ଆମ ଜିଲା ଖବର

ଅନୁଧ୍ୟାନ କଲେ ଏସ୍‌ପି

ସମ୍ବଲପୁର, ୩୦।୩ (ବ୍ୟୁରୋ)- ସଂପ୍ରତି ଲକ୍‌ ଡାଉନ ଯୋଗୁ ସମ୍ବଲପୁର ସହର ପ୍ରଭାବିତ ହୋଇଛି । ଜନସାଧାରଣ ନିହାତି ଜରୁରୀ ନଥିଲେ ଘରୁ ବାହାରକୁ ବାହାରିବାକୁ ମନା କରାଯାଇଛି । ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ…

ଲକଡାଉନ ନ ମାନି ୨ ଗିରଫ

ବଇଣ୍ଡା, ୩୦ା୩(ଡି.ଏନ.ଏ.)- କରୋନା ପାଇଁ ଭାରତ ସରକାର ୨୧ ଦିନ ସାରା ଦେଶରେ ଲକଡାଉନ ଜାରି କରିଥିବାବେଳେ ଏହି କଟକଣା ନ ମାନି ୨ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଅନୁଗୋଳ ଜିଲା ଠାକୁରଗଡ଼ ଥାନା ତାଳମଳିହା ଗ୍ରାମର ବଲୁସନ…

୨୧୦ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବ

ଖୋର୍ଦ୍ଧା ଅଫିସ,୩୦।୩: କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ଲାଗି ଖୋର୍ଦ୍ଧା ଜିଲାର ୧୯୦ ପଞ୍ଚାୟତ, ଖୋର୍ଦ୍ଧା, ଜଟଣୀ ପୌରାଞ୍ଚଳ, ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୨୧୦ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବ। ଏଥିଲାଗି ପ୍ରତି ପଞ୍ଚାୟତକୁ ୫ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ଏହି…

ବୁଢ଼ାରଜା ଦୈନିକ ବଜାରକୁ ଯାନ ଚଳାଚଳ ବନ୍ଦ

ସମ୍ବଲପୁର, ୩୦।୩ (ବ୍ୟୁରୋ)- କରୋନା ଭୂତାଣୁ ସବୁ କ୍ଷେତ୍ର ଲାଗି କଟକଣା ଆଣି ଦେଇଛି। ପ୍ରତିଷେଧକ ଭାବେ ଜନସାଧାରଣ ଏହାକୁ ମାନୁଛନ୍ତି । ଏହି କ୍ରମରେ ସମ୍ବଲପୁର ବୁଢ଼ାରଜା ଦୈନିକ ବଜାର ପ୍ରବେଶ ପଥ ପ୍ରଫେସର କଲୋନୀ ଛକଠାରେ ଅଞ୍ଚଳବାସୀ ବାଉଁଶ…

ଗରିବ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ପାଟପୁର,୩୦ା୩- ଲକ୍‌ଡାଉନ ପରେ ବହୁ ଗରିବ ନିଃସହାୟ ଦୁଇଓଳି ଦୁଇମୁଠା ଖାଇବାକୁ ପାଉ ନାହାନ୍ତି। ଏପରିସ୍ଥଳେ ରାଜ୍ୟ ତଥା କେନ୍ଦ୍ର ସରକାର କୌଣସି ଲୋକ ଭୋକ ଉପାସରେ ଯେପରି ନ ରୁହନ୍ତୁ ବୋଲି ସରକାର ପ୍ରତ୍ୟେକ ଗ୍ରାମରେ ରନ୍ଧା ଖାଦ୍ୟ ଯୋଗାଇବା…

ଶ୍ମଶାନ ପାଖରୁ ମିଳିଲା ନିଖୋଜ ଯୁବକଙ୍କ କଙ୍କାଳ

ଜଟଣୀ,୩୦।୩(ଡି.ଏନ.ଏ): ମାସକ ତଳେ ନିଖୋଜ ଥିବା ଯୁବକଙ୍କ କଙ୍କାଳ ରବିବାର ନିଜ ଗ୍ରାମ ଶ୍ମଶାନ ନିକଟ ଏକ ନିକାଞ୍ଚନ ସ୍ଥାନରୁ ମିଳିଛି। ମୃତକ ହେଲେ ଜଟଣୀ ଥାନା ଅଧୀନ ପଦନପୁର ଗ୍ରାମର ଅଟୋଚାଳକ ଚନ୍ଦନ ଛୋଟରାୟ (ଦୀପୁନା)। ଚନ୍ଦନ ଆତ୍ମହତ୍ୟା କରିଥିବା…

ହରିଡ଼ାଖଣ୍ଡିରେ ବାର୍‌ହା ଆତଙ୍କ: ଧରିବାକୁ ଯାଇ ବନକର୍ମଚାରୀଙ୍କ ସମେତ ୯ ଆହତ

ବ୍ରହ୍ମପୁର ଅଫିସ,୩୦।୩- କରୋନା ଭାଇରସକୁ ନେଇ ସାରା ବିଶ୍ୱ ଆତଙ୍କିତ ଥିବାବେଳେ ସୋମବାର ସକାଳୁ ବ୍ରହ୍ମପୁରରେ ଦେଖାଦେଇଥିଲା ବାର୍‌ହା ଆତଙ୍କ। ବ୍ରହ୍ମପୁର ହରିଡାଖଣ୍ଡି ଗୌଡ଼ସାହି ଲକ୍ଷ୍ମୀ ନୃସିଂହ ମଠର ତାପବନରେ ଦୁଇଦିନ ଧରି ଏକ ବାର୍‌ହା ବୁଲୁଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ…

ମାସ୍କ ତିଆରି କରି ଗରିବଙ୍କୁ ବାଣ୍ଟିଲେ

ଟିଟିଲାଗଡ, ୩୦।୩ (ଡି.ଏନ.ଏ.)-ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମର ମା’ କୁଦୁରକୁଣୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ମାସ୍କ ତିଆରି କରି ବିକ୍ରି କରିବା ସହିତ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ନିଃସହାୟଙ୍କୁ ମାଗଣାରେ ବଣ୍ଟନ କରାଯାଉଛି।…

ଏମ୍‌କେସିଜିରେ ପୁଣି ୪ କରୋନା ସନ୍ଦିଗ୍ଧ: ଗୋଟିଏ ପରିବାରର ୩

ବ୍ରହ୍ମପୁର ଅଫିସ,୩୦।୩: ବିଶବ୍ୟାପୀ ଆତଙ୍କ ସୃଷ୍ଟି କରି ଚାଲିଥିବା କରୋନା ଭୂତାଣୁକୁ ନେଇ ଦକ୍ଷିଣ ଓଡ଼ିଶାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ଏଠାକାର ଗୋଟିଏ ପରେ ଗୋଟିଏ ସନ୍ଦିଗ୍ଧ ଡାକ୍ତରଖାନାରେ ଭର୍ତ୍ତି ହେବାରେ ଲାଗିଛନ୍ତି। ଏମ୍‌କେସିଜି ମେଡିକାଲରେ ଶନିବାର ୫ ଜଣ…

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ବନ୍ତଳା, ୩୦ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ପୁରୁଣାକୋଟ ଥାନା କରତପଟା ବିଟ ଅଧୀନ କରଡ଼ାଶିଙ୍ଗ ଗ୍ରାମରେ ସୋମବାର ସକାଳେ ଭାଲୁ ଆକ୍ରମଣରେ ଜିତୁ ଦେହୁରୀ (୨୫) ଗୁରୁତର ହୋଇଛନ୍ତି। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବନ ବିଭାଗ ଜରିଆରେ ଜିଲା ମୁଖ୍ୟ ଚିକିତ୍ସାଳୟରେ…

ଜିଲାରେ କରୋନା ସମସ୍ୟା ସୃଷ୍ଟି କରିପାରନ୍ତି ଦାଦନ ଶ୍ରମିକ

ମାଲକାନଗିରି,୩୦ା୩ (ଡି.ଏନ୍‌.ଏ.): କରୋନା ଭାଇରସ୍‌ଜନିତ ରୋଗ ପାଇଁ ଏବେ ସମଗ୍ର ବିଶ୍ୱରେ ଆତଙ୍କ ଦେଖାଦେଇଛି। ଏହି ରୋଗ ଅନ୍ୟ ଦେଶରୁ ଆସଥିବା ଲୋକଙ୍କ ଦ୍ୱାରା ଭାରତରେ ସଂକ୍ରମଣ ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି। ମାଲକାନଗରି ଜିଲାରେ ଏହାର ପ୍ରଭାବ ନ ଥିଲେ…

କାନ୍ଥ ତାଡ଼ି ୧୫ ମୋବାଇଲ, କମ୍ପ୍ୟୁଟର ଚୋରି

ବନ୍ତଳା, ୩୦ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ଛକ କନକ ଦୁର୍ଗା ବଜାରରେ ରବିବାର ରାତିରେ ଖାଲଙ୍ଗା ଗ୍ରାମର ପ୍ରଦୀପ ପ୍ରଧାନ (୩୩) ଙ୍କ ମୋବାଇଲ ଦୋକାନରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ କାନ୍ଥ ତାଡ଼ି ୧୫ଟି ମୋବାଇଲ, ହାର୍ଡ ଡିସ୍କ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?