ଯାଜପୁର ବ୍ରହ୍ମବରଦାରେ ଏପ୍ରିଲ ୧୨ ରାତି ୮ଟା ଯାଏ ବଢ଼ିଲା କଣ୍ଟେନ୍ମେଣ୍ଟ ଅବଧି
ଯାଜପୁର,୮।୪(ଡି.ଏନ୍.ଏ.): ଯାଜପୁର ଜିଲା ବ୍ରହ୍ମବରଦାରେ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରାଯାଇଛି। ଏପ୍ରିଲ ୧୨ ରାତି ୮ଟା ଯାଏ କଣ୍ଟେନ୍ମେଣ୍ଟ ଅବଧିକୁ ଜିଲା ପ୍ରଶାସନ ବଢ଼ାଇଛି। ବ୍ରହ୍ମବରଦା ଅଞ୍ଚଳରେ ଜଣେ ନିଜାମୁଦ୍ଦିନ ଫେରନ୍ତା କରୋନାରେ ଆକ୍ରାନ୍ତ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ…
୨ଶହ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲା ଡାକ ବିଭାଗ
ଭବାନୀପାଟଣା,୮।୪(ସ୍ବ.ପ୍ର.)- କରୋନା ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଗତ ୨୪ ତାରିଖଠୁ ଦେଶରେ ଲକ୍ଡାଉନ ଜାରି ରହିଛି। ଏହାଦ୍ୱାରା ଅନେକ ଗରିବ ଅସହାୟ ଲୋକଙ୍କ ଜୀବନ ଶୈଳୀ ଉପରେ ପ୍ରଭାବ ପଡିଛି। ଏହା ଫଳରେ ସେମାନେ ଏବେ ଦୁର୍ବିସହ ଜୀବନ…
ଭଞ୍ଜନଗର ପ୍ରବେଶ ପଥରେ ୨୪ ଘଣ୍ଟିଆ ପୋଲିସ ପଇଁତରା
ଭଞ୍ଜନଗର,୮।୪(ଡି.ଏନ.ଏ)- ଭଞ୍ଜନଗରର ସହରର ସମସ୍ତ ପ୍ରବେଶ ପଥ ସମ୍ମୁଖରେ ବୁଧବାର ସକାଳୁ ୨୪ ଘଣ୍ଟିଆ ପୋଲିସ ପଇଁତରା ବ୍ୟବସ୍ଥା କରାଯାଇଛି। ପୋଲିସ କର୍ମଚାରୀମାନେ ପ୍ରବେଶ ପଥ ସମ୍ମୁଖରେ କ୍ୟାମ୍ପ କରି ଅଛନ୍ତି। ଭୁବନେଶ୍ୱରରୁ ଅନେକ ଲୋକ ବିଗତ ଏକ ସପ୍ତାହ ମଧ୍ୟରେ…
ଡାକବାଜି ଯନ୍ତ୍ରରେ ସଚେତନ କଲେ ଆଇଆଇସି
ମାଧପୁର, ୮ା୪- କରୋନା ସଂକ୍ରମଣ ରୋକିବାକୁ ଲୋକେ ଲକଡାଉନ କଟକଣାକୁ ସମ୍ପୂର୍ଣ୍ଣ ଭାବେ ମାନିବାକୁ ଅନୁଗୋଳ ଜିଲା ମାଧପୁର ବଜାରରେ ପୋଲିସ ପକ୍ଷରୁ ସଚେତନ କରାଯାଉଛି। ଆଠମଲ୍ଲିକ ଥାନା ଆଇଆଇସି ପ୍ରିୟବ୍ରତ ଦାସ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରି ଲୋକଙ୍କୁ…
କାଳିଜାଇ ଜଙ୍ଗଲରେ ହାତୀର ମୃତଦେହ ଠାବ, ତରବରିଆ ଭାବେ ବନବିଭାଗ ବ୍ୟବଚ୍ଛେଦ କରୁଥିବା ଅଭିଯୋଗ
ନୟାଗଡ ଅଫିସ/ରଣପୁର, ୮।୪(ସ୍ବ.ପ୍ର): ଖୋର୍ଦ୍ଧା ବନଖଣ୍ଡ ତଥା ନୟାଗଡ ଜିଲା ରଣପୁର ରେଞ୍ଜ ଭେଟବର ନିକଟସ୍ଥ କାଳିଜାଇ ଜଙ୍ଗଲରେ ବୁଧବାର ଏକ ହାତୀର ମୃତଦେହ ଠାବ କରାଯାଇଛି। ଦୁଇଦିନ ଧରି ଜଙ୍ଗଲରେ ମୃତଦେହ ପଡ଼ି ରହିଥିବା ବେଳେ ତାହା ମାଇ ହାତୀ…
ଲୋକଙ୍କୁ ମାସ୍କ ବାଣ୍ଟିଲା ବଡ଼ଗାଁ ଆଇଟିଆଇ
ବଡ଼ଗାଁ,୮।୪(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଆଇଟିଆଇ ପକ୍ଷରୁ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କରିଯାଇଛି। ସେହିଭଳି ବଡ଼ଗାଁ ଡାକ୍ତରଖାନାରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ରନ୍ଧା ଖାଦ୍ୟ ଦେଉଛନ୍ତି। ଅନ୍ୟପକ୍ଷେ କର୍ମଚାରୀମାନେ ମଧ୍ୟ…
ବୋରିଂରୁ ମିଳିବ ମୁକ୍ତି: ଅନ୍ଲାଇନରେ ଚିତ୍ରାଙ୍କନ, ସ୍ଲୋଗାନ ପ୍ରତିଯୋଗିତା
ଛତ୍ରପୁର, ୮ା୩(ଡି.ଏନ୍.ଏ.)- ଟେଲି ମେଡ଼ିସିନ ନେଇ ଡାକ୍ତର ପ୍ୟାନେଲ ହେଉ କି କ୍ୟାରିୟର ପାଇଁ ଏକ୍ସପର୍ଟ ଗ୍ରୁପ ବନାଇ କରୋନା ସମୟରେ ଗଞ୍ଜାମ ଜିଲା ପ୍ରଶାସନ ଚର୍ଚ୍ଚାକୁ ଆସିଛି। ଏବେପୁଣି ସ୍କୁଲ ଓ କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ଅନ୍ଲାଇନରେ ଚିତ୍ରାଙ୍କନ ଓ…
ଟ୍ରକ ଧକ୍କାରେ ଡାକ୍ତରଖାନା ପାଚେରି ଭାଙ୍ଗିଲା
ତାଳଚେର, ୮ା୪(ନି.ପ୍ର.)- କଣିହାଁସ୍ଥିତ ଏକ କମ୍ପାନୀରେ କୋଇଲା ଅନଲେୋଡ କରି ତାଳଚେର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ମଙ୍ଗଳବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ କଣିହାଁ ଡାକ୍ତରଖାନା ପାଚେରିକୁ ଧକ୍କା ଦେଇଥିଲା। ଏଥରେ ପାଚେରି ସହ ଡାକ୍ତରଖାନା ଫାଟକ ଭାଙ୍ଗି ଯାଇଛି…
ବୁଲା କୁକୁରଙ୍କ ବନ୍ଧୁ ପାଲଟିଛନ୍ତି ମା’ ପୁଅ
ଛତ୍ରପୁର,୮ା୩(ଡି.ଏନ୍.ଏ.)- କରୋନା ପାଇଁ ସାରା ଦେଶରେ ଲକ୍ଡାଉନ ସହ ଗଞ୍ଜାମରେ ଦିନକୁ ୧୯ ଘଣ୍ଟା ସଟ୍ ଡାଉନ କଟକଣା ଲାଗୁ ହୋଇଛି। ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ସଂଗ୍ରହ ଏବେ ଜଟିଳ ସମସ୍ୟା ପାଲଟିଛି। ବେଶୀ ହଇରାଣ…
ଲେପ୍ରୋସି କଲୋନୀରେ ରାଶନ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷ
ଛତ୍ରପୁର,୮ା୩(ଡି.ଏନ୍.ଏ.)- ଛତ୍ରପୁର ବ୍ଲକ ଚିକଲଖଣ୍ଡି ପଞ୍ଚାୟତ ଅଧୀନ ଦାମିୟନ ନଗର ଲେପ୍ରୋସି କଲୋନୀରେ ଘର ଘର ବୁଲି ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ ରାଶନ ସାମଗ୍ରୀ ବଣ୍ଟନ କରିଛନ୍ତି। ନିଜ ଖର୍ଚ୍ଚରେ ୬୩ ପରିବାରଙ୍କୁ ରାଶନ ସମେତ ଶୁଖିଲା ଖାଦ୍ୟ…
ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
ଶେରଗଡ଼/ପାଟପୁର,୮ା୪(ଡି.ଏନ୍.ଏ.)- ଶେରଗଡ ଅଞ୍ଚଳରେ ମଙ୍ଗଳବାର ରାତିରେ ବର୍ଷା ସହ ବଜ୍ରପାତ ହୋଇଛି। ବଜ୍ରାଘାତରେ ରାତି ପ୍ରାୟ ୯ଟା ରତନି ପାହାଡ଼ରେ ଥିବା ମନ୍ଦିରରେ ଜଣେ ଯୁବକଙ୍କ ମୃତତ୍ୟୁ ଘଟିଛି। ସେ ହେଲେ ଶେରଗଡ଼ର ବିନୋଦ ନାୟକ (୩୫)। ଲକ୍ଡାଉନ ଚାଲିଥିବାବେଳେ ବିନୋଦଙ୍କ…
ନିଜକୁ ଖବରଦାତା କହି ଠକୁଥିବା ବ୍ୟକ୍ତି ଗିରଫ
ବଡ଼ଗାଁ,୮।୪ (ଡି.ଏନ.ଏ.): ସୁନ୍ଦରଗଡ଼ ଜ଼ିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ବରଙ୍ଗକଛାର ଗାଁରେ ନିଜକୁ ଖବରଦାତା ବୋଲି ପରିଚୟ ଦେଇ ଲୋକଙ୍କୁ ଠକୁଥିବାବେଳେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ସେ ହେଲେ ସୁନ୍ଦରଗଡ଼ର ସୀତାରାମ ବେହେରା। ସେ ଚାକିରି କରାଇ ଦେବାକୁ କହି…

