କୃଷକଙ୍କ ବିକାଶ କ୍ଷେତ୍ରରେ ବ୍ୟବହାର ହେବ ଅନୁଦାନ ରାଶି
କର୍ଲାମୁଣ୍ଡା,୬ା୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଆତ୍ମା କାର୍ଯ୍ୟାଳୟଠାରେ ଗୁରୁବାର ବ୍ଲକ କୃଷକ ଉପଦେଷ୍ଟା କମିଟି (ଆତ୍ମା) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା ଅଧ୍ୟକ୍ଷତା କରିଥିଲେ। ବ୍ଲକ କୃଷି ଅଧିକାରୀ ତଥା…
ଦୁଇ ବାଇକ ମୁହାଁମୁହିଁ ଧକ୍କା: ଘଟଣାସ୍ଥଳରେ…
ତୁମୁଡିବନ୍ଧ,୬।୧୧(ଦୀପକ କୁମାର ପରାସେଠ): ଦୁଇ ବାଇକ ମୁହାଁମୁହିଁରେ ତିନି ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। କନ୍ଧମାଳ ଜିଲା ବେଲଘର ଥାନା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ସେମାନେ ହେଲେ ବିଲା ମାଳ ପଞ୍ଚାୟତର ବିକା ପାଙ୍ଗ ଗ୍ରାମର ରଞ୍ଜିତ…
ଅନାସ୍ଥାରେ ହାରିଲେ ରଣପୁର ସରପଞ୍ଚ
ସିଂହପୁର,୬।୧୧(ଅନଙ୍ଗ ଉଦୟ ବେଉରିଆ): ଅନାସ୍ଥା ଭୋଟରେ ହାରିଲେ ବିଞ୍ଝାରପୁର ବ୍ଲକ ରଣପୁର ପଞ୍ଚାୟତ ସରପଞ୍ଚ ରିୟଙ୍କା ଜେନା। ପଞ୍ଚାୟତର ୧୫ଜଣ ୱାର୍ଡସଭ୍ୟଙ୍କ ମଧ୍ୟରୁ ୧୧ଜଣ ଅନାସ୍ଥା ଭୋଟରେ ଭାଗ ନେଇଥିବା ବେଳେ ରିୟଙ୍କାଙ୍କ ବିପକ୍ଷରେ ପଡିଥିଲା ୧୧ଖଣ୍ଡ ଭୋଟ। ପୂର୍ବରୁ ଗତ…
ବିଜ୍ଞାପିତ ଅଞ୍ଚଳ ପରିଷଦକୁ ବିରୋଧ କରି ଜିଲାପାଳଙ୍କ ଦ୍ୱାରସ୍ଥ
କୋରାପୁଟ,୬ା୧୧(ଅମିତାଭ ବେହେରା): ଚାରାଙ୍ଗୁଲ ପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ନଗର ପ୍ରଶାସନକୁ ନେବା ପ୍ରସ୍ତାବ ବିରୋଧରେ ଦୃଢ଼ ପ୍ରତ୍ୟାଖ୍ୟାନ କରି କୋରାପୁଟ ଜିଲା ସେମିଲିଗୁଡ଼ା ବ୍ଲକ ଚାରାଙ୍ଗୁଲ ପଞ୍ଚାୟତ ବାସିନ୍ଦା ଗୁରୁବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସରପଞ୍ଚ ଫୁଲମତି ପୂଜାରୀଙ୍କ କହିବା…
‘ଘରବାହୁଡ଼ା’ ହୋଇଥିବା ବରୀ ବ୍ଲକ ଅଧ୍ୟକ୍ଷ ପୁଣି ଛାଡିଲେ ବିଜେଡି, ଦ୍ୱିତୀୟଥର ପାଇଁ ଭାଜପାରେ ହେଲେ ସାମିଲ
ଭୁବନେଶ୍ୱର,୬।୧୧: ଯାଜପୁର ଜିଲା ରାଜନୀତିରେ ପୁଣିଥରେ ଦଳ ଡିଆଁ ଏବଂ ‘ଘରବାହୁଡ଼ା’ ନାଟକ ଦେଖିବାକୁ ମିଳିଛି। ପୂର୍ବରୁ ଥରେ ବିଜେଡି ଛାଡ଼ି ଭାଜପା ଯାଇ ପୁଣି ୧୧ ଦିନରେ ବିଜେଡିକୁ ଫେରି ଆସିଥିବା ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ି…
ହାଇୱା ଧକ୍କାରେ ନାବାଳକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ
ଧର୍ମଶାଳା,୬।୧୧(ଶିବପ୍ରସାଦ ମହାନ୍ତି) : ଯାଜପୁର ଜିଲା ଧର୍ମଶାଳା ଥାନା ତେଲୋର ଛେଳିଆପଦା ନିକଟରେ ହଇୱା ଧକ୍କାରେ ଗାଁର ଗଣେଶ୍ୱର ଘଡେଇଙ୍କ ପୁଅ ଆୟୁଷଙ୍କ ମୃତ୍ୟୁ ଘଟିଛି। ଜେଜେଙ୍କ ସହ ରାସ୍ତାରେ ଯାଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ହାଇୱ ଗାଡ଼ି ଚଢ଼ିଯିବା ଫଳରେ…
ନୂଆପଡ଼ାରେ ରୋଡ୍ ଶୋ’ କଲେ ମୁଖ୍ୟମନ୍ତ୍ରୀ
ନୂଆପଡ଼ା,୬ା୧୧: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ଉଦ୍ୟାନବନ୍ଧରେ ରୋଡ୍ ଶୋ’ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଭାଜପା ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ସାମିଲ ହୋଇଛନ୍ତି। ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ଅନ୍ୟମାନେ ମଧ୍ୟ ରୋଡ୍…
ଭିଜିଲାନ୍ସ ଜାଲରେ ସାମାଜିକ ସୁରକ୍ଷା ଅଧିକାରୀ, ଡିଜିଟାଲ ମୋଡ୍ରେ ଲାଞ୍ଚ ନେଉଥିବାବେଳେ…
କେନ୍ଦୁଝର,୬।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର DSSO ବିପ୍ଳବ କେଶରୀ ସାମନ୍ତରାୟ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବିଭିନ୍ନ ହିତାଧିକାରୀଙ୍କ ଠାରୁ ଫୋନ ପେ ମାଧ୍ୟମରେ ପାଖାପାଖି ୨୫ ଲକ୍ଷ ଟଙ୍କା ନେଇଥିବା କେନ୍ଦୁଝର ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ…
ନୂଆପଡାରେ ପ୍ରଚାରବେଳେ ନବୀନଙ୍କୁ ଏ କ’ଣ କହିଦେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଶୁଣିଲେ…
ନୂଆପଡା, ୬।୧୧: ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଆଜି ନୂଆପଡାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରଚାର କରିଛନ୍ତି। ନୂଆପଡ଼ା ପଞ୍ଚମପୁରରେ ଜୟଙ୍କ ପାଇଁ ଭୋଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଚାର ସମୟରେ ବିଜେଡି ଓ କଂଗ୍ରେସକୁ ବିଷ୍ଣୁଦେବ ସାଏ କଡ଼ା ସମାଲୋଚନା କରିଛନ୍ତି।…
୩ ବନ କର୍ମଚାରୀଙ୍କୁ ନିଲମ୍ବନ କଲା ବନ ବିଭାଗ
ବାରିପଦା,୬ା୧୧: ବାରିପଦା ବେତନଟୀ ରେଞ୍ଜର ବନପାଳ ଏବଂ ଦୁଇ ବନରକ୍ଷୀଙ୍କୁ ନିଲମ୍ବନ କରାଯାଇଛି। ହାତୀ ମୃତ୍ୟୁ ଘଟଣାରେ ଏହି ୩ ବନ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସୂଚନାନୁଯାୟୀ, ବେତନଟୀ ରେଞ୍ଜରେ ବିଭିନ୍ନ ସ୍ଥାନରେ ୨୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ବୁଲୁଥିବାବେଳେ ଏକ…
ରାସ୍ତାରେ ପଢ଼ିଲେ ରେଭେନ୍ଶା ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର
କଟକ,୬ା୧୧: ରାସ୍ତାରେ ପାଠ ପଢ଼ିଛନ୍ତି ରେଭେନ୍ଶା ବିଶ୍ବବିଦ୍ୟାଳୟ ଛାତ୍ରୀଛାତ୍ର। ବିଶ୍ୱବିଦ୍ୟାଳୟରେ କ୍ଲାସ ରୁମ୍ ଅସୁରକ୍ଷିତ ଦର୍ଶାଇ ପ୍ରତିବାଦ କରିଛନ୍ତି। ଯୁକ୍ତ ୩ କଳାର ୨ୟ ବର୍ଷର ଛାତ୍ରୀଛାତ୍ର ରାସ୍ତାରେ ବସି ପଢ଼ିଛନ୍ତି। ଅଧ୍ୟାପକ ମଧ୍ୟ ରାସ୍ତାରେ ବସି ଛାତ୍ରୀଛାତ୍ରଙ୍କୁ ପଢ଼ାଇଛନ୍ତି। କ୍ଲାସରୁମ୍…
ପ୍ରସିଦ୍ଧ ବଟେଶ୍ୱର ବାଲିଯାତ୍ରା: ସମଗ୍ର ଅଞ୍ଚଳ ଚଳଚଞ୍ଚଳ
ଗଞ୍ଜାମ,୦୬।୧୧(ଅଖିଳ ତରାଇ): ଗଞ୍ଜାମ ବ୍ଲକର ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆ ଗଡ଼ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବ ପୀଠର ବାଲିଯାତ୍ରା ପାଇଁ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି। ପବିତ୍ର କାର୍ତ୍ତିକ ମାସ ଯୋଗୁ ଏଠାରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ଦେଖିବାକୁ…
Archives


