ଗରିବ ଲୋକଙ୍କୁ ରାଶନ ସାମଗ୍ରୀ ଦେଲେ ସ୍ଥାନୀୟ ଲୋକେ
ବାମରା, ୩୦।୩ (ଡି.ଏନ.ଏ.)-ସମ୍ବଲପୁର ଜିଲା ବାମରା ସଦର ମହକୁମା ଅଞ୍ଚଳରେ ଲକ ଡାଉନ ଯୋଗୁ ଅନାହାରରେ ଥିବା ଗରିବ ପରିବାରଙ୍କୁ ସ୍ଥାନୀୟ କେତେ ଜଣ ବ୍ୟକ୍ତି ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି। ପରିବାର ପ୍ରତି ୪ ଦିନର ରାସନ ସାମଗ୍ରୀ ଆକାରରେ…
କଟକଣା ମାନୁନାହାନ୍ତି ଲୋକେ, ବ୍ୟାଙ୍କରେ ଭିଡ଼
ଆଠମଲ୍ଲିକ/ବନ୍ତଳା, ୩୦ା୩(ଡି.ଏନ.ଏ.)- କରୋନା ସଂକ୍ରମଣ ରୋକିବାକୁ ଜାରି ହୋଇଥିବା କଟକଣା ନ ମାନି ସୋମବାର ଅନୁଗୋଳ ଜିଲାର ବିଭିନ୍ନ ବ୍ୟାଙ୍କର ଲୋକେ ଗହଳି ଜମାଇଥିବା ଦେଖତ୍ବାକୁ ମିଳିଛି । ଆଠମଲ୍ଲିକ ସଦର ମହକୁମା ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ଭତ୍ତା ପାଇଁ ବହୁ…
କରୋନା ସ୍ଥିତି ଅନୁଧ୍ୟାନ କଲେ ଉପଜିଲାପାଳ
ବାମରା, ୩୦।୩ (ଡି.ଏନ.ଏ.)-ବର୍ତ୍ତମାନ କରୋନା ପାଇଁ ସାରା ଦେଶ ସମ୍ପୂର୍ଣ୍ଣ ଲକ ଡାଉନ ପରିସ୍ଥିତିରେ ଗତି କରୁଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ଜିଲା ପ୍ରଶାସନକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କୁଚିଣ୍ଡା ଉପଜିଲାପାଳ ବିଶ୍ୱରଞ୍ଜନ…
ଖାଉଟି ସାମଗ୍ରୀ ଚଢା ଦର ଉପରେ ଲାଗିଲା ଅଙ୍କୁଶ
ଗୁଡଭେଲା,୩୦।୩(ଡିଏନଏ):କରୋନା ପାଇଁ ବଲାଙ୍ଗୀର ଜିଲା ତୁଷୁରା ଓ ଗୁଡଭେଲା ବ୍ଳକର ବିଭିନ୍ନ ଅଞ୍ଚଳର ବଜାର ବନ୍ଦ ରହିଥିବା ବେଳେ ଖାଉଟି ସାମଗ୍ରୀ, ଔଷଧ ଓ ପନିପରିବା ଦେକାନକୁ ଛାଡି ଅନ୍ୟ ସମସ୍ତ ଦେକାନ ବଜାର ବନ୍ଦ କରାଯାଇଛି ା ଏହାର ସୁଯୋଗ…
ମନ୍ଦିର ପରିସରରେ ଚିକେନ କରି ଖାଇବା ପଡ଼ିଲା ମହଙ୍ଗା: ୩ ପୂଜକ କୋର୍ଟ ଚାଲାଣ
ତାଳଚେର,୩୦।୩(ନି.ପ୍ର.): ତାଳଚେରର ପ୍ରସିଦ୍ଧ ଶୈବପୀଠ ପଶ୍ଚିମେଶ୍ୱର ମନ୍ଦିର ପରିସରରେ ପୂଜକମାନେ ଚିକେନ ରୋଷେଇ କରି ଖାଇବା ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ ତାଳଚେର ପୋଲିସ ୩ ଜଣ ପୂଜକଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ତାଳଚେର ଥାନାରେ କେସ୍…
ଏନ୍ଏସି ପକ୍ଷରୁ ଲୋକଙ୍କୁ ଖାଦ୍ୟ ବଣ୍ଟନ
ଗୁଡଭେଲା,(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକରେ ୯୧ ଜଣଙ୍କ ନାମ ପଞ୍ଜୀକୃତ ହୋଇଛି, ଯେଉଁମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଇ ଏବେ ଘରକୁ ଫେରିଛନ୍ତି। ୧୩ଟି ପଞ୍ଚାୟତର ୧୩ଟି ସ୍ଥାନରେ ଅସ୍ଥାୟୀ ଶିବିର କରାଯାଇଛି। ୩୪୫ଟି ଶଯ୍ୟା ବବସ୍ଥା ହୋଇଛି।…
କରୋନା କଟକଣା: ଗାଁ ମୁଣ୍ଡରେ ଲକ୍ଷ୍ମଣରେଖା ଟାଣିଲେ ଗ୍ରାମବାସୀ
ବଲାଙ୍ଗୀର ଅଫିସ,୩୦।୩: ବଲାଙ୍ଗୀର ସହର ଶୂନ୍ଶାନ ଥିବା ବେଳେ ଧୀରେ ଧୀରେ ଗ୍ରାମାଞ୍ଚଳର ଲୋକେ ସଚେତନ ହେବାରେ ଲାଗିଛନ୍ତି। ବାହାର ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ ନ କରାଇ ଦେବା ପାଇଁ ଗାଁ ମୁଣ୍ଡରେ ଲକ୍ଷ୍ମଣରେଖା ଟାଣିଛନ୍ତି। ଏପରିକି ଜରୁରୀ ଥିଲେ…
କରୋନା ପ୍ରତିହତ ପାଇଁ ଗାଁ ଗାଁରେ ଶପଥ ପାଠ କରାଇଲା ପୋଲିସ
ଦାରିଙ୍ଗବାଡ଼ି,୩୦।୩(ଡି.ଏନ୍.ଏ.): କରୋନା ସଂକ୍ରମିତକୁ ପ୍ରତିହତ କରିବା ପାଇଁ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ଦିନରାତି ବିଭିନ୍ନ ଗାଁ, ଛକ ବଜାର ବ୍ଲକିଂ ସହ ପାଟ୍ରୋଲିଂ କରି ଅମାନିଆଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେଉଛି। ସୋମବାର ଆଇଆଇସି କୌଶିକ ମାଝି ପର୍ତ୍ତମାହା…
ଅଭିଭାବକଙ୍କୁ ମିଳିଲା ମଧ୍ୟାହ୍ନଭୋଜନ ଚାଉଳ ଟୋକନ୍
ବନ୍ତ,୩୦।୩(ଡି.ଏନ୍.ଏ.): କରୋନା ପାଇଁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଥିବା ବେଳେ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନ ଚାଉଳ ପ୍ରଦାନର ବ୍ୟବସ୍ଥା କରିଛନ୍ତି। ସୋମବାର ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ବିଦ୍ୟାଳୟରୁ ଟୋକନ୍…
ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲମ୍ବା ଧାଡ଼ି
ବନ୍ତ,୩୦।୩(ଡି.ଏନ୍.ଏ.): କରୋନା କଟକଣା ପରେ ଭଦ୍ରକ ଜିଲା ବନ୍ତ ସଦର ମହକୁମାରେ ଅବସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସକାଳୁ ଲୋକମାନେ ଡାକ୍ତରଖାନା ସମ୍ମୁଖରେ ଲମ୍ବା ଧାଡ଼ି ଲଗାଉଛନ୍ତି। ସାମାଜିକ ଦୂରତା ପାଳନ ନେଇ ଡାକ୍ତରଖାନା ପକ୍ଷରୁ ଗୋଲେଇ…
ବାହାର ଲୋକଙ୍କୁ ସରଣ୍ଡା ମନା: ୩ଟି ରାସ୍ତା ସିଲ୍କଲେ ଗ୍ରାମବାସୀ
ସରଣ୍ଡା,୩୦।୩(ଡି.ଏନ୍.ଏ.): କରୋନା(କୋଭିଡ-୧୯) ସଂକ୍ରମଣକୁ ରୋକିବା ପାଇଁ ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳି ପଞ୍ଚାୟତ ବରଗଡ଼ ଜିଲା ସରଣ୍ଡା ଗ୍ରାମବାସୀ ସୋମବାରଠାରୁ ଗ୍ରାମକୁ ସଂଯୋଗ କରୁଥିବା ୩ଟି ପ୍ରବେଶପଥକୁ ବନ୍ଦ କରିଛନ୍ତି। ସରଣ୍ଡା ସମେତ କଟାପାଲି, ଚକୁଳି ଗ୍ରାମବାସୀ ମଧ୍ୟ…
ଆଇସୋଲେଶନରେ ରହୁନାହାନ୍ତି ବିଦେଶ ଫେରନ୍ତା: ଗ୍ରାମବାସୀ ଭୟଭୀତ
ବନ୍ତ,୩୦।୩(ଡି.ଏନ୍.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ବିଦେଶ ଏବଂ ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କୁ ଆଇସୋଲେଶନରେ ରହିବା ପାଇଁ ପରାମର୍ଶ ଦେଉଥିଲେ ମଧ୍ୟ ତାହାକୁ ଲୋକେ ସଠିକ୍ ଭାବେ ପାଳନ କରୁ ନ ଥିବା ଦେଖାଯାଇଛି। ସେହିସବୁ ଲୋକଙ୍କ ପାଇଁ ପ୍ରତି…

