ଆମ ଜିଲା ଖବର

ଆମପାଣି ଘାଟିରେ କାର୍‌କୁ ଧକ୍କା ଦେଲା ଟ୍ରକ୍‌, ୭ ଗୁରୁତର

କୋକସରା,୯।୬(ଡି.ଏନ.ଏ.):କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟି ରାସ୍ତା ଏକ ବୁଲାଣିରେ ରବିବାର କୋଟପାଡ଼ରୁ ଭବାନୀପାଟଣା ଆସୁଥିତ୍ବା ଏକ କାର (ନଂ.ଓଡି୧୦ଜେ-୩୪୭୦)କୁ ବିପରିତ ଦିଗରୁ ଆସୁଥିବା ଟ୍ରକ (ନଂ.ଓଆର୧୫କ୍ୟୁ ୩୨୩୮) ଧକ୍କା ଦେଇଥିଲା। ଫଳରେ କାରରେ ବସିଥିବା ୭ ଜଣ ଗୁରୁତର…

ଜୁନାଗଡରେ ବିର୍ସାମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ

ଜୁନାଗଡ,୯।୬(ଡି.ଏନ.ଏ.):କଳାହାଣ୍ଡି ଜିଲା ଜୁନାଗଡ ସହର କଲ୍ୟାଣ ମଣ୍ଡପଠାରେ ରବିବାର ସ୍ବାଧୀନତା ସଂଗ୍ରାମୀ ଶହୀଦ ବିର୍ସାମୁଣ୍ଡାଙ୍କ ବଳିଦାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୂଳନିବାସୀ ସମତା ପରିଷଦ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦ ଆବାହକ ତଥା ଯୁବ ଆଇନଜୀବୀ ଚିତ୍ତ ରଞ୍ଜନ…

ଲୋହରା ସମାଜର ସାଧାରଣ ସଭା:ଆଦିବାସୀ ମାନ୍ୟତା ନ ଦେଲେ ଆଗାମି ଦିନରେ ଆନ୍ଦୋଳନ

ଲାଞ୍ଜିଗଡ,୯।୬(ଡି.ଏନ.ଏ.):କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଆମ୍ବତୋଟାରେ ଲୋହରା ସମାଜର ସାଧାରଣ ସଭା ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାରେ ଜିଲାର ୧୩ଟି ବ୍ଲକରୁ ଲୋହରା ସମାଜର ସମସ୍ତ ନେତୃବୃନ୍ଦ ଯୋଗଦେଇଥିବା ବେଳେ ଏହି ସଭାରେ ଅର୍ଥନୈତିକ, ଜାତିଗତ, ଶିକ୍ଷାଗତ, ସ୍ବାସ୍ଥ୍ୟଗତ…

ଅଗ୍ନିକାଣ୍ଡରେ ୭ ବଖରା ଭସ୍ମୀଭୂତ:୬ ଗୋରୁ ଆହତ

ବରୀ/ରତ୍ନଗିରି,୯ା୬(ସ୍ବ.ପ୍ର./ଡି.ଏନ.ଏ.): ବରୀ ବ୍ଲକ ଅଧୀନ ମନ୍ଦାରୀ ପଞ୍ଚାୟତର ମେଦୁଆକୁଳ ରାଜସ୍ବ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୩ ପରିବାରର ୭ ବଖରା ସମ୍ପୂର୍ଣ୍ଣ ଜଳିଯିବା ସହ ୬ ଗୋରୁ ଆହତ ହୋଇଛନ୍ତି। ଉଦ୍ଦବ ଚରଣ ବେହେରା,…

କାଳବୈଶାଖୀ ଉଡ଼ାଇ ନେଲା ଛପର:ପଲିଥିନ୍‌ ତଳେ ବିତୁଛି ଜୀବନ

ଉମରକୋଟ, ୯।୬(ଡି.ଏନ୍‌.ଏ.):କାଳବୈଶାଖୀ ଉଡ଼ାଇ ନେଲା ଘର ଛପର। ପଲିଥିନ ତଳେ ମୁଣ୍ଡ ଗୁଞ୍ଜୁଛନ୍ତି ଚାରିପ୍ରାଣୀ। ପୂର୍ବରୁ ଆବାସ ଯୋଜନାରେ ଘରଟିଏ ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ଏଯାବତ୍‌ ମିଳିନାହିଁ। ଏବେ ପଲିଥିନ୍‌ ଛପର ଘର ହିଁ ଆମ ସାହାରା ବୋଲି…

ନବନିର୍ବାଚିତ ବିଧାୟକ, ଏମ୍‌ପିଙ୍କୁ ସମ୍ବର୍ଦ୍ଧନା

ବାହାନଗା,୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତର ସତ୍ୟଭାମା କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ଏକ ସମୀକ୍ଷା ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବନିର୍ବାଚିତ ବିଧାୟକ ଓ ଏମ୍‌ପିଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା…

ମାଛ ଧରୁଥିବା ବେଳେ ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ବାହାନଗା, ୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଷଠୀ ଗ୍ରାମର ଜଣେ ଯୁବକ ମାଛ ଧରୁଥିବା ବେଳେ ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଷଠୀ ମଙ୍ଗଳାସାହିର ଉପେନ୍ଦ୍ର ମହଲଙ୍କ ପୁଅ ଶୁଭ୍ରଜିତ୍‌(୨୭)। ସୂଚନାଯୋଗ୍ୟ, ଶୁଭ୍ରଜିତ ସାହି ଯୁବକମାନଙ୍କ…

ଭଞ୍ଜନଗରରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ ତମ ଜୟନ୍ତୀ ପାଳିତ

ଭଞ୍ଜନଗର,୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ ତମ ଜୟନ୍ତୀ ରବିବାର ମହା ସମାହୋରରେ ପାଳିତ ହୋଇଯାଇଛି। ବ୍ରହ୍ମପୁର…

ଭାଜପା କର୍ମକର୍ତ୍ତା ଚୟନ : କର୍ମୀ କହିଲେ କରିବୁ ଦଳର ସାଙ୍ଗଠନିକ କାର୍ଯ୍ୟକୁ ସୁଦୃଢ଼

ଛେଣ୍ଡିପଦା,୯।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବରସାହି ପଞ୍ଚାୟତର ଭାଜପା କର୍ମକର୍ତ୍ତା ଚୟନ ଓ ସାଙ୍ଗଠନିକ ସଭା ରବିବାର ବଡବନ୍ଧ ଆମ୍ବତୋଟାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାଜପା ବରିଷ୍ଠ କର୍ମୀ ବୀରବର ବେହେରାଙ୍କ ସଭାପତିତ୍ୱରେ ଏହି ଚୟନ ହୋଇଛି।…

ସେବା ସମିତି ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା, ଔଷଧ ବିତରଣ: ସ୍ବାସ୍ଥ୍ୟ ପରୀକ୍ଷା କଲେ ୧୭୦ ଜଣ

ନୂଆଗାଁ,୯।୬(ଡି.ଏନ୍‌.ଏ): ନୟାଗଡ ଜିଲା ସେବା ସମିତି ପକ୍ଷରୁ ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସେବା ସମିତିର ସଭାପତି ଶିବରାମ ମହାପାତ୍ରଙ୍କ…

ଚଳନ୍ତା ଭ୍ୟାନ୍‌ରେ ଲାଗିଲା ନିଆଁ

ଓଡ଼ଗାଁ,୯।୬(ସ୍ବ.ପ୍ର.): ସ୍ଥାନୀୟ ଆଦର୍ଶ ଥାନା ସମ୍ମୁଖରେ ରବିବାର ମଧ୍ୟାହ୍ନରେ ଏକ ଚଳନ୍ତା ଗ୍ୟାସ୍‌ ସୋଡ଼ା ଭ୍ୟାନ୍‌ରେ ନିଆଁ ଲାଗିଯାଇଛି। ହାଇସ୍କୁଲ ଓ ଥାନା ସମ୍ମୁଖରେ ଭ୍ୟାନ୍‌ଟି ଅତିକ୍ରମ କରୁଥିବା ଏବଂ ପଛରୁ ହୁତହୁତ ହୋଇ ନିଆଁ ଜଳୁଥିବା ଲୋକମାନେ ଦେଖିବାକୁ ପାଇଥିଲେ।…

କୀଟନାଶକ ପିଇ ନବ ବିବାହିତାଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ଭାଇ, ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ମହାକାଳପଡ଼ା,୯।୬(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତ ସ୍ଥାନୀୟ କୋଚିଳା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜନୈକ ନବ ବିବାହିତାଙ୍କ କୀଟନାଶକ ପିଇବା ଯୋଗୁ ମୃତ୍ୟୁ ଘଟିଛି। ତାଙ୍କୁ ହତ୍ୟା କରାଯାଇଥିବା ମହିଳାଙ୍କ ଭାଇ ଶିବ ପ୍ରସାଦ ଖୁଣ୍ଟିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?