ଜିଲାପାଳକଁର ନିରଦେଶକେ ବେଖାତିର: ଘରଭଂଗା ସାହାଯ୍ରୁ ବଁଚିତ ଅସାହା ପରିବାର
ବିନିକା,୨୯ା୫ (ଡି.ଏନ୍.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ କୁହିବାହାଲ ଗଁାର ହିରଣ୍ୟ ନାୟକକଁର ଗଲା ବରଷା ଦିନେ ଭାଂଗି ଯାଇଥିଲା। ସେ ଘରଭଂଗା ସାହାଯ୍ ପାଏବାର ବାବ୍ଦେ ମେଘଲା ରାଜସ୍ବ ନିରୀକ୍ଷକ, ବିନିକା ତହସିଲଦାରକୁଁ ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ…
ଥୁଆମୁଳ ରାମପୁର ବ୍ଲକରେ ସ୍ବାସ୍ଥ୍ୟ ସେବା ଅପହଁଚ୍: ଭଗବାନ ଭରସାରେ ଅଂଚଲର ରୁଗୀ
ଭବାନୀପାଟଣା,୨୯।୫(ଡି.ଏନ.ଏ.): ପାହାଡ଼ ଜଂଗଲ ଘେରା କଳାହାଣ୍ଡି ଜିଲାର ଥୁଆମୁଳ ରାମପୁର ବ୍ଲକରେ ପାଖାପାଖି ୭୫ ଭାଗ ଆଦିବାସୀ ଲୋକ୍ ବାସ କରୁଛନ୍। ବ୍ଲକର ଅନେକ ଗାଁବାସୀ ଆଏଜ୍ ବି ମଉଲିକ ସୁବିଧା ସୁଯୋଗରୁ ବଁଚିତ ହେଇ ରହିଛନ୍। ଇ ଅଂଚଲ ଭୁଖମରି,…
ତାଣ୍ଡବ ରଚିଲା କାଳବୈଶାଖୀ
ଅନୁଗୋଳ ଅଫିସ/ତାଳଚେର (ନି.ପ୍ର.) /କଣିହାଁ/ବନ୍ତଳା/ଛେଣ୍ଡିପଦା/ ପରଜଙ୍ଗ (ଡି.ଏନ୍.ଏ.), ୨୯ା୫- ଅନୁଗୋଳ ଏବଂ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ତୋଫାନରେ ବ୍ୟାପକ କ୍ଷତି ହୋଇଛି। ପ୍ରବଳ ବେଗରେ ପବନ ବହିବାରୁ ବହୁ ଆଜବେଷ୍ଟସ, ଛପର ଉଡ଼ିଯାଇଛି। ବଡ଼…
ଜାତୀୟ ଖୋ ଖୋ ପ୍ରତିଯୋଗିତା: ଓଡ଼ିଶା ଦଳର ଛତିଶଗଡ଼ ଯାତ୍ରା
ବଅଁରପାଳ, ୨୯।୫ (ଡି.ଏନ୍.ଏ.)- ସେଭେନ୍ କ୍ଲବ ଖୋ ଖୋ ଇଣ୍ଡିଆ ଆନୁକୂଲ୍ୟରେ ଚଳିତ ମାସ ୨୯ ତାରିଖ ଠାରୁ ୩୧ ପର୍ଯ୍ୟନ୍ତ ଛତିଶଗଡ଼ର ଦୁର୍ଗପୁରାଇ ଠାରେ ଆୟୋଜନ ହେବ ସେଭେନ୍ କ୍ଲବ ସବ୍ଜୁନିୟର ଖୋ ଖୋ ଚାମ୍ପିୟନଶିପ୍। ଏହି ପ୍ରତିଯୋଗିତା ପାଇଁ…
ଭିଜିଲାନ୍ସ ଜାଲରେ ରାସୋଳ ଥାନାଧିକାରୀ: ୫୦ ହଜାର ଟଙ୍କା ବଟି ନେଉଥିଲେ
ଢେଙ୍କାନାଳ ଅଫିସ/ରାସୋଳ (ଡି.ଏନ୍.ଏ.), ୨୯।୫- ମାସିକିଆ ବଟି ନେଉଥିବାବେଳେ କଟକ ଭିଜିଲାନ୍ସ ସେଲ୍ ହାତରେ ଧରାପଡ଼ିଛନ୍ତି ଢେଙ୍କାନାଳ ଜିଲା ରାସୋଳ ଥାନାଧିକାରୀ ତଥା ଏସ୍ଆଇ ସନ୍ତୋଷ କୁମାର ପ୍ରଧାନ। ୫୦ହଜାର ଟଙ୍କା ସହ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିବାରେ ସକ୍ଷମ…
ଜିଲା ପ୍ରଶାସନ ପକ୍ଷରୁ ସ୍ମୃତି ସଭା: ‘ଯୁବଶକ୍ତିର ପ୍ରେରଣା କଳ୍ପନା’
ଢେଙ୍କାନାଳ ଅଫିସ, ୨୯।୫-ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ପରଲୋକରେ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଭାବୋଦ୍ଦୀପକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଅବସରରେ ପୂର୍ବାହ୍ନ ସାଢ଼େ ୧୦ଟାରେ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ହଲ୍ରେ ଆୟୋଜିତ ସ୍ମୃତିସଭାରେ ଅଧ୍ୟକ୍ଷତା କରି ଜିଲାପାଳ ନିଖିଲ…
ପ୍ରେମିକାଙ୍କୁ ଗର୍ଭବତୀ କରି ପ୍ରେମିକ ଫେରାର: ପରିବାରକୁ ହତ୍ୟା ଧମକ ଦେଉଥିବା ଅଭିଯୋଗ
ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲା ଜରପଡ଼ା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିବା ପରେ ଡେରଜାଙ୍ଗ ଅଞ୍ଚଳର ପ୍ରେମିକ ସୁବାସ ବେହେରା ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏପରି…
ଅନୁଗୋଳ ରକ୍ତଭଣ୍ଡାର ଖାଲି
ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତଭଣ୍ଡାର ଫାଙ୍କା ପଡ଼ିଛି। କୌଣସି ଗୋଟିଏ ହେଲେ ଗ୍ରୁପ୍ର ରକ୍ତ ନାହିଁ। ଫଳରେ ମେଡିକାଲରୁ ଚିଠା ଧରି ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଧାଉଁଥିଲେ ବି ନିରାଶ ହୋଇ ଫେରିବାକୁ ପଡ଼ୁଛି।…
ପ୍ରତିଶ୍ରୁତି ରଖୁନାହାନ୍ତି କର୍ତ୍ତୃପକ୍ଷ: ଆଲୁମିନିୟମ ପ୍ରକଳ୍ପ କାର୍ଯ୍ୟ ବନ୍ଦ କଲେ ଗ୍ରାମବାସୀ
ବଅଁରପାଳ, ୨୯।୫ (ଡି.ଏନ୍.ଏ.)- ବଅଁରପାଳ ବ୍ଲକ ଲଙ୍ଗୁଳିଆବେଡ଼ା ଗ୍ରାମ ପାଖରେ ନିର୍ମାଣାଧୀନ ଆଲୁମିନିୟମ ପାର୍କ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିଛନ୍ତି ଗ୍ରାମବାସୀ। ମଙ୍ଗଳବାର ସକାଳୁ ଗ୍ରାମର ଶତାଧିକ ଲୋକ ପ୍ରକଳ୍ପ ସ୍ଥାନରେ ପହଞ୍ଚତ୍ ଗ୍ରାମ ସୀମା ଚିହ୍ନଟ କରିବା ସହିତ ସୀମା…
ଏମିତି କରୁଛି ପୋଲିସ କାର୍ଯ୍ୟ: ଅଟୋରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲା ଜରପଡ଼ା ପୋଲିସ ସୋମବାର ୨ ଅଭିଯୁକ୍ତଙ୍କୁ ଅଟୋରେ କୋର୍ଟଚାଲାଣ କରିଛି। ଜରପଡ଼ାରୁ ଅନୁଗୋଳ କୋର୍ଟର ଦୂରତା ୨୭ କିମି ହୋଇଥିଲେ ବି ମାତ୍ର ୩ କର୍ମଚାରୀ ୨ ଅଭିଯୁକ୍ତଙ୍କୁ ଅଟୋରେ ମେଡିକାଲ ଆଣିବା ଓ…
୨୦ ବର୍ଷ ହେଲା ଚାଲିଛି ଧର୍ମ ଆଲୋଚନା: ଭାଇଚାରା ବଢ଼ାଇଛି ଭାଗବତ ଟୁଙ୍ଗି
ବନ୍ତଳା,୨୯ା୫- ଗ୍ରାମୀଣ ସଂସ୍କୃତି, ଧାର୍ମିକ ଭାବନାକୁ ସର୍ବଦା ସମୃଦ୍ଧ କରିଆସିଛି ଭାଗବତ ଟୁଙ୍ଗି। ଆଧୁନିକତାର ଅନୁପ୍ରବେଶ ଓ ସହରୀକରଣର ପ୍ରଭାବ ସ୍ବତ୍ତ୍ୱେ ଅନେକ ଗଁାରେ ଏବେ ବି ବଞ୍ଚିଛି ଭାଗବତ ଟୁଙ୍ଗି। ସନ୍ଧ୍ୟାରେ ସେଠାରେ ଜମୁଛି ଭାଗବତ ଆସର ଓ ହେଉଛି…
ବେଆଇନ ଚିଙ୍ଗୁଡ଼ି ଚାଷ ଉଚ୍ଛେଦ ନିର୍ଦ୍ଦେଶ
ଛତ୍ରପୁର,୨୯ା୫(ଡି.ଏନ.ଏ.)-ଖାରି ଜଳ ଚିଙ୍ଗୁଡି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଚାଷୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ପ୍ରଶିକ୍ଷଣ ଶିବିର ଆୟୋଜନ ହେବ। ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁ୍ଷ୍ଠିତ ବୈଠକରେ ଉପରୋକ୍ତ ନିଷ୍ପତି ହୋଇଛି। ବୈଠକରେ ଜିଲାପାଳ ବିଜୟ ଅମୃତା…

