀମନ୍ଦିରରେ ଯେତେବେଳେ ନୀତିକାନ୍ତି ଅଧିକ ନ ଥିବ, ସେହି ସମୟରେ ଗଣତିମଣତି ହେବ।…

ପରମ୍ପରା-ସଂସ୍କୃତି-ସାମାଜିକ ଶିକ୍ଷା ପ୍ରତି ଗୁରୁତ୍ୱ, ଛାତ୍ରୀଛାତ୍ର ଶିଖିଲେ ପରିବେଶ ସୁରକ୍ଷା

ଦାରିଙ୍ଗବାଡ଼ି,୨୧ା୧୧: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରସ୍ବତୀ ଶିଶୁ ମନ୍ଦିରର ବନ ବିହାର କାର୍ଯ୍ୟକ୍ରମ ଡୁଲୁରୀ ପାଇନବଣଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାମନ୍ଦିରର ପରିଚାଳନା କମିଟିର ସଭାପତି ଯୁଧିଷ୍ଠିର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ମଞ୍ଚ ସଂଯୋଜନା…

ରଙ୍ଗତୂଳୀରେ ହ୍ୟୁମାନଙ୍କୁ ମନେ ପକାଇଲେ ଫ୍ୟାନ୍‌, ଜୀବନ୍ତ ଚିତ୍ର କରି ଚର୍ଚ୍ଚାରେ ସୁନୀଲ

ଦାରିଙ୍ଗବାଡ଼ି,୨୧ା୧୧(ଅରୁଣ ସାହୁ): ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ବର୍ଗତ ହ୍ୟୁମାନ ସାଗରଙ୍କ ବିୟୋଗ ପରେ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଅନେକ ଚିନ୍ତା ବଢ଼ିଛି। ତାଙ୍କ ସଙ୍ଗୀତକୁ ସମସ୍ତେ ମନେ ପକାଉଥିବାବେବେଳେ ତାଙ୍କ ସମସ୍ତ ସ୍ମୃତିକୁ ସାଉଁଟିବାରେ ଲାଗିଛନ୍ତି ତାଙ୍କ ସମର୍ଥକ ଓ ଫ୍ୟାନମାନେ।…

ପୂର୍ବତନ କାଉନସିଲର ନିଶିକାନ୍ତ କୁମ୍ଭାରଙ୍କ ପରଲୋକ

ବଲାଙ୍ଗୀର,୨୧ା୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଜଣାଶୁଣା ସମାଜସେବୀ ତଥା ପୂର୍ବତନ କାଉନସିଲର ନିଶିକାନ୍ତ କୁମ୍ଭାର (୬୩)ଙ୍କ ଶୁକ୍ରବାର ପରଲୋକ ହୋଇଛି। ସ୍ଥାନୀୟ ମହାରାଣୀ ସାଗର ଆଡ଼ିବନ୍ଧରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରକୁ ଯାଉଥିବା ବେଳେ ସେ ପଡ଼ିଯାଇ ଗୁରୁତର ହୋଇଥିଲେ।…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ବଢିଲା ପୁରୀ ସେବାୟତଙ୍କ ପେନସନ ରାଶି, ଜାଣନ୍ତୁ କେତେ…

ଭୁବନେଶ୍ୱର,୨୧।୧୧: ବଢ଼ିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ ରାଶି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାସିକ ବରିଷ୍ଠ ସେବାୟତ ଭତ୍ତା ୪ ହଜାରରୁ ୫ ହଜାରକୁ…

ଅତ୍ୟାଧୁନିକ ଶୁଖୁଆ ମାର୍କେଟ୍‌ ବିଲ୍ଡିଂ ଶୁଭାରମ୍ଭ କଲେ ମନ୍ତ୍ରୀ

ଗଞ୍ଜାମ,୨୧ା୧୧(ବିଦ୍ୟାଧର ସାହୁ): ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ହୁମା ହାଟ ପଡ଼ିଆଠାରେ ଥିବା ଅତ୍ୟାଧୁନିକ ଶୁଖୁଆ ମାର୍କେଟ ବିଲ୍ଡିଂ ଶୁକ୍ରବାର ଶୁଭାରମ୍ଭ ହୋଇଛି। ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ। ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ…

ଡିସେମ୍ବର ୯ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ: ଷ୍ଟାଡିୟମ ବୁଲି ଦେଖିଲେ IIT ଭୁବନେଶ୍ବର ଟିମ୍‌

ଭୁବନେଶ୍ୱର,୨୧।୧୧: କଟକ ବାରବାଟୀ ଷ୍ଟାଡିୟମରେ IIT ଭୁବନେଶ୍ବରର ବୈଷୟିକ ଟିମ୍‌। ଭାରତ-ଦକ୍ଷିଣ ଆଫ୍ରିକା ଟି -୨୦ ପୂର୍ବରୁ ଷ୍ଟାଡିୟମ ବୁଲି ଦେଖିଛନ୍ତି। ୮ ଜଣିଆ ଟିମ ଗ୍ୟାଲେରୀ, କର୍ପୋରେଟର ବକ୍ସ, VVIP ବକ୍ସ, ପ୍ୟାଭିଲିୟନ ବୁଲିଛନ୍ତି। ଅନୁଧ୍ୟାନ ପରେ ସରକାରଙ୍କୁ ସ୍ଥିତି…

ଶୌଚ ହେବା ପାଇଁ ଯାଇଥିଲେ: ହଠାତ୍‌ ଜଙ୍ଗଲରୁ ଆସିଲା ଭାଲୁ

ନୂଆପଡ଼ା,୨୧।୧୧(ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ୧ ନମ୍ବର ୱାର୍ଡ ଶାଖାତରାର ଜଣେ ବୃଦ୍ଧ ଉତ୍ତର କୁମାର ଶବର (୬୨) ଗୁରୁବାର ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ପ୍ରତ୍ୟୁଷରେ ଉତ୍ତର ନିଜ କ୍ଷେତ ଚାଳମୁଡା ପଟେ ଶୌଚ ହେବା ପାଇଁ ଯାଇଥିଲେ।…

ହ୍ୟୁମାନଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା: ସ୍ବାସ୍ଥ୍ୟ ଖରାପ ଥିବା ସତ୍ତ୍ୱେ…

ବଲାଙ୍ଗୀର, ୨୧।୧୧ (ସୁନିଲ କୁମାର ମହାନ୍ତି): ପ୍ରତିଷ୍ଠିତ ଓ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁ ବିବାଦ ଥମୁନାହିଁ। ହ୍ୟୁମାନଙ୍କ ମୃତ୍ୟୁ ଘଟଣାରେ ତାଙ୍କର ଦୁଇ ଜଣ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ବିରୁଦ୍ଧରେ ବଲାଙ୍ଗୀର ଟାଉନ ଥାନାରେ…

ପୂର୍ବ ଶତ୍ରୁତାରୁ ରାତିରେ ଘର ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ତିହିଡ଼ି,୨୧ା୧୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଫତେପୁର ପଞ୍ଚାୟତ ଅଧୀନ ବିଭୂତିପୁର ଗ୍ରାମର ଜଣେ ଯୁବକ ସେହି ଗ୍ରାମର ୨ପରିବାରର ୩ବଖରା ଗୃହକୁ ପେଟ୍ରୋଲ ପକାଇ ଜାଳି ଦେଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାରୁ ଯୁବକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?