ଆମ ଜିଲା ଖବର

ବିଶୋଧନ ହେଲା ଜନଗହଳି ସ୍ଥାନ

ଛେଣ୍ଡିପଦା, ୭ା୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦାର ବିଭିନ୍ନ ଜନଗହଳି ସ୍ଥାନକୁ ମଙ୍ଗଳବାର ବିଶୋଧନ କରାଯାଇଛି ।ଅଗ୍ନିଶମ ବିଭାଗ ସେକ୍ସନ ଅଧିକାରୀ ମନୋରଞ୍ଜନ ବିଶ୍ବାଳଙ୍କ ନେତୃତ୍ୱରେ ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ କୁମାର କେରକେଟା, ମାଜିଷ୍ଟ୍ରେଟ ତଥା ଛେଣ୍ଡିପଦା ତହସିଲଦାର ଡାନିଏଲ…

ଗଞ୍ଜାମ ଜିଲା: ୧୩୫ ଜଣଙ୍କ କୋଭିଡ -୧୯ ଟେଷ୍ଟ ରିପୋର୍ଟକୁ ଅପେକ୍ଷା, ୧୦୫ ନେଗେଟିଭ୍‌

ଛତ୍ରପୁର,୭ା୧(ଡି.ଏନ୍‌.ଏ.)- ବ୍ରହ୍ମପୁର ବଡମେଡିକାଲରେ କୋଭିଡ-୧୯ ସାମ୍ପୁଲ ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିକୁ ପଠାଯାଉଛି। ସୋମବାର ସନ୍ଧ୍ୟାସୁଦ୍ଧା ଗଞ୍ଜାମ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ ୨୪୦ କରୋନା ସନ୍ଦିଗ୍ଧଙ୍କ ସ୍ବାବ୍‌ ବ୍ରହ୍ମପୁର ଏମ୍‌କେସିଜି ପକ୍ଷରୁ ସଂଗ୍ରହ…

ସିଲ୍‌ ହେଲା ଦୂତିପଡା ପଞ୍ଚାୟତ

ଖଜୁରିପଡା,୭ା୪(ଡି.ଏନ୍‌.ଏ.)- ଖଜୁରିପଡା ବ୍ଲକ ଦୂତିପଡା ପଞ୍ଚାୟତକୁ ମଙ୍ଗଳବାର ସିଲ୍‌ କରାଯାଇଛି। ରାଜ୍ୟରେ ୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ଘଟିଛି। ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ଭୁବନେଶ୍ୱରରେ। ଦୂତିପଡା ପଞ୍ଚାୟତ ମାଲଗୁଣ୍ଡି, ଜାମଝରି ଓ ମେକାନି ସାହିର ପ୍ରାୟ…

ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ: ଆଳିର ୧୧ଗାଁ ସିଲ୍‌

କେନ୍ଦ୍ରାପଡା ଅଫିସ/ଆଳି (ଡି.ଏନ୍‌.ଏ.), ୭।୪- କେନ୍ଦ୍ରାପଡ଼ା ଜିଲାର ପ୍ରଥମ କରୋନା ସଂକ୍ରମିତଙ୍କୁ ସୋମବାର ଚିହ୍ନଟ କରାଯାଇଛି। ଆଳି ଅଞ୍ଚଳରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଜିଲା ପ୍ରଶାସନ ସହାୟତାରେ ତାଙ୍କୁ କଟକ କୋଭିଡ୍‌ ହସ୍ପିଟାଲ୍‌କୁ ପଠାଯାଇଛି। ସୋମବାର ରାତିରେ ଆଳିର…

ବିଶୋଧନ ହେଲା ଖଜୁରିପଡା ବ୍ଲକ କାର୍ଯ୍ୟାଳୟ

ଖଜୁରିପଡା,୭ା୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣମଣକୁ ଆଖିଆଗରେ ରଖି ଖଜୁରିପଡା ବ୍ଲକ କାର୍ଯ୍ୟାଳୟ ପରିସରକୁ ବିଶୋଧନ କରାଯାଇଛି। ବିଡିଓ ରବୀନ୍ଦ୍ର ନାଥ କହଁରଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଅଗ୍ନିଶମ ବିଭାଗ ଦ୍ୱାରା ଶୁକ୍ରବାର ବିଶୋଧନ କରାଯାଇଛି। ୨ରୁ ୩ ଘଣ୍ଟା ଧରି ବ୍ଲକ କାର୍ଯ୍ୟାଳୟର ସମସ୍ତ…

ବିନା ଶ୍ରଦ୍ଧାଳୁରେ ହିଙ୍ଗୁଳା ଯାତ୍ରା

ଅନୁଗୋଳ ଅଫିସ୍/ତାଳଚେର, ୭ା୪- ଅନୁଗୋଳ ଜିଲା ତାଳଚେର ଗୋପାଳଗଡ଼ସ୍ଥିତ ଅଧିଷ୍ଠାତ୍ରି ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ମଙ୍ଗଳବାର ନିରାଡମ୍ବର ଭାବେ ପାଳନ କରାଯାଇଛି। ବିନା ଶ୍ରଦ୍ଧାଳୁ ତଥା ଭକ୍ତଙ୍କ ଉପସ୍ଥିତିରେ ମାଙ୍କ ଯଥାବିଧି ପୂଜାର୍ଚ୍ଚନା କରାଯାଇଛି । କରୋନା ସଂକ୍ରମଣ…

ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିଙ୍କୁ ଜରିମାନା କଲେ ବିଡିଓ: ଧରାପଡ଼ିଲେ ଖବରଦାତା, ପୋଲିସ, ସରକାରୀ କର୍ମଚାରୀ

ଛତ୍ରପୁର, ୭ା୪(ଡି.ଏନ୍‌.ଏ.)- ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ ମଙ୍ଗଳବାର ଲାଠି ଧରି ମାସ୍କ ପିନ୍ଧି ନ ଥିବା ବ୍ୟକ୍ତି ଓ ବାଇକ ଚାଳକଙ୍କ ଠାରୁ ଜରିମାନା ଆଦାୟ କରିବା ସହ ବାଇକ ଜବତ କରିଛନ୍ତି। ବ୍ରହ୍ମପୁରର ଜଣେ ଖବରଦାତା, ବ୍ଲକ…

ସାମାଜିକ ଦୂରତା ରକ୍ଷା କରି ଦିଆଯାଉଛି ପିଡିଏସ୍‌ ସାମଗ୍ରୀ

ବନ୍ତ,୭ା୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ମଙ୍ଗଳବାର ସାମାଜିକ ଦୂରତା ରକ୍ଷା କରାଯାଇ ହିତାଧିକାରୀ ମାନଙ୍କୁ ପିଡିଏସ୍‌ ସାମଗ୍ରୀ ପ୍ରଦାନ କରାଯାଇଛି। ବାଇଧର ରାଜଙ୍କ ନିଳୋକ ରିଟେଲର କେନ୍ଦ୍ର ଅଧୀନରେ ନିଳୋକ, ଓଳମ, ବେଗନା, ସାହାଡାପଲ୍ଲୀ, ତାଳବାଙ୍କ, ବାଲିଗଢିଆ, ବାଇପୁର,…

ମାସ୍କ ବଣ୍ଟନ କଲା ରାଇକିଆ ବଣିକ ସଂଘ

ରାଇକିଆ,୭ା୪(ଡି ଏନ ଏ)- କରୋନା ମୁକାବିଲା ପାଇଁ ବିଭିନ୍ନ ସଙ୍ଗଠନ ଆଗକୁ ଆସୁଛନ୍ତି। କିଏ ସଚେତନତା କରୁଛି ତ ଆଉକିଏ ଆର୍ଥିକ ସହଯୋଗ କରୁଛନ୍ତି। ମଙ୍ଗଳବାର ରାଇକିଆ ବଣିକ ସଂଘ ତରଫରୁ ବିଭିନ୍ନ ଅଞ୍ଚଳରେ ମାସ୍କ ବଣ୍ଟନ କରାଯାଇଛି। ଘରୁ କୌଣସି…

କରୋନା ମୁକାବିଲା: ଜି.ଉଦୟଗିରି ବିଧାୟକ ଦେଲେ ୪୦ ଲକ୍ଷ

ଦାରିଙ୍ଗବାଡ଼ି,୭।୪(ଡି.ଏନ.ଏ)- କରୋନା ମୁକାବିଲା ପାଇଁ କନ୍ଧମାଳ ଜିଲାପ୍ରଶାସନକୁ ପ୍ରଚୁର ପାଣ୍ଠିର ଆବଶ୍ୟକତା ରହିଛି। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ତାଙ୍କ ଅତିରିକ୍ତ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ନିଜ ନିର୍ବାଚନ ମଣ୍ଡଳୀ ଟିକାବାଲି, ଜି.ଉଦୟଗିରି, ରାଇକିଆ ଏବଂ ଦାରିଙ୍ଗବାଡ଼ି ସକାଶେ ଏନେଇ…

ଆହତ ସମ୍ବରକୁ ଚିକିତ୍ସା କରାଇଲା ବନ ବିଭାଗ

ଧମା, ୭।୪ (ଡି.ଏନ.ଏ.) ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ୍‌ ଖିଣ୍ଡା ଗ୍ରାମର ଖଲିଆବନ୍ଧ ନିକଟରୁ ଧମା ବନ ବିଭାଗ ମଙ୍ଗଳବାର ସକାଳେ ଏକ ଆହତ ସମ୍ବରକୁ ଉଦ୍ଧାର କରାଯାଇଛି । ଲୋକଙ୍କଠାରୁ ଖବର ପାଇ ରେଞ୍ଜର ଆଲୋକ ଷଡଙ୍ଗୀଙ୍କ ତତ୍ତ୍ବାବଧାନରେ କର୍ମଚାରୀମାନେ…

ସଙ୍ଗରୋଧ ଗୃହରେ ଭୁବନେଶ୍ୱର ଫେରନ୍ତା

ଦାରିଙ୍ଗବାଡ଼ି,୭।୪(ଡି.ଏନ.ଏ)- ଭୁବନେଶ୍ୱର ଅଞ୍ଚଳରେ ରହୁଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ୩ ପରିବାରର ପ୍ରାୟ ୧୪ ଜଣ ଗଁାରେ ପହଞ୍ଚତ୍ଛନ୍ତି। ଦାରିଙ୍ଗବାଡ଼ିର ଡବେରୀ ଗ୍ରାମଠାରେ ପହଞ୍ଚତ୍ବା ପରେ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ସୀମା ସିଲ୍‌ କରାଯାଇ ପୋଲିସ ଜଗି ରହିଥିଲା। ଏତେ ଲୋକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?