ଆମ ଜିଲା ଖବର

ଖୁଣ୍ଟ ଅଛି ଲାଇଟ ନାହିଁ

ବ୍ରାହ୍ମଣୀଗାଁ, ୧୨/୬ (ମନୋରଞ୍ଜନ ରଣା): ଅନ୍ଧାରରେ ବ୍ରାହ୍ମଣୀଗାଁ ମୁଖ୍ୟ ବଜାର । ଲଗାଯାଉ ନାହିଁ ଷ୍ଟିଟ ଲାଇଟ। ଆଜିକୁ ପ୍ରାୟ ବର୍ଷେ ହେଲେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକୁ ରାସ୍ତା ସମ୍ପ୍ରସାରଣ କରିବାପାଇଁ ଖୁଣ୍ଟ ଘୁଞ୍ଚା ଯାଇଥିଲା। ପରେ ରାସ୍ତା…

ସାଧୁ ବେଶରେ ଆସି ଝାମ୍ପିନେଲେ ଟଙ୍କା

ସାକ୍ଷୀଗୋପାଳ,୧୨।୬(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପାଖେଇ ଆସୁଛି ରଥଯାତ୍ରା। ପ୍ରତିବର୍ଷ ଭଳି ରଥଯାତ୍ରାରେ ସାଧୁସନ୍ଥଙ୍କ ସମାଗମ ଲାଗିବ। ମାତ୍ର ଏହି ଧର୍ମୀୟ ଭାବନାରେ କଳାଦାଗ ଲଗାଇ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରେ ଗୁରୁବାର ମଧ୍ୟାହ୍ନରେ ଲାଲ ବସ୍ତ୍ର ପିନ୍ଧି, ଭଷ୍ମ, ସିନ୍ଦୂର, କଜଳ…

ଦୁର୍ଘଟଣାରେ ମାମୁ, ୨ ଭାଣିଜୀଙ୍କ ମୃତ୍ୟୁ ଘଟଣା: ବନ୍ଧା ହେଲେ ଟ୍ୟାଙ୍କର ଚାଳକ

ଦିଗପହଣ୍ଡି,୧୨ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ଗୁରୁବାର କଟକ ଜିଲା କାନପୁର ଥାନା ବାଲିଝରି ଗ୍ରାମର ଗାଡ଼ି ଚାଳକ ସୁଶାନ୍ତ ରାଉତଙ୍କୁ କେଶ୍‌ ନଂ.୧୯୭/୨୫ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛି। ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ. ରାଜ୍ୟ ରାଜପଥରେ ଶୁକ୍ରବାର…

ଧୁମ୍‌ଧାମ୍‌ରେ ପାଳନ ହେବ ପ୍ରସିଦ୍ଧ କୁଲାଡ ରଥଯାତ୍ରା

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)- ଘୁମୁସରର ରାଜା ଭଞ୍ଜ ରାଜବଂଶ ପକ୍ଷରୁ ଗଞ୍ଜାମ ଜିଲା କୁଲାଡରେ ରାଜଧାନୀ ପ୍ରତିଷ୍ଠା ହୋଇଥିଲା। ସେହି ସମୟରେ ଭଞ୍ଜ ରାଜବଂଶ ପକ୍ଷରୁ କୁଲାଡରେ ଅନେକ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ସେଥିମଧ୍ୟରୁ ଶ୍ରୀ ଜଗନ୍ନାଥ ମନ୍ଦିର ଅନ୍ୟତମ। କୁଲାଡରେ ସ୍ଥାପିତ…

ବିଦ୍ୟାର୍ଥୀଙ୍କୁ ବସ,ଟ୍ରେନରେ ଯାତ୍ରା ଦେୟମୁକ୍ତ କରିବା ପାଇଁ ଦାବି

ପାରଳାଖେମୁଣ୍ଡି,୧୨।୬,(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ନିର୍ଦେଶକ୍ରମେ ଜିଲାର ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଜିଲା କଂଗ୍ରେସ ସଭାପତି ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ନେତୃତ୍ୱରେ ଛାତ୍ରୀଛାତ୍ରଙ୍କୁ ବସ,ଟ୍ରେନ…

ଗଞ୍ଜାମରେ ଗଡ଼ିଲା ବିକାଶ ବାହନ

ଛତ୍ରପୁର,୧୨ା୬(ଦିଲ୍ଲୀପ ସାମଲ): ରାଜ୍ୟରେ ମୋହନ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଗୁରୁବାର ରାଜ୍ୟବ୍ୟାପୀ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲାର ମୁଖ୍ୟାଳୟ ତଥା ଜିଲାପାଳଙ୍କ କାର୍ଯ୍ୟାଳୟରେ ଏହି ସୁସଜ୍ଜିତ ବିକାଶ ବାହନକୁ ବ୍ରହ୍ମପୁର ଏମ୍‌ପି…

ବିକାଶ ବାହନ ଯାତ୍ରାର ଶୁଭାରମ୍ଭ: ଘରେ ଘରେ ପହଞ୍ଚିବ ବିକାଶର ବାର୍ତ୍ତା

ଭଞ୍ଜନଗର,୧୨ା୬(ବାବୁଲା ପ୍ରଧାନ): ରାଜ୍ୟରେ ଭାଜପା ସରକାରଙ୍କ ଶାସନର ଏକ ବର୍ଷ ପୂର୍ତ୍ତି ହୋଇଛି। ତେଣୁ ଗୁରୁବାର ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟରୁ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା…

ଆର୍‌ଟିଓ ଅଫିସ ଘେରାଉ କଲା ଛାତ୍ର କଂଗ୍ରେସ

ଛତ୍ରପୁର,୧୨ା୬(ଦିଲ୍ଲୀପ ସାମଲ): ଛାତ୍ରୀଛାତ୍ରଙ୍କୁ ସରକାରୀ ବସ୍‌ ପରିବହନରେ ମାଗଣା ଏବଂ ଘରୋଇ ପରିବହନରେ ୫୦% ପ୍ରତିଶତ ରିହାତି ଦାବି ନେଇ ଗଞ୍ଜାମ ଜିଲା ଛତ୍ରପୁରଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ଉଦିତ ନାରାୟଣ ପ୍ରଧାନଙ୍କ…

ତୁମୁଡିବନ୍ଧରେ ସଚେତନ ରଥ ବିକାଶ ବାହାନ

ତୁମୁଡିବନ୍ଧ,୧୨।୬,(ଦିପକ କୁମାର ପରାସେଠ): ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଜନହିତ କାର୍ଯ୍ୟ କରାଯାଇଛି ସେହି କାର୍ଯ୍ୟ ଗୁଡିକକୁ ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ପହଞ୍ଚି ଲୋକଙ୍କୁ ସଚେତନ କରିବା ମୂଳ ଲକ୍ଷ ଅଟେ। ସେହି ପରି…

ଝାଡ଼ାବାନ୍ତି ସ୍ଥିତି ଅଣାୟତ୍ତ:ଧର୍ମଶାଳାରେ ପହଞ୍ଚିଲେ ସ୍ବାସ୍ଥ୍ୟ ସଚିବ

ଧର୍ମଶାଳା,୧୨।୬(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକେ ଚିକିତ୍ସିତ ହେଉଛନ୍ତି। ଏହା ମଧ୍ୟରୁ ଧର୍ମଶାଳାରେ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ୨୦୦ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି…

ଦାରିଙ୍ଗବାଡିରେ ଗଡ଼ିଲା ବିକାଶ ବାହନ: ୨୫ ପଞ୍ଚାୟତରେ ସରକାରଙ୍କ ଯୋଜନା ପହଞ୍ଚାଇବାକୁ ଲକ୍ଷ୍ୟ

ଦାରିଙ୍ଗବାଡି, ୧୨।୬(ଅରୁଣ ସାହୁ): ଗୁରୁବାର ରାଜ୍ୟରେ ବିକାଶ ବାହନ ଗଡିଛି। ଏହାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାାଟନ କରିଛନ୍ତି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ବିକାଶ ବାହନ ଗଡିଛି। ଏହାକୁ ବିଡ଼ିଓ ପ୍ରୀତିରଞ୍ଜନ ରଥ,…

ଜନଗହଳିପୂର୍ଣ୍ଣ ପଡ଼ିଆରେ ପଡ଼ିଛି ଅର୍ଦ୍ଧଦଗ୍ଧ ମୃତଦେହ

ରାଉରକେଲା,୧୨ା୬(ସଙ୍ଗୀତା ଜେନା): ସେକ୍ଟର ୧୫ଥାନା ଅନ୍ତର୍ଗତ ସେକ୍ଟର ୭/୧୭ଛକ ପଛରେ ଗୁରୁବାର ପୂର୍ବାହ୍ନରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ଏହାର ସୂଚନା ପାଇ ପୋଲିସ ଓ ଫରେନ୍‌ସିକ୍‌ ଟିମ୍‌ ପହଞ୍ଚି ମୃତଦେହ ଜବତ କରିବା ସହ ଅନୁଧ୍ୟାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri