ଜାତୀୟ ରାଜପଥ ଉନ୍ନତିକରଣରେ ବିଳମ୍ବ ପ୍ରତିବାଦ: ବିଜେଡି ପକ୍ଷରୁ ଗଣଧାରଣା
ତାଳଚେର,୧୯ା୧୦(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବାଇପାସ୍ ଏବଂ ଗୋଡିବନ୍ଧ ଛକ ନିକଟରେ ଶନିବାର ବିଜେଡି ପକ୍ଷରୁ ଗଣଧାରଣା ଦିଆଯାଇଛି। ଜାତୀୟ ରାଜପଥ ଉନ୍ନତିକରଣରେ ବିଳମ୍ବ ଏବଂ ନିର୍ମାଣରେ ବ୍ୟାପକ ଦୁର୍ନୀତି ପ୍ରତିବାଦରେ ଏହି ଧାରଣା ଦିଆଯାଇଛି। ଢେଙ୍କାନାଳ ଏମ୍ପି ମହେଶ ସାହୁଙ୍କ…
ଅଲ୍ ଓଡ଼ିଶା ବାର୍ ଆସୋସିଏଶନ ବୈଠକ: ଯୋଗଦେଲେ ୯୩ ବାର୍ ଆସୋସିଏଶନ କର୍ମକର୍ତ୍ତା
କଟକ ଅଫିସ, ୧୯ା୧୦: ରାଜ୍ୟର ବିଭିନ୍ନ ଅଦାଲତରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ, ହାଇକୋର୍ଟ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲାକୁ ନେଇ ଶୁକ୍ରବାର ହାଇକୋର୍ଟ ବାର୍ ଆସୋସିଏଶନ ସମ୍ମିଳନୀ କକ୍ଷରେ ଅଲ୍ ଓଡ଼ିଶା ବାର୍ ଆସୋସିଏଶନର ବୈଠକ ଅନୁଷ୍ଠିତ…
ଟ୍ରକ୍କୁ ପଛରୁ ଧକ୍କା ଦେଲା ବାଇକ୍: ଜଣେ ମୃତ
ନୂଆଗାଁ,୧୯।୧୦(ଡି.ଏନ୍.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ଗଦାଧରପୁରଠାରେ ଶୁକ୍ରବାର ରାତିରେ ଏକ ଟ୍ରକ୍କୁ ବାଇକ୍ ପଛରୁ ଧକ୍କା ଦେଇଛି। ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ନୂଆଗାଁ ଗ୍ରାମର ବିଷ୍ଣୁ କୁମାର ପରିଡ଼ା(୩୫)। ମିଳିଥିବା ସୂଚନା ଅନୁସାରେ,…
ଭିଜିଲାନ୍ସର ରେକର୍ଡପତ୍ର ଯାଞ୍ଚ: ସ୍ବୀକାର କଲେ ଅଧ୍ୟକ୍ଷ
ପୁରୀ ଅଫିସ,୧୯ା୧୦: ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜ ସମ୍ମିଳନୀ କକ୍ଷ ଭଡା ବାବଦ ଆଦୟ ଅର୍ଥରେ ବ୍ୟାପକ ଅନିୟମିତତା ହୋଇଛି। ଗତ ସେପ୍ଟେମ୍ବର ୧୧ରେ ଏନେଇ ଧରିତ୍ରୀରେ ଏକ ଖବର ପ୍ରକାଶ ପାଇଥିଲା। ଶୁକ୍ରବାର ପୁରୀ ଦୁର୍ନୀତି ନିବାରଣ ସଂସ୍ଥା କଲେଜରେ…
ପାରାଦୀପ : ପୌରପାଳିକାରେ ସାମିଲ ହେବାକୁ ବସ୍ତିବାସିନ୍ଦାଙ୍କ କସରତ
ପାରାଦୀପ,୧୯।୧୦(ସ୍ବ.ପ୍ର): ପାରାଦୀପର ଇଫ୍କୋ ଖାରଖାନା ସଂଲଗ୍ନ ଓ କାଉଡ଼ିଆ ନଦୀକୂଳରେ ରହିଛି ବିଜୟଚାନ୍ଦପୁର ବସ୍ତି। ୨୦୦୦ରୁ ଅଧିକ ଲୋକ ଓ ୬୫୦ ଭୋଟର ଥିବା ଏହି ବସ୍ତି ଏବେ ଚର୍ଚ୍ଚାରେ। କାରଣ ଏହି ବସ୍ତିର କେତେକ ବାସିନ୍ଦା ପାରାଦୀପ ପୌରପାଳିକାରେ ମିଶିବା…
ହୋମଗାର୍ଡଙ୍କୁ ଭେଟିଲା ଆମ୍ବେଦକର ବିକାଶ ପରିଷଦ
ରତ୍ନଗିରି,୧୯ା୧୦(ଡି.ଏନ୍.ଏ.): ବରୀ ବ୍ଲକ ଅନ୍ତର୍ଗତ ଅଟିରା ପଞ୍ଚାୟତର ଓଉପଡା ଗ୍ରାମର ହୋମଗାର୍ଡ ରଞ୍ଜନ କୁମାର ମଲ୍ଲିକଙ୍କୁ ଶୁକ୍ରବାର ଆମ୍ବେଦକର ବିକାଶ ପରିଷଦର ସଦସ୍ୟ ଭେଟିଛନ୍ତି। ନ୍ୟାୟ ପ୍ରଦାନ ଦିଗରେ ତାଙ୍କ ସହ ଆମ୍ବେଦକର ଲଢେଇ ଜାରି ରଖିବ ବୋଲି ପରିଷଦର କର୍ମକର୍ତ୍ତା…
ସ୍ବାଗତ ପାଇଁ ଖରାରେ ଛିଡାହେଲେ ଛାତ୍ରୀଛାତ୍ର
ଦାରିଙ୍ଗବାଡ଼ି,୧୯।୧୦(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ କୋଠାକୁ ଶୁକ୍ରବାର କନ୍ଧମାଳ ଏମ୍ପି ଡ.ଅଚ୍ୟୁତାନନ୍ଦ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଛନ୍ତି ା ତାଙ୍କୁ ସ୍ବାଗତ କରିବାକୁ ପାଇଁ ବିଦ୍ୟାଳୟ ଶିକ୍ଷୟିତ୍ରୀଶିକ୍ଷକ, ଛାତ୍ରୀଛାତ୍ର ଓ ବିଇଓ…
ଖଣି ଶ୍ରମିକଙ୍କ ମିଶ୍ରଣ ପର୍ବ
କାଳିଆପାଣି,୧୯ା୧୦(ଡି.ଏନ୍.ଏ.): ଯାଜଯୁର ଜିଲା ସୁକିନ୍ଦା ବ୍ଲକ କଣସ ପଞ୍ଚାୟତ ତୈଳଙ୍ଗୀ ଗ୍ରାମରେ ଶୁକ୍ରବାର ଖଣି ଶ୍ରମିକଙ୍କ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ସୁକିନ୍ଦା ରିଜିୟନ କ୍ରୋମାଇଟ୍ ମଜଦୁର ସଂଘ (ଏସ୍ଆରସିକେଏମ୍ଏସ୍ର)ତୈଳଙ୍ଗୀ ଶାଖା ପକ୍ଷରୁ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏଥିରେ…
କନ୍ଧମାଳରେ କେନ୍ଦ୍ରୀୟ ମେଡିକାଲ ଟିମ୍
ଫୁଲବାଣୀ ଅଫିସ/ଫିରିଙ୍ଗିଆ,୧୯ା୧୦-କନ୍ଧମାଳ ଜିଲା ଗସ୍ତରେ କେନ୍ଦ୍ରର ଏକ ୮ ଜଣିଆ ଟିମ୍ ଆସି ଶୁକ୍ରବାର ପହଞ୍ଚତ୍ଛନ୍ତି। ଏହି ଟିମ୍ ୪ ଦିନଧରି ଜିଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ, ବାରଖମା, ଟିକାବାଲି, ଜି.ଉଦୟଗିରି, ଗୋଚ୍ଛାପଡ଼ା, ଦାରିଙ୍ଗବାଡ଼ି ଓ ସିମନବାଡ଼ି ଆଦି ଅଞ୍ଚଳରେ ଥିବା ଗୋଷ୍ଠୀ…
ରେଳପଥ ପାଇଁ ପ୍ରଭାବିତ ହେଉଛି ଚାଷଜମି: ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ କ୍ଷତିଗ୍ରସ୍ତ ଚାଷୀ
ଡୁବୁରୀ/ସୁକିନ୍ଦା,୧୯ା୧୦(ଡି.ଏନ୍.ଏ.): ସୁକିନ୍ଦା-ଅନୁଗୋଳ-ଡୁବୁରୀ ରେଳ ପ୍ରକଳ୍ପ ନିର୍ମାଣ ଯୋଗୁ ଦାନଗନୀ ବ୍ଲକ ଅନ୍ତର୍ଗତ ବାଘୁଆପାଳ ଓ ବାଲିଆପାଳ ମୌଜାର ଶହଶହ ହେକ୍ଟର ଚାଷ ଜମି ମରୁଡି କବଳିତ ହୋଇଛି। ଏ ଦିଗରେ ବହୁବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହଁ।…
ନଳକୂପ ପାଇପରୁ ନିର୍ମାଣ ହେଲା ଟାୱାର
ଦାରିଙ୍ଗବାଡ଼ି,୧୯।୧୦(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତରେ ଶୁକ୍ରବାର ସଂନ୍ଧ୍ୟା ୭ଟାରେ ବିଏସ୍ଏନ୍ଏଲ୍ ମୋବାଇଲ ସେବାର ଶୁଭାରମ୍ଭ ହୋଇଯାଇଛି। ଏହି ସେବା ତିଲୋରୀର ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ ଲୋକ ପାଇବେ। ଅଞ୍ଚଳବାସୀ ମୋବାଇଲ ସେବା ପାଇଁ ଦୀର୍ଘଦିନ ହେଲା ଦାବି କରିଆସୁଥିଲେ ମଧ୍ୟ ହୋଇପାରୁନଥିଲା।…
୨୦ ଫୁଟ ତଳକୁ ଖସିଲା ବସ୍, ୧୨ ଆହତ
ଆର.ଉଦୟଗିରି,୧୯ା୧୦(ଡି.ଏନ.ଏ.)-ନୂଆଗଡ଼ ବ୍ଲକର ତିତିସିଂ ନିକଟସ୍ଥ ତଳସୁରଙ୍ଗିଠାରେ ଏକ ଘରୋଇ ବସ୍ ଦୁର୍ଘଟଣାରେ ୧୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତର ଅଛନ୍ତି। ସେମାନେ ହେଲେ ଗାଡ଼ି ଚାଳକ ପରମାଣ ପରମାଣିକ (୪୫), ଟିନା ଦିଗାଲ (୧୫), ଦମୟନ୍ତି ଶବର (୬୫),…

