ସହାୟତା ଅପେକ୍ଷାରେ ଅସହାୟା ଲକ୍ଷ୍ମୀ
କେନ୍ଦୁଝର,୧୧ା୬ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳର ଲକ୍ଷ୍ମୀ ମୁଣ୍ଡା ନାମ୍ନୀ ଜଣେ ଅସହାୟା ମହିଳା ରୋଗଗ୍ରସ୍ତ ହୋଇ ଭୋକ ଉପାସରେ ଦିନ କାଟୁଛନ୍ତି। ସ୍ବାମୀ ମୁନା ମୁଣ୍ଡାଙ୍କ ଦେହାନ୍ତ ପରେ ସେ ଏକୁଟିଆ ହୋଇଯାଇଛନ୍ତି। ୨ ଶିଶୁଙ୍କ ସହ ବହୁ ଦୁଃଖ…
ଘର ଭାଙ୍ଗିଲା ହାତୀ
ଯୋଡ଼ା,୧୧।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବନପାଳଙ୍କ ଅଧୀନରେ ଥିବା ବେଲଦା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ହାତୀ ଉପଦ୍ରବରେ ଦୁଇ ଜଣ ବ୍ୟକ୍ତିଙ୍କର ଘର ଭାଙ୍ଗିଥିବା ଜଣାପଡିଛି ା ଯୋଡା ବନପାଳ ପିଅନ ନାଏକଙ୍କ ସୂଚନାନୁଯାୟୀ ଜଣାପଡିଛି ଯେ, ରବିବାର ରାତ୍ରି ପ୍ରାୟ…
ଅବ୍ୟବସ୍ଥାରେ ପୁରାତନ ଶିକ୍ଷାନୁଷ୍ଠାନ
ବାସୁଦେବପୁର, ୧୧।୬ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଅଟଳ ବିହାରୀ ହାଇସ୍କୁଲ ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏହାର ଶୈକ୍ଷିକ ବାତାବରଣ ଦିନକୁ ଦିନ ନଷ୍ଟ ହୋଇଯାଉଛି। ଶିକ୍ଷାନୁଷ୍ଠାନରେ ଅବ୍ୟବସ୍ଥା ଯୋଗୁ ବିଦ୍ୟାଳୟର ସୁନାମ ହ୍ରାସ ପାଉଥିବା ବେଳେ…
ଶିମିଳିପାଳରୁ ୩ ଶିକାରୀ ଗିରଫଦେଶୀ ବନ୍ଧୁକ ଜବତ
ଉଦଳା,୧୧ା୬(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ଶିମିଳିପାଳ କୋର ଏରିଆରେ ରବିବାର ବିଳମ୍ବିତ ରାତିରେ ବନବିଭାଗ ଏବଂ ଏସଟିଆର ଟିମ୍ ମିଳିତ ଚଢାଉ କରି ୩ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଗିରଫ ଶିକାରୀମାନେ ହେଲେ ଫୁଲବାଡିଆ…
ଛାତ୍ରୀ ନିଖୋଜ ଘଟଣା:ବିବାହ ପାଇଁ ମନା କରିବାରୁ ତଣ୍ଟି ଚିପି ହତ୍ୟା
ବସ୍ତା, ୧୧।୬(ସ୍ବ.ପ୍ର.)-ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଜାମଶୁଳୀ ଗ୍ରାମର ଜଣେ କଲେଜ ଛାତ୍ରୀ ୪ ମାସ ଧରି ନିଖୋଜ ହେବା ଘଟଣାର ସୋମବାର ଗୁମର ଖୋଲିଛି। ସମ୍ପୃକ୍ତ ଛାତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି। ସେ ବିବାହ କରିବାକୁ ରାଜି…
ଏଫଏମ୍ ସ୍ବୟଂଶାସିତ କଲେଜ: ପ୍ରକାଶ ପାଇଲା ସ୍ନାତକ, ସ୍ନାତକୋତ୍ତର ପରୀକ୍ଷା ଫଳ
ବାଲେଶ୍ୱର ଅଫିସ, ୧୧।୬- ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଚଳିତ ଶିକ୍ଷାବର୍ଷରେ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନରେ ମୋଟ ୮୨୨ଜଣ ପରୀକ୍ଷା ଦେଇଥିଲେ। ପ୍ରଥମ ଶ୍ରେଣୀରେ ମୋଟ…
୩ ମାସହେଲା ମିଳିନି ବିଦ୍ୟୁତ୍ ବିଲ୍: ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ
ରାୟଗଡ଼(ଗଜପତି), ୧୧ା୬- ଗଜପତି ଜିଲା ରାୟଗଡ଼ ବ୍ଲକ୍ରେ ଉପଭୋକ୍ତାମାନେ ୩ ମାସହେଲା ବିଦ୍ୟୁତ୍ ବିଲ୍ ପାଇ ନ ଥିବା ଅଭିଯୋଗ ହୋଇଛି। ଦୀର୍ଘଦିନ ଧରି ବିଲ୍ ଦିଆଯାଉନଥିବାରୁ ବକେୟା ବଢ଼ୁଛି। ତେଣୁ ଏକାଥରକେ ଏତେ ଟଙ୍କା କିଭଳିି ପୈଠ କରିବେ ଉପଭୋକ୍ତା…
ଡୁଙ୍ଗୁରିପାଲି ହେବ ୧ନଂ ବ୍ଲକ
ଡୁଙ୍ଗୁରିପାଲି, ୧୧।୬(ଡି.ଏନ.ଏ.)ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସଭାଗୃହରେ ରବିବାର ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ବିଡିଓ ସହଦେବ ସମାଧିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ପୂଜାରୀ ତାଙ୍କ ବକ୍ତବ୍ୟରେ ନାନାବିଧ ଉନ୍ନୟନ୍ନମୂଳକ କାର୍ଯ୍ୟଦ୍ୱାରା…
ପଁଚେତ୍ରେ କାଗଜପତର ଦାଖଲ କରି ନିରାଶ: ବଏସ୍ ୭୦, ଭତାରୁ ବଁଚିତ୍ ପଞ୍ଚାନନ
ଅତାବିରା, ୧୧।୬ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍ ସରକାର ବୁଢ଼ାବୁଢ଼ି, ବିଧବା, ଛାର୍ରି, ଦିବ୍ୟାଙ୍ଗମାନକୁ ଇନ୍ଦିରା ଗାନ୍ଧୀ, ମଧୁବାବୁ ଲେଖେଁ ପେନ୍ସନ ଯୋଜନାରେ ସାମିଲ କରି ଫିମାସ ଭତା ଯୁଗେଇ ଦେଉଛନ୍। ଇଥିରଲାଗି କେନ୍ଦ୍ର ଆର ରାଏଜ୍ ସରକାର ଫିବଛର ରାଜକୋଷରୁ…
ଆବାସ ଯୋଜନା ବାଟବନା:ଭଂଗା ଘରେ ବିତୁଛେ ମା’ପୁଓର ଅସାହା ଜୀବନ୍
ଗାଇସିଲେଟ, ୧୧ା୬(ଡି.ଏନ୍.ଏ): ବରଗଡ଼ ଜିଲା ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ପଁଚେତ୍ ବଇଦପାଲି ଗଁାର ବିଧବା ମହିଲା ସତ୍ୟଭାମା ସାହୁ। ଆଏଜ୍କେ ୫ ବଛର ତଲେ ଆପ୍ନେ ନରହରି ସାହୁ ଆରପାରକେ ଚାଲିଯାଇଛନ୍। ଏନ୍ତାଥି ସତ୍ୟଭାମା ନିସାହା ହେଇ ନିଜର ନାବାଲକ ପୁଓର…
ଛେଉଁଡ୍ ଛୁଆକେ ଉଧାର କଲା ଚାଇଲ୍ଡ ଲାଇନ୍
ଲାଠୋର, ୧୧ା୬ (ଡି.ଏନ୍.ଏ) : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ତଲିପଡ଼ାର ଗୁଟେ ଛେଉଁଡ୍ ଛୁଆର ବାବ୍ଦେ ଗଲା ୬ ତାରିଖ ଗୁରୁବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ”ଛେଉଁଡ ଛୁଆକେ ପୁଷ୍ବାରେ ଅକ୍ଷମ ଦାଦନ ପରିବାର“ ଶୀରଷକ୍ରେ ଖବର…
ସମସିଆରେ ଦିବ୍ୟାଙ୍ଗ ପରିବାର: ରିପୋର୍ଟ ତଲବ କଲା ମୁଖ୍ୟମନ୍ତ୍ରୀ ଅଫିସ
ଲାଠୋର, ୧୧ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଅଧିନ ବାଞ୍ଜିପାଲି ଗଁାର ସୁରେନ୍ଦ୍ର ତାଣ୍ଡି। ଭିନ୍ନକ୍ଷମ ସୁରେନ୍ଦ୍ର ଝନେ ସ୍ନାତକ। ଘରେ ରୁଗୀଆ ମା’ ସଂଗେ ଦୁଇ ବହେନ୍ ଆର ଗୁଟେ ଭାଇ ରହୁଛନ୍। ବାପା ବନେ ବଛରକେତେ ହେଲା ଆରପାରକେ…

