ଆମ ଜିଲା ଖବର

ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ସରପଞ୍ଚଙ୍କ ସ୍ବାମୀଙ୍କୁ ଗିରଫ କଲା ଧର୍ମଶାଳା ପୋଲିସ

ଧର୍ମଶାଳା,୧୯।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ଗିରଫ କରାଯାଇଛି। ରୂପେଶଙ୍କୁ ଧର୍ମଶାଳା ଥାନା ପୋଲିସ ଗୁରୁବାରଠାରୁ ଅଟକ ରଖି ପଚରାଉଚରା କରୁଥିବା ବେଳେ…

ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଚିକିତ୍ସା ଦାୟିତ୍ୱ ନେଲା ପ୍ରଶାସନ

ମାଲକାନଗିରି,୧୯।୧୦(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସର୍ଗିଗୁଡ଼ା ଗ୍ରାମର ଜଣେ ଗରିବ ଆଦିବାସୀ ଝିଅ ଚମ୍ପା କାଲାକୁରା ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ପତ୍ର ଲେଖିବା ପରେ ଜିଲା ପ୍ରଶାସନ ତାଙ୍କର ଚିକିତ୍ସା ଦାୟିତ୍ୱ ନେଇଛି।…

କିରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ନିଜେ ଫସିଲେ କମିଶନର: ଯାହା ଖୁସିରେ ଦେବେ ଦିଅନ୍ତୁ କହି ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ

ବଲାଙ୍ଗୀର ଅଫିସ,୧୯।୧୦: ବଲାଙ୍ଗୀରରେ ଦାଦନ ଚାଲାଣ ରୋକିବା ପାଇଁ ଗୋଟିଏ ପଟେ ପୋଲିସ ଅଣ୍ଟା ଭିଡିଥିବା ବେଳେ ଲାଇସେନ୍ସ କରାଇବାକୁ ନେଇ ଫାଇଦା ଉଠାଉଛନ୍ତି, ଶ୍ରମ କାର୍ଯ୍ୟାଳୟରେ ଥିବା କିରାଣୀଙ୍କଠାରୁ କମିଶନର ପର୍ଯ୍ୟନ୍ତ। ଶନିବାର ସକାଳେ କାର୍ଯ୍ୟାଳୟର କନିଷ୍ଠ କିରାଣୀ ବଲ୍ଲଭ…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ : କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୯।୧୦(ଡି.ଏନ୍‌.ଏ.) : ଝାରସୁଗୁଡ଼ା ଜିଲା ପଞ୍ଚାୟତ କାର୍ଯ୍ୟାଳୟ(ଡିପିଓ)ରେ କାର୍ଯ୍ୟରତ ମୁଖ୍ୟ କିରାଣି ବେଣୁଧର ଛଞ୍ଚାଣଙ୍କ ଘରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉ ଏକ ସଙ୍ଗେ ୪ଟି ସ୍ଥାନରେ…

ବାଇକ ଲୁଟେରାଙ୍କୁ କାବୁକରି ପୋଲିସ ଜିମାଦେଲେ ଗ୍ରାମବାସୀ

ତିହିଡ଼ି,୧୯।୧୦(ଡି.ଏନ୍‌.ଏ.):ଭଦ୍ରକ ଜିଲା ତିହିଡି ଥାନା ସିନ୍ଦୋଳ ପଞ୍ଚାୟତ ସେନବାଡ଼ ଗ୍ରାମରୁ ଜଣେ ବାଇକ୍‌ ଲୁଟେରାଙ୍କୁ ଶନିବାର ଗ୍ରାମବାସୀ କାବୁକରି ପୋଲିସ ଜିମା ଦେଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଗ୍ରାମର ଭାଗବତ ଦାସଙ୍କ ଘର ସମ୍ମୁଖରୁ କେତେଜଣ ଯୁବକ ବାଇକ ଲୁଟ୍‌ କରୁଥିବା…

ଆଜି ସରିବ ବିଜେପୁର ଉପନିର୍ବାଚନ ପ୍ରଚାର: ଭୋଟରଙ୍କ ମନ ଜିଣୁଛନ୍ତି ଷ୍ଟାର ପ୍ରଚାରକ

ବିଜେପୁର, ୧୯।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ପ୍ରଚାର ଶନିବାର ସନ୍ଧ୍ୟା ସୁଦ୍ଧା ଶେଷ ହେବ। ଷ୍ଟାର ପ୍ରଚାରକମାନେ ପହଞ୍ଚି ମତଦାତାଙ୍କ ମନ ଜିଣୁଥିବା ବେଳେ ତିନିଦଳ ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରୁଥିବା ପରିଲକ୍ଷିତ ହେଉଛି। ନିର୍ବାଚନ ପ୍ରଚାର ଆରମ୍ଭରୁ…

ବଲାଙ୍ଗୀରରେ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଫୁ: ଶ୍ରମ ବିଭାଗ କିରାଣି ଖୋଲାଖୋଲି ଲାଞ୍ଚ ନେବାର ଭିଡିଓ ଭାଇରାଲ

ବଲାଙ୍ଗୀର ଅଫିସ,୧୯।୧୦: ବଲାଙ୍ଗୀର ଜିଲାର ସରକାରୀ ଅଧିକାରୀଙ୍କ ୫-ଟି କିମ୍ବା ‘ମୋ ସରକାର’ କାର୍ଯ୍ୟକ୍ରମକୁ ଖାତିର ନାହିଁ। ବିଭିନ୍ନ ଯୋଜନାରେ ଦୁର୍ନୀତି ଚାଲିଛି। ଏପରିକି ଖୋଲାଖୋଲି ଲାଞ୍ଚ ନେଉଛନ୍ତି ସରକାରୀ କର୍ମଚାରୀ। ଏପରି ଏକ ଘଟଣାକ୍ରମେ ଜିଲା ଶ୍ରମ ବିଭାଗ କିରାଣି…

ବ୍ରାହ୍ମଣବିଲ ସଂରକ୍ଷିତ ଜଙ୍ଗଲରେ କାଠମାଫିଆ ସକ୍ରିୟ: ଶାଳଗଣ୍ଡି ସହ ଟ୍ରାକ୍ଟର, କଟର ମେଶିନ ଜବତ କଲା ବନବିଭାଗ

ଛେଣ୍ଡିପଦା,୧୯।୧୦(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କୋଶଳା ବିଟ-୧ର ଜଳତାପ ଗ୍ରାମ ନିକଟସ୍ଥ ବ୍ରାହ୍ମଣବିଲ ସଂରକ୍ଷିତ ଜଙ୍ଗଲରୁ ୫ ଖଣ୍ଡ ଶାଳଗଣ୍ଡି ସହିତ ଟ୍ରକ୍ଟର ଓ କଟର୍‌ ମେଶିନ ଶନିବାର ବନବିଭାଗ ଜବତ କରିଛି। ସୂଚନାନୁଯାୟୀ, ଛେଣ୍ଡିପଦା ବନାଞ୍ଚଳର କୋଶଳା…

ପୋଡ଼ି ହୋଇ ବାପାପୁଅ ଗୁରୁତର

ଧାମନଗର, ୧୯।୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ଶ୍ୟାମଚାନ୍ଦ ପାଟଣା ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ବାପପୁଅ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପୂର୍ଣ୍ଣଚନ୍ଦ୍ର ବାରିକ ଏବଂ ପୁଅ ଜିତେନ୍ଦ୍ର। ପୂର୍ବାହ୍ନରେ କାଶିମପୁର ଅସୁରାଳୀ ରାସ୍ତାର ଓଉଗଛ ଛକରେ…

ଖରସ୍ରୋତା ନଦୀରୁ ବିରଳ କୁମ୍ଭୀର ଉଦ୍ଧାର

ଯାଜପୁର ଟାଉନ, ୧୯।୧୦(ଡି.ଏନ୍‌.ଏ.): ଯାଜପୁର ଜିଲାରେ ପ୍ରବାହିିତ ଖରସ୍ରୋତା ନଦୀରୁ ଶନିବାର ଏକ ବିରଳ କୁମ୍ଭୀର ଉଦ୍ଧାର ହୋଇଛି । ସ୍ଥାନୀୟ ମାଛଧରାଳି ଶୁକ୍ରବାର ରାତିରେ ମାଛ ଧରିବା ପାଇଁ ଯିଅଁଳ ପୋତିଥିଲେ। ସେହି ଯିଅଁଳ ମାଛକୁ ଖାଇବା ଦ୍ୱାରା କୁମ୍ଭୀର…

ଗୋରୁ ବୋଝେଇ ଟ୍ରକ୍‌ ଜବତ: ୧୨ ଗିରଫ

ରାଜନଗର, ୧୯।୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର-ଗୁପ୍ତି ରାସ୍ତାର ତିଅର ଛକ ନିକଟରୁ ଶନିବାର ଭୋରରେ ରାଜନଗର ଓ ପଟ୍ଟାମୁଣ୍ଡାଇ ପୋଲିସ ଚଢ଼ାଉକରି ଗୋଟିଏ ଗୋରୁ ବୋଝେଇ ଟ୍ରକ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ଭଦ୍ରକ ପୁରୁଣା ଥାନା ଅଞ୍ଚଳର ୧୨ ଜଣଙ୍କୁ…

ବିଜେପୁର ଏନ୍‌ଏସିରେ ବିଜେଡିର ବାଇକ ରାଲି

ବିଜେପୁର,୧୯।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପ୍ରଚାରର ଶନିବାର ଅନ୍ତିମ ଦିବସ। ତିନି ଦଳର ହେଭିଓ୍ବେଟ ନେତା ତିନି ବ୍ଲକ୍‌ରେ ପ୍ରଚାର କରିଥିଲେ। ଯେଉଁ ଅଞ୍ଚଳରେ ପ୍ରଚାର ଟିକିଏ ବାକି ରହିଥିବା ନଜରକୁ ଆସିଛି ସେଇ ଏରିଆକୁ ନେତାଗଣ ପ୍ରଚାର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?