ଆମ ଜିଲା ଖବର

ଭାଙ୍ଗିଲା ଫାପୁଡିଆ ନାଳ ପୋଲ: ଆନନ୍ଦପୁରକୁ ସିଧାସଳଖ ଯୋଗାଯୋଗ ବିଚ୍ଛିନ୍ନ

ଆନନ୍ଦପୁର,୮। ୯(ସ୍ବ.ପ୍ର.)-୨୦ ନଂ ଜାତୀୟ ରାଜପଥର ଆନନ୍ଦପୁର ଠାରୁ ସରେଇ ଗ୍ରାମକୁ ଯୋଗେଯାଗ କରୁଥିବା ରାସ୍ତାର ଫାପୁଡିଆ ନାଳ ଉପରେ ହୋଇଥିବା ପୋଲ ଭୁଶୁଡ଼ି ପଡିଛି। ଶନିବାର ରାତି ପାଖାପାଖି ୧୦ଟା ସମୟରେ ଏହି ପୋଲ ଭୁଶୁଡିଥିବା ଗ୍ରାମବାସୀ କହିଛନ୍ତି। ପୂର୍ବଦିନ…

ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା: ଫେରାର ଅଭିଯୁକ୍ତ ଗିରଫ

ତିହିଡ଼ି, ୮।୯ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ରାଜନଗର ପଞ୍ଚାୟତ ଅଧୀନ ଚାରିତରଫ ଗ୍ରାମର ସାବିତ୍ରୀ ମହାକୁଡ଼ ନାମ୍ନୀ ଜଣେ ଯୁବତୀଙ୍କୁ ଗତ ମାସ ୨୯ ତାରିଖ ରାତିରେ ବଳାତ୍କାର ପରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା।…

ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ଥାନା ଏଏସ୍‌ଆଇ

ଭବାନୀପାଟଣା,୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଏଏସ୍‌ଆଇ ରାଜ କପୁର ବେହେରା ରବିବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି। ଏକ ଜମିଜମା ସମନ୍ଧୀୟ କେସ ସମାଧାନ ପାଇଁ ଡୁଡ଼କେଲ ଗ୍ରାମର ତ୍ରିନାଥ ନାଏକଙ୍କ ଠାରୁ ୧୦…

ରେଳଫାଟକ ବନ୍ଦଥିବାରୁ ଗୁରୁତର ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ: ମାନବାଧିକାର କମିଶନରଙ୍କ ଦ୍ୱାରସ୍ଥ ହେଲେ ସ୍ବେଚ୍ଛାସେବୀ

ଭବାନୀପାଟଣା,୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ବେଲଖଣ୍ଡି ଗାଁରେ ସାପ କାମୁଡାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ସମୟରେ କେସିଙ୍ଗା ରେଳ ଫାଟକ ବନ୍ଦ ରହିଥିଲା। ଫଳରେ ଆମ୍ବୁଲାନ୍ସ ୪୫ ମିନିଟ୍‌ ଅଟକି ରହିଥିଲା। ଏହି…

କଳାହାଣ୍ଡିରେ ବନ୍ୟା ବିତ୍ପାତ : ଅଞ୍ଚଳବାସୀ ଆତଙ୍କିତ

ଭବାନୀପାଟଣା,୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ମଙ୍ଗଳପୁରସ୍ଥିତ ହାତୀ ବ୍ୟାରେଜର ୪ଟି ରେଡିଏଲ୍‌ ଗେଟ ଖୋଲାଯାଇଛି। ୩୨୦ କ୍ୟୁସେକ୍‌ ବନ୍ୟା ଜଳ ହାତୀକୁ ଛଡାଯାଇଛି । ଏଥିରେ କଲମପୁର ବ୍ଲକର ବନ୍ୟା ପ୍ରଭାବିତ ଗାଁ ଗୁଡିକର ଲୋକେ ଭୟଭୀତ…

ବିଜେଡି ଜିଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ: ଫାଇଭ୍‌ ଟି, ସଭ୍ୟ ସଂଗ୍ରହ ଅଭିଯାନ ଉପରେ ଗୁରୁତ୍ୱାରୋପ

ଜଗତ୍‌ସିଂହପୁର ଅଫିସ,୮।୯: ବିଜେଡି ଜିଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ରବିବାର ବୈଠକ ସ୍ଥାନୀୟ ଏକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଦଳର ଜିଲା ସଭାପତି ଅମରେନ୍ଦ୍ର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଫାଇଭ୍‌ ଟି ଓ ସଭ୍ୟ ସଂଗ୍ରହ ଅଭିଯାନ ଉପରେ…

ଖୁଦୁରୁକୁଣୀ ପୂଜାରେ ଅଘଟଣ: ପୋଖରୀକୁ ବାଲୁକା କରିବାକୁ ଯାଇ ବୁଡିଗଲେ ୬ ଯୁବତୀ

ଜଗତ୍‌ସିଂହପୁର ଅଫିସ,୮।୯: ଜଗତ୍‌ସିଂହପୁର ଜିଲା ସ୍ଥାନୀୟ ପାଟେଣୀ ଗାଁ ପୋଖରୀରେ ବୁଡି ରବିବାର ୬ ଯୁବତୀ ଆହତ ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର ଶୁଭସ୍ମିତା ସାହୁ(୧୭), ବିଦୁସ୍ମିତା ସାହୁ(୧୨), ଲିପ୍ସାରାଣୀ ସାହୁ(୧୭), ଲକ୍ଷ୍ମୀପ୍ରିୟା ସାହୁ(୧୭), ମଧୁସ୍ମିତା ସାହୁ(୧୭) ଓ ଶୁଭସ୍ମିତା…

ପ୍ରଶାସନ ଖାମଖିଆଲରୁ ହାତୀନଦୀରେ କୃତ୍ରିମ ବନ୍ୟା: ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀଙ୍କ ଚେତାବନୀ

ଭବାନୀପାଟଣା,୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଚାଷୀଙ୍କ ପାଇଁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଯେତେ ସୁଖ ଦେଇଛି, ତାଠୁ ଦେଉଛି ଅଧିକ ଦୁଃଖ ା ସୂଚନା ନ ଦେଇ ହାତୀନଦୀରେ ପାଣି ଛାଡି କୃତ୍ରିମ ବନ୍ୟା ସୃଷ୍ଟି କରି ଲୋକଙ୍କୁ ଆତଙ୍କିତ କରିଦେଇଛି…

ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣା: ୪ ନିଖୋଜଙ୍କ ପତ୍ତା ମିଳୁନି

ପରଜଙ୍ଗ, ୮।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ରୋଡ୍‌ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣାକୁ ପାଖାପାଖି ୧୮ ଘଣ୍ଟା ବିତି ଯାଇଥିବାବେଳେ ୪ ନିଖୋଜଙ୍କ ପତ୍ତା ମିଳୁନାହିଁ। ଓଡ୍ରାଫ୍‌ ଟିମ୍‌, ଅଗ୍ନିଶମ ସେବା କର୍ମଚାରୀ…

ବଜ୍ରପାତରେ ଜଣେ ମୃତ

ପଦ୍ମପୁର,୮।୯(ଡି.ଏନ୍‌.ଏ.) : ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଜମଳା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଜଏବଲ ଶିଖା (୫୫)। ଶନିବାର ଅପରାହ୍ନରେ ସେ ବିଲକୁ ଗାଈ ଚରାଇବାକୁ ଯାଇ ଫେରି ନ ଥିଲେ। ତେଣୁ ପରିବାର…

ବୈତରଣୀରେ ଜଳସ୍ତର ହ୍ରାସ: ଟଳିଲା ବନ୍ୟା ଆଶଙ୍କା

ଭଣ୍ଡାରିପୋଖରୀ,୮।୯(ଡ଼ି.ଏନ୍‌.ଏ): ଭଦ୍ରକଦେଇ ପ୍ରବାହିତ ବୈତରଣୀ ନଦୀରେ ଶନିବାର ପ୍ରଥମ ବନ୍ୟା ଜଳ ପ୍ରବେଶ କରିଥିଲା। ଆଖୁଆପଦାଠାରେ ବିପଦ ସଂକେତ ଅତିକ୍ରମ କରି ରାତି ୧୧ଟା ସୁଦ୍ଧା ଜଳସ୍ତର ୧୮.୧୩ ମିଟର ହୋଇଥିଲା। ଏହା କ୍ରମଶଃ ରାତି ୧୨ଟାରୁ କମିବା ଆରମ୍ଭ ହୋଇ…

ରେଙ୍ଗାଳି ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

କଣିହାଁ,୮।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ରେଙ୍ଗାଳି ଡ୍ୟାମ୍‌ରୁ ରବିବାର ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେଉଛି। ଡ୍ୟାମ୍‌ର ୭ ନଂ ଗେଟ୍‌ ପୂର୍ବାହ୍ନ ୯ଟାରେ ଖୋଲାଯାଇଛି। ଡ୍ୟାମ୍‌ର ଜଳସ୍ତର ୧୨୨.୮୫ ମିଟର ଥିବାବେଳେ ଉପରମୁଣ୍ଡରୁ ୮୪୩.୨୫ ଘନମିଟର ଜଳ ପ୍ରବେଶ କରୁଛି। ଖୋଲାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?