ଆମ ଜିଲା ଖବର

ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ, ବିକ୍ଷୋଭ: ପିଏମ୍‌ଏୱାଇ ତାଲିକାରେ ଅନିୟମିତତା ଅଭିଯୋଗ

ବଇଣ୍ଡା,୧୯।୨(ଡି.ଏନ.ଏ.) – କିଶୋରନଗର ବ୍ଲକର ୨୩ଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମଏଓ୍ବାଇ)ରେ ଗୃହ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ତାଲିକା ପ୍ରକାଶ ପାଇଛି। ହେଲେ ଅଧିକାଂଶ ପଞ୍ଚାୟତରେ କୋଠାଘର ଥିଲା ବାଲାଙ୍କୁ ଗୃହ ଯୋଗାଇ ଦେବା ପାଇଁ ତାଲିକା ପ୍ରକାଶ…

୮୫ କେନ୍ଦ୍ରରେ ୧୭,୫୧୩ ପରୀକ୍ଷାର୍ଥୀ

ଅନୁଗୋଳ ଅଫିସ, ୧୯।୨ – ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଏହି ପରୀକ୍ଷାରେ ଅନୁଗୋଳ ଜିଲାରେ ୮୫ଟି ପରୀକ୍ଷାକେନ୍ଦ୍ର କରାଯାଇଥିବାବେଳେ ମୋଟ ୧୭ ହଜାର ୫୧୩ ଜଣ ପରୀକ୍ଷା ଦେବେ। ଚଳିତ ବର୍ଷ…

ଏସ୍‌ଡିସି କପ୍‌ ଲାଗି ଖେଳାଳି ଚୟନ ସରିଲା

ଫୁଲବାଣୀ ଅଫିସ, ୧୯ା୨ – ଆଦିବାସୀ ଫୁଟବଲ ଚାମ୍ପିୟନଶିପ୍‌ ଏସ୍‌ଡିସି (ସ୍ବତନ୍ତ୍ର ଉନ୍ନୟନ ପରିଷଦ) କପ୍‌-୨୦୨୦ ପାଇଁ କନ୍ଧମାଳ ଜିଲାରେ ଚାଲିଥିବା ଖେଳାଳି ଚୟନ ପ୍ରକ୍ରିୟା ଶେଷ ହୋଇଛି ା କନ୍ଧମାଳ ଷ୍ଟାଡିୟମରେ ଚାଲିଥିବା ଏହି ଚୟନ ଶିବିରରେ ୨୫ ଜଣିଆ…

କଳିଙ୍ଗା ଘାଟିରେ ଟ୍ରକ୍‌ ଦୁର୍ଘଟଣା, ଡ୍ରାଇଭର ଆହତ

ଜି.ଉଦୟଗିରି,୧୯ା୨(ଡି.ଏନ.ଏ.)-ଜି.ଉଦୟଗିରି ନିକଟ କଳିଙ୍ଗା ଘାଟିରେ ଏକ ମାଲବାହୀ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଡ୍ରାଇଭର ଆହତ ହୋଇଛନ୍ତି। ମିଳିଥିବା ସୂଚନା ପ୍ରକାରେ, ମଙ୍ଗଳବାର ଅପରାହ୍ନ ୫ଟା ବେଳେ କଳିଙ୍ଗାରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ମକାମଞ୍ଜି ବୋଝେଇ ଟ୍ରକ ( ଓଆର୦୨ଜେ୨୯୮୬) କଳିଙ୍ଗା…

ଦାରିଙ୍ଗବାଡ଼ିର ୨ କେନ୍ଦ୍ରରେ ସିସିଟିଭି କ୍ୟାମେରା

ଦାରଙ୍ଗବାଡ଼ି,୧୯ା୨(ଡି.ଏନ.ଏ) – ବୁଧବାରଠାରୁ ମାଟ୍ରିକ୍‌ ପରୀକ୍ଷା। ଦାରିଙ୍ଗବାଡ଼ି ବ୍ଲକରେ ମୋଟ ୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମୋଟ ୧,୭୭୬ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରେ ରେଗୁଲାର ୧୪୩୫ ଜଣ ଛାତ୍ରୀଛାତ୍ର ରହିଥିବା ବେଳେ ଏକ୍ସରେଗୁଲାର ୩୪୧ ଛାତ୍ରୀଛାତ୍ର ରହିଛନ୍ତି।…

ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରୁ ୫ ଶିଶୁ ଶ୍ରମିକ ଉଦ୍ଧାର

ବ୍ରହ୍ମପୁର ଅଫିସ,୧୯ା୨- ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରୁ ମଙ୍ଗଳବାର ୫ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଜିଲା ଚାଇଲ୍ଡ ପ୍ରୋଟେକ୍ସନ ଅଫିସର, ଚାଇଲ୍ଡ ଲାଇନ୍‌, ସିଡବ୍ଲ୍ୟୁସି ସଦସ୍ୟ, ବିଏନ୍‌ପୁର ପୋଲିସ, ଶ୍ରମ କାର୍ଯ୍ୟାଳୟ ଅଧିକାରୀଙ୍କ ଦ୍ୱାରା ମିଳିତ ଭାବେ ଗଠିତ ୫ ଜଣିଆ…

ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ ପ୍ରମୁଖ ସଚିବ

ଗୋପାଳପୁର/ହିଞ୍ଜିଳିକାଟୁ/ଶେରଗଡ଼,୧୯ା୨(ଡି.ଏନ୍‌.ଏ.) – ଗୋପାଳପୁର/ହିଞ୍ଜିଳିକାଟୁ/ଶେରଗଡ଼,୧୮ା୨(ଡି.ଏନ୍‌.ଏ.)-ସାଧାରଣ ଉଦ୍ୟୋଗ ବିଭାଗ ପ୍ରମୁଖ ସଚିବ ବିଜୟ ଆରୋରା ମଙ୍ଗଳବାର ଗଞ୍ଜାମ ଜିଲା ଗସ୍ତରେ ଆସିଥିଲେ। ରଙ୍ଗେଇଲୁଣ୍ଡା, ହିଞ୍ଜିଳିକାଟୁ, ଶେରଗଡ଼ ବ୍ଲକ ଗସ୍ତ କରି ବିଭିନ୍ନ ଉଦ୍ୟୋଗ ଓ ପ୍ରକଳ୍ପ ବୁଲି ଦେଖିବା ସହ ସେଗୁଡ଼ିକର ସମୀକ୍ଷା କରିଥିଲେ।…

ଟ୍ରଲିରେ ମୃତଦେହ ନେଲେ ପରିବାର ଲୋକେ

ବ୍ରହ୍ମପୁର ଅଫିସ,୧୯ା୨ – ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦୃଷ୍ଟିକୁ ଆସିଛି। ମେଡିକାଲରେ ମୃତ୍ୟୁ ଘଟିଥିବା ରୋଗୀଙ୍କୁ ନେବା ପାଇଁ ମହାପ୍ରୟାଣ ଆମ୍ବୁଲାନ୍ସ ବ୍ୟବସ୍ଥା ରହିଛି। ହେଲେ ଏହା ନ ମିଳିବାରୁ ଜଣେ…

ମୋବାଇଲ ଦାବି କରୁଛନ୍ତି ହିତାଧିକାରୀ

ତିହିଡ଼ି,୧୯।୨(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ମୋଟ ୧୧,୬୦୯ ଜଣ ହିତାଧିକାରୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରାଯିବ। ମୋ ସରକାର ଆପ୍‌ରେ ଏହି ମୋବାଇଲ ନମ୍ବର ସଂଯୋଗ କରାଯିବାକୁ ସ୍ଥିର ହୋଇଛି। ସୋମବାର ସୁଦ୍ଧା ୬,୩୨୦ ଜଣଙ୍କ ନମ୍ବର…

ପରୀକ୍ଷା ଫି’ ବୃଦ୍ଧିକୁ ଛାତ୍ରୀଛାତ୍ରଙ୍କ ବିରୋଧ

ବାରିପଦା ଅଫିସ, ୧୯ା୨- ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନୋମୁଖୀ ପରୀକ୍ଷା ଫି’ ବୁଦ୍ଧିକୁ ମଙ୍ଗଳବାର ଛାତ୍ରୀଛାତ୍ରମାନେ ବିରୋଧ କରିଛନ୍ତି। ଦୁଇ ଦିନ ଭିତରେ ଏହାର ସମାଧାନ କରା ନ ଗଲେ ଗୁରୁବାର ବିଶ୍ୱ ବିଦ୍ୟାଳୟ ଆଗରେ ଧାରଣା ଦେବେ…

ବିଦ୍ୟୁତ୍‌ ବିଲ୍‌ ଆଦାୟକୁ ନେଇ ଥାନାରେ ମାମଲା

କୁଆମରା,୧୯ା୨(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ରାଣୀବନ୍ଧ ପଞ୍ଚାୟତର ନାଉପଦା ଗ୍ରାମକୁ ସୋମବାର ବିଦ୍ୟୁତ୍‌ ବିଲ ଆଦାୟ କରିବାକୁ ଯାଇଥିତ୍ବା ନେସ୍କୋ କର୍ମଚାରୀଙ୍କୁ ଉପଭୋକ୍ତା ଅଟକ ରଖିବା ନେଇ ଥାନା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ବିଭାଗୀୟ କର୍ମଚାରୀ ଦୁର୍ବ୍ୟବହାର…

ଯୁବକଙ୍କ ମାନବିକତା: ପାଇଥିବା ମଙ୍ଗଳସୂତ୍ର ଫେରାଇ ସମ୍ବର୍ଦ୍ଧିତ

ବସ୍ତା,୧୯।୨(ଡି.ଏନ.ଏ.)- ରୂପ୍‌ସା ଷ୍ଟାର କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ମହୋତ୍ସବ ୨୦୨୦ର ଦ୍ୱିତୀୟ ସନ୍ଧ୍ୟାରେ ଯାତ୍ରା ପଡ଼ିଆରୁ ରୂପ୍‌ସା ଥାନା ଅନ୍ତର୍ଗତ ବରହମପୁର ଗ୍ରାମର ନରେନ୍ଦ୍ର ପାତ୍ରଙ୍କ ପୁଅ ଆଲୋକ ୧୮ଗ୍ରାମ ଓଜନର ଏକ ସୁନା ମଙ୍ଗଳସୂତ୍ର ପାଇଥିଲେ। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?