ଜଙ୍ଗଲ ଛାଡି ସହରରେ ବୁଲୁଛି ଭାଲୁ
ନବରଙ୍ଗପୁର,୨୭।୭(ବି.ପ୍ର.)-ସନ୍ଧ୍ୟାହେଲେ ଜମାଲ କଲୋନୀରେ ଦାଣ୍ଡ କବାଟ ଓ ଘରର ମୁଖ୍ୟ ଫାଟକ ବନ୍ଦ ରହୁଛି। ଜନସାଧାରଣ ଭୟଭୀତ ହୋଇ ରହୁଛନ୍ତି। ଜଙ୍ଗଲ ଛାଡି ଏବେ ଦୁଇଟି ଭାଲୁ କଲୋନୀ ଅଞ୍ଚଳରେ ଘୁରି ବୁଲୁଛନ୍ତି। ରାତି ହେଲେ ବନବିଭା କର୍ମଚାରୀ ପଇଁତରା ମାରୁଛନ୍ତି।…
ପକ୍କାଘର କରାଇଦେବାକୁ କହି ମହିଳାଙ୍କୁ ଠକେଇ ଘଟଣା: ମାସେ ପରେ ବି ପୋଲିସ ହାତ ଖାଲି
ନୟାଗଡ଼ ଅଫିସ,୨୭।୭: ଗତ ଜୁନ୍ ମାସ ୨୫ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଯୁବକ ମହିଳାଙ୍କୁ ପକ୍କା ଘର କରାଇଦେବାକୁ କହି ସୁନା ଚେନ୍ ଓ ଟଙ୍କା ଠକି ନେଇ ଫେରାର୍ ହୋଇଯିବା ଘଟଣାକୁ ମାସେ ପୂରିଲାଣି। ହେଲେ ନୟାଗଡ଼…
ଅଧପନ୍ତରିଆ ସୁବର୍ଣ୍ଣରେଖା ପ୍ରକଳ୍ପ
ବାରିପଦା ଅଫିସ,୨୭।୭- ବର୍ଷା ଅଭାବରୁ ମୟୂରଭଞ୍ଜ ଜିଲାରେ ଚାଷକାମ ପଛେଇଛି। ମୌସୁମୀର ଚୁଚକାଳି ଖେଳକୁ ନେଇ ଚାଷୀମାନେ ଆଶା ଆଶଙ୍କାରେ ଅଛନ୍ତି। ତେବେ ଜିଲାରେ ଚାଷ ପାଇଁ କରାଯାଇଥିବା ବିକଳ୍ପ ବ୍ୟବସ୍ଥା ଦିଗହରା ହୋଇପଡିଛି। ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ…
ସବୁଜ ମହାନଦୀ ଅଭିଯାନ ସଚେତନତା ଯାତ୍ରା
ଡୁଙ୍ଗୁରିପାଲି, ୨୭ା୭(ଡି.ଏନ୍.ଏ) ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକରେ ସବୁଜ ମହାନଦୀ ଅଭିଯାନ ସବୁଜିମା ସଚେତନତା ଯାତ୍ରା ଜାତୀୟ ରାଜପଥ ପାର୍ଶ୍ୱରେ ଅନୁଷ୍ଠିତ ହୋଇଯାଇଛି ା ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ବନଖଣ୍ଡ, ବିନିକା ବନାଞ୍ଚଳ ତରଫରୁ ୭୫ ହଜାର ଚାରା ଜନସାଧାରଣଙ୍କୁ ବଣ୍ଟନ…
ସ୍ବଳ୍ପ ବୃଷ୍ଟି: ଚାଷୀ ଆନନ୍ଦିତ: ଜମିରେ ଚାଲିଛି ତଳି ରୁଆ କାର୍ଯ୍ୟ
ନୟାଗଡ଼ ଅଫିସ,୨୭।୭: ଶ୍ରାବଣ ମାସର ୧୦ ଦିନ ବିତିଗଲାଣି। ବର୍ଷା ଯେଉଁଭଳି ଭାବେ ହେବା କଥା ନ ହେବାରୁ ଡହଡ଼ହ ଖରାରେ ଜମି ଫାଟି ଅଁା କରିଥିଲା। ଏହି ସମୟରେ ଗୁରୁବାର ହୋଇଥିବା ବର୍ଷା ଚାଷୀଙ୍କ ମନରେ ଆଶା ସଞ୍ଚାର କରିଛି।…
ପିଇଲା ପାଏନ୍ ସମସିଆରେ ଯୁଝୁଛନ୍ କୁଟ୍ରୁ ଗଁ।ବାସୀ:ଏକା ଝରନ୍ ପାଏନ୍ ସାହାଭରସା
କୋକସରା,୨୭।୭ (ଡି.ଏନ୍.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଁଚେତ୍ ଆଦିବାସୀ ବହୁଲ ହେଇଥିଲାବେଲେ ପଁଚେତ୍ର ଅନେକ ଗଁ। ଜଂଗଲ ଭିତରେ ରହିଛେ। ସେନ୍ତା ସାହାଜଖୋଳ ସଂରକ୍ଷିତ ଜଂଗଲ ଭିତରେ ପଁଚେତ୍ର ରାଜସ୍ବ ଗଁ। କୁଟ୍ରୁ ରହିଛେ। ହେଲେ ଇ ଗଁ।ରେ…
ସମସିଆ ଘେରରେ ମନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଲୟ:ବିପଦ୍ ଅବସ୍ତାରେ ୩ ପଢ଼ାକୁଠି, ବାରନ୍ଡ଼ାରେ ଛାତ୍ରୀଛାତ୍ର
ମନମୁଣ୍ଡା, ୨୭।୭ (ଡି.ଏନ୍.ଏ) ବୌଦ୍ଧ ଜିଲା ମନମୁଣ୍ଡା ସରକାରୀ ଉଚ୍ଚ ପ୍ରାଧମିକ ବିଦ୍ୟାଲୟ ଏହେଦେ ୧୩୮ ବଛର୍ରେ ପୁହୁଁଚିଛେ। ଦିନ୍ ଥିଲା ଇ ସ୍କୁଲର ବହୁତ ନଁା ଥିଲା। ଦୂରିଆ ଗଁାଗଁଡ଼ାରୁ ଛାତ୍ରୀଛାତ୍ର ଇ ସ୍କୁଲକେ ପାଠ୍ ପଢ଼ବାର ଲାଗି…
କମ୍ ବୃଷ୍ଟିପାତ ନେଇ ଚିନ୍ତାରେ ଚାଷୀ
କେନ୍ଦୁଝର, ୨୭।୭ (ସ୍ବ.ପ୍ର./ ଡି.ଏନ.ଏ.)- କୃଷିପ୍ରଧାନ କେନ୍ଦୁଝର ଜିଲାରେ ସ୍ବଳ୍ପ ବୃଷ୍ଟିପାତ ଖରିଫ ଚାଷ କାର୍ଯ୍ୟରେ ବାଧକ ସାଜିଛି। ଚାଷ ଉପଯୋଗୀ ବର୍ଷା ଅଭାବରୁ ଅନେକ ଅଞ୍ଚଳରେ ଜମି ପଡିଆ ପଡିଛି। ପର୍ଯ୍ୟାପ୍ତ ଜଳସେଚନ ସୁବିଧା ନ ଥିବାରୁ ଜିଲାର ବିଭିନ୍ନ…
ରଣପୁର ବ୍ଲକ ସରକାରୀ ଅନୁଦାନରୁ ବଞ୍ଚିତ ୩ ହାଇସ୍କୁଲ: ପଦକ୍ଷେପ ନ ନେଲେ ଆନ୍ଦୋଳନ ଚେତାବନୀ
ରଣପୁର,୨୭ା୭ (ସ୍ବ.ପ୍ର.): ସରକାର ଶିକ୍ଷାର ଉନ୍ନତୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଠିକ୍ ଭାବେ ସମୀକ୍ଷା ହେଉ ନ ଥିବାରୁ ଛାତ୍ରୀଛାତ୍ର ଏହାର ସୁଫଳ ପାଇପାରୁନାହାନ୍ତି। କିଛି ସ୍ଥାନରେ ଶିକ୍ଷୟିତ୍ରୀଶିକ୍ଷକ ଓ କର୍ମଚାରୀ ମଧ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ…
ଶିକ୍ଷକଙ୍କ ବଦଳି ବାତିଲ ଦାବି :ଦେଓଗାଁ ପ୍ରାଥମିକ ସ୍କୁଲରେ ତାଲା ବନ୍ଦ
କଣ୍ଟାମାଳ,୨୭।୭ (ଡି.ଏନ.ଏ) ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଦେଓଗାଁ ନୂତନ ପ୍ରକଳ୍ପ ପ୍ରାଥମିକ ସ୍କୁଲରେ ଶୁକ୍ରବାର ୧୦ଟାରେ ଅଭିଭାବକ ଓ ଛାତ୍ରୀଛାତ୍ର ତାଲା ପକାଇ ଧାରଣା ଦେଇଛନ୍ତି । ଜଣେ ଶିକ୍ଷକଙ୍କ ବଦଳି ବାତିଲ କରିବାକୁ ସ୍କୁଲରେ ତାଲା ପକାଇ ଶିକ୍ଷାଦାନ…
ଦିବ୍ୟାଙ୍ଗ ବୁରୁଧ୍କୁଁ ଉଧାର କଲେ ସ୍ବେଚ୍ଛାସେବୀ
ବିଜେପୁର, ୨୭।୭ (ଡି.ଏନ.ଏ): ବରଗଡ଼ ଜିଲା ବିଜେପୁର ବ୍ଲକ ଅଧୀନ ଖରମୁଣ୍ଡା ଗଁା ପାସର ମାମା ଛକ୍ରେ ଦିବ୍ୟାଙ୍ଗ ବୁରୁଧ୍ ବିରଞ୍ଚତ୍ ତାଣ୍ଡି ଅସାହା ହେଇ ପଡ଼ିରହିଥିଲେ। ଇ ଖବରଟା ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଉତାରୁ ବରଗଡ଼ ଜିଲାର ସ୍ବେଚ୍ଛାସେବୀ…
ସେବାଶ୍ରମରେ ଅବ୍ୟବସ୍ଥା, ଗ୍ରାମବାସୀଙ୍କ ପ୍ରତିବାଦ
ବରଗଡ଼ ଅଫିସ୍,୨୭।୭ ବରଗଡ଼ ବ୍ଲକ ଅନ୍ତର୍ଗତ ପ୍ରଧାନପାଲି ସେବାଶ୍ରମ ସ୍କୁଲରେ ଖୋଦ୍ ପ୍ରଧାନସେବକ ସ୍କୁଲର ସେବିକା ତଥା ଅନ୍ତେବାସିନୀ ପିଲାମାନଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏ ନେଇ ସେବାଶ୍ରମ ସ୍କୁଲର କର୍ମଚାରୀମାନେ ଗତ ସୋମବାର ଜିଲା ମଙ୍ଗଳ…

