ଆମ ଜିଲା ଖବର

ନିଷ୍କାସିତ ହୋଇପାରୁନି ନର୍ଦ୍ଦମା, ବର୍ଷା ଜଳ: ପଦକ୍ଷେପ ନ ହେଲେ ଆନ୍ଦୋଳନ ଚେତାବନୀ

ଖଣ୍ଡପଡ଼ା,୧୪ା୮(ସ୍ବ.ପ୍ର.)-ମନ୍ଦିର ଉନ୍ନତି ନାମରେ ଦେବୋତ୍ତର ବିଭାଗ ବିଭିନ୍ନ ସ୍ଥାନରେ ଥିବା ଦେବୋତ୍ତର ଜାଗାକୁ ବିକ୍ରିକରି ଦେବା ଯୋଗୁ ଏହା କଣ୍ଟିଲୋ ଗ୍ରାମବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ା କାରଣ ଏହି ଭୂମିକୁ ଲୋକେ କ୍ରୟ କରି ଖାଲ, ଢିପ ଓ…

ଭ୍ରାମ୍ୟମାଣ ମାଗଣା ଚିକିତ୍ସା ଶିବିର ଉଦ୍‌ଘାଟିତ:୨ୟ, ୪ର୍ଥ ମଙ୍ଗଳବାର ଜାରି ରହିବ କାର୍ଯ୍ୟକ୍ରମ

ବୋଲଗଡ଼,୧୪ା୮(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇଦେଶ ପଞ୍ଚାୟତ କାର୍ଯ୍ୟାଳୟଠାରେ ମଙ୍ଗଳବାର ପିପୁଲ୍ସ ଫୋରମ୍‌ ପକ୍ଷରୁ ଭ୍ରାମ୍ୟମାଣ ମାଗଣା ଚିକିତ୍ସା ଶିବିର ଉଦ୍‌ଘାଟିତ ହୋଇଯାଇଛି। ଅନ୍ନପୂର୍ଣ୍ଣା ଫାଇନାନ୍ସ ଏଥିରେ ସହଯୋଗ କରିଥିଲା। ଶିବିରରେ ଶିଶୁ ଓ ସ୍ତ୍ରୀ ରୋଗ ଚିକିତ୍ସା ସୁବିଧା ସହ ପରାମର୍ଶ ଦିଆଯାଇଥିଲା।…

ପିଆଇସିଟିକୁ ଅହେତୁକ ଅନୁକମ୍ପା : କ୍ଲିନ କାର୍ଗୋ ବର୍ଥରେ ପରିବହନ ହେଉଛି ଡଷ୍ଟ କାର୍ଗୋ

ପାରାଦୀପ,୧୪ା୮(ସ୍ବ.ପ୍ର.): ଦେଶର ଦ୍ୱିତୀୟ ବୃହତ ବନ୍ଦର ପାରାଦୀପରେ ଏବେ ପର୍ଯ୍ୟାୟ କ୍ରମେ ସବୁ ବ୍ୟବସ୍ଥାର ଘରୋଇକରଣ ହୋଇଚାଲିଛି। ଏହି ବ୍ୟବସ୍ଥାରେ ବନ୍ଦର ବର୍ଥଗୁଡିକ ଘରୋଇ ସଂସ୍ଥାକୁ ବିଓଟି ( ବିଲ୍ଡ ଅପରେଟ ଆଣ୍ଡ ଟ୍ରାନ୍ସଫର) ଦାୟିତ୍ୱ ଦିଆଯାଉଛି। ଏବେ ସୁଦ୍ଧା ୪ଟି…

ବର୍ଷାଦିନେ ନଦୀବନ୍ଧ ପଥର ପ୍ୟାକିଂ : ସୂଚନା ଫଳକରେ ସୀମିତ ରହିଛି କାର୍ଯ୍ୟ

ନାଉଗାଁ,୧୪।୮(ସ୍ବ.ପ୍ର.): ନାଉଗାଁ ବ୍ଲକର ଗଜରାଜପୁର, ରୋହିଆ, ବଛାଳୋ, ଗଳଦାରୀ, ଶିଖର, ଓଷକଣା ଓ କୋରୁଅ ଆଦି ପଞ୍ଚାୟତ ଦେଇ ପ୍ରବାହିତ ହୋଇଛି ଦେବୀ ନଦୀ। ତଳିଆ ଅଞ୍ଚଳ ହୋଇଥିବାରୁ ଅତ୍ୟଧିକ ବର୍ଷା ହେଲେ କିମ୍ବା ନଦୀରେ ବନ୍ୟା ଆସିଲେ ଏସବୁ ପଞ୍ଚାୟତର…

ପାଏନ୍‌ ଘେରରେ ଗୌଡ଼ଗାଁ ଅଙ୍ଗନଓ୍ବାଡି କେନ୍ଦ୍ର

ଉଲୁଣ୍ଡା,୧୪ା ୮(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକରେ ଦିନାକେତେ ହେଲା ଲଘୁଚାପ ପରଭାବରେ ବରଷା ଲାଗି ରହିଛେ। ଲଗାତାର ବରଷା ଲାଗି ଗୌଡ଼ଗଁା ୧ ନମ୍ବର ଅଙ୍ଗନଓ୍ବାଡି କେନ୍ଦ୍ରର ଚାର୍‌ହିକୁତି ପାଖାପାଖି ୨ ଫୁଟ୍‌ ପାଏନ୍‌ ଜମିଥିବାର ମଙ୍ଗଲବାର ଦେଖ୍‌ବାକେ ମିଲିଛେ।…

ଘର ଭାଂଗିଦେଲା ଜଂଗଲି ହାତୀ:ଅଲପ୍‌କେ ବରତିଲେ ପରିବାର ଲୋକ୍‌

ଉଲୁଣ୍ଡା, ୧୪ା୮ (ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୋଟସମଲାଇ ପଁଚେତ୍‌ ଖଜୁରିଆପାଲି ଗଁାରେ ଜଂଗଲି ହାତୀକର ଉତ୍‌ପାତ ଦେଖ୍‌ବାକେ ମିଲିଛେ। ସୋମବାର ଅଧ୍‌ରାତିରେ ଇ ଗଁାର କିଶୋର ଗଡୁଆକଁର ଘର ଭାଂଗିଦେବାର ସଂଗେ ଜିନିଷପାତି ଭଂଗାରୁଜା କରିଥିବାର ଜନାଯାଇଛେ। କିଶୋରକଁର…

ଜିଲା ପରିଷଦ ଜୋନସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ସିନାପାଲି,୧୪।୮(ଡି.ଏନ.ଏ.)-ନୂଆପଡ଼ା ଜିଲା ସିନାପାଲି ବ୍ଲକ୍‌ କାର୍ଯ୍ୟାଳୟ ସଭାଗୃହରେ ୧୪ ନଂ. ଜିଲା ପରିଷଦ ଜୋନସ୍ତରରେ ସମସ୍ତ ବିଦ୍ୟାଳୟ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲ। ଗୋଷ୍ଠୀ ଶିକ୍ଷାଧିକାରୀ ଜଗଦୀଶ ପ୍ରସାଦ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏବିଇଓ ଉତ୍କଳମଣି…

ଗୋଡଫୁଲା ଗାଁ ବସ୍ତିରେ ଆଣ୍ଠୁଏ ପାଣି

ନୂଆପଡା ଅଫିସ,୧୪ା୮-ନୂଆପଡା ଜିଲା ସଦର ବ୍ଲକର ଗୋଡଫୁଲା ଗ୍ରାମପଞ୍ଚାୟତ ସଦର ଗାଁରେ ଲଗାଣ ବର୍ଷା ଲାଗିରହିଥିବାରୁ ଏଠାରେ ନାହିଁ ନ ଥିବା ଅସୁବିଧା ହୋଇଛି । ଗାଁରେ ଠିକ ଭାବେ ଡ୍ରେନେଜ ବ୍ୟବସ୍ଥା ନ ଥିବାବେଳେ କିଛି ଅସାଧୁ ଲୋକ ପାଣିକୁ…

ଦୃଷ୍ଟି ବାଧିତ ଶିଶୁଙ୍କର ଶିଖିବାର ଅଧିକାର ରହିଛି: ଦୃଷ୍ଟିବାଧିତଙ୍କୁ ଡେଜିପ୍ଲେୟର ବଣ୍ଟନ

ନୂଆପଡା ଅଫିସ,୧୪ା୮-ଭିନ୍ନକ୍ଷମମାନେ ଅକ୍ଷମ ନୁହନ୍ତି। ସେମାନଙ୍କଠାରେ ଅନନ୍ୟ ପ୍ରତିଭା ଭରି ରହିଛି । ସେମାନଙ୍କ ମଧ୍ୟ ଶିକ୍ଷାଧିକାର ରହିଛି। ବିଶେଷ କରି ଦୃଷ୍ଟିବାଧିତ ଶିଶୁଙ୍କ ଶିଖିବାର ଅଧିକାରକୁ ଅଗ୍ରାଧିକାର ଦେବାର ପରମକର୍ତ୍ତବ୍ୟ ରହିଛି ବୋଲି ମତପ୍ରକାଶ ପାଇଛି । ମଙ୍ଗଳବାର ସ୍ଥାନୀୟ…

ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଡଙ୍ଗା ଅଚଳ: ଅଳ୍ପକେ ବର୍ତ୍ତିଲେ ୧୫ ଯାତ୍ରୀ

କଲମପୁର/ଭବାନୀପାଟଣା,୧୪।୮(ଡି.ଏନ.ଏ.)କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କଣାସୁକୁଲି ଡଙ୍ଗାଘାଟରୁ ୧୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଯାନ୍ତ୍ରିକ ତ୍ରୁଟି ଯୋଗୁ ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଫସି ରହିଥିଲେ। ଡଙ୍ଗା ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀମାନେ ଅଳ୍ପକେ ରକ୍ଷା…

କର୍ଲାମୁଣ୍ଡା ବ୍ଲକ ସର୍ବାଧିକ ୬୦୮ ମି.ମି. ବର୍ଷା ରେକର୍ଡ: ଶତାଧିକ ଲୋକେ ବିଭିନ୍ନ ସ୍ଥାନରେ ଆଶ୍ରୟ

କର୍ଲାମୁଣ୍ଡା,୧୪।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ସୋମବାରଠାରୁ ମଙ୍ଗଳବାର ୧୨ଟା ସୁଦ୍ଧା ପ୍ରବଳ ବର୍ଷା ହୋଇଛି। ଏହି ବ୍ଲକରେ ସର୍ବମୋଟ ୬୦୮ ମି.ମି. ବର୍ଷା ରେକର୍ଡ ହୋଇଛି । ବର୍ଷା ଯୋଗୁ ବ୍ଲକର ବିଭିନ୍ନ ସ୍ଥାନରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଆଶ୍ରୟ ନେଇଥିବା…

ଲଘୁଚାପ ବରଷାର ପରଭାବ:ଭାଂଗଲା ଅନେକ ଘର, ବିଦ୍ୟୁତ ସେବା ଠପ୍‌

ବିଜେପୁର, ୧୪।୮ (ଡି.ଏନ୍‌.ଏ.): ଲଘୁଚାପ ପରଭାବରେ ବରଗଡ଼ ଜିଲା ବିଜେପୁର ଅଂଚଲରେ ଗଲା ରଏବାର ବେଲବୁଡାନୁ ସୋମବାର ଦୁଇପହର ତକ୍‌ ବରଷା ଲାଗି ରହିଥିଲା। ବରଷାରେ ଅଂଚଲର ବହୁତ୍‌ ଲୁକ୍‌କର ଘରଦୁଆର ଭାଂଗି ଯାଇଥିବାର ଜନାଯାଇଛେ। ହେଲେ ଇଥ୍‌ରେ କେହି ଖଁଡ଼ିଆଡଁଡ଼ିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?