ଶିଶୁ ସୁରକ୍ଷା କାର୍ଯ୍ୟକ୍ରମର ସମୀକ୍ଷାସୁରକ୍ଷା, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମ କରିବା
ନୂଆପଡା ଅଫିସ,୩ା୮ ଜଣେ ସୁରକ୍ଷିତ ଶିଶୁ ହିଁ ଦେଶର ଉଜ୍ୱଳ ଭବିଷ୍ୟତ । ଶିଶୁଙ୍କୁ ଉପଯୁକ୍ତ ସୁରକ୍ଷା ଦେବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମକୁ ଅହରହ କାମ କରିବାକୁ ପଡିବ ବୋଲି ଜିଲାପାଳ ମଧୁସ୍ମିତା ସାହୁ କହିଛନ୍ତି ।…
ଦେଢ ମାସରେ ବଦଳିଗଲା ନିୟମ : ବିଦ୍ୟାଳୟ ମିଶ୍ରଣକୁ ନେଇ ତେଜୁଛି ଅସନ୍ତୋଷ
ବାଲିକୁଦା,୩ା୮(ସ୍ବ.ପ୍ର.): ଚାପରେ ଶିକ୍ଷା ବିଭାଗ। ମାତ୍ର ଦେଢ ମାସରେ ବଦଳିଗଲା ବିଦ୍ୟାଳୟ ମିଶ୍ରଣ ନିୟମ। ତାହା ପୁଣି ନିର୍ଦ୍ଦିଷ୍ଟ ଏକ ବିଦ୍ୟାଳୟ ପାଇଁ। ସୂଚନା ଅନୁଯାୟୀ, ବାଲିକୁଦା ବ୍ଲକ ବଘେଇପୁର ପ୍ରାଥମିକ ବିଦ୍ୟାଳୟକୁ ପ୍ରଥମେ ଗତ ଜୁନ ୧୩ରେ କପୁରାବେଲାରୀ ପ୍ରକଳ୍ପ…
ସାରାବଙ୍ଗ ପଞ୍ଚାୟତ ସମ୍ମୁଖରେ ଧାରଣା
ନୂଆପଡା ଅଫିସ,୩ା୮ ନୂଆପଡା ଜିଲା ସଦର ବ୍ଲକ ସାରାବଙ୍ଗ ପଞ୍ଚାୟତରେ ଉନ୍ନୟନ କାମରେ ଅନିୟମିତତା ହୋଇଥିବା ନେଇ ସାରାବଙ୍ଗ ଗ୍ରାମବାସୀ ଆଜକୁ ଦେଢ ମାସ ହେବ ଧାରଣା ଦେଇଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପୁଞ୍ଜିଭୂତ ହେଉଛି…
ଦାବି ପୂରଣ ପାଇଁ ଖବରଦାତାଙ୍କ ପ୍ରତୀକ ଧାରଣା
ଦଶପଲ୍ଲା,୩ା୮(ଡି.ଏନ.ଏ.): ଦଶପଲ୍ଲା ଥାନା ସମ୍ମୁଖରେ ଖବରଦାତା କ୍ରିୟାନୁଷ୍ଠାନ କମିଟି ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ଧାରଣା ଶୁକ୍ରବାର ଆରମ୍ଭ ହୋଇଛି। ଜୁନ୍ ୧୦ରୁ ୧୪ତାରିଖ ପର୍ଯ୍ୟନ୍ତ ସେମାନେ ନିଜର ଦାବି ପୂରଣ ପାଇଁ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ତେବେ ୫ମ ଦିବସରେ…
ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ଯାତ୍ରୀ
କୋକସରା,୩।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଆମପାଣି ଥାନା ଅଧୀନ ୨୬ ନଂ. ଜାତୀୟ ରାଜପଥ ସିଉନି ଗାଁ ବିଦ୍ୟାଳୟ ସାମ୍ନା ବୁଲାଣିରେ ଶୁକ୍ରବାର ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଥିବା…
ପରିଚଏ ଖୁଜୁଛେ କୁଦେଲପଟା ଗଁ। ହକ୍, ମଉଲିକ ସୁବିଧାରୁ ବଁଚିତ୍ ଗଁ। ବାସୀ
ଭବାନୀପାଟଣା,୩।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସଦରନୁ ୧୪ କି.ମି. ଦୂରେ ରହିଛେ ତ୍ରିଲୋଚନପୁର ପଁଚେତ୍ ଅଧୀନ କୁଦେଲପଟା ଗଁା। ଗଁାଟା ନିୟମଗିରି ପାଡାଡ଼ ଅଂଚଲରେ ରହିଥିଲାବେଲେ ଗଁାର ବଡ଼ଭାଗି ଲୋକ ଡଙ୍ଗରିଆ କଁଧ୍ ସମାଜର। ସେନ୍ତା ଗଁାରେ ଅନେକ ସିକକା…
ରଘୁନାଥ ଜୁନିୟର ମହାବିଦ୍ୟାଳୟ ନବାଗତ ଶିକ୍ଷାର୍ଥୀଙ୍କୁ ସ୍ବାଗତ
ବୋଲଗଡ଼,୩ା୮(ଡି.ଏନ.ଏ.): ବୋଲଗଡ଼ ବ୍ଲକ ଦେଉଳିସ୍ଥିତ ରଘୁନାଥ ଜୁନିୟର ମହାବିଦ୍ୟାଳୟରେ ନାମ ଲେଖାଇଥିବା ଚଳିତବର୍ଷର ୧ମ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଶୁକ୍ରବାର ଏକ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯୁକ୍ତଦୁଇ ୨ୟ ବର୍ଷ ଛାତ୍ରୀଛାତ୍ର ତଥା ଅନୁଷ୍ଠାନ ପକ୍ଷରୁ ନବାଗତଙ୍କ ନିମନ୍ତେ…
ଚିକିସତ୍ା ଲାଗି ବଁଧା ପଡ଼ଲା ରାଶନ କାର୍ଡ:କଟକ ବଡ଼ ଡାକ୍ତରଖାନା ଗଲେ ରାଜେନ୍ଦ୍ର
କଣ୍ଟାମାଳ,୩।୮(ଡି.ଏନ୍.ଏ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ସହରିପାଲି ଗଁାର ରାଜେନ୍ଦ୍ର କଲତା(୨୭)। ସେ ଗୁଟେ ଦୁରଘଟନାର ଶିକାର ହେଇ ବୁର୍ଲାରେ ଚିକିସତ୍ିତ ହେଉଥିଲେ। ହେଲେ ଡାକ୍ତର ରାଜେନ୍ଦ୍ରକଁୁ ଉଚ ଚିକିସତ୍ା ଲାଗି କଟକ ନେବାକେ ପଡ଼ବା ବଲି ପରାମଶ ଦେଇଥିଲେ। ଏନ୍ତାଥି…
ଆବାସ ଯୋଜନାରୁ ବଁଚିତ୍ ନିଅଁ। ସି ପରିବାର:ତାଲିକାର ନମ୍ବର ଦେଖି ଦିନ୍ଯାଉଛେ
ଅତାବିରା, ୩।୮ (ଡି.ଏନ୍.ଏ): ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍ କର୍ମୀଟିକ୍ରାର ଗୁଟେ ଅସାହା ପରିବାର ଘର ଅଭାବୁ ପରହର ଘରେ ଆଶ୍ରେ ନେଇଛନ୍। ଏନ୍ତାଥି ପରିବାରଟା ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ପଁଚେତ୍ରେ ଗୁହାରି କରି ନିରାଶ…
ରାସ୍ତାରେ ପଲ୍ହା ରୁଇଲେ ଗଁ। ବାସୀ
ଜାମଟିକ୍ରା, ୩।୮ (ଡି.ଏନ୍.ଏ): ଗଁା ଗଁାରେ ହେବା ବିକାଶ। ହଁସ୍ବେ ଜନତା ଆର ବିକାଶ ହେବା ଗଁାର। ଏନ୍ତା ସବୁ ନାରା ଦେଇ ସରକାର ପରଚାର ପରସାର କରୁଛନ୍। ସେନ୍ତା ରାଏଜ୍ ସରକାର ଆମ ଗଁା ଆମ ବିକାଶ ଯୋଜନାରେ…
ଚଢା ଦରରେ ବିକ୍ରି ହେଉଛି ୟୁରିଆ: ବସ୍ତା ପ୍ରତି ୨୬୬ ପରିବର୍ତ୍ତେ ନେଉଛନ୍ତି ୩୬୦ ଟଙ୍କା
ନୟାଗଡ଼ ଅଫିସ,୩ା୮: ନୟାଗଡ଼ ବ୍ଲକ ଇଟାମାଟିର ଏକ ସାର ବିକ୍ରୟ କେନ୍ଦ୍ରରୁ ଜଣେ ଚାଷୀ ଶୁକ୍ରବାର ୟୁରିଆ ବସ୍ତା ପିଛା ୩୬୦ ଟଙ୍କାରେ କିଣିଥିଲେ। ଚାଷୀ ଜଣକ ଏତେ ଟଙ୍କା କାହିଁକି ନେଉଛ ବୋଲି ପଚାରିବାରୁ ଦୋକାନୀ ଗାଡ଼ି ଖର୍ଚ୍ଚ ବାବଦକୁ…
ହିତାଧିକାରୀ ବଛାନିଛାରେ ଗପଲତି ଅଭିଯୋଗ:ଆବାସ ଯୋଜନାରୁ ବଁଚିତ୍ ହକ୍ଦାର ହିତାଧିକାରୀ
ଲୋଇସିଂହା,୩।୮(ଡି.ଏନ୍.ଏ.): ୨୦୨୨ ତକ୍ ଦେଶର ସବୁ ମାଟି ଘର ପକାଘରରେ ପରିନତ କରବାକେ କେନ୍ଦ୍ର ଆର ରାଏଜ୍ ସରକାର ଯୋର ଦେଇ କହୁଛନ୍। ଇଆଡ଼େ ନିହାତି ଗରିବ୍ ଦୁଖି, ହକ୍ଦାର ହିତାଧିକାରୀ ବଛାନିଛାରେ ଗପଲତି ଲାଗି ଯୋଜନାର ଲାଭ ନାଇଁପାଏବାର। ସେନ୍ତା…

