ଆମ ଜିଲା ଖବର

ଶପଥ ନେଲେ ଶିକ୍ଷକ ସଂଘର ଜିଲା କର୍ମକର୍ତ୍ତା

ପାଟଣା,୧୪।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ପାଟଣା ମୁଖ୍ୟାଳୟରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରବିବାର ଶପଥ ପାଠ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ…

ବୋଲେରୋକୁ ଧକ୍କା ଦେଇ ଦୋକାନ ଭିତରେ ପଶିଲା ମାଲ ବୋଝେଇ ଟ୍ରକ: ମା’ମୃତ, ପୁଅ ଗୁରୁତର

ଜୟପୁର,୧୪ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣିପୁଟ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଭାରସାମ୍ୟ ହରାଇ ବୋଲେରୋକୁ ଧକ୍କା ଦେଇ ଏକ ଚାମିନ ଦୋକାନ ଭିତରକୁ ମାଡ଼ି ଯାଇଥିଲା। ଫଳରେ ଜଣେ…

ଲୋକଙ୍କ ଅଭିଯୋଗପତ୍ର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ, କହିଲେ ଖୁବ୍‌ଶୀଘ୍ର ହେବ…

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଗସ୍ତ ସାରି ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱର ଫେରିଛନ୍ତି। ଗତକାଲି ବିଭିନ୍ନ କାର୍ଯ୍ୟରେ ଯୋଗ ଦେଇ ସ୍ଥାନୀୟ ସର୍କିଟ ହାଉସ୍‌ରେ ରାତ୍ରି ଯାପନ କରିଥିଲେ। ରାତିରେ ଦଳୀୟ ନେତା,…

ଶୁଦ୍ଧିକ୍ରିୟା ବେଳେ ଅଘଟଣ: ଗାଧୋଇବା ବେଳେ ବୁଡ଼ି ଗଲେ ଦାଦା-ପୁତୁରା, ଆଉ ତା’ପରେ…

ଜଗତସିଂହପୁର,୧୪।୯: ଶୁଦ୍ଧିକ୍ରିୟା ବେଳେ ଜଗତସିଂହପୁର ତିର୍ତ୍ତୋଲ ବ୍ରିଜ ନିକଟରେ ରବିବାର ଏକ ଅଘଟଣ ସାମ୍ନାକୁ ଆସିଛି। ଶୁଦ୍ଧିକ୍ରିୟା ସାରି ମହାନଦୀରେ ଗାଧୋଇବା ବେଳେ ଦାଦା-ପୁତୁରା ସାଙ୍ଗରେ ବୁଡ଼ି ଯାଇଥିଲେ। ପୁତୁରାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦାଦା ନିଖୋଜ ହୋଇଯାଇଛନ୍ତି। ଖବର…

ଭାଜପାର ସେବାପକ୍ଷ କାର୍ଯ୍ୟକ୍ରମ:କଂଗ୍ରେସ, ବିଜେଡି ଛାଡି ଭାଜପାକୁ ଆପଣାଇଲେ…

ଦାରିଙ୍ଗବାଡି,୧୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଏବଂ ଦାରିଙ୍ଗବାଡିଠାରେ ଭାଜପାର ସେବାପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉଭୟକେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଲୋକଙ୍କ ନିକଟରେ କିଭଳି ପହଞ୍ଚିବ ଓ ବିଭିନ୍ନ ଯୋଜନା…

ମା’ ରାମଚଣ୍ଡି ପୀଠ ଚଳଚଞ୍ଚଳ: ଆଜିଠୁ ଷୋଡ଼ଶ ଦିନାତ୍ମକ ଶାରଦୀୟ ଉତ୍ସବ

ଗଞ୍ଜାମ,୧୪।୯(ବିଦ୍ୟାଧର ସାହୁ/ଅଖିଳ ତରାଇ): ଗଞ୍ଜାମ ଜିଲା କରପଡ଼ା ପଞ୍ଚାୟତ ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମର ପାହାଡ଼ ଶିଖରରେ ଅବସ୍ଥିତ ମା’ ରାମଚଣ୍ଡି। ଏଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡ଼ମ୍ବରରେ ଷୋଡଶ ଦିନାତ୍ମକ ଶାରଦୀୟ ଉତ୍ସବ ଅନୁଷ୍ଠିତ ହେବ। ଆସନ୍ତା…

ଛତୁ ତରକାରୀ ଖାଇ ଗୋଟିଏ ପରିବାରର ୯ ଅସୁସ୍ଥ

ବଲାଙ୍ଗୀର,୧୪ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଦର ବ୍ଲକ ଖୁଜେନପାଲି ଗ୍ରାମର କଳାକାରପଡ଼ାର ୯ ଜଣ ଛତୁ ଖାଇ ଅସୁସ୍ଥ ହେବା ପରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶନିବାର ରଘୁ ତାଣ୍ଡି ଫାସଡ଼ରୁ ଖୁଜେନପାଲି ଗ୍ରାମକୁ ଆସୁଥିବା…

ହୋମ୍‌ଗାର୍ଡ ପାଇଁ ଚାଲିଥିଲା ଦୌଡ଼ ପରୀକ୍ଷା, ଅସୁସ୍ଥ ହୋଇପଡ଼ିଲେ ପରୀକ୍ଷାର୍ଥୀ

ଛତ୍ରପୁର,୧୪ା୯(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଛତ୍ରପୁରସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ହୋମଗାର୍ଡ ଇଣ୍ଟରଭ୍ୟୁ ଚାଲିଥିବା ବେଳେ ଜଣେ ପରୀକ୍ଷାର୍ଥୀ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ନିୟମ ଅନୁସାରେ ହୋମଗାର୍ଡ ପଦ ପାଇଁ ଦୌଡ଼ ପରୀକ୍ଷା କରାଯାଉଥିଲା।…

୩ ଦିନରେ ଅସୁସ୍ଥ ହୋଇପଡ଼ିଲେ ୨୪ ଛାତ୍ରୀ, ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ…

ଜୟପୁର,୧୪ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭେଗାହାଣ୍ଡି ୟୁପିଏସ୍‌ ନୋଡାଲ ସ୍କୁଲରେ ୩ ଦିନରେ ୨୪ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରଥମ ଦିନରେ ୯ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା।…

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ଯୁବକ

ଛତ୍ରପୁର,୧୪ା୯(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ରେଳ ଷ୍ଟେଶନ ନିକଟରେ ଚଳନ୍ତା ଏକ୍ସପ୍ରେସ ଟ୍ରେନ୍‌ରୁ ଖସି ପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ ହେଲେ ଯାଜପୁରରୋଡ୍‌ ଅଞ୍ଚଳର ଶ୍ରୀନିବାସ ଖଡ଼ଙ୍ଗା। ସେ ସାଲିମାରଠାରୁ ଭାସ୍କୋଡଗାମା ଅଭିମୁଖେ…

ପ୍ରେସରକୁକର ଖୋଲୁଥିବାବେଳେ ନାବାଳିକାଙ୍କ ଉପରେ ପଡ଼ିଲା ଗରମ ଡାଲି, ଆଉ ତା’ ପରେ…

ବଲାଙ୍ଗୀର,୧୪ା୯(ସୁନୀଲ କୁମାର ମହାନ୍ତି): ପ୍ରେସରକୁକରରୁ ଗରମ ଡାଲି ପାଣି ପଡ଼ି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଟେକେନପଦର ଗ୍ରାମର ଜଣେ ନାବାଳିକା ଗୁରୁତର ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ୧୩ ବର୍ଷୀୟା ନାବାଳିକା…

ଚାଷ କରି ନ ଥିବା ଲୋକଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି, ବାଦ୍‌ ପଡିଛନ୍ତି ଅନେକ କ୍ଷତିଗ୍ରସ୍ତ ଚାଷୀ

ବରଗଡ଼,୧୪ା୯(ପ୍ରେମାନନ୍ଦ ଖମାରୀ): ଅଦିନିଆଁ ବର୍ଷାରେ ହୋଇଥିବା ଫସଲକ୍ଷତି ବାବଦକୁ ଇନପୁଟ ସହାୟତା ପ୍ରଦାନକୁ ନେଇ ବରଗଡ଼ ଜିଲାରେ ବ୍ୟାପକ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶନିବାର ଜିଲାର ବରପାଲି ବ୍ଲକ କାଇଁଶିର ପଞ୍ଚାୟତ ଅନ୍ତର୍ଗତ ବାରଙ୍ଗପାଲି ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri