ଆମ ଜିଲା ଖବର

ଖରାପ ରାସ୍ତା ଯୋଗୁ ଆସିଲାନି ଆମ୍ବୁଲାନ୍ସ:ଖଟିଆରେ ବୁହା ହେଲେ ଗର୍ଭବତୀ

ମାଲକାନଗିରି/ଗୋବିନ୍ଦପାଲି,୧ା୯ (ସ୍ବ.ପ୍ର./ଡି.ଏନ.ଏ.)-ମାଲକାନଗିରି ଜିଲାର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚତ୍ପାରୁନି। ଉକ୍ତ ଅଞ୍ଚଳକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଗାଡି ଯାଇପାରୁ ନ ଥିବାରୁ ଜନନୀ ଯନ୍ତ୍ରଣା ବଢିବାରେ ଲାଗିଛି। ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ଆଣିବାକୁ ପଡୁଛି। ଏପରି ଏକ ଦୃଶ୍ୟ ରବିବାର…

ଗ୍ୟାଙ୍ଗଷ୍ଟର ପାପା ପଣ୍ଡା ଗିରଫ

ବାଲେଶ୍ୱର ଅଫିସ,୧।୯-ବାଲେଶ୍ୱର ସହର ତଥା ଆଖପାଖ ଅଞ୍ଚଳରେ ଦୀର୍ଘଦିନ ଧରି ଆତଙ୍କ ସୃଷ୍ଟି କରୁଥିବା ଗ୍ୟାଙ୍ଗଷ୍ଟର ପାପା ଓରଫ୍‌ ଚିନ୍ମୟ ପଣ୍ଡା (୪୦)ଙ୍କୁ ବାଲେଶ୍ୱର ପୋଲିସ ଗିରଫ କରିଛି। ତାଙ୍କ ନାମରେ ସହଦେବଖୁଣ୍ଟା ମଡ଼େଲ ଥାନାରେ ୪, ଟାଉନ୍‌ ଥାନାରେ ୮,…

ଏଟିଏମ୍‌ ତାଡ଼ି ଟଙ୍କା ଲୁଟ୍‌

ଛେଣ୍ଡିପଦା,୧ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଲକ୍ଷ୍ମୀ ବଜାରଠାରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ ତାଡ଼ି ଶନିବାର ରାତିରେ ଦୁର୍ବୃତ୍ତମାନେ ଟଙ୍କା ଲୁଟ୍‌ କରିଛନ୍ତି। କେତେ ପରିମାଣର ଟଙ୍କା ଲୁଟ୍‌ ହୋଇଛି ତାହା ତଦନ୍ତ ପରେ ଜଣାପଡିବ ବୋଲି…

ପୂଜା ଚାନ୍ଦା ନଦେବାରୁ ଟ୍ରକ କାଚ ଭାଙ୍ଗିଦେଲେ

ବାଲିଗୁଡା/ତୁମୁଡିବନ୍ଧ,୧ା୯(ଡି.ଏନ୍‌.ଏ)- ଗଣେଶ ପୂଜା ପାଇଁ ଚାରିଆଡେ ଚାଲିଛି ବ୍ୟାପକ ପ୍ରସ୍ତୁତି। ଧୁମ୍‌ଧାମରେ ପାଳନ କରିବାକୁ ଚାଲିଛି ପ୍ରତିଯୋଗିତା। ହେଲେ ଜବରଦସ୍ତ ଚାନ୍ଦା ଆଦାୟ ଗାଡି ଚାଳକଙ୍କୁ ଅସୁବିଧାରେ ପକାଉଛିl ୫୯ ନମ୍ବର ଜାତୀୟ ରାଜପଥ ଉପରେ ଆଦାୟ କରାଯାଉଛି ଗଣେଷ ପୂଜା…

ଶେରଗଡ ସମିତିସଭ୍ୟା ପଦବୀ ଅସିଦ୍ଧ ଘୋଷଣା: ସ୍ଥଗିତାଦେଶ ଆଣିଲେ ବିଜୟୀ ପ୍ରାର୍ଥିନୀ

ଶେରଗଡ,୧ା୯(ଡି.ଏନ.ଏ.)- ଶେରଗଡ ପଞ୍ଚାୟତ ସମିତିସଭ୍ୟା ପଦବୀକୁ ନେଇ ବିବାଦ ଥମୁନି। ପରାଜିତ ପ୍ରାର୍ଥତ୍ନୀ ବିଜୟୀ ପ୍ରାର୍ଥତ୍ନୀଙ୍କ ନିର୍ବାଚନ ଲଢିବାକୁ ବୟସ ହୋଇ ନ ଥିବାରୁ ତାଙ୍କ ପଦବୀକୁ ଅସିଦ୍ଧ ଘୋଷଣା କରିବାକୁ କୋର୍ଟରେ ପିଟିଶନ ଦାଖଲ କରିଥିଲେ। ଫଳରେ କୋର୍ଟ ସମିତିସଭ୍ୟା…

ଆମ ଗଁା ଆମ ବିକାଶ ଯୋଜନାରେ ଚଞ୍ଚକତା: କ୍ଷେତ୍ରୀୟ ତଦନ୍ତ କଲେ ଅମ୍ବୁଡସ୍‌ମ୍ୟାନ

ଭଦ୍ରକ ଅଫିସ, ୧।୯- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ନୂଆଗଁା ପଞ୍ଚାୟତ ଜନ୍ତୁଆଳି ଗ୍ରାମରେ ‘ଆମ ଗଁା ଆମ ବିକାଶ’ ଯୋଜନାରେ ୪ ଲକ୍ଷ ଟଙ୍କାର ଦୁର୍ନୀତି ଓ ଚଞ୍ଚକତା ନେଇ ଅଭିଯୋଗ ହୋଇଥିଲା। ଜିଲା ଅମ୍ବୁଡସ୍‌ମ୍ୟାନ ଲଳିତା ମିଶ୍ର…

ଦୁର୍ବୃତ୍ତ ଲୁଟି ନେଲେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର, ଟଙ୍କା

ଖୋର୍ଦ୍ଧା ଅଫିସ,୧।୯ :ଖୋର୍ଦ୍ଧା ଆଦର୍ଶ ଥାନା ଶିଳ୍ପାଞ୍ଚଳ ଫାଣ୍ଡିର ମୁକୁନ୍ଦପ୍ରସାଦ ଝରଟାଙ୍ଗିରେ ଏକ ବଡଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ଝରକା ଗ୍ରୀଲ ତାଡି ଶନିବାର ରାତିରେ କିଶୋର ପଟ୍ଟନାୟକଙ୍କ ଘରୁ ୧୦ ଭରି ସୁନା, ୩ ଭରି ରୁପା ଅଳଙ୍କାର ଓ…

ସ୍ବାଧୀନ ତିଆରି କଲେ ସୁବଠାରୁ କ୍ଷୁଦ୍ରତମ ଗଣେଶ ମୂର୍ତ୍ତି

ପୁରୁଣା ଭୁବନେଶ୍ୱର, ୧। ୯ (ଡି.ଏନ.ଏ.)- ବିଘ୍ନରାଜ ଗଣପତିଙ୍କ ପୂଜାକୁ ନେଇ ମନ୍ଦିରଠାରୁ ମଣ୍ଡପ ଯାଏ ଚଳଚଞ୍ଚଳ ହୋଇ ଉଠିଛି। ଅଧା ଇଞ୍ଚରୁ ଟିକେ ଅଧିକ ଉଚ୍ଚତା ବିଶିଷ୍ଟ ଗଜାନନଙ୍କ କ୍ଷୁଦ୍ରତମ ମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱରର ଜଣେ…

ଗଛରେ ପିଟିହୋଇ ବାଇକ୍‌ଚାଳକ ମୃତ

ରାଇସୁଆଁ,୧।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ରେଞ୍ଜ ପୋଟଳ ଗାଁର ଜଣେ ବ୍ୟକ୍ତି ବାଇକ୍‌ରେ ଯାଉଥିବାବେଳେ ହାତୀପଲଙ୍କୁ ଦେଖି ଭୟଭୀତ ହୋଇ ଦ୍ରୁତ ଗତିରେ ପଳାଉଥିବାବେଳେ ଗାଡ଼ିଟି ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ପୋଟଳ…

ରାସ୍ତାରୋକୋ ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ : ଯୁବକ କୋର୍ଟଚାଲାଣ

ଯୋଡ଼ା,୧।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜରିବାହାଲଠାରେ ଶନିବାର ଛାତ୍ରୀଛାତ୍ରଙ୍କ ଦ୍ୱାରା ହୋଇଥିବା ରାସ୍ତାରୋକୋ ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା…

ଉଧାର ଟଙ୍କା ନ ଦେବାରୁ ଠେଙ୍ଗାରେ ପିଟି ହତ୍ୟା : ଅଭିଯୁକ୍ତ ଅଟକ

କେସିଙ୍ଗା,୧।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଗାଈଗା ପଞ୍ଚାୟତର କେରୋକୁଡ଼ା ଗ୍ରାମର ଶୁକଦେବ ସା(୩୫)ଙ୍କୁ ସେହି ଗ୍ରାମର ବିଭୂତି ବୁଦ୍ଧିଆ (୩୦) ଠେଙ୍ଗାରେ ପିଟି ହତ୍ୟା କରିଥିବା ପୋଲିସ ସୂତ୍ରରୁ ପ୍ରକାଶ। ସୂଚନାନୁଯାୟୀ, ଶୁକଦେବଙ୍କୁ କିଛିଦିନ ତଳେ ବିଭୂତି ୬…

ମୁନିଗୁଡ଼ାରେ ପୁଣି ହାତୀ ଆତଙ୍କ: ଭାଙ୍ଗିଲେ ଘର, ଉଜାଡିଲେ ଫସଲ; ସହାୟତା ଦାବି

ମୁନିଗୁଡ଼ା,୧।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ରେଞ୍ଜ ଅଧୀନରେ ଦୀର୍ଘ ଏକ ମାସ ଧରି ହାତୀପଲ ବହୁ ଫସଲ ଓ ଘର ନଷ୍ଟ କରୁଥିବା ବେଳେ ଶନିବାର ରାତିରେ ମୁନିଗୁଡ଼ା ବ୍ଲକ ତଥା ମୁନିଗୁଡ଼ା ରେଞ୍ଜ ଅଧୀନସ୍ଥ ନିୟମଗିରି ପାଦ ଦେଶରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?