ଆମ ଜିଲା ଖବର

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଖୁଣ୍ଟ: ହଟାଇବାକୁ ଦାବି

ନୂଆପଡ଼ା,୨୪ା୧୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ପଞ୍ଚାୟତ ଭରୁଆମୁଣ୍ଡା ଗାଁ ପଦରଗୋସେନ ବନ୍ଧରେ ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟାଇବାକୁ ଦାବି ହୋଇଛି। ସୂଚନା ଅନୁଯାୟୀ ଭରୁଆମୁଣ୍ଡା ଗାଁରେ ୧୫୦ରୁ ଊର୍ଦ୍ଧ୍ୱ ପରିବାରରେ ୧୨ ଶହରୁ…

କୁହୁଡି ସାଜିଛି ବାଧକ: ଗାଡି ମୋଟର ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି,୨୪।୧୧(ଅରୁଣ ସାହୁ): ଗୋଟିଏ ପଟେ ଲଘୁଚାପର ପ୍ରଭାବରେ ପ୍ରଭାବିତ ହୋଇ ଶୀତ ଲୁଚକାଳି ଖେଳୁଥିବାବେଳେ ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଦେଖିବାକୁ ମିଳିଛି। ଗତ ୨ ଦିନ ହେଲା ଅଞ୍ଚଳରେ ସକାଳୁଆ ଶୀତ କୁହୁଡିର ପ୍ରଭାବରେ ହେଉଥିବା କୁହାଯାଉଛି।…

ଲୋଇସିଂହା କଲେଜ ନିଯୁକ୍ତି ଅନିୟମିତତା ପ୍ରସଙ୍ଗ: ଗ୍ରନ୍ଥାଗାରିକଙ୍କ ସରକାରୀ ଅନୁଦାନ ପ୍ରତ୍ୟାହାର ନିର୍ଦ୍ଦେଶ

ଲୋଇସିଂହା,୨୪।୧୧(ସୁଶାନ୍ତ ବାରିକ):ଚଳିତ ଶିକ୍ଷା ବର୍ଷରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଜିଲା ଲୋଇସିଂହା କଲେଜର ଯାଞ୍ଚ କମିଟି ପକ୍ଷରୁ କର୍ମଚାରୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ କଲେଜର ଗ୍ରନ୍ଥାଗାରିକ ଶିବପ୍ରସାଦ ତ୍ରିପାଠୀଙ୍କ ନିଯୁକ୍ତିରେ ଅନିୟମିତତା…

Guwahati Test: ଦକ୍ଷିଣ ଆଫ୍ରିକା ୪୮୯; ଭାରତ ୯/୦

ଗୁଆହାଟୀ, ୨୩ା୧୧: ସ୍ଥାନୀୟ ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିୟନ୍ତ୍ରଣରେ ରହିଛି। ପ୍ରଥମ ଭଳି ଦ୍ୱିତୀୟ ଦିନ ମଧ୍ୟ ଭାରତୀୟ ବୋଲର ପ୍ରଭାବହୀନ ସାବ୍ୟସ୍ତ ହୋଇଛନ୍ତି। ଭ୍ରମଣକାରୀ…

ନିଜକୁ ଗୁଳି କଲେ ଯୁବକ, ଆଉ ତା’ପରେ..

ପାରଳାଖେମୁଣ୍ଡି,୨୩ା୧୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଭୁବୁନି ପଞ୍ଚାୟତ ଅନ୍ତର୍ଗତ ଶିତିରିଗୁଡା ଗ୍ରାମରେ ଗୁଳି ଫୁଟିଛି। ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ବିରସାନି ଗମାଙ୍ଗ (୩୪)। ନିଜ ଦେଶୀ ବନ୍ଧୁକରୁ ନିଜ ଉପରକୁ ଗୁଳି…

କରୁଥିଲେ ଗାଡ଼ି ଯାଞ୍ଚ: ଧରାପଡ଼ିଲେ ନକଲି ପୋଲିସ କନ୍‌ଷ୍ଟେବଲ

ବ୍ରହ୍ମପୁର,୨୩।୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ପୋଲିସ ପଦରବାଲି ଛକରୁ ଜଣେ ନକଲି ପୋଲିସ କନ୍‌ଷ୍ଟେବଲଙ୍କୁ ରବିବାର ଗିରଫ କରିଛି। ସେ ହେଲେ ନାରାୟଣପୁର ଗ୍ରାମର କେଦାରନାଥ ସ୍ବାଇଁ ଓରଫ ମନୋଜ କୁମାର ସ୍ବାଇଁ (୩୭)। ତାଙ୍କଠାରୁ ପୋଲିସ ପୋଷାକ,…

ଆଇନଜୀବୀଙ୍କ ଘର ସମ୍ମୁଖରୁ ବାଇକ ଚୋରି: ଧରାପଡ଼ିଲେ ଅଭିଯୁକ୍ତ

ଦିଗପହଣ୍ଡି,୨୩ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଆସିକା ମୁଖ୍ୟରାସ୍ତାରେ ରହୁଥିବା ଓକିଲ ଲକ୍ଷ୍ମୀ ନାରାୟଣ ପାଢ଼ୀଙ୍କ ବାଇକ୍‌ (ଓଆର ୦୭ ଆର -୬୩୩୪) ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି…

ଆସୁଛି ବାତ୍ୟା: ସରକାର ପ୍ରସ୍ତୁତ ଥିବା କହିଲେ ମନ୍ତ୍ରୀ

ଭୁବନେଶ୍ୱର,୨୩।୧୧: ନଭେମ୍ବର ଶେଷ ଆଡ଼କୁ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମନ୍ତ୍ରୀ ପୂଜାରୀ ରବିବାର ଗଣମାଧ୍ୟମକୁ କହିଛନ୍ତି, ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଏବଂ ଅଧିକାରୀଙ୍କ ବହୁ…

ଛାଡି ପଳାଇଲେ ସ୍ତ୍ରୀ, ଶ୍ୱଶୁର ଘର ଉପରେ ବୋମାମାଡ଼ କଲେ ଜ୍ୱାଇଁ

ଭଦ୍ରକ,୨୩ା୧୧: ଭଦ୍ରକ ଜିଲା ବାଣ୍ଟ ଅଞ୍ଚଳର ଆପଣ୍ଡା ଗ୍ରାମର ଶ୍ରୀଧର ନାୟକ କରଣପଲ୍ଲୀ ପଞ୍ଚାୟତର ବିଜୟ ପାଟଣା ଗ୍ରାମର ରାମ ଚନ୍ଦ୍ର ମହାଳିକଙ୍କ ଝିଅ ମାମୁନିଙ୍କୁ ପ୍ରେମ ବିବାହ କରିଥିଲେ। କିଛିଦିନ ସୁରୁଖୁରୁରେ ଚଳିବା ପରେ ପାରିବାରିକ କଳହ ଯୋଗୁଁ ଉଭୟଙ୍କ…

Dharitri Climate Film Fest: ମନୁଷ୍ୟର ଚିନ୍ତାଧାରା ପ୍ରଭାବିତ ହେଲେ ସମାଜର ପରିବର୍ତ୍ତନ ହେବ

ଭୁବନେଶ୍ୱର,୨୩ା୧୧(ସୁଚିସ୍ମିତା ସାହୁ): ଧରିତ୍ରୀ ଯୁବ ସମ୍ମିଳନୀର ପଞ୍ଚମ ସଂସ୍କରଣର ପ୍ରଥମ ଦିବସର ଦ୍ୱିତୀୟ ପର୍ଯ୍ୟାୟରେ ‘ଧରିତ୍ରୀ କ୍ଲାଇମେଟ ଫିଲ୍ମ ଫେଷ୍ଟ’ର ପ୍ରଥମ ସଂସ୍କରଣ ରବିବାର ପ୍ରେସ କ୍ଲବ ଅଫ ଓଡ଼ିଶାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅଭିନେତା ଆକାଶ…

ଭଞ୍ଜନଗର ବ୍ଲକରେ ୧୧ କୋଟି ଟଙ୍କାର ତିନୋଟି ରାସ୍ତା ପ୍ରକଳ୍ପର ଶିଳାନ୍ୟାସ

ଭଞ୍ଜନଗର,୨୩ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ପାଇଁ ରବିବାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୋଟ ତିନୋଟି ରାସ୍ତା ପ୍ରକଳ୍ପର…

ସିଭିଲ କୋର୍ଟ କମ୍ପ୍ଲେକ୍ସରେ ଚିତ୍ରାଙ୍କନ ପ୍ରତିଯୋଗିତା

ଦିଗପହଣ୍ଡି, ୨୩ା୧୧(ଅଶେଷ ନାଥ ମିଶ୍ର): ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ସହଯୋଗରେ ରବିବାର ଦିଗପହଣ୍ଡି ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ଅଧ୍ୟକ୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri