ଆମ ଜିଲା ଖବର

ପରିତ୍ୟକ୍ତ କୂଅରୁ ଅଜଗର ଉଦ୍ଧାର

ଅମରପାଲି, ୧୯।୭ (ଡି.ଏନ.ଏ.)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ସୁବଳୟାରେ ନଦୀପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ କୂଅରୁ ବନବିଭାଗ ଏକ ଅଜଗରକୁ ଉଦ୍ଧାର କରିଛି। ଅପରାହ୍ନ ୧ଟା ବେଳେ କେତେକ ଯୁବକ ଅଜଗରଟି କୂଅରେ ଥିବା ଦେଖି ବନ ବିଭାଗକୁ ଖବର…

ପରଶାନକେ ଦୁଖିନୀ ମା’ର ଆକୁଲ ନିବେଦନ:ରାଜ୍‌ର ଉଚ ଚିକିତ୍ସାରେ ଟଁକା ବାଧକ୍‌

କଲମପୁର,୧୯।୭ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ମଣ୍ଡଳ ପଁଚେତ୍‌ ଅଧୀନ ଭାଟିଗଁାର ନିସାହା ବିଧବା ମରୁଆ ଝାଙ୍କର(୪୬)କଁର ସାନ ପୁଓ ରାଜ ଝାଙ୍କର(୬)। କେହେନ୍‌ସି କାରନ୍‌ରୁ ରାଜକଁର ପିଠିରେ ହାଡ଼୍‌ ଆର ମାଉଁସ ବଢ଼ବାରେ ଲାଗିଛେ। ହେଲେ ଅଭାବ ଅନାଟନରୁ…

ଟ୍ରାନ୍ସଫର୍ମର ପୋଡି ୧୫ଦିନ ହେଲା ଜଳଯୋଗାଣ ବନ୍ଦ

ଜହ୍ନାପଙ୍କ,୧୯।୭(ଡି.ଏନ.ଏ.)-ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ନାରାୟଣ ନଗରରେ ଟ୍ରାନ୍ସଫର୍ମର ପୋଡିଯିବାରୁ ୧୫ଦିନ ହେଲା ଜଳଯୋଗାଣ ବନ୍ଦ ରହିଛି । ଫଳରେ ଲୋକମାନେ ପାଣି ପାଇଁ ନାନା ଅସୁବିଧା ଭୋଗୁଛନ୍ତି । ଲକ୍ଷ୍ମୀପ୍ରସାଦ, ଚନ୍ଦ୍ରପୁର ଓ ବାଘପାଲି ଗାଁକୁ ଜଳଯୋଗାଣ ପାଇଁ…

ତଳଗାଁ ଛାତ୍ରୀ ନିବାସରେ ଗୁଣିଗାରେଡି ଭୟ: ହଷ୍ଟେଲ ଛାଡିଲେ ୨୫ ଛାତ୍ରୀ

ତଳଗାଁ, ୧୯।୭(ଡି.ଏନ.ଏ)-ଗୁଣିଗାରେଡି ଭୟରେ ବୌଦ୍ଧ ଜିଲା ଆଦିବାସୀ ଅଧ୍ୟୁଷିତ ହରଭଙ୍ଗା ବ୍ଲକର ତଳଗାଁ ଛାତ୍ରୀ ନିବାସରେ ବୁଧବାର ରାତି ଓ ଗୁରୁବାର ସକାଳେ ୨୫ ଜଣ ଛାତ୍ରୀ ହଷ୍ଟେଲ ଛାଡିଥିବା ଜଣାପଡିଛି । ସୂଚନା ମୁତାବକ, ଛାତ୍ରୀ ନିବାସର ୫/୬ ଜଣ…

ଦିବ୍ୟାଙ୍ଗକୁଁ ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

ବରପାଲି, ୧୯।୭ (ଡି.ଏନ୍‌.ଏ): ବରପାଲିର ଗୁଟେ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲ୍ପିଂ ହାର୍ଟର ଅନୁରୋଧ୍‌ରେ ଜିଲା ପରଶାସନ ଦୁଇ ଦିବ୍ୟାଙ୍ଗକୁଁ ସାହାଯ୍‌ର ହାତ୍‌ ବଢ଼େଇଛେ। ବ୍ଲକ ଅଧୀନ ରେମତା ଗଁାର ମଧୁସୂଦନ ଧରୁଆ ଆଏଜ୍‌କେ ୩ ବଛର ଆଗରୁ କୁଲି ମଜୁରି କରୁଥିଲାବେଲେ…

ଫେନ୍‌ଘାଏ ବଁଦୀ ଜୀବନ୍‌ ବିତଉଛନ୍‌ ଲିଲିମା

ଜାମଟିକ୍ରା, ୧୯।୭ (ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଟାଙ୍ଗରପାଲି ପଁଚେତ ରେଙ୍ଗାଲିପାଲି ଗଁାର ମାନସିକ୍‌ ରୁଗୀ ଲିଲିମା ଭୋରାସାଗର(୨୪)। ଲିଲିମା ଉପରେ ଗଲା ୨୦୧୮ ଅକ୍ଟୋବର ୮ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଶିଁକ୍‌ଲା ବଁଧା ଜୀବନ୍‌ ବିତଉଛନ୍‌ ଲିଲିମା’…

ପର୍ବତାରୋହୀ ଲିପିକା ସେଠଙ୍କୁ ସମ୍ବର୍ଦ୍ଧନା

ଭେଡ଼େନ, ୧୯।୭ (ଡ଼ି.ଏନ.ଏ)-ଭେଡ଼େନ ବ୍ଲକ ଡ଼ାଳବ ଗ୍ରାମର ଯୁବ ପର୍ବତାରୋହିଣୀ ଲିପିକା ସେଠଙ୍କୁ ଭେଡ଼େନ ତହସିଲଦାର ସୀମା ସବିତା କୁଲୁ ଗୁରୁବାର ସମ୍ବର୍ଦ୍ଧିତ କରିଛନ୍ତି । ପଶ୍ଚିମ ଓଡ଼ିଶା ଟ୍ରାଫିକ ସଚେତନତା ସଂସ୍ଥା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଂଯୋଜକ ପଦ୍ମଲୋଚନ…

ବଲାଙ୍ଗୀର ଜିଲାରେ ମରୁଡି ସ୍ଥିତି

ବଲାଙ୍ଗୀର ଅଫିସ, ୧୯ା୭-କ୍ରମାଗତ ମରୁଡି ବଲାଙ୍ଗୀର ଜିଲାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଛି ା ଚଳିତବର୍ଷ ପୁଣି ଥରେ ଜିଲାରେ ମରୁଡି ସ୍ଥିତି ଦେଖାଦେଲାଣି ା ଜୁନ୍‌ ଓ ଜୁଲାଇ ମାସରେ ଅସ୍ବାଭାବିକ ବର୍ଷା ଯୋଗୁଁ ଏଥର ମରୁଡି ହେବାର…

ସରକାରୀ ଚିକିତ୍ସା ସାହାଯ୍‌ ଦାବି

ଲାଠୋର, ୧୯ା୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ବିର୍ତ୍ତିଆ ପଡ଼ାର କାଳିଆ ସୁନା। ସେ ଝନେ ନିହାତି ଗରିବ୍‌ ହେଇଥିଲାବେଲେ କେହେନ୍‌ସି ଗୁଟେ ରୋଗ୍‌ ଲାଗି ଘରେ ପଡ଼ି ରହିଛନ୍‌। ଏନ୍‌ତାଥି ପରିବାର ଲୋକ୍‌ ସରକାରୀ ଚିକିସତ୍ା ସାହାଯ୍‌…

ନିଆରା ପଥର କାରିଗର ବୀରବର ବେହେରା: କାରିଗରି ପାଇଁ ଛାଡ଼ିଥିଲେ ଚାକିରି

ଛେଣ୍ଡିପଦା,୧୯ା୭ – ତାଙ୍କ ହାତ ଛୁଆଁରେ ପଥର ମୂର୍ତ୍ତି ହୋଇଉଠେ ଜୀବନ୍ତ। ଯେ କୌଣସି ଚେହେରାର ପୂରା ଅବିକଳ ନକଲ ସେ ଗଢ଼ି ଦେଇପାରନ୍ତି ପଥରରେ। ଏଥିପାଇଁ ତାଙ୍କୁ ମିଳିଛି ବହୁ ସମ୍ମାନ। ରାଜ୍ୟ ସରକାରଙ୍କ ଠାରୁ ପୁରସ୍କାର ମଧ୍ୟ ପାଇଛନ୍ତି…

ବିନା ଅନୁମତିରେ ବିଦ୍ୟୁତ୍‌ ସଂଯୋଗକୁ ବିରୋଧ: ଏନଜେନ ଜେଇ, ଲାଇନ ମ୍ୟାନ ଅଟକ

ବନ୍ତଳା, ୧୯ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ବଡକେରା ବିଦ୍ୟୁତ୍‌ ସବଷ୍ଟେଶନ ଅଧୀନରେ ଥିବା ତୁମୁଣି ଭାଲିଆ ପାଳ ଗ୍ରାମରେ ଗ୍ରାମବାସୀଙ୍କ ଅଗୋଚରରେ ଏକ ଫେବ୍ରିକେଶନ ଦୋକାନକୁ ବିଦ୍ୟୁତ୍‌ ସଂଯୋଗ କରାଯିବାକୁ ବିରୋଧ କରାଯାଇଛି। ଏହାକୁ ନେଇ ଗୁରୁବାର ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ଗ୍ରାମବାସୀ ଏନ୍‌ଜେନ…

ଛେଣ୍ଡିପଦାରେ ଦନ୍ତା ତାଣ୍ଡବ: କଲେଜ ପାଚେରି ଭାଙ୍ଗିଲା, ବର୍ତ୍ତିଲେ ଜଗୁଆଳି

ଛେଣ୍ଡିପଦା,୧୯ା୭ (ସ୍ବ.ପ୍ର./ଡି.ଏନ.ଏ.)-ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ସନ୍ତରାବନ୍ଧ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ୩ଟି ହାତୀ ଉପଦ୍ରବ କରିବା ସହ ସ୍ଥାନୀୟ ମହର୍ଷି ମହାବିଦ୍ୟାଳୟ ପାଚେରି ଭାଙ୍ଗି ଦେଇଛନ୍ତି। ଏଥିସହ ଅନ୍ୟ ଏକ କୋଠରି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେହି ସମୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri